ମନୋରଞ୍ଜନ

Justin Bieber ଙ୍କୁ ଦେବାକୁ ପଡିବ ୨୬୦୦ କୋଟି ଟଙ୍କାର ଛାଡ଼ପତ୍ର! ପତ୍ନୀ ‘ହେଲି’ କଲେ ବଡ଼ ଦାବି

ନୂଆଦିଲ୍ଲୀ: ପପ୍ ଷ୍ଟାର ଜଷ୍ଟିନ୍ ବିବର ଏବଂ ତାଙ୍କ ପତ୍ନୀ ହେଲି ବିବରଙ୍କ ମଧ୍ୟରେ ଛାଡପତ୍ର ଚର୍ଚ୍ଚା ଏବେ ଜୋର ଧରିଛି। ବିବାହର ପ୍ରାୟ ଛଅ ବର୍ଷ ପରେ ଖବର ଆସୁଛି ଯେ ଏହି ଦମ୍ପତିଙ୍କ ଜୀବନରେ ଆଜିକାଲି କିଛି ଭଲ…

ତିନି ଥର ପ୍ରେମରେ ପଡ଼ିଥିଲେ, ତଥାପି ଏଯାଏ କାହିଁକି ବିବାହ କରିନାହାନ୍ତି ଅକ୍ଷୟ ଖନ୍ନା?

ମୁମ୍ବାଇ: ବଲିଉଡ୍‌ରେ ଅନ୍ୟ ଷ୍ଟାରଙ୍କ ଭଳି ଷ୍ଟାରକିଡ୍ସଙ୍କ ଭାଗ୍ୟ ପରୀକ୍ଷା ହୋଇଥାଏ। କିଛି ସଫଳତାର ଶିଖର ଛୁଇଁବାରେ ସଫଳ ହେଉଥିବା ବେଳେ କିଛି ମା’ବାପାଙ୍କ ନାମ ସହ ଦର୍ଶକଙ୍କ ପ୍ରଶଂସା ସତ୍ତ୍ୱେ ଫେଲ୍‌ ମାରିଥାନ୍ତି। ଆଜି ଆମେ ଯେଉଁ ଷ୍ଟାରଙ୍କ ବିଷୟରେ…

ପୁଅ କଥା କହି ଭାବପ୍ରବଣ ହୋଇଗଲେ ଅମିତାଭ ବଚ୍ଚନ: ସୋସିଆଲ ମିଡିଆରେ କଲେ ଏମିତି ପୋଷ୍ଟ

ମେଗାଷ୍ଟାର ଅମିତାଭ ବଚ୍ଚନ ପୁଅ ତଥା ଅଭିନେତା ଅଭିଷେକଙ୍କୁ ୪୯ତମ ଜନ୍ମଦିନରେ ଏକ ସ୍ବତନ୍ତ୍ର ଫଟୋ ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଥିବା ଅମିତାଭ ତାଙ୍କ ବ୍ଲଗରେ ଏକ କଳାଧଳା ଫଟୋ ଶେୟାର କରି ଭାବପ୍ରବଣ…

ଏତିକି କୋଟି ଟଙ୍କାର ମାଲିକ ଅଭିଷେକ ବଚ୍ଚନ: ପାଖରେ ଅଛି…

ବଲିଉଡର ମେଗାଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଅଭିଷେକ ବର୍ଷ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି । ସେ ୨୦୦୦ରେ ଫିଲ୍ମ ରିଫ୍ୟୁଜି ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ, ଯେଉଁଥିରେ କରୀନା…

ଐଶ୍ୱର୍ଯ୍ୟାଙ୍କ ନାଁ ନେଇ ଦୁଃଖ ବଖାଣିଲେ ଅଭିଷେକ ବଚ୍ଚନ: କହିଲେ, ସେ ମୋଠାରୁ ଅଧିକ…

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ଅଭିଷେକ ବଚ୍ଚନ ଅନେକ ହିଟ ଫିଲ୍ମ ଦେଇଛନ୍ତି। ୧୯୭୬ ମସିହା ଫେବ୍ରୁଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ଅଭିଷେକ ତାଙ୍କ ଫିଲ୍ମ କ୍ୟାରିୟର ଯାତ୍ରାରେ ସ୍ତ୍ରୀ…

ପ୍ରିୟଙ୍କାଙ୍କ ଭାଇଙ୍କ ହୃଦୟ ଚୋରି କରିଥିବା ଲଳନାଜଣଙ୍କ କିଏ? ବିବାହକୁ ନେଇ…

ମୁମ୍ବାଇ: ବିବାହ କରିବାକୁ ଯାଉଛନ୍ତି ଗ୍ଲୋବାଲ୍‌ ଷ୍ଟାର ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ। ଏଥିରେ ଯୋଗଦେବାକୁ ଅଭିନେତ୍ରୀ ଭାରତ ଆସିଛନ୍ତି। ସିଦ୍ଧାର୍ଥ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୀଲମ ଚୋପ୍ରାଙ୍କ ହାତ ଧରିବେ। ଏମିତିରେ ଆସନ୍ତୁ ଜାଣିବା ନୀଲମଙ୍କ ବିଷୟରେ…

ଦିନେ ଫ୍ରିଜ୍‌ରେ ବନ୍ଦ ହୋଇଯାଇଥିଲେ ଅମିତାଭ ବଚ୍ଚନ…ଲୋମଟାଙ୍କୁରା ଘଟଣା ବଖାଣିଲେ ବିଗ୍‌ ବି’

ଆଜିକାଲି ବଲଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କୌନ ବନେଗା କରୋଡପତି ସିଜିନ୍‌-୧୬କୁ ହୋଷ୍ଟ କରୁଛନ୍ତି । ବର୍ଷ ବର୍ଷ ଧରି ସେ ଏହି ଶୋ’ର ଅଂଶ ହୋଇ ଆସୁଛନ୍ତି। ଏହି ଶୋ’ରେ ଅମିତାଭ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କାହାଣୀ…

‘କନ୍ନାପା’ରେ ପ୍ରଭାସଙ୍କ ରୁଦ୍ର ଅବତାର

ହାଇଦ୍ରାବାଦ: ‘କଳ୍‌କୀ ୨୮୯୮ ଏଡି’ର ସଫଳତା ପରେ ଅଭିନେତା ପ୍ରଭାସ ପୁଣିଥରେ ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କୁ ଖୁବ୍‌ଶୀଘ୍ର ‘କନ୍ନାପ୍ପା’ ଫିଲ୍ମରେ ଦେଖିବାକୁ ମିଳିବ। ସୋମବାର ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ଲୁକ୍‌ ଉପରୁ ପରଦା ଉଠିଛି। ଏହି ଲୁକ୍‌ରେ…

ବିବାଦରେ ଉଦିତ ନାରାୟଣ

ମୁମ୍ବାଇ, ୪।୨: ଗାୟକ ଉଦିତ୍‌ ନାରାୟଣ ମଞ୍ଚରେ ଜଣେ ମହିଳାଙ୍କୁ ଚୁମ୍ବନ ଦେଇ ବିବାଦଘେରକୁ ଆସିଛନ୍ତି। ଏକ ଲାଇଭ୍‌ କନ୍‌ସର୍ଟରେ ଜଣେ ଯୁବତୀ ତାଙ୍କ ସହ ସେଲ୍‌ଫି ନେବା ପାଇଁ ଅନୁରୋଧ କରିଥିଲେ। ଉଦିତ୍‌ ଯୁବତୀ ଜଣକ ସହ ସେଲ୍‌ଫି ଉଠାଇ…

ତେଲୁଗୁ ଫିଲ୍ମ ନିର୍ମାତାଙ୍କ ଆତ୍ମହତ୍ୟା

ପଣଜୀ, ୪।୨: ତେଲୁଗୁ ଫିଲ୍ମ ନିର୍ମାତା ସୁକର୍ଣ୍ଣ କୃଷ୍ଣ ପ୍ରସାଦ ଚୌଧୁରୀ ସୋମବାର ଗୋଆସ୍ଥିତ ଭଡ଼ାଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବେଡ୍‌ରୁମ୍‌ରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ପ୍ରାରମ୍ଭିକ ତଦନ୍ତରୁ ସେ…

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟରେ କୋର୍ଟ ଗଲେ ଝିଅ ଆରାଧ୍ୟା

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ଚାଲିଛି। କିନ୍ତୁ ଉଭୟ ଏନେଇ ଚୁପ୍‌ ଅଛନ୍ତି। ଏସବୁ ଭିତରେ ଝିଅ ଆରାଧ୍ୟା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ନିଜ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମିଥ୍ୟା ରିପୋର୍ଟିଂକୁ ନେଇ ଆରାଧ୍ୟା ପୁଣି ଥରେ କୋର୍ଟ…

ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଲେ ଓଡ଼ିଆ ଝିଅ କରିଶ୍ମା: ଲଞ୍ଚ୍‌ ପାଇଁ ଡାକିଲେ ବିଗ୍‌ ବି’

ନୂଆଦିଲ୍ଲୀ,୩।୨: ଓଡ଼ିଶାର ରାଇରଙ୍ଗପୁରର ଝିଅ କରିଶ୍ମା ଶର୍ମା କୌନ ବନେଗା କରୋଡ଼ପତି ୧୬ରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଛନ୍ତି। ଚ୍ୟାଲେଞ୍ଜିଂ ‘ସୁପର ସନ୍ଦୁକ’ ସେଗମେଣ୍ଟରେ ତାଙ୍କର ସଫଳତା ତାଙ୍କୁ କେବଳ ୧୨,୫୦,୦୦୦ ଟଙ୍କା ଦେଇନାହିଁ ବରଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri