ମନୋରଞ୍ଜନ

ଖରାପ ସ୍ଥିତିରେ ଆଦିପୁରୁଷ, ୫ ଦିନରେ ହ୍ରାସ ପାଇଛି ରୋଜଗାର

ମୁମ୍ବାଇ: ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ତଥା ରାମାୟଣ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ବକ୍ସ ଅଫିସ୍‌ରେ ବଦନାମ ହୋଇସାରିଛି। ପ୍ରଥମ ଦିନରୁ ଫିଲ୍ମଟି ଯେତିକି ଆୟ କରିଥିଲା, ରିଲିଜ ହେବାର ୫ ଦିନ ମଧ୍ୟରେ ଏହା ୭୫ପ୍ରତିଶତ ହ୍ରାସ ପାଇଛି।…

‘ଆଦିପୁରୁଷ’ ଉପରେ ବ୍ୟାନ ଲଗାଇବା ଆବେଦନର ଶୀଘ୍ର ଶୁଣାଣି କରିବାକୁ ମନାକଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୧।୬: ରାମାୟଣ ଉପରେ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଉପରେ ପ୍ରତିବନ୍ଧକ ଲଗାଇବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି, ଏହି ଆବେଦନରେ ଶୀଘ୍ର ଶୁଣାଣି କରିବାର କୌଣସି ଆବଶ୍ୟକ ନାହିଁ। ଜୁନ…

ବିବାହର ୫ ବର୍ଷ ପରେ ମା’ହେଲେ ଦୀପିକା

ମୁମ୍ବାଇ: ଅଭିନେତ୍ରୀ ଦୀପିକା କକ୍କରଙ୍କ ଘରକୁ ଆସିଲା ନୂଆ ଅତିଥି। ଦୀପିକା -ଶୋଏବ ଇବ୍ରାହିମ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଦୀପିକା ଏକ ଶିଶୁ ପୂତ୍ରକୁ ଜନ୍ମ ଦେଇଛନ୍ତି। ତେବେ ତାଙ୍କର ପ୍ରିମେଚୋର ଡେଲିଭରୀ ହୋଇଛି, ଚିନ୍ତାର କୌଣସି କାରଣ…

‘ଆଦିପୁରୁଷ’ ବିବାଦ ଉପରେ ନୀରବତା ଭାଙ୍ଗିଲେ ସୀତା କହିଲେ, ରାମାୟଣ ମନୋରଞ୍ଜନର ମାଧ୍ୟମ ନୁହେଁ

ମୁମ୍ବାଇ: ଦଶନ୍ଧି ପୂର୍ବରୁ ଦୀପିକା ଚିଖାଲିଆ ରାମାନନ୍ଦ ସାଗରଙ୍କ ରାମାୟଣରେ ‘ସୀତା’ଙ୍କ ଭୂମିକାରେ ଅଭିନୟ କରି ପ୍ରତ୍ୟେକ ହୃଦୟରେ ସ୍ଥାନ ପାଇଥିଲେ। ଲୋକମାନେ ତାଙ୍କୁ ପ୍ରକୃତ ମାତା ସୀତା ଭାବରେ ପୂଜା କରିବା ଆରମ୍ଭ କରିଦେଇଥିଲେ। ଅନ୍ୟପକ୍ଷରେ, ‘ରାମାୟଣ’ର ସୀତା ବର୍ତ୍ତମାନ…

ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ, ବ୍ୟାନ କରିବାକୁ ଦାବି

ମୁମ୍ବାଇ: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’କୁ ନେଇ ହୋଇଥିବା ବିବାଦ ବନ୍ଦ ହେବାର ନାମ ନେଉନାହିଁ। ଫିଲ୍ମର ସ୍କ୍ରିନ ଏବଂ ଡାଇଲଗରେ ପ୍ରଭୁ ରାମ ଏବଂ ହନୁମାନଙ୍କ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଥିବାରୁ ଫିଲ୍ମ ଉପରେ ପ୍ରତିବନ୍ଧକ…

ଆଦିପୁରୁଷ: ବିବାଦ ମଧ୍ୟରେ ଫିଲ୍ମର ଭିଡିଓ ଶେୟାର କଲେ କ୍ରିତି

ମୁମ୍ବାଇ: ଓମ ରାଉତଙ୍କ ନିର୍ଦ୍ଦେଶଇତ ମୁଭି ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହେବା ପରଠାରୁ ବିବାଦରେ ଛନ୍ଦି ହୋଇପଡିଛି। ନେପାଳରୁ ବଲିଉଡ ଚଳଚ୍ଚିତ୍ର ଉପରେ ନିଷେଧାଦେଶ ଠାରୁ ଆରମ୍ଭ କରି ଆଦିପୁରୁଷରୁ ଏକ ‘ଆପତ୍ତିଜନକ’ ଲାଇନ ଡିଲିଟ କରିବା, ଫିଲ୍ମର ‘ଗମ୍ଭିର’ ସଂଳାପକୁ…

‘ତାରକ ମେହେତା କା ଓଲଟା ଚଶମା’ର ନିର୍ମାତାଙ୍କ ସମେତ ଟିମ୍‌ର ୨ ସଦସ୍ୟଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ

ମୁମ୍ବାଇ: ଶୋ’ର ଜଣେ ଅଭିନେତାଙ୍କ ଅଭିଯୋଗରେ ମୁମ୍ବାଇ ପୋଲିସ ମଙ୍ଗଳବାର ‘ତାରକ ମେହେତା କା ଓଲଟା ଚଶମା’ ନିର୍ମାତା ଅସିତ କୁମାର ମୋଦି, ଅପରେଶନ ହେଡ ସୋହେଲ ରମାଣି ଏବଂ କାର୍ଯ୍ୟନିର୍ବାହୀ ନିର୍ମାତା ଜତିନ ବଜାଜଙ୍କ ବିରୋଧରେ ମାମଲା ରୁଜୁ କରିଛି।…

ବାପା ହେଲେ ରାମ ଚରଣ

ଚେନ୍ନାଇ: ବାପା ହୋଇଛନ୍ତି ସାଉଥ ସୁପରଷ୍ଟାର ରାମ ଚରଣ। ମେଗାଷ୍ଟାର ଚିରଞ୍ଜିବଙ୍କ ପରିବାର ଦୀର୍ଘ ୯ ମାସ ହେବ ଯେଉଁ ଦିନକୁ ଅପେକ୍ଷା ରଖିଥିଲେ ଶେଷରେ ଏହି ଅପେକ୍ଷାର ଅନ୍ତ ହୋଇଛି। ୨୦ ଜୁନ ମଙ୍ଗଳବାର ରାମ ଚରଣ ଓ ଉପାସନା…

ଆଦିପୁରୁଷ ବ୍ୟାନ୍‌ ଦାବିରେ ବିକ୍ଷୋଭ

ଲକ୍ଷ୍ନୌ,୧୯।୬: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌ ଦାବିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାରାଣସୀରେ ହିନ୍ଦୁ ମହାସଭା ଫିଲ୍ମ ପୋଷ୍ଟର ଚିରିବା ସାଙ୍ଗକୁ ଆଦିପୁରୁଷର ପ୍ରଯୋଜକ…

‘ଆଦିପୁରୁଷ’ ରେ ରାମଙ୍କ ଭୂମିକା ପାଇଁ ରାଜି ନ ଥିଲେ ପ୍ରଭାସ: ଓମ ରାଉତଙ୍କ ଖୁଲାସା

ମୁମ୍ବାଇ: ନିର୍ଦ୍ଦେଶକ ଓମ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ରିଲିଜ ହେବା ମାତ୍ରେ ଏହାକୁ ନେଇ ବିବାଦ ଲାଗି ରହିଛି। ପ୍ରଥମ ଥର ପାଇଁ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହାକୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା। ଏହା ପରେ…

‘ଆଦିପୁରୁଷ’ ବିବାଦ: ଫିଲ୍ମ ଲେଖକ ମନୋଜ ମୁନ୍ତାଶିରଙ୍କୁ ମିଳିଲା ମୁମ୍ବାଇ ପୋଲିସର ସୁରକ୍ଷା

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବିବାଦ ଲାଗିରହିଛି। ଚଳଚ୍ଚିତ୍ରର କାହାଣୀ ଏବଂ ଏଥିରେ ପ୍ରଦର୍ଶିତ ସଂଳାପକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ବିବାଦକୁ ଦେଖି ବର୍ତ୍ତମାନ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର…

‘ଆଦିପୁରୁଷ’କୁ ନେଇ ଆକ୍ସନ ମୁଡରେ ସରକାର

ନୂଆଦିଲ୍ଲୀ,୧୯।୬: ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ’ଆଦିପୁରୁଷ’ର ସଂଳାପକୁ ନେଇ ବିବାଦ ବଢିବାରେ ଲାଗିଛି। ବାସ୍ତବରେ, ପ୍ରଭାସଙ୍କ ଅଭିନୀତ ମୁଭିରେ ରାମାୟଣର ଚରିତ୍ର ଏବଂ ବିଶେଷକରି ଏହାର ସଂଳାପକୁ ଅନେକ ନକାରାତ୍ମକ ରିଭ୍ୟୁ ମିଳିଛି। କୁହାଯାଉଛି ଯେ ଏହି ମୁଭିରେ ରାମାୟଣର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri