ମନୋରଞ୍ଜନ

ଦାମୀ କାର କିଣିଲେ ମହେଶ ବାବୁ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ମହେଶ ବାବୁ ତାଙ୍କର ଚମତ୍କାର ଅଭିନୟ ହେତୁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ। ଏଥିସହିତ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ମଧ୍ୟ ର୍ଚ୍ଚାରେ ରହୁନ୍ତି। ତାଙ୍କର ଏକରୁ ଅଧିକ କାରର କଲେଶନ ଅଛି ଏବଂ ତାଙ୍କ କଲେଶନରେ…

ଟ୍ରୋଲ ହେଲେ ପରିଣିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଏବେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଏବେ ସେ ଏକ ନୂଆ ଇନିଙ୍ଗସ୍‌ ଆରମ୍ଭ କରିବାକୁ ଯାଉଥିବାରୁ ଖୁବ ବିଜି ଥିବା ଦେଖାଯାଇଛି। ନିକଟରେ ତାଙ୍କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ…

ପୁଅକୁ କ୍ରିକେଟର କରିବାକୁ ଚାହୁଁଛନ୍ତି ସୋନମ!

ମୁମ୍ବାଇ: ସୋନମ କପୁର ଓ ଆନନ୍ଦ ଆହୁଜା କିଛିଦିନ ହେବ ତାଙ୍କ ୧୦ ମାସର ପୁଅ ବାୟୁ ସହ ସ୍ପଟ ହେଉଛନ୍ତି। ଏବେ ଏହି କପଲ ବେବି ସହ କିଛି ଖାସ ଟାଇମର ଫଟୋ କ୍ୟାମେରାରେ କ୍ୟାପଚର କରିବାକୁ ପସନ୍ଦ କରୁଛନ୍ତି।…

ନାଟକ କରିବାଠୁ ଶିଖିବା ଅଧିକ ଜରୁରୀ

ଭୁବନେଶ୍ୱର,୨୬।୬ (ଶର୍ମିଷ୍ଠା ପାଣିଗ୍ରାହୀ): ନାଟକ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରୁଛନ୍ତି ଯୁବ ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଭିନେତା ବିଶାନ ବଳଭଦ୍ର ଶତପଥୀ। ଖୁବ୍‌ କମ୍‌ ସମୟରେ ସେ ଦର୍ଶକଙ୍କ ଭଲ ପାଇବା ଜିଣିବାର…

୯ ବର୍ଷ ପରେ ପରଦାକୁ ଆସିବେ ଏହି ଯୋଡ଼ି

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ଏବଂ ଫରାହ ଖାନ କେବଳ ବ୍ୟକ୍ତିଗତ ନୁହନ୍ତି, ବୃତ୍ତିଗତ ଭାବରେ ମଧ୍ୟ ଦୁହିଁଙ୍କ ଭିତରେ ଭଲ କେମିଷ୍ଟ୍ରି ରହିଛି। ଏହି ଯୋଡ଼ି ‘ମୈ ହୁଁ ନା’, ‘ଓମ୍‌ ଶାନ୍ତି ଓମ୍‌’ ଏବଂ ‘ହ୍ୟାପି ନ୍ୟୁ ଇୟର’ ପରି…

ଡେଟ କରୁଛନ୍ତି ଖୁସି କପୁର!

ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବୀ କପୁରଙ୍କ ସାନ ଭଉଣୀ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଏବେ ଚର୍ଚ୍ଚାରେ। ପ୍ରଥମେ ସେ ଏବେ ବଲିଉଡରେ ଡେବ୍ୟୁ କରିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଜୋୟା ଅଖତରଙ୍କ ମୁଭି ‘ଦ ଆର୍ଚିଜ’ମାଧ୍ୟମରେ…

‘ଆଦିପୁରୁଷ’ର ମଜା ଉଡ଼ାଇଲେ ଏହି କ୍ରିକେଟର

ମୁମ୍ବାଇ: ବାହୁବଳୀ ପ୍ରଭାସ, ଅଭିନେତା ସୈଫ୍‌ ଅଲି ଖାନ୍‌ ଏବଂ ସାଉଥ୍‌ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ରିଲିଜ ହେବାର ଏକ ସପ୍ତାହ ବିତିଗଲାଣି। ରିଲିଜ ପରଠାରୁ ଏହି ଫିଲ୍ମ ଅନେକ ବାଦ ବିବାଦ ଦେଇ ଗତି କରୁଛି।…

ଚନ୍ଦ୍ରମା

  ସତ୍ୟ ଘଟଣାକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ‘ଚନ୍ଦ୍ରମା’। ଏକ ଭୌତିକ ଘଟଣାକୁ ନେଇ କାହାଣୀ ଆଗକୁ ଗତି କରୁଛି। ଧୁନ୍‌ ମ୍ୟୁଜିକାଲ ବ୍ୟାନରରେ ର୍ନିମିତ ଏହି ଚଳଚ୍ଚିତ୍ରର ପ୍ରଥମ ଟିଜର ରିଲିଜ ହୋଇ ବେଶ୍‌ ଭାଇରାଲ ହୋଇଛି।…

ଫିଲ୍ମ ମେକର କୁଲଜିତ ପାଲଙ୍କ ପରଲୋକ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଫିଲ୍ମ ର୍ନିମାତା କୁଲଜିତ ପାଲଙ୍କ ପରଲୋକ ହୋଇଛି। ମୁମ୍ବାଇର ସାଣ୍ଟାକ୍ରୁଜ ଶ୍ମଶାନରେ ରବିବାର ମଧ୍ୟାହ୍ନ ୧୨ଟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ତାଙ୍କ ଆତ୍ମାର ଶାନ୍ତି ପାଇଁ ଜୁନ ୨୯ ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ…

ଦେଶର କଳା ଅଧ୍ୟାୟକୁ ଯୁବପିଢ଼ି ଜାଣିବା ଆବଶ୍ୟକ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଦ୍ୱାରା ପ୍ରଯୋଜିତ ଓ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’କୁ ପ୍ରଶଂସକ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥିଲେ। ଏବେ କଙ୍ଗନା ମୁଭିର ରିଲିଜ୍‌ ଡେଟ୍‌ ଘୋଷଣା କରିଛନ୍ତି। ଶନିବାର କଙ୍ଗନା ତାଙ୍କ ସୋସିଆଲ ମିଡିଆରେ ଫିଲ୍ମର ଟିଜର…

ଏହି ଅଭିନେତ୍ରୀଙ୍କୁ ଘୃଣା କରୁଥିଲେ ସଲମାନ

ମୁମ୍ବାଇ: ଫିଲ୍ମ ଜଗତରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରିଥିବା ଅଭିନେତ୍ରୀ ପୂଜା ଭଟ୍ଟ ବର୍ତ୍ତମାନ ବିବାଦୀୟ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ଓଟିଟି ସିଜିନ୍‌-୨’ରେ ନଜର ଆସିଛନ୍ତି। ଆପଣ ଜାଣନ୍ତି ଏଥର ଶୋ କରଣ ଜୋହର ନୁହନ୍ତି ବରଂ ସଲମାନ…

ହଲିଉଡରୁ ନକଲ ହୋଇଛି ଫିଲ୍ମ ‘ଆଦିପୁରୁଷ’ର ସିନ୍‌!

ମୁମ୍ବାଇ: ରିଲିଜ ହେବା ପରଠାରୁ ‘ଆଦିପୁରୁଷ’ ବିବାଦରେ ଘେରରେ ରହିଛି। ପ୍ରଥମେ ଫିଲ୍ମର ଭିଫିଏକ୍ସ ଏବଂ ପରେ ସଂଳାପକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଆଦିପୁରୁଷର ସଂଳାପଗୁଡ଼ିକ ପରିବର୍ତ୍ତନ କରାଯାଇଛି। ଅବଶ୍ୟ ଫିଲ୍ମ ଯେତିକି ହାଇପ୍ରୋଫାଇଲ ଥିଲା,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri