କପିଲ ଶର୍ମାଙ୍କ କାଫେ ଉପରେ ଆକ୍ରମଣ, ଏଥିପାଇଁ ନିଜକୁ ଦାୟୀ କଲା ଲରେନ୍ସ ଗ୍ୟାଙ୍ଗ
ଓଟାଓ୍ବା,୧୬।୧୦: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାନାଡାସ୍ଥିତ କ୍ୟାପ୍ସ କାଫେକୁ ପୁଣିଥରେ ଟାର୍ଗେଟ କରାଯାଇଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି। ଏହା ଉଲ୍ଲେଖନୀୟ ଯେ ନିକଟ ଅତୀତରେ କପିଲ ଶର୍ମାଙ୍କ କାନାଡିଆନ…
ଜୀବନ ଯୁଦ୍ଧରେ ହାରିଗଲେ ‘ମହାଭାରତ’ର କର୍ଣ୍ଣ: ଭାରତୀୟ ଟେଲିଭିଜନରେ ଏକ ଯୁଗର ଅନ୍ତ
ବି.ଆର୍. ଚୋପ୍ରାଙ୍କ ‘ମହାଭାରତ’ରେ କର୍ଣ୍ଣ ଭୂମିକାରେ ଏକ ଘରେ ଘରେ ପରିଚିତ ଅଭିନେତା ପଙ୍କଜ ଧୀରଙ୍କ ପରଲୋକ ଘଟିଛି। ମହାଭାରତରେ କର୍ଣ୍ଣ ଭୂମିକାରେ ସମସ୍ତଙ୍କ ହୃଦୟ ଜିତିଥିବା ପଙ୍କଜ ୬୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ…
ମା’ ହେଲେ ତମନ୍ନା: ନମିତା ଅଗ୍ରଓ୍ବାଲ୍ଙ୍କ ଘରକୁ ଆସିଲା ନୂଆ ଅତିଥି
ଓଲିଉଡ୍ ଅଭିନେତ୍ରୀ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ବୋହୂ ତମନ୍ନା ବ୍ୟାସ ମା’ ହୋଇଛନ୍ତି। ସେ ଏବଂ ସ୍ବାମୀ ସିଦ୍ଧାର୍ଥ ଅଗ୍ରଓ୍ବାଲ୍ ଇନ୍ଷ୍ଟ୍ରଗାମରେ ଏକ ଭିଡିଓ ଶେୟାର କରି ଏହି ଖୁସିଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ତମନ୍ନା ଏକ…
ଅନନ୍ୟାଙ୍କ ବିପକ୍ଷରେ ଲକ୍ଷ୍ୟ
ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଆର୍ୟନ ଖାନ୍ଙ୍କ ‘ଦି ବ୍ୟାଣ୍ଡ୍ସ ଅଫ୍ ବଲିଉଡ୍’ ଓ୍ବେବ୍ ସିରିଜ୍ରେ ଅଭିନେତା ଲକ୍ଷ୍ୟ ଲାଲ୍ଓ୍ବାନୀଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ସିରିଜ୍ରେ ତାଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା। ୨୦୨୩ରେ ରିଲିଜ୍ ହୋଇଥିବା ‘ଧର୍ମା ପ୍ରଡକ୍ସନ’…
କେବିସି ୧୭ରେ ଅଭଦ୍ରାମିର ସୀମା ଟପିଲା ନାବାଳକ: ପ୍ରଶଂସା ସାଉଁଟିଲା ଅମିତାଭ ବଚ୍ଚନଙ୍କ ଶାନ୍ତ ପ୍ରତିକ୍ରିୟା
ମୁମ୍ବାଇ,୧୩।୧୦: କୌନ ବନେଗା କୋରଡ଼ପତି (କେବିସି) ୧୭ରେ ଗୁଜୁରାଟର ଗାନ୍ଧୀନଗରର ପଞ୍ଚମ ଶ୍ରେଣୀର ଛାତ୍ର ଇଶିତ ଭଟ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟ୍ରେ ବସିଥିଲେ। କିନ୍ତୁ ସେ କୌଣସି ପୁରସ୍କାର ଜିତି ପାରିନଥିଲେ। ଇଶିତଙ୍କ କଥାବାର୍ତ୍ତା ଓ ଆଚରଣ ସୋସିଆଲ…
ଶେରି ସିଂ ହେଲେ ମିସେସ୍ ୟୁନିଭର୍ସ: ପ୍ରଥମ ଭାରତୀୟ ଭାବେ ରଚିଲେ ଇତିହାସ
ନଏଡା/ମାନିଲା, ୧୩ା୧୦:୪୮ତମ ମିସେସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତ ଇତିହାସ ରଚିଛି। ଉତ୍ତରପ୍ରଦେଶର ଗ୍ରେଟର ନଏଡା ନିବାସୀ ଶେରି ସିଂ ଚଳିତ ବର୍ଷର ପ୍ରତିଷ୍ଠିତ ମିସେସ୍ ୟୁନିଭର୍ସ ଟାଇଟଲ ହାସଲ କରିଛନ୍ତି। ସେ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ ଜିତି ଦେଶକୁ…
୭୦ତମ ଫିଲ୍ମଫେୟାର ଆଓ୍ବାର୍ଡ: ଆଲିଆ ୧ନଂ. ଅଭିନେତ୍ରୀ, ଅଭିଷେକ, କାର୍ତ୍ତିକ ଶ୍ରେଷ୍ଠ ଅଭିନେତା
ଅହମଦାବାଦ, ୧୩ା୧୦:ଫିଲ୍ମଫେୟାର ଆଓ୍ବାଡର୍ସର ୭୦ତମ ସଂସ୍କରଣ ଶନିବାର ଗୁଜରାଟର ଅହମଦାବାଦସ୍ଥିତ ଇକେଏ ଏରେନାଠାରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ଶାହରୁଖ ଖାନ୍, ଫିଲ୍ମ ନିର୍ମାତା କରନ୍ ଜୋହର, ଅଭିନେତା ମନୀଷ ପଲ୍ ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ। ସମାରୋହରେ ଅଭିନେତା ଅଭିଷେକ ବଚ୍ଚନ…
ଖୋଲା ବୋଟରେ କେଟି ପେରି ଜଷ୍ଟିନ୍ ଟ୍ରୁଡୋଙ୍କ କିସିଙ୍ଗ୍ ଫଟୋ ଭାଇରାଲ୍! ସତ ହେଲା ଡେଟିଂ ଗୁଜବ
ନୂଆଦିଲ୍ଲୀ,୧୨।୧୦: ପପ୍ ଗାୟିକା କେଟି ପେରି ଓ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଡେଟିଂ ଗୁଜବ ଚାଲୁଥିବା ବେଳେ କାର୍ଲିଫର୍ଣ୍ଣିଆର ସାନ୍ତା ବାର୍ବାରା ତଟରେ ଦୁହେଁ କିସ୍ କରୁଥିବା ଫଟୋ ଭାଇରାଲ୍ ହୋଇଯାଇଛି। ଏହା ସହିତ ସେମାନଙ୍କର ସମ୍ପର୍କ ନିଶ୍ଚିତ…
ଓସ୍କାର ଓ୍ବିନର ଅଭିନେତ୍ରୀଙ୍କ ପରଲୋକ
ଲସ ଆଞ୍ଜେଲସ,୧୨।୧୦: ପ୍ରଖ୍ୟାତ ହଲିଉଡ ଅଭିନେତ୍ରୀ ଡାଏନ କିଟନଙ୍କ ପରଲୋକ ହୋଇଛି। ଅଭିନେତ୍ରୀଙ୍କର ୭୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଡାଏନଙ୍କ ଜଣେ ମୁଖପାତ୍ର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଡାଏନ କିଟନ ଲସ ଆଞ୍ଜେଲସରେ ରହୁଥିଲେ। ଅକ୍ଟୋବର ୧୧ରେ ହଠାତ…
ପୁଣି ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ୍ ମଜୁମ୍ଦାର
ଭୁବନେଶ୍ୱର,୧୧ା୧୦: ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମ୍ଦାର(ଦାଦା)। ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ପୁଣି ଆଇସିୟୁକୁ ସ୍ଥାନାନ୍ତର ହୋଇଛନ୍ତି ଦାଦା। ଗତ ୨୪ ଘଣ୍ଟାରେ ଅଭିଜିତ୍ଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ…
ପୁଣି ଘାରିଲା ପ୍ରେମ ଜ୍ୱର, ଫଟୋ ଶେୟାର କରି ସମ୍ପର୍କକୁ କନଫର୍ମ କଲେ ହାର୍ଦ୍ଦିକ! ସୋସିଆଲ ମିଡିଆରେ ଲେଖିଲେ…
ମୁମ୍ବାଇ,୧୧।୧୦: ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ନୂତନ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ତାଙ୍କୁ ବାରମ୍ବାର ମଡେଲ ଏବଂ ଅଭିନେତ୍ରୀ ମାହିକା ଶର୍ମା ସହିତ ଯୋଡାଯାଇଛି। ଏବେ, ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ମାହିକାଙ୍କ ସହ ତାଙ୍କ ସମ୍ପର୍କକୁ ଖୋଲାଖୋଲି ଭାବରେ…
୩୦୦ କୋଟି କ୍ଲବ୍ରେ ‘କାନ୍ତାରା: ଚାପ୍ଟର ୧’
ବେଙ୍ଗାଲୁରୁ: ଅଭିନେତା ରିଷବ ଶେଟ୍ଟୀଙ୍କ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମ ଗତ ୨ ତାରିଖରେ ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ୪ ଦିନ ମଧ୍ୟରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ୩୩୫ କୋଟି ଟଙ୍କା ରୋଜଗାର କରିଛି। କେବଳ ଭାରତୀୟ ସିନେମା ହଲଗୁଡ଼ିକରୁ ଏହି…
Archives


