ଅଡ଼ୁଆରେ ସବ୍ୟସାଚୀ: ରୁଜୁ ହେଲା ମାମଲା
ମୁମ୍ବାଇ:ଫ୍ୟାଶନ ଓ ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ନାମରେ ଶନିବାର ଏତଲା ରୁଜୁ ହୋଇଛି। ଏକ ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ତାଙ୍କ ନାମରେ ଭାଜପାର ପରାମର୍ଶ ଦାତା ତଥା ଓକିଲ ଆଶୁତୋଷ ଦୁବେ ତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ସେ…
ପ୍ରଥମ ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି
ମୁମ୍ବାଇ: ସାଉଥ୍ ଫିଲ୍ମରୁ ବଲିଉଡ୍ ଆଡକୁ ମୁହାଁଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କାଜଲ ୨୦୨୦ ଅକ୍ଟୋବର ୩୦ରେ ବ୍ୟବସାୟୀ ଗୌତମ କିଚ୍ଲୁଙ୍କୁ ବିବାହ କରିଥିଲେ। ଆଜି ହେଉଛି କାଜଲ ଏବଂ ଗୌତମଙ୍କ ବିବାହବାର୍ଷିକୀ। ଏହି…
କଶ୍ମୀର ଲୁକ୍ରେ ଏହି ଅଭିନେତ୍ରୀ
ମୁମ୍ବାଇ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଏମ୍ପି (ଟିଏମ୍ସି) ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ରାଜନୀତି, ଅଭିନୟ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମା’ ହେବା ପରେ ନୁସରତ ସୋସିଆଲ ମିଡିଆରେ ୟଶ ଦାସଗୁପ୍ତାଙ୍କ…
ସଲମାନ-ଐଶ୍ୱର୍ଯ୍ୟାଙ୍କଠାରୁ ରଣବୀର-କଟ୍ରିନା; ବିବାହ ପୂର୍ବରୁ ଲିଭ୍ ଇନ୍ରେ ରହିଛନ୍ତି ଏସବୁ କଳାକାର
ବମ୍ବେ: କେବେ ପ୍ରେମ ତ କେବେ ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ କଳାକାର। ସେମାନଙ୍କ ମଧ୍ୟରୁ ଅନେକେ ବିବାହ ପୂର୍ବରୁ ଲିଭ୍ ଇନ୍ରେ ରହି ପାର୍ଟନରଙ୍କୁ ପରଖିଛନ୍ତି। ହେଲେ ପରବର୍ତ୍ତୀ ସମୟରେ ତାଙ୍କଠାରୁ ଅଲଗା ହୋଇଯାଇଛନ୍ତି। ଆସନ୍ତୁ ଜାଣିବା ସେଭଳି…
ଏହି ଅଭିନେତା ଯଦି ବିବାହ ନ କରନ୍ତି, ଦାନରେ ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି…
ବମ୍ବେ: ଦେଶର ସବୁଠାରୁ ଧନୀ ସେଲିବ୍ରିଟି ମଧ୍ୟରୁ ସଲମାନ ଖାନ୍ ଜଣେ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ସେ। ତାଙ୍କୁ ୫୫ ବର୍ଷ ହୋଇଥିବା ବେଳେ ସେ ବିବାହ କରୁନାହାନ୍ତି। ଏଣୁ ତାଙ୍କ ପରେ ସମ୍ପତ୍ତି କ’ଣ ହେବ ସେ…
ଜେଲରୁ ବାହାରି ‘ମନ୍ନତ’ ପହଞ୍ଚିଲେ ଆର୍ୟନ; ୧୪ ସର୍ତ୍ତ ସହ…
ବମ୍ବେ: ଜେଲରୁ ମୁକୁଳି ଘରକୁ ଗଲେ ବଲିଉଡ୍ କିଙ୍ଗ ଖାନଙ୍କ ପୁଅ ଆର୍ୟନ। ଶନିବାର ସକାଳେ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲରୁ ବାହାରିଛନ୍ତି। ତାଙ୍କୁ ଶାହାରୁଖଙ୍କ ବଡ଼ିଗାର୍ଡ ସହ ତିନି ଗାଡ଼ି ପାଛୋଟି ନେଉଥିବା ଦେଖାଯାଇଛି। ଏହାକୁ ନେଇ ଶାହାରୁଖଙ୍କ…
ଆଉ ନାହାନ୍ତି ଭେଟେରାନ ଅଭିନେତା ୟୁସୁଫ ହୁସେନ
ବମ୍ବେ: ପରଲୋକରେ ଭେଟେରାନ ଅଭିନେତା ୟସୁଫ ହୁସେନ। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। କରୋନାରେ ପୀଡ଼ିତ ହେବା ପରେ ସେ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୟୁସୁଫଙ୍କ ମୃତ୍ୟୁ ନେଇ ଜ୍ୱାଇ ତଥା ଫିଲ୍ମନିର୍ମାତା ହଂସଲ ମେହଟ୍ଟା ସୋସିଆଲ ମିଡିଆରେ…
୨୨ ଦିନ ପରେ ମୁକୁଳିଲେ ଆର୍ୟନ…
ମୁମ୍ବାଇ,୩୦।୧୦: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ପୁଅ ଆର୍ୟନ ଖାଁ ଶନିବାର ୨୨ ଦିନ ପରେ ମୁମ୍ବାଇର ଆର୍ଥର ରୋଡ ଜେଲରୁ ମୁକୁଳିଛନ୍ତି। ଶାହାରୁଖ ଖାଁ ମଧ୍ୟ ଆର୍ୟନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଜେଲ ବାହାରେ ପହଞ୍ଚିଥିଲେ। ଆର୍ୟନଙ୍କୁ ସର୍ତ୍ତ…
କାଟ୍ରିନାଙ୍କୁ ପ୍ରପୋଜ ବେଳେ ଏମିତି କହି ମନେଇବାକୁ ଚାହିଁଥିଲେ ଭାଇଜାନ
ବଲିଉଡ୍ର ଜଣାଶୁଣା ଅଭିନେତା ସଲମାନ ଖାନ ଏବଂ କାଟ୍ରିନା କୈଫଙ୍କ ସମ୍ପର୍କ ପାୟ ସବୁ ସମୟରେ ଚର୍ଚ୍ଚାରେ ରହିଆସିଛି। ଉଭୟ ଏକାଠି ଅନେକ ଫିଲ୍ମ ମଧ୍ୟ କରିଛନ୍ତି। ଦର୍ଶକ ଉଭୟଙ୍କ ଯୋଡିକୁ ପସନ୍ଦ ମଧ୍ୟ କରନ୍ତି। ଏପରିକି ସଲମାନ ଥରେ କାଟ୍ରିନାଙ୍କୁ…
ବଢୁଛି କିଙ୍ଗ୍ ଖାନ୍ଙ୍କ ଅଢୁଆ; ଫିଲ୍ମ କରିବାକୁ ରାଜି ହୋଉନାହାନ୍ତି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଅଭିନେତା ଶାହାରୁଖ ଖାନ୍ଙ୍କ ଅଢୁଆ ବଢିବାରେ ଲାଗିଛି। ଏବେ ତାଙ୍କ ସହ ଫିଲ୍ମ କରିବାକୁ କୌଣସି ଅଭିନେତ୍ରୀ ରାଜି ହେଉନାହାନ୍ତ। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ଫିଲ୍ମ ନିର୍ଦ୍ଦେଶକ। କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ପୁଅ ଗିରଫ ହୋଇଥିବା…
ଝିଅକୁ ନେଇ ଏଭଳି କହିଲେ ମହେଶ ଭଟ୍ଟ
ମୁମ୍ବାଇ: ବଲିଉଡ୍ର ନାମୀ-ଦାମୀ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଅନ୍ୟତମ। ଫିଲ୍ମ‘ଷ୍ଟୁଡେଣ୍ଟ୍ ଅଫ ଦି ଇୟର’ ମାଧ୍ୟମରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ଆଲିଆ। ଖୁବ୍ କମ୍ ସମୟରେ ନିଜ ଅଭିନୟରେ ସେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ…
ଆଉ ନାହାନ୍ତି ଅଭିନେତା ପୁନିତ ରାଜକୁମାର
ବେଙ୍ଗାଲୁରୁ,୨୯।୧୦: ପ୍ରସିଦ୍ଧ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ହୃଦଘାତରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଆଜି ସକାଳେ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁନିତ ହୃଦଘାତରେ ଆକ୍ରାନ୍ତ…
Archives


