ମନୋରଞ୍ଜନ

ପ୍ରେମିକଙ୍କ ସହ ରୋମାଣ୍ଟିକ ହେଲେ ଏହି ଫିଲ୍ମ ନିର୍ମାତାଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ ଏବେ ଚର୍ଚ୍ଚାରେ ଅଛନ୍ତି। ଗତ ୮ ତାରିଖରେ ଆଲିଆ ତାଙ୍କର ୨୧ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଆଲିଆ ସାଙ୍ଗ ଏବଂ ପ୍ରେମିକଙ୍କ…

ପ୍ରେମିକାଙ୍କ ବିକିନି ପିନ୍ଧା ଫଟୋ ଦେଖି ଏମିତି କହିଲେ ଟାଇଗର୍‌

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ନିଜକୁ ଗ୍ଲାମରସ୍‌ ଦେଖାଯିବାକୁ ସର୍ବଦା ପସନ୍ଦ କରନ୍ତି। ନିକଟରେ ଦିଶା ଇନଷ୍ଟାଗ୍ରାମରେ ନିଜର ଏକ ବିକିନ୍‌ ପିନ୍ଧା ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀଙ୍କ ଏହି…

ଏହି ଅଭିନେତ୍ରୀଙ୍କ ସହ ହ୍ରିତିଙ୍କ ଅନ୍ତରଙ୍ଗ ଫଟୋ ଭାଇରାଲ ପରେ ହୋଇଥିଲା ହଙ୍ଗାମା

ବଲିଉଡର ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଜି ଜନ୍ମଦିନ। ୨୦୦୦ର ହିଟ ଫିଲ୍ମ ‘କହୋନା ପ୍ୟାର୍‌ ହୈ’ ରୁ ସେ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ହ୍ରିତିକ ସୁଜାନେ ଖାନଙ୍କୁ ବିବାହ କରିଥିଲେ। ତେବେ, ୨୦୧୪ରେ ଉଭୟଙ୍କ ଛାଡପତ୍ର ହୋଇଥିଲେ। ସେହି…

ଜନ୍ମଦିନରେ ହ୍ରିତିକ୍‌ଙ୍କ ଘରକୁ ଆସିଲା ନୂଆ ଅତିଥି

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ଏଥର ଜନ୍ମଦିନ ତାଙ୍କ ପାଇଁ ସ୍ବତନ୍ତ୍ର। କାରଣ ଜନ୍ମ ଦିନରେ ତାଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି। ଏହି ଅତିଥି ଜଣଙ୍କ ହେଉଛନ୍ତି କୁକଚର ଛୁଆ। ଯାହାର ନାଁ…

ପ୍ରିୟଙ୍କାଙ୍କ ନିକଟରେ ରହିଛି ଏସବୁ ଦାମୀ ଗାଡ଼ି

ମୁମ୍ବାଇ: ବଲିଉଡ୍‌ର ଅନ୍ୟ ଅଭିନେତ୍ରୀମାନଙ୍କଠାରୁ ପ୍ରିୟଙ୍କା ଚୋପ୍ରା ସବୁଠାରୁ ଧନୀ ଅଭିନେତ୍ରୀ ଅଟନ୍ତି। ରୋଜଗାର ଦୃଷ୍ଟିରୁ ପ୍ରିୟଙ୍କା ଦୀପିକା ପାଦୁକୋନ,କ୍ୟାଟ୍ରିନା କୈଫ ଏବଂ କରୀନା କପୁରଙ୍କଠାରୁ ଆଗରେ ଅଛନ୍ତି। ଫିଲ୍ମ ବ୍ୟତୀତ ପ୍ରିୟଙ୍କାଙ୍କ ରୋଜଗାରର ମାଧ୍ୟମ ହେଉଛି ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ।…

ଛାଡପତ୍ର ହେବା ପରେ ସ୍ତ୍ରୀଙ୍କ ପାଇଁ ଏମିତି କାମ କରିଥିଲେ ହ୍ରିତିକ୍‌ ରୋଶନ, ଜାଣିଲେ କରିବେ ପ୍ରଶଂସା

ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଏବଂ ସୁଜାନେ ଖାନଙ୍କ ମଧ୍ୟରେ ୨୦୧୪ରେ ଛାଡପତ୍ର ହୋଇଥିଲା। ଏହି ସମୟ ଉଭୟଙ୍କ ପାଇଁ କଷ୍ଟସାଧ୍ୟ ଥିଲା। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଅଲଗା ହେବାରେ ବହୁତ ନିରାଶ ହୋଇଥିଲେ। ପରସ୍ପରକୁ ଭଲ ପାଉଥିବା ହ୍ରିତିକ ଏବଂ…

ଉପଦେଶ ଦେଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବେ ଝିଅମାନଙ୍କୁ ଏକ ବିଶେଷ ପରାମର୍ଶ ଦେଇଛନ୍ତି। ନିଜ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସେ ଝିଅମାନଙ୍କୁ ସୌନ୍ଦର୍ଯ୍ୟ ଜାଲରେ ନ ପଡ଼ିବାକୁ ପରାମର୍ଶ ଦେଇଛନ୍ତି।…

ଶ୍ରୀକାନ୍ତଙ୍କ ବାୟୋପିକରେ ନଜର ଆସିବେ ରାଜକୁମାର ରାଓ

ମୁମ୍ବାଇ: ନିଜର ଦମଦାର ଅଭିନୟକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ରାଜକୁମାର ରାଓ । ଶହୀଦ, ନ୍ୟୁଟନ ଭଳି ଫିଲ୍ମରେ ସେ ତାଙ୍କ ଅଭିନୟର ଛାପ ଛାଡିଛନ୍ତି । ଏବେ ଅଭିନେତା ଖୁବଶୀଘ୍ର ଏକ ବାୟୋପିକରେ…

‘ଭୁଲଭୁଲେୟା ୨’ରେ ନଜର ଆସିବେ ବିଦ୍ୟା

ମୁମ୍ବାଇ: ନିର୍ଦ୍ଦେଶକ ଅନିସ ବଜମୀ କିୟାରା ଆଡଭାନୀ ଓ କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ସିକୁଏଲ ‘ଭୁଲଭୁଲେୟା ୨’ ନିର୍ମାଣ କରୁଛନ୍ତି । ତେବେ ଏଥିରେ ବିଦ୍ୟା ବଲାନ ବି ନଜର ଆସିବେ ବୋଲି ଜଣାପଡିଛି । ନିର୍ଦ୍ଦେଶକ ଅନିସଙ୍କ ସହ ବିଦ୍ୟା…

ବିବାହର ଏକ ମାସ ପରେ କାଟ୍ରିନାଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ବିକି

ବଲିଉଡର ନବବିବାହିତ ଦମ୍ପତି ବିକି କୌଶଲ-କ୍ୟାଟ୍ରିନା କୈଫଙ୍କ ବିବାହକୁ ମାସେ ପୂରିଛି। ଏହି ଅବସରରେ ଉଭୟ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ବିବାହର ଗୋଟିଏ ମାସ ପୂରଣ ପରେ ବିକି ସ୍ତ୍ରୀଙ୍କୁ ଏକ ବିଶେଷ ପ୍ରତିଶ୍ରୁତି ଦେଇଛନ୍ତି।…

‘ମୋ ରୋଜଗାରଠାରୁ ତୁମ କାର୍‌ ଦାମ୍‌ ଅଧିକ’

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମାଙ୍କୁ ସମସ୍ତେ ଜାଣିଛନ୍ତି। ବଲିଉଡ୍‌ର ବଡ଼ ବଡ଼ କଳାକାରମାନେ ମଧ୍ୟ ସେମାନଙ୍କ ଫିଲ୍ମର ପ୍ରମୋଶନ ପାଇଁ କପିଲଙ୍କ ଶୋ’ରେ ପହଞ୍ଚିଥାନ୍ତି। ସୋସିଆଲ ମିଡିଆରେ କପିଲଙ୍କର ଲକ୍ଷଲକ୍ଷ ପ୍ରଶଂସକ ଅଛନ୍ତି। ସମସ୍ତଙ୍କୁ ସବୁବେଳେ ହସାଉଥିବା କପିଲ ନିକଟରେ…

ଅଭିନେତ୍ରୀଙ୍କଠାରୁ ଅଧିକ ପାରିଶ୍ରମିକ ନିଅନ୍ତି ଏହି କୋରିଓଗ୍ରାଫର

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ସମସ୍ତେ ଜାଣନ୍ତି। ସେମାନଙ୍କର କାର୍ଯ୍ୟ, ସୌନ୍ଦର୍ଯ୍ୟ, ଫ୍ୟାଶନକୁ ନେଇ ପ୍ରଶଂସକମାନେ ପାଗଳ। କିନ୍ତୁ ପରଦା ପଛରେ ଯିଏ ତାଙ୍କୁ ଡ୍ୟାନ୍ସ ଶିଖାଇଥାନ୍ତି ତାଙ୍କୁ ଖୁବ୍‌ କମ୍‌ ଲୋକ ଜାଣନ୍ତି ଏବଂ ତାଙ୍କ ପାରିଶ୍ରମିକ ବିଷୟରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri