ମନୋରଞ୍ଜନ

କରୱା ଚୌଥ୍‌ରେ ୧୯ବର୍ଷ ତଳର ଲେହେଙ୍ଗା ପିନ୍ଧିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଭିନ୍ନ ଢ଼ଙ୍ଗରେ ଏଥର କରୱା ଚୌଥ୍‌ ପାଳନ କରିଛନ୍ତି। ସେ ବାହାଘରରେ ପିନ୍ଧିଥିବା ଲେହେଙ୍ଗାକୁ ପିନ୍ଧି ଏଥରର କରଓ୍ବା ଚୌଥ୍‌ ପାଳନ କରିଥିଲେ। ତେବେ ଲେହେଙ୍ଗାଟି ହେଉଛି ୧୯ବର୍ଷ ତଳର। ଏହି ଲେହେଙ୍ଗା ବଲିଉଡ୍‌ର…

‘ଦାଦା ସାହେବ ଫାଲକେ ପୁରସ୍କାର ପାଇବି କେବେ ଭାବି ନ ଥିଲି’

ଚେନ୍ନାଇ: ଲୋକପ୍ରିୟ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କୁ ଚଳିତ ବର୍ଷ ‘ଦାଦା ସାହେବ ଫାଲକେ’ ପୁରସ୍କାରରେ ସମ୍ମାନିତ କରାଯିବ। ସେ ତାଙ୍କ ବାସଭବନରେ ଏକ ପ୍ରେସମିଟ୍‌ କରି ଏହି ସୂଚନା ଦେଇଛନ୍ତି। ତେବେ ରଜନୀକାନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମରେ…

ଏମିତି ଜୀବନସାଥୀ ଖୋଜୁଛନ୍ତି କ୍ରୀତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ରୀତି ସାନନଙ୍କ ଫିଲ୍ମ ‘ହମ ଦୋ ହମାରେ ଦୋ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ବଲିଉଡ୍‌ ଅଭିନେତା ରାଜକୁମାର ରାଓଙ୍କ ସହ ନଜର ଆସିବେ। ଏହି ଦୁଇ ଷ୍ଟାର ଆଜିକାଲି ସେମାନଙ୍କର…

ବିଗ୍‌ବସ୍‌ର ପ୍ରଥମ ଓ୍ବାଇଲ୍ଡ କାର୍ଡ ପ୍ରତିଯୋଗୀ ରାଜୀବ କିଏ? ଶିଳ୍ପା ସେଟ୍ଟୀଙ୍କ ସହ ରହିଛି…

ବମ୍ବେ: ବିଗ୍‌ବସ୍‌ ଘରେ ପ୍ରଥମ ଓ୍ବାଇଲ୍ଡ କାର୍ଡ ଭାବେ ଏଣ୍ଟ୍ରି କରିଛନ୍ତି ରାଜୀବ ଅଦାତିଆ। ଶନିବାର ଷ୍ଟେଜ୍‌ ଉପରେ ସେ କିଛି ସମୟ ହୋଷ୍ଟ ସଲମାନଙ୍କ ସହ ଚିଟ୍‌ଚାଟ୍‌ କରିଥିଲେ। ଏଭଳି ସ୍ଥିତିରେ ଦର୍ଶକଙ୍କ ମନରେ ସେ କିଏ ବୋଲି କଥା…

ହିନାଙ୍କୁ ଅଫ୍‌ଶାନା କହିଲେ ମୋଟି !

ବମ୍ବେ: ମୋଟି ହୋଇଗଲେଣି ଅଭିନେତ୍ରୀ ହିନା ଖାନ୍‌। ଏକଥା ଆମେ କହୁନାହୁଁ ବରଂ କହିଛନ୍ତି ଅଫସାନା ଖାନ୍‌। ବିଗ୍‌ ବସ୍‌ ଘରେ ପ୍ରତିଯୋଗୀ ଅଛନ୍ତି ଅଫ୍‌ଶାନା। ଶନିବାର ଦେଖାଯାଇଥିବା ଓ୍ବିକେଣ୍ଡ ବାର୍‌ ଏପିସୋଡରେ ହିନା ଅତିଥି ଭାବେ ପହଞ୍ଚିଥିଲେ। ତାଙ୍କୁ ଘରେ…

ଆଲିଙ୍ଗନ ଦୃଶ୍ୟ ଉପରେ କଟକଣା

ଟିଭିରେ ଆଲିଙ୍ଗନ, ବୋଲ୍ଡ ସିନ୍‌ ଦେଖାଯିବା ଉପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍‌ ମିଡିଆ ନିୟନ୍ତ୍ରକ କର୍ତ୍ତୃପକ୍ଷ(ପିଇଏମ୍‌ଆର୍‌ଏ) କଟକଣା ଲଗାଇଛି। ସ୍ଥାନୀୟ ଟିଭି ଚ୍ୟାନେଲଗୁଡ଼ିକୁ ଏ ବାବଦରେ ନୋଟିସ୍‌ ଜାରି କରାଯାଇ କୌଣସି ଡ୍ରାମାରେ ଆଲିଙ୍ଗନ୍‌, ବୋଲ୍ଡ ସିନ୍‌ ଆଦି ନ ଦେଖାଇବାକୁ କୁହାଯାଇଛି।…

ଏକଦା କରିନାଙ୍କୁ ମ୍ୟାମ ଡାକୁଥିଲେ ସୈଫ୍‌: ଆଉ ତା’ ପରେ

ଅଭିନେତା ସୈଫ୍‌ ଅଲ୍ଲୀଖାନ ଏବଂ ଅଭିନେତ୍ରୀ କରିନା କପୁର ହେଉଛନ୍ତି ବଲିଉଡର ଲୋକପ୍ରିୟ ଯୋଡି। ୨୦୧୨ ରେ ସୈଫ୍‌-କରିନା ବିବାହ କରିଥିଲେ। ଉଭୟ ଏକାଠି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ସେମାନଙ୍କର ପ୍ରେମ କାହାଣୀ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ…

ମଲାଇକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ପ୍ରେମିକ; ଲେଖିଲେ ଭାବିବିହ୍ବଳ ନୋଟ୍‌

ବମ୍ବେ: ପ୍ରେମିକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହୋଇଛନ୍ତି ଅଭିନେତା ଅର୍ଜୁନ କପୁର। ଦିନଟିକୁ ସ୍ବତନ୍ତ୍ର କରିବାକୁ ଯାଇ ସେ ମଲାଇକା ଅରୋରାଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି। ଏହି ଦିନ ହେଉ ଅଥବା ଅନ୍ୟ ସବୁ ଦିନରେ ମୁଁ କେବଳ ତୁମ ମୁହଁରେ…

ଅନେକଙ୍କୁ ଜଣାନାହିଁ ପ୍ରଭାସଙ୍କ ପୂରା ନାମ

ଚେନ୍ନାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ ୨୩ ଅକ୍ଟୋବରକୁ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଏସ୍ ଏସ୍ ରାଜାମୌଳିଙ୍କ ଫିଲ୍ମ ‘ବାହୁବଳି’ ଜରିଆରେ ଫେମଶ ହୋଇଥିବା ପ୍ରଭାସ ସୋସିଆଲ ମିଡିଆରେ ଏତେ ଆକ୍ଟିଭ ନୁହେଁ ।…

ବିୟର ଗ୍ରିଲଙ୍କ ସହ ଷ୍ଟଣ୍ଟ କରିବେ ଅଜୟ ଦେବଗନ

ବମ୍ବେ: ଚର୍ଚ୍ଚାରେ ‘ସୂର୍ଯ୍ୟବଂଶୀ’ ଷ୍ଟାର ଅଜୟ ଦେବଗନ। ଭାବୁଥିବେ କାହିଁକି। ଏବେ ‘ଇନ୍‌ଟୁ ଦ ଓ୍ବାଇଲ୍ଡ ଉଇଥ୍‌ ବିୟର ଗ୍ରିଲ୍‌’ଙ୍କ ଶୋ’ରେ ଏହି ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିବ। ଗ୍ରିଲଙ୍କ ସହ ସମୁଦ୍ରରେ ସାର୍କର ସାମ୍ନା କରୁଥିବା ନଜର ଆସିବେ ସେ। କିଛି…

ଏକଦା ଜଣେ ସୁପରଷ୍ଟାର ସଲମାନଙ୍କୁ କହିଥିଲେ ମାଧୁରୀ ଦୀକ୍ଷିତ ପୁଅ, ଆଉ ତା’ ପରେ….

ବଲିଉଡର ଦବଙ୍ଗ ଖାନ ସଲମାନ ଖାନଙ୍କ ବଲିଉଡର ଡ୍ୟାନ୍ସ କୁଇନ୍‌ ମାଧୁରୀ ଦୀକ୍ଷିତଙ୍କ ଯୋଡି ଦର୍ଶକଙ୍କୁ ବହୁତ ପସନ୍ଦ। ଏହି ଯୋଡି ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ଏକ ଚଳଚ୍ଚିତ୍ରରେ ସଲମାନ, ମାଧୁରୀ ଏବଂ ଅନୁପମ ଖେର, କାଦର…

‘୨୦୨୧’ ଜନ୍ମଦିନର ସବୁଠାରୁ ବଡ ଉପହାର: ପରିଣିତି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା ଶୁକ୍ରବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି । ଏଥର ସେ ୱାର୍କିଂ ବାର୍ଥ ଡେ ପାଳନ କରିଥିବା କହିଛନ୍ତି । ସେ କହିଛନ୍ତି ୨୦୨୧ ମୋ ପାଇଁ ସବୁଠାରୁ ବଡ ଉପହାର । ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri