ମନୋରଞ୍ଜନ

ରକ୍ତ ଜୁଡୁବୁଡୁ ହୋଇଥିଲେ ସୈଫ ଅଲି ଖାନ, ହସ୍ପିଟାଲ ପହଞ୍ଚାଇଥିବା ଅଟୋ ଡ୍ରାଇଭର ବଖାଣିଲେ ସବୁକିଛି

ମୁମ୍ବାଇ,୧୭।୧: ଗୁରୁବାର ସୈଫ ଅଲ୍ଲୀ ଖାନଙ୍କ ଉପରେ ଛୁରୀରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ, ସେ ରକ୍ତ ଜୁଡୁବୁଡୁ ଏକ ଅଟୋ ରିକ୍ସାରେ ହସ୍ପିଟାଲରେ ପହଞ୍ଚିଥିଲେ। ଏବେ ସେହି ଅଟୋ ଡ୍ରାଇଭର ସେଦିନ ରାତିର ଘଟଣା ବିଷୟରେ ସମ୍ପୂର୍ଣ୍ଣ...

ଚିନ୍ତାରେ କରିନା! ସୈଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ବେବୋ କହିଲେ…

ମୁମ୍ବାଇ,୧୭।୧: ଜାନୁଆରୀ ୧୫ ରାତି ପ୍ରାୟ ୩.୩୦ ସମୟରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଜଣେ ଚୋର ଛୁରୀରେ ଆକ୍ରମଣ କରିଥିଲେ। ରିପୋର୍ଟ ଅନୁଯାୟୀ, ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ଜାହାଙ୍ଗୀରଙ୍କ କୋଠରୀକୁ ଚୋରି କରିବା...

ସୈଫଙ୍କଠାରୁ ଏତିକି ଟଙ୍କା ଦାବି କରିଥିଲେ ଆକ୍ରମଣକାରୀ, ସାମ୍ନାକୁ ଆସିଲା ବଡ଼ ତଥ୍ୟ

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ ଏକ ଏଫ୍‌ଆଇଆର ରୁଜୁ କରିଛି। ଏବେ ଏହି ଦୁଇ ପୃଷ୍ଠାର ଏଫଆଇଆରର କପି ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଆକ୍ରମଣ ସମୟରେ ଅଭିଯୁକ୍ତ ୧ କୋଟି...

କିଏ କରିଥିଲା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୬।୧: ବୁଧବାର ବିଳମ୍ବିତ ରାତିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣ କିଏ ଆଉ କାହିଁକି କରିଛି ଚର୍ଚ୍ଚା ମଧ୍ୟରେ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ସାମ୍ନାକୁ ଆସିଛି। ଗୁରୁବାର ମୁମ୍ବାଇ ପୋଲିସ...

ବଡ଼ପୁଅ ଇବ୍ରାହିମ୍‌ ବଞ୍ଚାଇଥିଲେ ସୈଫଙ୍କ ଜୀବନ, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ…

ମୁମ୍ବାଇ,୧୬।୧: ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଶଂସକ ଚିନ୍ତାରେ। ଗୋଟିଏପଟେ ପୋଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ତଦନ୍ତ ଜୋରଦାର କରିଥିବା ବେଳେ ଡାକ୍ତରଖାନାରେ ଅଭିନେତାଙ୍କ ଚିକିତ୍ସା ଚାଲିଛି। ଆକ୍ରମଣକାରୀ ଛଅ ଥର ଅଭିନେତାଙ୍କ ଉପରେ...

ଅଭିନେତା ହୋଇ ବି କ୍ରିକେଟରୁ ମୋଟା ଅଙ୍କ ଆୟ କରନ୍ତି ସୈଫ, ଜାଣନ୍ତୁ କ’ଣ ଏହାର ମାଧ୍ୟମ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ଫିଲ୍ମ ଜଗତର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ। ଜାନୁଆରୀ ୨୦୨୫ ସୁଦ୍ଧା, ସୈଫ ଅଲ୍ଲୀ ଖାନଙ୍କ ସମ୍ପତ୍ତି ପ୍ରାୟ ୧,୨୦୦ କୋଟି ପାଖାପାଖି। ସେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ସବୁଠାରୁ...

ଅପରେଶନ ପରେ ବିପଦମୁକ୍ତ ସୈଫ

ମୁମ୍ବାଇ,୧୬।୧: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ନିଜ ଘରେ ଛୁରୀରେ ଆକ୍ରମଣ ହୋଇଛି। ଏହା ପରେ ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବିପଦମୁକ୍ତ ବୋଲି କୁହାଯାଉଛି। ମିଳିଥିବା ରିପୋର୍ଟ ଅନୁଯାୟୀ,...

ICUକୁ ଗଲେ ସୈଫ ଅଲ୍ଲୀ ଖାନ୍‌, ଡାକ୍ତର କହିଲେ-ମେରୁଦଣ୍ଡରେ ପଶିଥିଲା ଦେଢ଼ ଇଞ୍ଚର ଛୁରୀ ଖଣ୍ଡ…

ମୁମ୍ବାଇ,୧୬।୧: ସରିଲା ସର୍ଜରୀ। ଆଇସିୟୁକୁ ସ୍ଥାନାନ୍ତରିତ ହେଲେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌। ଏବେ ସେ ସୁସ୍ଥ ଅଛନ୍ତି। ତାଙ୍କ ମେରୁଦଣ୍ଡରେ ଥିବା ଦେଢ଼ ଇଞ୍ଚର ଛୁରୀର ଖଣ୍ଡକୁ ବାହାର କରିଦିଆଯାଇଛି। ଏନେଇ ଡାକ୍ତରଖାନା ପକ୍ଷରୁ ଅପ୍‌ଡେଟ୍‌ ଦିଆଯାଇଛି।...

ସୈଫଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ, ଏହି କାରଣ ପାଇଁ ହୋଇଛି…

ମୁମ୍ବାଇ,୧୬ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ଛୁରାମାଡ଼ ହୋଇଛି। ଇତିମଧ୍ୟରେ ସୈଫ୍‌ଙ୍କୁ ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି ପୋଲିସ। ଚୋରି କରିବାକୁ ଆସିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ଦେଇଥିବାବେଳେ ଅଭିଯୁକ୍ତ ଚିହ୍ନଟ ହୋଇଥିବା ପୋଲିସ ସୂଚନା...

ରାତି ୨ଟାରେ ସାନପୁଅ ଜେହଙ୍କ ଘରେ ପଶିଥିଲେ ଦୁର୍ବୃତ୍ତ, ଚାକରାଣୀଙ୍କ ଚିତ୍କାର ଶୁଣି ସୈଫ ପହଞ୍ଚିବା ପରେ…

ମୁମ୍ବାଇ: ସକାଳ ପ୍ରାୟ ଦୁଇଟା ବେଳେ ଘରେ ପଶିଥିଲେ ଅଜଣା ବ୍ୟକ୍ତି। କେହି କିଛି ବୁଝିବା ଆଗରୁ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ କରିଥିଲେ ଅତର୍କିତ ଛୁରାମାଡ଼। ଏଥିରେ ତାଙ୍କ ଘରର ଚାକରାଣୀ ମଧ୍ୟ ଆହତ ହୋଇଥିଲେ। ଏବେ ଉଭୟଙ୍କ...

ଛାତରୁ ଡେଇଁ ସୈଫ୍‌ଙ୍କୁ ଛୁରାମାଡ଼ କରିଛନ୍ତି ଦୁର୍ବୃତ୍ତ, ସ୍ବାମୀଙ୍କୁ ଭେଟିବାକୁ ହସ୍ପିଟାଲରେ ପହଞ୍ଚିଲେ କରୀନା

ମୁମ୍ବାଇ,୧୬ା୧: ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ କେହି ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ଦୁର୍ବୃତ୍ତ ଜଣକ ଛାତରୁ ଡେଇଁ ଘରେ ପଶି ସୈଫ୍‌ଙ୍କୁ ଛୁରାମାଡ଼ କରିଛନ୍ତି। ଦୁର୍ବୃତ୍ତ ଜଣକ ନିକଟ କୋଠାରୁ ସୈଫ୍‌ଙ୍କ ଘର ଭିତରକୁ ଡେଇଁ ପଡ଼ିଥିଲେ। ପୋଲିସ ସିସିଟିଭି...

ସୈଫଙ୍କର ହେବ ପ୍ଲାଷ୍ଟିକ ସର୍ଜରୀ

ମୁମ୍ବାଇ,୧୬।୧: ମଧ୍ୟରାତ୍ରିରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଆକ୍ରମଣ ପରେ, ତାଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ତାଙ୍କର ଅସ୍ତ୍ରୋପଚାର ଚାଲିଛି। ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିବା ଜଣେ ବ୍ୟକ୍ତି ସୈଫଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri