ମନୋରଞ୍ଜନ

ରାଗିଗଲେ ହେମାମାଳିନୀ: କହିଲେ, ଯାହା ଘଟୁଛି ତାହା ଅକ୍ଷମଣୀୟ

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ସମଗ୍ର ପରିବାର ଚିନ୍ତିତ ଅଛନ୍ତି। ସୁପରଷ୍ଟାରଙ୍କ ପରିବାର ଅନୁଯାୟୀ, ଧର୍ମେନ୍ଦ୍ର ଜୀବିତ ଏବଂ ସୁସ୍ଥ ଅଛନ୍ତି। ତାଙ୍କ ପିତାଙ୍କ ମୃତ୍ୟୁ ଖବର ଶୁଣି ଝିଅ ଇଶା ଦେଓଲ ଏକ ପୋଷ୍ଟରେ…

ଜୀବିତ ଅଛନ୍ତି ଧର୍ମେନ୍ଦ୍ର: ଝିଅ କହିଲେ ଦୟାକରି…

ନୂଆଦିଲ୍ଲୀ,୧୧।୧୧: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଜୀବିତ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ନିକଟରେ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା। ଝିଅ ଇଶା ଦେଓଲ ତାଙ୍କ ପିତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି। ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ…

ଧର୍ମେନ୍ଦ୍ରଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପୁଅ କହିଲେ…

ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ଅବଜରଭେସନରେ ରଖାଯାଇଛି। ଡାକ୍ତରୀ ଟିମ୍‌ ତାଙ୍କ ଉପରେ ନଜର ରଖିଥିବା ପୁଅ ସନ୍ନି ଦେଓଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଧର୍ମେନ୍ଦ୍ରଙ୍କ ଅବସ୍ଥା ସ୍ଥିର ଅଛି ଏବଂ ସେ ଅବଜରଭେସନରେ ଅଛନ୍ତି।…

ବିଗିଡିଲା ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରକୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ,୧୦।୧୧: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଖରାପ ଅଛି। ତାଙ୍କୁ ଗତ ସପ୍ତାହରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତ କିଛି ଦିନ ଧରି ଆଇସିୟୁରେ ଅଛନ୍ତି। କିନ୍ତୁ, ଆଜି ସକାଳେ ତାଙ୍କ ଅବସ୍ଥା ଆହୁରି ଖରାପ…

ଏକାଠି ପରଦାରେ ଧମାଲ କରିବେ ସଲମାନ-ଅଭିଷେକ

ଅଭିନେତା ସଲମାନ ଖାନ ଏବଂ ଅଭିଷେକ ବଚ୍ଚନ ଗୋଟିଏ ଫିଲ୍ମରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି। ଏହା ଅନେକ ପ୍ରଶଂସକଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଖବର ହୋଇପାରେ, କିନ୍ତୁ ଏହା ସତ। ଆସନ୍ତା ବର୍ଷ ଏହି ଫିଲ୍ମ ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି।…

ବୟଫ୍ରେଣ୍ଡ୍‌ଙ୍କ ସହ ରୋମାଣ୍ଟିକ୍‌ ହେଲେ ସାମନ୍ଥା: ଫଟୋ ଶେୟାର କରି କହିଲେ…

ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି। ନାଗା ଚୈତନ୍ୟଙ୍କ ସହ ଛୁଡପତ୍ର ପରେ ତାଙ୍କୁ ପୁଣି ଏକ ନୂଆ ସାଥି ମିଳିଯାଇଛି। ସେ ଏବେ ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କୁ ଡେଟ କରୁଛନ୍ତି।…

ନାଳକୁ ଖସିପଡ଼ିଲା ଅଭିନେତା ଅଶ୍ରୁମୋଚନଙ୍କ କାର୍‌: କୁକୁର ପଳାଇ ଆସିବାରୁ…

ଭୁବନେଶ୍ବର,୮।୧୧: ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ନାଳକୁ ଖସିପଡ଼ଛି କାର୍‌ । କଳାଝରି ନିକଟ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା…

୧୪ ବର୍ଷରେ ଫିଲ୍ମ, ୧୫ ବର୍ଷର ବଡ଼ ପୁଅକୁ ବିବାହ, ୧୬ରେ ହେଲେ ମା’, ଅଭିନେତ୍ରୀଙ୍କ ନାଁ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପରଦା ଉପରେ ଅଭିନୟ କରୁଥିବା କଳାକାରଙ୍କ ହସକାନ୍ଦ ଆପଣ ଦେଖିଥିବେ । କିନ୍ତୁ ସେମାନଙ୍କ ଜୀବନରେ ଘଟୁଥିବା ଅନେକ ଘଟଣାବଳୀ ବାବଦରେ ଅବଗତ ନଥିବେ । ଆଜି ଆମେ ଏପରି ଜଣେ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏ ବହୁତ କମ୍…

୭ ନଭେମ୍ବରରେ ମାତାପିତା ହେଲେ କ୍ୟାଟ୍ରିନା-ଭିକି, ଏହି ନମ୍ବର ସହ ଦମ୍ପତିଙ୍କର ରହିଛି ବିଶେଷ କନେକ୍ସନ!

ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି, ଭିକି କୌଶଳ ଏବଂ କ୍ୟାଟ୍ରିନା କୈଫ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ୪୨ ବର୍ଷ ବୟସରେ, ଅଭିନେତ୍ରୀ ନଭେମ୍ବର ୭ ତାରିଖ ଶୁକ୍ରବାର ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ…

ଜନ୍ମ ହେଉ ହେଉ ୨୦୦ଶହ କୋଟି ଟଙ୍କାର ଅଧିକ ସମ୍ପତ୍ତିର ମାଲିକ ହେଲା କ୍ୟାଟ୍‌-ଭିକିଙ୍କ ପୁଅ

ମୁମ୍ବାଇ: ବଲିଉଡର ସବୁଠାରୁ ପ୍ରିୟ ପାୱାର କପଲ, କ୍ୟାଟ୍ରିନା କୈଫ ଏବଂ ଭିକି କୌଶଳ, ସେମାନଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ବିଶେଷ ଖବର ଆଣିଛନ୍ତି। ଏହି ପାୱାର କପଲ ଆଜି ସେମାନଙ୍କ ପୁଅ ଜନ୍ମ ହେବାର ଘୋଷଣା କରିଛନ୍ତି। ଏହି ଦମ୍ପତି…

ମା’ ହେଲେ କାଟ୍ରିନା କୈଫ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ମୁମ୍ବାଇ: ଚାରି ବର୍ଷର ବିବାହ ପରେ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ମା’ବାପା ହୋଇଛନ୍ତି। ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। କାଟ୍ରିନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କାଟ୍ରିନା ଏବଂ ଭିକି…

ରାଜସ୍ଥାନରେ ବାହାଘର

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଯୋଡ଼ି ଅଭିନେତା ରଶ୍ମିକା ମନ୍ଦନା ଓ ବିଜୟ ଦେବରକୋଣ୍ଡା ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଖବର ଅନୁଯାୟୀ, ଏହି ଦମ୍ପତି ରାଜସ୍ଥାନର ଉଦୟପୁରଠାରେ ୨୦୨୬ ମସିହା ଫେବୃଆରୀ ୨୬ ତାରିଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri