ମନୋରଞ୍ଜନ

ଶେଷରେ ମାଗିଲେ କ୍ଷମା

ବମ୍ବେ: ଭଗବାନଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିବା ପରେ କ୍ଷମା ମାଗିଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍‌ ଭଗବାନ ନେଉଛନ୍ତି ବୋଲି ସେ କହିଥିଲେ। ଏହାକୁ ନେଇ ଶ୍ୱେତାଙ୍କ ନାମରେ ଭୋପାଳର…

ଓଟିଟିରେ ଡେବ୍ୟୁ କରିବେ ଭାଗ୍ୟଶ୍ରୀଙ୍କ ଝିଅ

ମୁମ୍ବାଇ: ଓଟିଟି ପ୍ଲାଟ ଫର୍ମରେ ପୁଣିଥରେ ଧମାଲ ମଚେଇବାକୁ ଆସୁଛନ୍ତି ହୁମା କୁରେସି । ତାଙ୍କର ନୂଆ ୱେବ ସିରିଜ ‘ମିଥ୍ୟା’ ଖୁବଶୀଘ୍ର ଫ୍ଲୋରକୁ ଶୁଟ୍ ପାଇଁ ବାହାରିବ । ‘ମିଥ୍ୟା’ ୨୦୧୯ର ସିରିଜ ‘ଚିଟ’ର ଏକ ମୂଳ ରୂପାନ୍ତର ।…

ମଲାଇକାଙ୍କ ୱିକନେସ୍‌

ମୁମ୍ବାଇ: ବଲିଉଡ୍ ବୋଲ୍ଡ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ତାଙ୍କର ବୋଲ୍ଡ ଫଟୋ ଶୁଟ ହେଉ ଅବା ରିଲେସନଶିପ ଏହାକୁ ନେଇ ଅଧିକାଂଶ ସମୟରେ ସେ ଚର୍ଚ୍ଚାରେ ରହିଥାଆନ୍ତି ।…

ଶୁଟିଂ ସେଟ୍‌କୁ ଫେରିଲେ ଅମିତାଭ୍‌

ମୁମ୍ବାଇ: କରୋନା ମହାମାରୀ ମଧ୍ୟରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ପୁନର୍ବାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଅମିତାଭ ୭୯ ବର୍ଷରେ ବି କାମରୁ ବିରତି ନେଇ ନାହାନ୍ତି। ଦ୍ୱିତୀୟ ଲହର ସମୟରେ ନିଶ୍ଚିତ କରିଥିଲେ ଯେ,କୋଭିଡ୍‌ ସୁସ୍ଥ ହେବା ପରେ ସେଟ୍‌କୁ…

ମୌନୀଙ୍କ ପାଇଁ ଏମିତି ଲେଖିଲେ ସ୍ମୃତି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରୟ ଦୁବାଇର ବ୍ୟବସାୟୀ ସରୋଜ ନାମ୍ବିୟାରଙ୍କୁ ଗୁରୁବାର ବିବାହ କରିଛନ୍ତି। ଦୁହେଁ ପ୍ରଥମେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁଯାୟୀ ଗୋଆରେ ବିବାହ କରିଥିବାବେଳେ ଦ୍ୱିତୀୟ ଥର ବଙ୍ଗୀୟ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହ ପରେ…

ବିବାହ ବିଚ୍ଛେଦକୁ ନେଇ ପୁଣି ମୁହଁ ଖୋଲିଲେ ନାଗାର୍ଜୁନ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଯୋଡି ନାଗା ଚୈତନ୍ୟ -ସାମନ୍ଥା ରୁଥ ପ୍ରଭୁ ତାଙ୍କ ବିବାହ ବିଚ୍ଛେଦକୁ ନେଇ ଚର୍ଚ୍ଚାରେ ଥିଲେ। ବିବାହର ୪ ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି। ସେମାନଙ୍କ ବିଚ୍ଛେଦ ଫ୍ୟାନ୍ସଙ୍କୁ ସ୍ତବ୍ଧ…

ଶ୍ୱେତାଙ୍କ ନାଁରେ ମାମଲା ରୁଜୁ

ଟେଲିଭିଜନ ଜଗତର ପ୍ରସିଦ୍ଧ ଅଭିନେତ୍ରୀ ଶ୍ୱେତା ତିୱାରୀ ବିବାଦୀୟ ମନ୍ତବ୍ୟ ଦେଇ ଫଶିଯାଇଛନ୍ତି। ତାଙ୍କ ଅନ୍ତଃବସ୍ତ୍ର ସାଇଜ୍‌ ଭଗବାନ ନେଉଛନ୍ତି ବୋଲି ନିକଟରେ ସେ କହିଛନ୍ତି। ଏନେଇ ଶ୍ୱେତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଭୋପାଳର ଶ୍ୟାମଳା ହିଲ୍ସ ପୋଲିସ…

୨୬ ବର୍ଷ ସାନ ସ୍ତ୍ରୀଙ୍କ ସହ ରୋମାଣ୍ଟିକ୍‌ ହେଲେ ଏହି ଅଭିନେତା

ଅଭିନେତା ମିଲିନ୍ଦ ସୋମନ ହିନ୍ଦୀ, ମରାଠୀ ଏବଂ ଦକ୍ଷିଣ ଫିଲ୍ମ ଜଗତରେ କାମ କରିଛନ୍ତି। କେବଳ ଏତିକି ନୁହେଁ, ସେ ଫିଟ୍‌ନେସ୍‌ କିଙ୍ଗ୍‌ ଭାବରେ ମଧ୍ୟ ଜଣାଶୁଣା। ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ତାଙ୍କର କିଛି ଭିଡିଓ ଫଟୋ…

୪୦୦ କୋଟିର ଅଫରକୁ ପ୍ରତ୍ୟାଖ୍ୟାନ କଲେ ଫିଲ୍ମ ‘ରାଧେ ଶ୍ୟାମ’ ନିର୍ମାତା

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ ଜାନୁୟାରୀ ୧୪ରେ ରିଲିଜ୍‌ ହେବାର ଥିଲା। ତେବେ କୋଭିଡ୍‌ ପରିସ୍ଥିତିକୁ ନଜରରେ ରଖି ଏହାର ରିଲିଜ୍‌ ତାରିଖକୁ ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଖବର ଅନୁଯାୟୀ, ଏହି…

ନେଟଫ୍ଲିକ୍ସରେ ମାଧୁରୀଙ୍କ ପ୍ରଥମ ସିରିଜ

ମୁମ୍ବାଇ: ବଲିଉଡ ଧକ୍ ଧକ୍ ଗର୍ଲ ମାଧରୀ ଦିକ୍ଷିତ ନେନେ ନେଟଫ୍ଲିକ୍ସ ସିରିଜ ଦ ଫେମ ଗେମ ସହ ଡିଜିଟାଲ ଡେବ୍ୟୁ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲେଣି । ସିରିଜ ଫେବୃୟାରୀ ୨୫ରେ ରିଲିଜ୍ ହେବ । ‘ଦ…

ମେଟାଭର୍ସରେ ପ୍ରଥମ ଭାରତୀୟ ଭାବେ ଗୀତ ଗାଇଲେ ଦଲେର ମେହନ୍ଦି

ମୁମ୍ବାଇ: ଏବେ ମେଟାଭର୍ସ ବା ଭର୍ଚୁଆଲ ଦୁନିଆର କ୍ରେଜ ଦୃତ ଗତିରେ ବଢିବାରେ ଲାଗିଛି । ଅଧିକାଂଶ ସିଙ୍ଗର ଏହି ମେଟାଭର୍ସରେ ନିଜ ନିଜର ଇଭେଣ୍ଟ କରୁଛନ୍ତି । ଏହି ଲିଷ୍ଟରେ ଏବେ ଜଣେ ଭାରତୀୟ ସିଙ୍ଗରଙ୍କ ନାଁ ସାମିଲ ହୋଇଛି…

ଦୁଇ ଝିଅଙ୍କୁ ଚୁପ୍‌ଚାପ୍‌ କୋଳେଇ ନେଇଥିଲେ ରବୀନା, ଏବେ ବଖାଣିଲେ ସତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଜଣେ ଜଣାଶୁଣା ଅଭିନେତ୍ରୀ। ୯୦ ଦଶକରେ ରବୀନା ଦୁଇ ଝିଅଙ୍କୁ ଚୁପ୍‌ଚାପ୍‌ ଆଡପ୍ଟ ବା କୋଳେଇ ନେଇଥିଲେ। ୧୯୯୫ ମସିହାରେ ୨୧ ବର୍ଷୀୟା ରବୀନା ଝିଅ ପୂଜା ଏବଂ ଛାୟାଙ୍କୁ କୋଳକୁ ନେଇଥିଲେ। ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri