ଅନୁରାଗ କଶ୍ୟପଙ୍କ ସହ ସିକ୍ରେଟ୍ ଆଫେୟାରକୁ ନେଇ ଏମିତି କହିଲେ ମନ୍ଦାନା
ଅଭିନେତ୍ରୀ ତଥା ମଡେଲ ମନ୍ଦାନା କରିମି କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍ ଅପ’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସେ ଶୋ’ରୁ ବିଦାୟ ନେଇଛନ୍ତି । ଶୋ’ ରେ ଥିବାବେଳେ ସେ ତାଙ୍କ ଗର୍ଭପାତ ଏବଂ ସିକ୍ରେଟ୍ ଆଫେୟାର ସହ…
ବିବାହକୁ ନେଇ ଗୁଜବ କହିଲେ ବନ୍ଧୁ
ବଲିଉଡ୍ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ଶେଟ୍ଟୀ ଓ କ୍ରିକେଟର୍ କେ.ଏଲ ରାହୁଲଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି। ଦୁହେଁ ଅନେକ ଦିନରୁ ଡେଟ୍ କରି ଆସୁଛନ୍ତି। ଦୁହିଁଙ୍କୁ ଏକାଠି ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି। ନିକଟରେ ଆଥିଆ…
ଟାଇଗର୍ଙ୍କୁ ଫଲୋ କରୁଛନ୍ତି ଅମିତାଭ
ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏଥର ଅମିତାଭ ବଚ୍ଚନ ଏମିତି କିଛି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଦେଖି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଯାଛନ୍ତି। ୭୯ ବର୍ଷୀୟ ଅମିତାଭ ଏବେ ୩୨…
ପୁନମଙ୍କ ହୃଦୟ ଭାଙ୍ଗିଲା
ମୁମ୍ବାଇ: ଆଜିକାଲି କଙ୍ଗନା ରାଣାଓ୍ବତଙ୍କ ରିୟାଲିଟି ଶୋ’ ଲକ୍ ଅପ୍’ରେ ଅନେକ କିଛି ଦେଖିବାକୁ ମିଳୁଛି। ପ୍ରତିଯୋଗୀଙ୍କ ହାସ୍ୟରସ୍ୟ ଲୋକଙ୍କୁ ବେଶ୍ ମନୋରଞ୍ଜନର ଖୋରାକ ଯୋଗାଇବା ସହ ପ୍ରତିଯୋଗୀମାନଙ୍କ ମଧ୍ୟରେ ଅନେକ ଝଗଡ଼ା ଦେଖିବାକୁ ମିଳିଛି। ଶେଷ ସପ୍ତାହରେ ଏକ ସ୍ଥାନ…
ସିଦ୍ଧାନ୍ତଙ୍କୁ ଡେଟ୍ କରୁଛନ୍ତି ବିଗ୍ ବି’ଙ୍କ ନାତୁଣୀ!
ବଲିଉଡର ମେଗାଷ୍ଟାର ତଥା ବିଗ୍ ବି’ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲୀ ନନ୍ଦା ଏବେ ଚର୍ଚ୍ଚାରେ। ବଲିଉଡ ଇଣ୍ଡଷ୍ଟ୍ରିରେ ନ ଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ନିକଟରେ ନବ୍ୟା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ…
ଫେରିବେ ମନ୍ଦାକିନି
ମୁମ୍ବାଇ: ୧୯୮୫ରେ ଆସିଥିବା ବଲିଉଡ ମୁଭି ‘ରାମ ତୈରି ଗଙ୍ଗା ମୈଲି’ରେ ସମସ୍ତଙ୍କ ଦିଲକ ଧଡ଼କନକୁ ଆହୁରି ବଢାଇ ଦେଇଥିବା ନାୟିକା ମନ୍ଦାକିନି ବେଶ କିଛି ବର୍ଷ ହେବ ବଡ ପରଦାରୁ ଦୂରେଇ ରହିବା ପରେ ଏବେ ପୁଣିଥରେ ଫେରୁଛନ୍ତି ବୋଲି…
‘ମୁଁ ଭଗବାନଙ୍କ ପ୍ରିୟ ସନ୍ତାନ’
ମୁମ୍ବାଇ: ଗାୟିକା ନେହା କକ୍କରଙ୍କ ଖୁସି ଏବେ କହିଲେ ନ ସରେ। ଖୁସିର କାରଣ ହେଲା ନେହାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୋସିଆଲ ମିଡିଆରେ ତାଙ୍କର ୭ କୋଟି ଫଲୋଅର୍ସ ହୋଇସାରିଲେଣି। ଇନ୍ଷ୍ଟାଗ୍ରାମରେ ସ୍ବାମୀ ରୋହନପ୍ରୀତ ସିଂଙ୍କ ସହ ସେ…
ଶାହିଦ କପୁରଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ୍ ଅଭିନେତା ଶାହିଦ କପୁରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜର୍ସି’ ସହିତ ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ସେ ଏହି ଫିଲ୍ମରେ ଜଣେ କ୍ରିକେଟର ଭୂମିକାରେ ଅଭିନୟ କରୁଛନ୍ତି। ଶାହିଦ ୨୦୦୩ରେ ଆସିଥିବା କେନ ଘୋଷଙ୍କ ଫିଲ୍ମ ଇଶ୍କ-ଭିଶ୍କଙ୍କ ଜରିଆରେ ବଲିଉଡ୍ରେ ଡେବ୍ୟୁ…
ଜନ୍ମର ୩ ମାସ ପରେ ଝିଅର ନାଁ ରଖିଲେ ପ୍ରିୟଙ୍କା!
ବଲିଉଡ୍ ପରେ ହଲିଉଡ୍ରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ତଥା ଆମେରିକୀୟ ଗାୟକ ନିକ ଜୋନାସ ଚଳିତ ବର୍ଷ ଆରମ୍ଭରେ ସରୋଗେସି ମାଧ୍ୟମରେ କନ୍ୟା ସନ୍ତାନର ମାତାପିତା ହୋଇଥିଲେ। ଜନ୍ମର ୩ ମାସ ପରେ ଝିଅର…
କ୍ଷମା ମାଗିଲେ ଅକ୍ଷୟ
ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ଏବେ ଚର୍ଚ୍ଚାରେ । ଅଭିନୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଅକ୍ଷୟଙ୍କର ରହିଛନ୍ତି ଅନେକ ଫ୍ୟାନ ଫଲୋଇଂସ୍ । ଆଉ ଅକ୍ଷୟ ବି ସବୁବେଳେ ତାଙ୍କ ପ୍ରଶଂସକଙ୍କ ନିକଟତର…
ଗେରୁଆ ରଙ୍ଗର ପୋଷାକ ସାଙ୍ଗକୁ ମଥାରେ ତିଳକ: ଚର୍ଚ୍ଚାରେ ଜୁନିୟର ଏନ୍ଟିଆର୍…
ହାଇଦ୍ରାବାଦ: ନୂଆ ଗେଟ୍ଅପ୍କୁ ନେଇ ଚର୍ଚ୍ଚାରେ ଜୁନିୟର ଏନ୍ଟିଆର୍। ଗେରୁଆ ରଙ୍ଗର କୁର୍ତ୍ତା ସାଙ୍ଗକୁ ପାଇଜାମା, ବେକରେ ମାଳ, ମଥାରେ ତିଳକ ମାରିଥିବା ତାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା। କେହି କେହି ସେ ବାବା ହୋଇଯିବେ ବୋଲି କହୁଥିବା ବେଳେ…
ଫଟୋଗ୍ରାଫରଙ୍କୁ ଦେଖି ମୁହଁ ଲୁଚାଇଲେ ପଲକ, କହିଲେ…
ମୁମ୍ବାଇ: ‘ବିଜଲି ବିଜଲି’ ଗୀତ ରିଲିଜ ହେବା ପରଠାରୁ ଚର୍ଚ୍ଚାରେ ରହି ଆସିଥିବା ପଲକ ତିଓ୍ବାରୀ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ତାଙ୍କ ମା’ ତଥା ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ପରି ସୁନ୍ଦର ଏବଂ ଦକ୍ଷ। ତାଙ୍କୁ କିଛି…
Archives


