ଆକ୍ରମଣର ଦେଢ ଘଣ୍ଟା ପରେ ହସ୍ପିଟାଲରେ ପହଞ୍ଚିଥିଲେ ସୈଫ, ଇବ୍ରାହିମ ନୁହେଁ ଏହି ବ୍ୟକ୍ତି…
ମୁମ୍ବାଇ.୨୪।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ହୋଇଥିବା ଆକ୍ରମଣ ମାମଲାରେ ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଭିନେତାଙ୍କ ସହ ଘଟିଥିବା ଘଟଣା ପରେ, ତାଙ୍କୁ ଜାନୁଆରୀ ୧୬, ଗୁରୁବାର ସକାଳ ୪ଟା୧୧ ରେ…
ହସ୍ପିଟାଲରେ ଭର୍ତ୍ତି ଖବରକୁ ଗୁଜବ କହିଲେ ମୋନାଲି
ମୁମ୍ବାଇ: ଭାରତୀୟ ପ୍ଲେବ୍ୟାକ୍ ସିଙ୍ଗର ମୋନାଲି ଠାକୁର ବୁଧବାର ରାତିରେ ବିହାରର ଦିନ୍ହାଟା ଫେଷ୍ଟିଭାଲରେ ଯୋଗ ଦେଇଥିଲେ। ସେଠାରେ ସେ ସଙ୍ଗୀତ ପ୍ରଦର୍ଶନ କରୁଥିବାବେଳେ ହଠାତ୍ ଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ତେଣୁ ତାଙ୍କୁ ପ୍ରଥମେ ଦିନହାଟା ଉପ ଜିଲା…
୪ ସେଲିବ୍ରିଟିଙ୍କୁ ହତ୍ୟା ଧମକ
ମୁମ୍ବାଇ, ୨୪ା୧: ହାସ୍ୟ ଅଭିନେତା କପିଲ ଶର୍ମା, ରାଜପାଲ ଯାଦବ, କୋରିଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ ସୁଜା ଓ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କୁ ଗୁରୁବାର ଇମେଲ୍ ଯୋଗେ ହତ୍ୟା ଧମକ ହସ୍ତଗତ ହୋଇଛି। ଉକ୍ତ ଇମେଲ୍ ଧମକରେ ବିଷ୍ଣୁ ନାମକ…
ଅଭିନୟଜଗତକୁ ବାଏ ବାଏ କରିଦେବେ ରଶ୍ମିକା ମନ୍ଦାନା!
ମୁମ୍ବାଇ: ଆଉ ଅଭିନୟ କରିବାକୁ ଇଚ୍ଛା ନାହିଁ। ଅବସର ନେବାକୁ ପ୍ରସ୍ତୁତ। କିଛି ଏଭଳି କହି ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଗୋଟିଏ ପଟେ ପ୍ରଶଂସକମାନେ ତାଙ୍କୁ ପରଦାରେ ଦେଖିବାକୁ ବ୍ୟାକୁଳ ଥିବା ବେଳେ ସେ ଏଭଳି ବୟାନକୁ…
ଓସ୍କାର ନୋମିନେଶନରେ ପ୍ରିୟଙ୍କାଙ୍କ ମୁଭି ‘ଅନୁଜା’
ନୂଆଦିଲ୍ଲୀ,୨୩।୧: ପ୍ରିୟଙ୍କା ଚୋପ୍ରା, ଗୁନିତ ମୋଙ୍ଗାଙ୍କ ମୁଭି ‘ଅନୁଜା’ ୨୦୨୫ ଓସ୍କାର ପାଇଁ ଲାଇଭ ଆକ୍ସନ ସର୍ଟ ଫିଲ୍ମ ଭାବେ ମନୋନୀତ ହୋଇଛି। ଆଡାମ ଜେ ଗ୍ରେଭ୍ସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସୁଚିତ୍ରା ମଟ୍ଟାଇଙ୍କ ଦ୍ୱାରା ପ୍ରଯୋଜିତ, ଅନୁଜା ତାଙ୍କ ବଡ଼…
ରାମ ଗୋପାଳ ବର୍ମାଙ୍କୁ ୩ ମାସ ଜେଲ ଦଣ୍ଡ, କୋର୍ଟ ଜାରି କଲେ ଜାମିନ ବିହିନ ଓ୍ବାରଣ୍ଟ
ମୁମ୍ବାଇ,୨୩।୧: ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ରାମ ଗୋପାଳ ବର୍ମାଙ୍କୁ ଚେକ ବାଉନ୍ସ ମାମଲାରେ ଅନ୍ଧେରୀ ମାଜିଷ୍ଟ୍ରେଟ କୋର୍ଟ ତିନି ମାସ ଜେଲଦଣ୍ଡ ଶୁଣାଇଛନ୍ତି। ଏହି ମାମଲା ସାତ ବର୍ଷ ପୁରୁଣା, ଦୀର୍ଘ ଶୁଣାଣି ପରେ କୋର୍ଟ ରାମ ଗୋପାଳ…
ଅଭିନେତାଙ୍କ ଚାଲିକୁ ଦେଖି ମହାରାଷ୍ଟ୍ରର ମନ୍ତ୍ରୀ କହିଲେ, ‘ସତରେ ସୈଫଙ୍କ ଉପରେ ଆକ୍ରମଣ ହୋଇଥିଲା ନା ସେ ନାଟକ କରୁଥିଲେ’
ମୁମ୍ବାଇ,୨୩।୧: ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେ ସୈଫ ଅଲ୍ଲୀ ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ପଚାରିଲେ ଯେ ଆକ୍ରମଣ ପ୍ରକୃତରେ ଘଟିଥିଲା ନା ସେମାନେ କେବଳ ଅଭିନୟ କରୁଥିଲେ। ସୂଚନାଯୋଗ୍ୟ, ସୈଫ ଅଲ୍ଲୀ ଖାନଙ୍କୁ ମଙ୍ଗଳବାର…
କପିଲ ଶର୍ମାଙ୍କୁ ହତ୍ୟା ଧମକ, ଚିନ୍ତାରେ ପରିବାର
ନୂଆଦିଲ୍ଲୀ,୨୩।୧: ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ଧମକ ଦେଇଥିବା ବ୍ୟକ୍ତି କପିଲ ଶର୍ମାଙ୍କ ପରିବାର, ସମ୍ପର୍କୀୟ ଏବଂ ପଡ଼ୋଶୀଙ୍କ ସହ ମିଶି ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଏହି ମାମଲାରେ, ଆମ୍ବୋଲି ପୋଲିସ ବିଏନ୍ଏସ୍…
ଜୀବନ ବଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କୁ ଭେଟିଲେ ସୈଫ୍: ଦେଲେ ବଡ଼ ପ୍ରତିଶ୍ରୁତି
ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିଛି। ସେ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ ହୋଇଛନ୍ତି। ସୈଫ ହସ୍ପିଟାଲରୁ ଘରେ ପହଞ୍ଚିବା ପରେ ଏକ ବଡ଼ ହୃଦୟ ଦେଖାଇଛନ୍ତି। ବିପଦ ବେଳେ ସାହାଯ୍ୟ କରିଥିବା ଅଟୋ ଡ୍ରାଇଭରଙ୍କୁ ଭେଟିନ୍ତି ସୈଫ। ଅଟୋ ଡ୍ରାଇଭର…
ଚହଲ-ଧନଶ୍ରୀଙ୍କ ଛାଡପତ୍ର କନଫର୍ମ! ଖେଳାଳିଙ୍କ ଏଭଳି ପୋଷ୍ଟକୁ ନେଇ ବଢିଲା…
ମୁମ୍ବାଇ,୨୨।୧: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜିକାଲି ତାଙ୍କ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କୁହାଯାଉଛି ଯେ ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ…
ମହାରାଣୀ ୟେଶୁବାଈଙ୍କ ଭୂମିକାରେ ରଶ୍ମିକା
ମୁମ୍ବାଇ: ଆସନ୍ତା ଫେବୃଆରୀ ୧୪ରେ ମରାଠା ଶାସକ ଛତ୍ରପତି ସମ୍ଭାଜି ମହାରାଜଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଥିବା ‘ଛାବା’ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଫିଲ୍ମରେ ଛତ୍ରପତି ସମ୍ଭାଜି ମହାରାଜଙ୍କ ଭୂମିକାରେ ଅଭିନେତା ଭିକି କୌଶଲ ନଜରକୁ ଆସିବେ। ସେହିପରି ଛତ୍ରପତି…
ଡିସଚାର୍ଜ ହେବା ପରେ ଠିକଣା ବଦଳାଇବେ ସୈଫ୍, ଏବେ ରହିବେ ଏଇଠି…
ମୁମ୍ବାଇ,୨୧।୧: ଆକ୍ରମଣ ପରେ ସୈଫ୍ ଅଲ୍ଲୀ ଖାନ ଏବେ ସୁସ୍ଥ ହେଉଛନ୍ତି। ମଙ୍ଗଳବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ। ଖବର ଅଛି ଯେ ସୈଫ୍ଙ୍କୁ ଡିସଚାର୍ଜ ପରେ ନୂଆ ଘର ଫର୍ଚୁନ ହାଇଟ୍ସ ଆପାର୍ଟମେଣ୍ଟକଯିବେ। ସୈଫ୍ଙ୍କ ଅଫିସ ଫର୍ଚୁନ ହାଇଟ୍ସରେ ଅଛି…
Archives


