ମନୋରଞ୍ଜନ

ସଲମାନଙ୍କ ନୂଆ ଲୁକ୍‌

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଲୁକ୍‌। ଏଥର ସେ ସମ୍ପୂର୍ଣ୍ଣ ଲଣ୍ଡା ହୋଇଯାଇଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସଲମାନ ଖାନ ତାଙ୍କ କାରରୁ ଓହ୍ଲାଇଥିବାର ନଜର ଆସିଛନ୍ତି। ସେ ଏକ ପାର୍ଟିରେ ଯୋଗଦେବା ପାଇଁ ମୁମ୍ବାଇ…

ନିଲାମ ହେବ ନାହିଁ ସନ୍ନି ଦେଓଲଙ୍କ ବଙ୍ଗଳା

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସନି ଦେଓଲଙ୍କର ମୁମ୍ବାଇର ଜୁହୁଠାରେ ଥିବା ବଙ୍ଗଳାକୁ ବ୍ୟାଙ୍କ ଅଫ୍‌ ବରୋଦା ନିଲାମ କରିବ ନାହିଁ। ବ୍ୟାଙ୍କ ନୋଟିସ ପ୍ରତ୍ୟାହାର କରିନେଇଛି। ପବ୍ଲିକ ସେକ୍ଟର ବ୍ୟାଙ୍କ ସୋମବାର ଏକ ବିବୃତ୍ତିରେ କହିଛି ଯେ ମୁମ୍ବାଇରେ ଅଭିନେତା ତଥା…

ସମ୍ପର୍କ ଉପରେ ବାଜିଲା ମୋହର

ବମ୍ବେ: ବଲିଉଡର ଆଉ ଜଣେ କଥିତ ଲଭ୍‌ବାର୍ଡଙ୍କ ସମ୍ପର୍କ ଉପରେ ବାଜିଲା ମୋହର। ଏକଦା ଅଭିନେତା ଟାଇଗର ଶ୍ରଫଙ୍କ ପ୍ରେମିକା ଭାବେ ଚର୍ଚ୍ଚାରେ ରହୁଥିଲେ ଅଭିନେତ୍ରୀ ଦିଶା ପଟାନୀ। ହେଲେ ବ୍ରେକ୍‌ଅପ୍‌ ପରେ ଆଗକୁ ବଢ଼ିଛନ୍ତି ସେ। ଏବେ ସେ ଆଲେକ୍ସଜାଣ୍ଡର…

‘ମୋ ସହ ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବି’

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ଜେଲରୁ ମୁକୁଳିବା ପରେ ପୂର୍ବ ସ୍ବାମୀ ଆଦିଲ ଦୁରାନୀ ଅଭିନେତ୍ରୀଙ୍କୁ ନେଇ ବଡ ଧରଣର ଖୁଲାସା କରିବେ ବୋଲି କହିଛନ୍ତି। କିଛି ଦିନ ତଳେ ଉଭୟଙ୍କ…

‘ମା ତୁଝେ ସଲାମ୍‌ ୨’ରେ ନଜର ଆସିବେ ସନ୍ନି!

ବମ୍ବେ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ଭାଗ୍ୟ ଚମକାଇଛି ଫିଲ୍ମ ‘ଗଦର ୨’। ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ୁଛି ଫିଲ୍ମ। ଇତିମଧ୍ୟରେ ଏହା ୩୦୦ କୋଟି ବ୍ୟବସାୟ କରିଥିବା ଫିଲ୍ମ ପାଲଟିଛି। ଏଭଳି ସଫଳତାକୁ ନେଇ ଏବେ ଅଭିନେତାଙ୍କୁ…

‘ବର୍ଡର-୨’କୁ ନେଇ ସଫେଇ ଦେଲେ ସନ୍ନି ଦେଓଲ

‘ଗଦର ୨’ ବକ୍ସ ଅଫିସରେ ସିପରହିଟ୍‌ ହେବାପରେ ସନ୍ନି ଦେଓଲ ପୁଣି ଥରେ ଏକ ଆକ୍ସନ ଅବତାରରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି। ‘ବର୍ଡର-୨’ରେ ତାଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଛି। କିନ୍ତୁ ସନ୍ନି ଦେଓଲ ଏହି ସମସ୍ତ ରିପୋର୍ଟକୁ…

ନିଲାମ ହେଉଛି ସନ୍ନି ଦଓ୍ବେଲଙ୍କ ବଙ୍ଗଳା!

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦଓ୍ବେଲଙ୍କ ଜୁହୁରେ ଥିବା ଘର ନିଲାମ ହୋଇପାରେ। ଏହି ବଙ୍ଗଳା ନିଲାମର ଇ-ନିଲାମ ବିଜ୍ଞପ୍ତି ଆଜିର ଖବରକାଗଜରେ ବ୍ୟାଙ୍କ ଅଫ ବରୋଦା ଦ୍ୱାରା ପ୍ରକାଶ କରାଯାଇଛି। ସନ୍ନି ଦଓ୍ବେଲଙ୍କ ଉପରେ ଏକ ଅଭିଯୋଗ ରହିଛି ଯେ ସେ…

‘ଗଦର ୨’ ଦେଖି ଏମିତି କହିଲେ ଡ୍ରିମ୍‌ ଗର୍ଲ

‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ଆୟ କରିଛି। ଫିଲ୍ମ ୯ ଦିନରେ ୩୩୬.୧୩ କୋଟି ଟଙ୍କା ସଂଗ୍ରହ କରିଛି। ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିମାନେ ଫିଲ୍ମର ପ୍ରଶଂସା କରିବାରେ ଲାଗିପଡିଛନ୍ତି। ଏଥି ସହିତ ସନ୍ନି ଦେଓଲଙ୍କ ସାବତ ମା’…

ଏହି ଦିନ ବିବାହ କରିବେ ପରିଣୀତି-ରାଘବ!

ସାତ ଜନ୍ମର ସାଥି ହେବାକୁ ଯାଉଛନ୍ତି ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା। ଖବ୍‌ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ। ସେପ୍ଟେମ୍ବର ୨୫ରେ ଉଭୟ ବିବାହ କରିବେ ବୋଲି କୁହାଯାଉଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ବିବାହ…

ଅଖିଳେଶଙ୍କୁ ଭେଟିଲେ ରଜନୀକାନ୍ତ

ମୁମ୍ବାଇ/ଲକ୍ଷ୍ନୌ,୨୦।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ମୁଭି ‘ଜେଲର’ର ସକସେସ ପରେ ଏବେ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ଥଲାଇଭା ଆକ୍ଟର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ତାଙ୍କ ଘରେ ସାକ୍ଷାତ୍‌ କରିଛନ୍ତି। ଏହାପରେ ସେ…

‘ବର୍ଡର-୨’ରେ ନଜର ଆସିବେ ସନ୍ନି

ମୁମ୍ବାଇ: ଅଭିନେତା ସନ୍ନି ଦେୱଲଙ୍କ ଅଭିନୀତ ଫିଲ୍ମ ‘ଗଦର-୨’ରେ ବେଶ୍‌ ସଫଳତା ମିଳିବା ପରେ ତାଙ୍କ ହାତକୁ ଏବେ ନୂଆ ପ୍ରୋଜେକ୍ଟ ଆସିଛି। ନିର୍ମାତା ଜେପି ଦତ୍ତଙ୍କ ସିନେମା ‘ବର୍ଡର-୨’ରେ ସନ୍ନିଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ଜରିଆରେ ୧୯୭୧ ମସିହାରେ…

ଅଭିନେତ୍ରୀ ବି ଜଣେ ମଣିଷ: ଅନନ୍ୟା

ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଅପକମିଂ ମୁଭି ‘ଡ୍ରିମ ଗର୍ଲ୨’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ମୁଭିରେ ଅନନ୍ୟା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ଲିଡ ରୋଲରେ ନଜର ଆସିବେ। ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ରୁ ‘ପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri