ମନୋରଞ୍ଜନ

ଦଶହରାରେ ଆଲିଆ କିଣିଲେ ନୂଆ କାର ଦାମ୍‌ ଜାଣିଲେ…

ମୁମାଇ ୨୧।୧୦: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି। ଆଲିଆ ତାଙ୍କ ସ୍ବାମୀ ରଣବୀରଙ୍କ ସହ ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୋଗଦେଇଥିଲେ। ବର୍ତ୍ତମାନ ନବରାତ୍ରର ସମୟରେ ଆଲିଆ ଏକ ନୂତନ…

ମୁମ୍ବାଇ ଛାଡ଼ି ଚେନ୍ନାଇରେ ରହିବେ ଆମିର!

ମୁମ୍ବାଇ: ବଲିଉଡର ଅଧିକାଂଶ ସେଲିବ୍ରିଟିଙ୍କ ଘର ହେଉଛି ମୁମ୍ବାଇ। ସେମାନଙ୍କ ମଧ୍ୟରୁ ଆମିର ଖାନ୍‌ ଜଣେ। ଗତ ତିନି ଦଶକ ଧରି ସେ ଫିଲ୍ମରେ ସକ୍ରିୟ ଥିବା ବେଳେ ଏଠାରେ ହିଁ ରହି ଆସୁଥିଲେ। ହେଲେ ଏବେ ସେ ମୁମ୍ବାଇ ଛାଡ଼ି…

ତୃତୀୟ ବିବାହ କରିବାକୁ ଯାଉଛନ୍ତି ଅଲି ମର୍ଚାଣ୍ଟ, ବୁର୍ଜ ଖଲିଫା ନିକଟରେ ପ୍ରେମିକାଙ୍କୁ କଲେ ପ୍ରପୋଜ୍‌…

ବମ୍ବେ: ନିଜର ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଭିନେତା ଅଲି ମର୍ଚାଣ୍ଟ। ନିକଟରେ ସେ ପ୍ରେମିକା ଅଦଲିବ୍‌ ଜୈଦିଙ୍କ ସହ ସମ୍ପର୍କ ପରେ ମୋହର ମାରିଥିଲେ। ଏବେ ସେ ତାଙ୍କୁ ବିବାହ ଲାଗି ପ୍ରପୋଜ କରିଥିବା ବେଳେ ଏଥିନେଇ ଡେଟ୍‌ ସାମ୍ନାକୁ ଆସିଛି।…

ଫିଲ୍ମ ରିଲିଜ ପୂର୍ବରୁ କଙ୍ଗନାଙ୍କ ଘରେ ଖୁସିର ଲହରୀ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆଗାମୀ ଫିଲ୍ମ ‘ତେଜସ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପରେ ଅଭିନେତ୍ରୀଙ୍କ ଏହି ଲୋକପ୍ରିୟ ଫିଲ୍ମ ରିଲିଜ ହେବାକୁ ଯାଉଛି। ଏହା ପୂର୍ବରୁ କଙ୍ଗନାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। କଙ୍ଗନାଙ୍କ ଘରକୁ…

ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଟ୍ରକ୍‌ ଡ୍ରାଇଭର୍‌; କିଡନୀ ଦେବାକୁ ପ୍ରସ୍ତୁତ

ବିହାରର ଭାଗଲପୁରର ବାସିନ୍ଦା ଅଭିନେତ୍ରୀ ସଞ୍ଚିତା ବସୁ ତାଙ୍କ ରିଲ୍ସ ପାଇଁ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସେ ସାଉଥ୍‌ ଫିଲ୍ମ ‘ଫାର୍ଷ୍ଟ ଡେ, ଫାର୍ଷ୍ଟ ଶୋ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ…

ରିଲିଜ୍‌ ହେଲା ‘ଗଣପତ’

ମୁମ୍ବାଇ: ଅଭିନେତା ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଣପତ’ ଶୁକ୍ରବାର ପ୍ରେକ୍ଷାଳୟରେ ପହଞ୍ଚିଛି। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଥିଲେ। ବର୍ତ୍ତମାନ ଏହି ଆକ୍ସନ ପ୍ୟାକ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଏହାର…

ଶିଳ୍ପାଙ୍କ ଠାରୁ ଅଲଗା ହେଲେ ରାଜ କୁନ୍ଦ୍ରା!

ଆଜିକାଲି ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଚର୍ଚ୍ଚାରେ ଅଛନ୍ତି। ନିକଟରେ ରାଜ ତାଙ୍କର ଡେବ୍ୟୁ ଫିଲ୍ମ ୟୁଟି୬୯ ଘୋଷଣା କରିଛନ୍ତି। ରାଜ ଏହି ଚଳଚ୍ଚିତ୍ର ସହିତ ଅଭିନୟ ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି। ଫିଲ୍ମର ପ୍ରମୋଶନ ମଧ୍ୟରେ ରାଜ ଏକ…

ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ: ଖେଳିଗଲା ଶୋକର ଲହରୀ

ବକ୍ସିଂ ଡ୍ରାମା ‘ରକି’ରେ ଚମତ୍କାର ଅଭିନୟ କରିଥିବା ବର୍ଟ ୟଙ୍ଗଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଭିନେତାଙ୍କ ଦେହାନ୍ତ ଖବର ତାଙ୍କ ଝିଇ ଆନ ମୋରିୟା ଷ୍ଟିଙ୍ଗାଇଜରଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ‘ରକି’ ଫିଲ୍ମ ସିରିଜ୍‌ରେ ‘ପୋଲି ପେନ୍ନିନୋ’ ଭୂମିକାରେ…

ବିରାଟଙ୍କ ୪୮ ତମ ଶତକ ଦେଖି ଖୁସିରେ ଝୁମି ଉଠିଲେ ଅନୁଷ୍କା, ଦେଲେ ଏମିତି ରିଆକ୍ସନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ପାଇଁ ଖୁସି ହେବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ବିରାଟ କୋହଲି ପଡ଼ିଆରେ ଅଛନ୍ତି ଏବଂ ଅନୁଷ୍କା ତାଙ୍କୁ ଉତ୍ସାହିତ କରୁନାହାଁନ୍ତି। ପୁଣି ଥରେ…

ଉର୍ବଶୀଙ୍କ ଆଇ ଫୋନ ବଦଳରେ ଏମିତି ଡିମାଣ୍ଡ କଲେ ବ୍ୟକ୍ତି

ମୁମ୍ବାଇ: ଇଣ୍ଡିଆ ଭର୍ସେସ ପାକିସ୍ତାନ ଓ୍ବାର୍ଲଡ କପ ମ୍ୟାଚ ସମୟରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ୨୪ କ୍ୟାରେଟ ଗୋଲ୍ଡ ଆଇଫୋନ ହଜି ଯାଇଥିଲା। ଅଭିନେତ୍ରୀ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ। ସୂଚନାଯୋଗ୍ୟ, ଅଭିନେତ୍ରୀଙ୍କ ଫୋନର ମୂଲ୍ୟ…

ପ୍ରସିଦ୍ଧ ମାଲୟାଲମ ନିର୍ଦ୍ଦେଶକ ଆଦିତ୍ୟନଙ୍କ ପରଲୋକ

ମୁମ୍ବାଇ: ପ୍ରସିଦ୍ଧ ମାଲୟାଲମ ନିର୍ଦ୍ଦେଶକ ଆଦିତ୍ୟନଙ୍କର ୪୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଗୁରୁବାର ସକାଳେ ଆଦିତ୍ୟନଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଥିରୁଭାନନ୍ତପୁରମର ଏକ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର…

ପାଲେଷ୍ଟାଇନକୁ ଖୋଲାଖୋଲି ଭାବେ ସମର୍ଥନ କଲେ ପାକିସ୍ତାନୀ ଅଭିନେତ୍ରୀ

ଇସଲାମାବାଦ,୧୯।୧୦: ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ବିଭିନ୍ନ ଦେଶକୁ ଦୁଇ ଗୋଷ୍ଠୀରେ ବିଭକ୍ତ କରାଯାଇଛି ଯେଉଁଥିରେ କେତେକ ଇସ୍ରାଏଲର ପ୍ରଶଂସା କରୁଛନ୍ତି ଏବଂ କେତେକ ପାଲେଷ୍ଟାଇନକୁ ସମର୍ଥନ କରୁଛନ୍ତି। ଏହି ତାଲିକାରେ ପାକିସ୍ତାନୀ ଅଭିନେତ୍ରୀଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri