ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ
ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ ବିତିଛି। ହେଲେ ଏବେ ସେମାନେ ଅଲଗା ହେବାକୁ ଯାଉଥିବା ଖବର ସୋସିଆଲ ମିଡିଆରେ ଘୁରି…
କରୀନାଙ୍କ ଆଗାମୀ ପ୍ରୋଜେକ୍ଟ ‘ଦାୟରା’
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ତାଙ୍କ ନୂତନ ପ୍ରୋଜେକ୍ଟ ସମ୍ପର୍କରେ ସୋମବାର ଇନ୍ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ସେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶିକା ମେଘନା ଗୁଲଜାରଙ୍କ ‘ଦାୟରା’ ଫିଲ୍ମରେ ନଜରକୁ ଆସିବେ ବୋଲି କରୀନା ନିଜ ପ୍ରଶଂସକଙ୍କୁ…
ଘରେ ପଶି ହତ୍ୟା କରିବୁ, ବୋମା ପକାଇ କାର୍ ଉଡ଼ାଇ ଦେବୁ, ପୁଣି ସଲମାନଙ୍କୁ ମିଳିଲା ଏମିତି ଧମକ
ମୁମ୍ବାଇ: ବଲିଉଡ୍ର ସୁପରଷ୍ଟାର୍ ସଲମାନ ଖାନଙ୍କୁ ପୁଣି ଥରେ ଧମକ ମିଳିଛି। ମୁମ୍ବାଇର ଓ୍ବର୍ଲି ଟ୍ରାଫିକ ବିଭାଗର ହ୍ବାଟ୍ସଆପ୍ ନମ୍ବରକୁ ଏକ ଧମକ ପଠାଯାଇଛି। ଯେଉଁଥିରେ କୁହାଯାଇଛି ଯେ, ଅଭିନେତାଙ୍କ ଘରେ ପ୍ରବେଶ କରି ତାଙ୍କୁ ହତ୍ୟା କରାଯିବ। କେବଳ ଏତିକି…
‘ତୁମର ନୂଆ ଏସିପି…’ ପ୍ରଦ୍ୟୁମ୍ନଙ୍କ ପରେ CIDରେ ହୋଇଗଲା ନୂଆ ବସ୍ଙ୍କ ଏଣ୍ଟ୍ରି, ଦେଖନ୍ତୁ…
ମୁମ୍ବାଇ: ଲୋକପ୍ରିୟ ଟିଭି ରିଆଲିଟି ଶୋ’ ‘CID ୨’ରେ ଏକ ଟୁଇଷ୍ଟ ଆସିଛି, ଯେଉଁଥିଲାଗିଏହି ଶୋ’ ଆଜିକାଲି ବହୁତ ଚର୍ଚ୍ଚାରେ ଅଛି। ସଦ୍ୟତମ ଏପିସୋଡରେ ଏସିପି ପ୍ରଦ୍ୟୁମ୍ନଙ୍କ ମୃତ୍ୟୁ ହୋଇଥିବା ଦେଖାଯାଇଥିଲା। ଏହାର ଅର୍ଥ ହେଉଛି ଏହି ଚରିତ୍ରଟି ଶେଷ ହୋଇଗଲା…
ପ୍ରେମିକାଙ୍କ ସହ ଚାଇନାରେ କ’ଣ କରୁଛନ୍ତି ଆମିର ଖାନ୍? Video ଭାଇରାଲ ପରେ…
ମୁମ୍ବାଇ: ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ନିଜର ପ୍ରେମିକାଙ୍କୁ ନେଇ ବଡ଼ ଘୋଷଣା କରିଥିଲେ। ଗୌରୀ ନାମକ ଜଣେ ମହିଳାଙ୍କୁ ସେ ଡେଟ କରୁଥିବା ସ୍ପଷ୍ଟ କରିଥିଲେ। ଏହି ଖୁଲାସା ପରଠାରୁ ଦୁହେଁ ସେମାନଙ୍କ ପ୍ରେମ…
କ୍ୟାରିୟରକୁ ନେଇ କ’ଣ କୁହନ୍ତି ହରି
ଧାରାବାହିକ ଥିଲା ମୋ କ୍ୟାରିୟରର ଟର୍ନିଂ ପଏଣ୍ଟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଆଗଧାଡିର ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଭାଇ। ଏବେ ସେ କେବଳ ନିଜକୁ ଅଭିନୟରେ ବାନ୍ଧି ରଖି ନାହାନ୍ତି, କାହାଣୀ ଏବଂ ସଂଳାପ ରଚନାରେ ନିଜକୁ…
କୁଲର, ପଙ୍ଖା ବାଣ୍ଟିଲେ ଅଭିନେତ୍ରୀ ତାପସୀ ପନ୍ନୁ
ମୁମ୍ବାଇ: ମୁମ୍ବାଇର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚି ଯାଇଛି। ଏହି ସମୟରେ, ଗରମକୁ ମୁକାବିଲା କରିବା ପାଇଁ, ଅଭିନେତ୍ରୀ ତାପସୀ ପନ୍ନୁ ବସ୍ତିରେ ରହୁଥିବା ପରିବାରଗୁଡ଼ିକୁ ପଙ୍ଖା ଏବଂ କୁଲର ବଣ୍ଟନ କରିଥିଲେ। ଏହି ମହତ କାର୍ଯ୍ୟ ପାଇଁ…
ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରଶେଫ୍
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌରବ ଖାନ୍ନା ‘ସେଲିବ୍ରିଟି ମାଷ୍ଟରଶେଫ୍’ ପ୍ରଥମ ସିଜନର ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ରାତିରେ ଆୟୋଜିତ ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ତାଙ୍କୁ ଶୋ’ର ଟାଇଟଲ ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି।…
ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…
ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ ସୋନୁ ତାଙ୍କ ପ୍ରଶଂସକମାନଙ୍କୁ ଏକ ପୋଷ୍ଟ ଶେୟାର କରି ଆଶ୍ଚର୍ଯ୍ୟ କରିଛନ୍ତି ଯେଉଁଥିରେ ସେ…
ବାପା କି ବୟଫ୍ରେଣ୍ଡ ନୁହେଁ, Janhvi Kapoorଙ୍କୁ କିଏ ଦେଲା ୪କୋଟି ଟଙ୍କାର ଗାଡି ଗିଫ୍ଟ?
ଜାହ୍ନବୀ କପୁରଙ୍କ ଚମତ୍କାର କାର୍ ସଂଗ୍ରହରେ ଆଉ ଏକ ଲଗଜରୀ କାର୍ ଯୋଡି ହୋଇଛି। ଏହି କାରଟି ଅନନ୍ୟା ର୍ବିଲା ଜାହ୍ନବୀଙ୍କୁ ଉପହାର ଦେଇଛନ୍ତି। ଅନନ୍ୟା ବିର୍ଲା ଦେଶର ସବୁଠାରୁ ଧନୀ ଝିଅମାନଙ୍କ ମଧ୍ୟରୁ ଜଣେ ଏବଂ ସେ ଜାହ୍ନବୀଙ୍କର ଜଣେ…
ଇନ୍ଦିରାଙ୍କୁ ମହାତ୍ମା ଗାନ୍ଧୀଙ୍କଠାରୁ ଅଧିକ ସମ୍ମାନ କରେ, କାରଣ ସେ ବାଲାଂଦେଶ କରିଛନ୍ତି: ଅଭିଜିତ
ମୁମ୍ବାଇ: ବଲିଉଡର ଖ୍ୟାତନାମା ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ପୁଣି ଥରେ ନିଜର ବୟାନକୁ ନେଇ ଚର୍ଚ୍ଚାରେ। ସଲମାନଙ୍କଠାରୁ ଆରମ୍ଭ କରି ଶାହାରୁଖ ଖାନଙ୍କ ପର୍ଯ୍ୟନ୍ତ ତାଙ୍କ କଟାକ୍ଷରୁ ବର୍ତ୍ତି ନାହାନ୍ତି। ଏବେ ସେ ମହାତ୍ମା ଗାନ୍ଧୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି।…
ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଗୌହର ଖାନ୍
ମୁମ୍ବାଇ: ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଗୌହର ଖାନ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସେ ଏହି ଖୁସିଖବର ଜଣାଇଛନ୍ତି। ୨୦୨୩ରେ ସେ ପ୍ରଥମ ସନ୍ତାନକୁ ସ୍ବାଗତ କରିଥିଲେ। ଏବେ ସେ ପୁଣି ଖୁସିଖବର ଜଣାଇ ପ୍ରଶଂସକଙ୍କୁ…
Archives


