ମନୋରଞ୍ଜନ

ୱେଟ୍‌ଲସ୍‌ ପାଇଁ ସଲମାନଙ୍କୁ ଶ୍ରେୟ ଦେଲେ ରାମ

ମୁମ୍ବାଇ: ନିକଟରେ ଅଭିନେତା ରାମ କପୁରଙ୍କର ଲୁକ୍‌ ତାଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ତଥା ଟିଭି ଇଣ୍ଡଷ୍ଟ୍ରିର ଅନେକ ତାରକାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେ ନିଜର ପ୍ରାୟ ୫୫ କେ.ଜି. ଓଜନ ହ୍ରାସ କରିଥିଲେ। ମଙ୍ଗଳବାର ଏକ ୟୁଟ୍ୟୁବ୍‌...

ମିଳିଗଲେ ଚାହତଙ୍କ ପ୍ରେମିକ?କ’ଣ ୨୧ ଲକ୍ଷ ପାଇବେ ଏହି ବଲିଉଡ୍‌ ଅଭିନେତା…

ବମ୍ବେ: ଆଜିକାଲି ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ବସ’ ଖୁବ୍‌ ଚର୍ଚ୍ଚାରେ। ଫିନାଲେକୁ ଆଉ କିଛି ଦିନ ବାକି ଥିବା ବେଳେ ପ୍ରତିଯୋଗୀମାନେ ନିଜ ନିଜର ଗେମ୍‌ ଖେଳୁଛନ୍ତି। ଏମିତିରେ ପ୍ରତିଯୋଗୀ ଚାହତ ପାଣ୍ଡେଙ୍କ ମା’ ବିଗ୍‌ବସ୍‌ ଟିମ୍‌କୁ ଏକ ଚ୍ୟାଲେଞ୍ଜ...

୧୮୦ ସ୍ପିଡ୍‌ରେ ପିଟିହେଲା ଅଭିନେତା ଅଜିତଙ୍କ କାର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧: ଦୁର୍ଘଟଣାର ଶିକାର ହୋଇଛନ୍ତି ତାମିଲ ଅଭିନେତା ଅଜିତ କୁମାର। ଦୁବାଇର ୨୪ ହାୱାର ରେସ୍ ୨୦୨୫ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଏଥିରେ ତାଙ୍କର ବିଶେଷ କିଛି କ୍ଷତି ହୋଇ ନ ଥିବା...

ବିବାହର ୩୩ ବର୍ଷ ପରେ ମକ୍କା ଯାଇ ଧର୍ମ ବଦଳାଇଲେ ଗୌରୀ ଖାନ୍‌? ଫଟୋ ଭାଇରାଲ ପରେ…

ମୁମ୍ବାଇ: ବି-ଟାଉନ୍‌ର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ କିଙ୍ଗ ଖାନ୍‌ ଶାହାରୁଖ ଖାନ୍‌ ଏବଂ ଗୌରୀ ଖାନ୍‌ ଅନ୍ୟତମ। ଆଜି ବି ଅନେକଙ୍କ ପାଇଁ ତାଙ୍କ ପ୍ରେମ ଉଦାହରଣ ପାଲଟିଛି। କାରଣ ଭିନ୍ନ ଧର୍ମର ହୋଇଥିଲେ ହେଁ ଦୁହେଁ ପରସ୍ପରକୁ ଜୀବନସାଥୀ...

ବଢିଲା ସଲମାନଙ୍କ ସୁରକ୍ଷା, ଗାଲାକ୍ସି ବାଲକୋନିରେ ଲାଗିଲା ବୁଲେଟ ପ୍ରୁଫ ଗ୍ଲାସ

ମୁମ୍ବାଇ,୭।୧: ଗତ କିଛି ମାସ ମଧ୍ୟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମିଳୁଥିବା ଧମକକୁ ଦେଖି ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ବର୍ତ୍ତମାନ କିଛି ଫଟୋରେ ଦେଖାଯାଉଛି ଯେ ସଲମାନ ଖାନଙ୍କ ଘରର ବାଲକୋନୀରେ ସୁରକ୍ଷା ବୃଦ୍ଧି କରାଯାଉଛି। ବାଲକୋନିରେ...

‘ଏମର୍ଜେନ୍ସି’ ଟ୍ରେଲର ୨ ଜାରି

ମୁମ୍ବାଇ: ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମର୍ଜେନ୍ସି’ର ଦ୍ୱିତୀୟ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ପ୍ରଥମ ଟ୍ରେଲର ତୁଳନାରେ ଦ୍ୱିତୀୟ ଟ୍ରେଲରରେ ବିରୋଧୀ ନେତାଙ୍କ ସହ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ରାଜନୈତିକ ତିକ୍ତତାକୁ ଅଧିକ ତୀବ୍ରତର...

ମୁହଁ ଖୋଲିଲେ ଗୋବିନ୍ଦାଙ୍କ ସ୍ତ୍ରୀ, କହିଲେ ଏହି ଝିଅ ସହ…

ମୁମ୍ବାଇ: ମୁହଁ ଖୋଲିଛନ୍ତି ବଲିଉଡର ସୁପରଷ୍ଟାର ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତା ଆହୁଜା । ନିକଟରେ ସେ ଏକ ସାକ୍ଷାତକାରରେ ସେ ତାଙ୍କ ସ୍ବାମୀଙ୍କ ଅନେକ ଗୁମର ଫିଟାଇଛନ୍ତି। ତାଙ୍କ ବ୍ୟତୀତ ଗୋବିନ୍ଦାଙ୍କ ବିବାହ ବଲିଉଡର ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ସହ...

‘ସ୍କାଏ ଫୋର୍ସ’ରେ ବାୟୁସେନା ଅଧିକାରୀଙ୍କ ଭୂମିକାରେ ଅକ୍ଷୟ

ମୁମ୍ବାଇ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଖୁବ୍‌ଶୀଘ୍ର ୨୦୨୫ରେ ତାଙ୍କ ପ୍ରଥମ ଚଳଚ୍ଚିତ୍ର ସହ ପରଦାକୁ ଆସୁଛନ୍ତି। ଆସନ୍ତା ଜାନୁୟାରୀ ୨୪ରେ ଅକ୍ଷୟଙ୍କର ଆକ୍ସନ୍‌-ପ୍ୟାକ୍‌ ଫିଲ୍ମ ‘ସ୍କାଏ ଫୋର୍ସ’ ରିଲିଜ୍‌ ହେବାକୁ ଯାଉଛି। ରବିବାର ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ଏହାର...

ପ୍ରତି ରବିବାର ପୋଲିସ ଷ୍ଟେଶନରେ ହାଜର ହେବେ ପୁଷ୍ପା! ଅଲ୍ଲୁ ଅର୍ଜୁନଙ୍କୁ କୋର୍ଟ ଦେଇଛନ୍ତି ନିର୍ଦ୍ଦେଶ

ଚେନ୍ନାଇ,୫।୧: ଅଭିନେତା ଅଲୁ ଅର୍ଜୁନ ହାଇଦ୍ରାବାଦର ଚିକ୍କଡପାଲି ପୋଲିସ ଷ୍ଟେଶନରୁ ବାହାରିଥିଲେ। ଜାମିନ ସର୍ତ୍ତ ଅନୁଯାୟୀ ଅଭିନେତା ଅଲୁ ଅର୍ଜୁନଙ୍କୁ ଚିକ୍କଡପାଲି ପୋଲିସ ଷ୍ଟେଶନରେ ହାଜର ହେବାକୁ କୁହାଯାଇଥିଲା। ଜାମିନ ପ୍ରଦାନ କରୁଥିବାବେଳେ ଚାର୍ଜସିଟ ଦାଖଲ ନହେବା ପର୍ଯ୍ୟନ୍ତ କୋର୍ଟ...

ଅବିନାଶଙ୍କ ପାଇଁ ଚାହତଙ୍କୁ ଫସାଇଦେଲେ ବିଗ୍‌ବସ୍‌, ଖୋଲିଲା ସିକ୍ରେଟ୍‌ ଡେଟିଂ ଲାଇଫ୍‌

ମୁମ୍ବାଇ: ରିଆଲିଟି ଶୋ’ରେ ବର୍ଷିଲେ ସଲମାନ ଖାନ୍‌। ପ୍ରତିଯୋଗୀ ଚାହତ ପାଣ୍ଡେଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସୃଷ୍ଟି ହେଲା ଝଡ଼। କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାରେ ‘ବିଗ୍‌ ବସ୍‌ ୧୮’। ଶନିବାର ଓ୍ବିକେଣ୍ଡ ଓ୍ବାର୍‌ ଏପିସୋଡ ପୂର୍ବରୁ ଏଭଳି...

ହଠାତ ବିଗିଡ଼ିଲା କିଆରାଙ୍କ ସ୍ବାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଅସୁସ୍ଥ ହୋଇପଡ଼ିଛନ୍ତି ଅଭିନେତ୍ରୀ କିଆରା ଆଡଭାଣୀ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିଲାଗି ସେ ନିଜର ଫିଲ୍ମ ‘ଗେମ୍‌ ଚେଞ୍ଜର’ର ଟ୍ରେଲର୍‌ ଲଞ୍ଚ କାର୍ଯ୍ୟକ୍ରମରେ ସାମିଲ ହୋଇପାରି ନାହାନ୍ତି। କାର୍ଯ୍ୟକ୍ରମ ସମୟରେ ହୋଷ୍ଟ ପ୍ରଶଂସକଙ୍କୁ ଏନେଇ ଜଣାଇବା ପରେ...

ଛାଡ଼ପତ୍ର ହୋଇନାହିଁ, ତଥାପି ପତ୍ନୀ-ପିଲାଙ୍କ ସହ ଏକାଠି ଗୋଟିଏ ଘରେ ରୁହନ୍ତି ନାହିଁ ଗୋବିନ୍ଦା; କାରଣ ଜାଣିଲେ…

ମୁମ୍ବାଇ: ଫିଲ୍ମରୁ ଦୂରେଇ ଯାଇଥିବା ଗୋବିନ୍ଦା ଏବେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ତାଙ୍କ ପତ୍ନୀ ସୁନୀତା ଆହୁଜା ଉଭୟଙ୍କ ସମ୍ପର୍କକୁ ନେଇ ବଡ଼ ଖୁଲାସା କରିଛନ୍ତି। ଉଭୟଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ନାହିଁ। ଏହାସତ୍ତ୍ୱେ ସେମାନେ ଗୋଟିଏ ଘରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri