ମନୋରଞ୍ଜନ

କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ଅଭିନେତ୍ରୀ

ମୁମ୍ବାଇ: ଏକ ସମୟରେ ତାମିଲ, ତେଲୁଗୁ ଏବଂ ମାଲାୟାଲମ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ନୟନତାରା। ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଭାରତୀୟ ଚଳଚ୍ଚିତ୍ର ଏବଂ…

ଆଜି ହିନ୍ଦୀରେ ରିଲିଜ୍‌ ହେବ ‘ଦମନ’:୩ଶହ ହଲ୍‌ରେ ଦେଖିବେ ଦର୍ଶକ

ଭୁବନେଶ୍ୱର, ୩।୨ (ବ୍ୟୁରୋ)- ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ ହିନ୍ଦୀ ଭାଷାରେ ଦେଖିବେ ଦର୍ଶକ। ଶୁକ୍ରବାର ଦେଶର ୩ଶହ ହଲରେ ଏହି ଚଳଚ୍ଚିତ୍ର ରିଲିଜ୍‌ ହେବ। ନଭେମ୍ବର ୪ରେ ରିଲିଜ୍‌ ହୋଇଥିବା ‘ଦମନ’ରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଡା. ସିଦ୍ଧାର୍ଥ ମହାନ୍ତି ଓଡ଼ିଶାର…

ପାକିସ୍ତାନ ପହଞ୍ଚିଲା ଶାହାରୁଖଙ୍କ ‘ପଠାନ’

ମୁମ୍ବାଇ: ଶାହାରୁଖ ଖାଁଙ୍କ ଅଭିନୀତ ମୁଭି ‘ପଠାନ’ ବକ୍ସ ଅଫିସରେ ଖୁବ ଭଲ କଲେକସନ କରିଛି । ସାରା ବିଶ୍ୱରେ ଏହା ୬୦୦ କୋଟି ଆୟ କରିସାରିଲାଣି । ଏବେ ମିଳିଥିବା ସୂଚନାରୁ ଜଣାପଡିଛି କି ବ୍ୟାନ ପରେ ବି ପାକିସ୍ତାନର…

୧୧ ବର୍ଷର ଡେଟିଂ ପରେ ବଧୂ ସାଜିବେ ‘ଚକ ଦେ’ ଫେମ ଚିତ୍ରାଶି ରାୱତ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଫିଲ୍ମ ‘ଚକ ଦେ’ରେ କୋମଲ ଚୌଟାଲା ଭୁମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଚିତ୍ରାଶି ରାୱତ ଖୁବଶୀଘ୍ର ବାହା ହେବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆକ୍ଟେସ ୧୧ ବର୍ଷର ଡେଟିଂ ପରେ ବୟ ଫ୍ରେଣ୍ଡ ଧ୍ରୁବାଦିତ୍ୟ…

ଦାଦାସାହେବ ଫାଲକେ ପୁରସ୍କାରପ୍ରପ୍ତ ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ପରଲୋକ

ତେଲୁଗୁ ସିନେମାର ଅନ୍ୟତମ ମହାନ ନିର୍ଦ୍ଦେଶକ କେ. ବିଶ୍ୱନାଥଙ୍କ ଗୁରୁବାର ଦେହାନ୍ତ ହୋଇଛି। କେ. ବିଶ୍ୱନାଥ ଗୁରୁତର ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କେ. ବିଶ୍ୱନାଥଙ୍କୁ ୨୦୧୭ରେ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର…

ବିହାରର ଝିଅ ଆୟଶାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ଡେବ୍ୟୁ ଆଓ୍ବାର୍ଡ

ନାଓ୍ବାଡା,୨।୨: ବିହାର ନାଓ୍ବାଡାର ଝିଅ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଆୟଶା ଏସ୍‌.ଏମନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଡେବ୍ୟୁ ପୁରସ୍କାର ପ୍ରଦାନ କରାଯାଇଛି। ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଇଣ୍ଡିଆ ଲକଡାଉନ୍‌’ରେ ନିଜର ଦମ୍‌ଦାର ଅଭିନୟ ପାଇଁ ଆୟଶାଙ୍କୁ ଶ୍ରେଷ୍ଠ…

ଘୁଞ୍ଚିଲା କିଆରା-ସିଦ୍ଧାର୍ଥଙ୍କ ବିବାହ ତାରିଖ

ମୁମ୍ବାଇ,୨।୨: ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ବିବାହକୁ ନେଇ ପ୍ରଶଂସକ ଅପେକ୍ଷା କରିଛନ୍ତି। ଗତ କିଛି ଦିନ ହେବ ଉଭୟଙ୍କ ବିବାହର କିଛି ନା କିଛି ଅପଡେଟ୍‌ ସାମ୍ନାକୁ ଆସେ। ବିବାହ କାର୍ଯ୍ୟର ତାରିଖଠାରୁ ଆରମ୍ଭ କରି ବିବାହ…

‘ଦ କପିଲ ଶର୍ମା ଶୋ’କୁ ଆଉ ଏକ ଝଟ୍‌କା

ବମ୍ବେ: ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’କୁ ଲାଗିଛି ଆଉ ଏକ ଝଟ୍‌କା। ନିକଟରେ କୃଷ୍ଣା ଅଭିଷେକ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ କମେଡିଆନ ସିଦ୍ଧାର୍ଥ ସାଗର ମଧ୍ୟ ଅଲବିଦା କହିଛନ୍ତି। ପାଉଣା ବଢ଼ାଇବାକୁ ନେଇ…

ପୁଣି କଥିତ ପ୍ରେମିକା ସାରାଙ୍କ ସହ ନଜର ଆସିଲେ ଶୁଭମନ, ଏୟାରପୋର୍ଟରେ ଲୁଚାଛପାରେ…

ନୂଆଦିଲ୍ଲୀ,୨।୧: କ୍ରିକେଟର ଶୁଭମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ମାରିବା ପରଠାରୁ ଭାରତର ପ୍ରିୟ କ୍ରିକେଟର ପାଲଟିଛନ୍ତି। ଏମିତିରେ ତାଙ୍କ ବ୍ୟକ୍ତିଗତ ଜୀବନ ବି ରହିଛି ଚର୍ଚ୍ଚାରେ। ଏବେ ସୋସିଆଲ ମିଡିଆରେ କଥିତ ପ୍ରେମିକା ସାରା ଅଲି ଖାଁଙ୍କ ସହ ତାଙ୍କର…

ବିଜୟଙ୍କ ସହ ଦୁବାଇରେ ଛୁଟି କାଟୁଛନ୍ତି ରଶ୍ମିକା

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁନ୍ତି। ଉଭୟ ଅନେକ ଥର ଏକାଠି ନଜର ଆସିଛନ୍ତି। ଇତିମଧ୍ୟରେ ଅଭିନେତ୍ରୀ ରଶ୍ମିକା ଏବଂ ବିଜୟଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

୨ଟି ପାର୍ଟରେ ରିଲିଜ୍‌ ହେବ ପ୍ରଭାସ-ଦୀପିକାଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’

ମୁମ୍ବାଇ: ସୁପରଷ୍ଟାର ପ୍ରଭାସଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ପ୍ରୋଜେକ୍ଟ କେ’ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ଫିଲ୍ମରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସମୟରେ ଫିଲ୍ମ…

କ୍ୟାଟ୍ରିନାଙ୍କ ପାଇଁ ମୁଁ ଫରଫେକ୍ଟ ସ୍ବାମୀ ନୁହେଁ

ବଲିଉଡ୍‌ର ସୁପରହିଟ୍‌ କପଲ୍‌ଙ୍କ ମଧ୍ୟରେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଅନ୍ୟତମ। ଉଭୟ ଯୋଡିଙ୍କୁ ପ୍ରଶଂସକ ମଧ୍ୟ ବେଶ୍‌ ପସନ୍ଦ ମଧ୍ୟ କରନ୍ତି। ନିକଟରେ ଏକ ସାକ୍ଷାତକାରରେ ବିକି କହିଛନ୍ତି ଯେ ସେ କ୍ୟାଟ୍ରିନାଙ୍କ ପାଇଁ ଫରଫେକ୍ଟ ସ୍ବାମୀ ନୁହଁନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri