ସାଉଥରେ ଡେବ୍ୟୁ କରିବେ ମହାକୁମ୍ଭର ମୋନାଲିସା
ଚେନ୍ନାଇ: ମହାକୁମ୍ଭରୁ ଭାଇରାଲ ହୋଇଥିବା ମୋନାଲିସାଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି କହିଲେ ଚଳେ। ବଲିଉଡ ଫିଲ୍ମ ସାଇନ କରିବା ପରେ, ସେ ଏବେ ଏକ ଦକ୍ଷିଣ ଫିଲ୍ମ ମଧ୍ୟ ପାଇଛନ୍ତି। ମୋନାଲିସା ଜଣେ ମାଲାୟଲମ ଷ୍ଟାରଙ୍କ ସହିତ ଏକ...
ଖୁସି ଖବର ଦେଲେ ପରିଣୀତି: ସୁନ୍ଦର ଫଟୋ ଶେୟାର କରି କହିଲେ…
ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆମ ଆଦମୀ ପାର୍ଟି (AAP) ଏମ୍ପି ତଥା ସ୍ବାମୀ ରାଘବ ଚଡ୍ଡା ସହ ସେ ନିଜର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଉଭୟ ଇନଷ୍ଟାଗ୍ରାମରେ ଏକ...
‘ହଓ୍ବୋନ୍’ର ଶୁଟିଂ ଆରମ୍ଭ କଲେ ଅକ୍ଷୟ
ମୁମ୍ବାଇ: ଫିଲ୍ମ ନିର୍ମାତା ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମ ‘ହଓ୍ବୋନ୍’ର ଶୁଟିଂ କେରଳର କୋଚିରେ ଆରମ୍ଭ ହୋଇଛି। ଏନେଇ ରବିବାର ଅଭିନେତା ଅକ୍ଷୟ କୁମାର ତାଙ୍କ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ଫିଲ୍ମ ଶୁଟିଂବେଳର ଏକ ବିହାଇଣ୍ଡ ଦି ସିନ୍ (ବିଟିଏସ୍)...
ବିଗ୍ ବସ୍ ୧୯ରେ ନଜର ଆସିବେ ‘365 Days’ର ଅଭିନେତ୍ରୀ, ଏବେଠୁ ବଢ଼ିଲାଣି ଚର୍ଚ୍ଚା…
ମୁମ୍ବାଇ: ପୁଣି ପରଦାକୁ ଫେରିବାକୁ ଯାଉଛି ଟେଲିଭିଜନର ସବୁଠାରୁ ଚର୍ଚ୍ଚିତ ଓ ବିବାଦୀୟ ରିଆଲିଟି ଶୋ ‘ବିଗ ବସ୍’। ଖୁବ୍ଶୀଘ୍ର ଏହାର ୧୯ତମ ସିଜନ ସହିତ ପୁଣି ଥରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଦେବ। ପ୍ରତି ବର୍ଷ ଏହି ଶୋ’ର...
ସାମାନ୍ୟ କାକୁଡ଼ି ଦେଖିଲେ ଭୟରେ ଛାନିଆ ହୋଇଯାଆନ୍ତି ‘ଦ ଅଣ୍ଡରଟେକର’, ଯାହାଙ୍କୁ ରିଙ୍ଗରେ….
ମୁମ୍ବାଇ: WWEର ମହାନ ରେସଲର ‘ଦ ଅଣ୍ଡରଟେକର’ଙ୍କ ନାମ ଶୁଣି ରିଙ୍ଗରେ ବଡ଼ ବଡ଼ ଖେଳାଳିମାନେ ଭୟରେ ଥରହର ହୁଅନ୍ତି। ୬ ଫୁଟ ୧୦ ଇଞ୍ଚ ଲମ୍ବା ଓ ୧୫୦ କିଲୋ ଓଜନର ଏହି ରେସଲର ବକ୍ସିଂ ବେଳେ ଆହୁରି...
ଗୋବିନ୍ଦା-ସୁନୀତାଙ୍କ ଛାଡପତ୍ର ଖବର ମଧ୍ୟରେ ନୂଆ ମୋଡ, ହେଲା ବଡ଼ ପର୍ଦ୍ଦାଫାଶ
ମୁମ୍ବାଇ: ୯୦ ଦଶକର ସୁପରହିଟ ହିରୋ ଗୋବିନ୍ଦା ତାଙ୍କ କ୍ୟାରିଅରରେ ୧୩୦ ରୁ ଅଧିକ ଫିଲ୍ମ କରିଛନ୍ତି। ଦୀର୍ଘ ସମୟ ଧରି ଫିଲ୍ମରୁ ଦୂରେଇ ରହିଥିବା ଗୋବିନ୍ଦା ପୁଣି ଥରେ ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପକ୍ଷରେ, ସେ ପୁଣି...
ସଲମାନ୍ଙ୍କ ଶୋ’ରେ Undertakerଙ୍କ ଏଣ୍ଟ୍ରି! ଚକିତ ହେବେ ଦର୍ଶକ…
ମୂମ୍ବାଇ: ଖୁବ୍ଶୀଘ୍ର ପରଦାକୁ ଆସିବ ସଲମାନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ ବସ ୨୦୨୫’। ଏହି ସିଜନରେ କେଉଁ କେଉଁ ପ୍ରତିଯୋଗୀ ଅଂଶଗ୍ରହଣ କରିବେ, ସେନେଇ ଅନେକ ଚର୍ଚ୍ଚା ହୋଇଆସୁଥିଲା। କିନ୍ତୁ ଏବେ ସେଥିରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ସଲମାନ...
ଥଲାପତି ବିଜୟଙ୍କ ବଡ଼ ଘୋଷଣା: ଏକୁଟିଆ ଲଢିବେ…
ଚେନ୍ନାଇ, ୨୨ା୮:୨୦୨୬ରେ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ସାଉଥ ଷ୍ଟାର୍ ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଜଗାମ୍ (ଟିଭିକେ) କୌଣସି ଦଳ ସହ ମେଣ୍ଟ ନ କରି ଏକାକୀ ଲଢ଼ିବ। ଚେନ୍ନାଇରେ ଏକ ରାଲିକୁ ସମ୍ବୋଧନ କରିବା...
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ନିର୍ମିତ ମୁଭି ପ୍ରଥମେ ଦେଖିବେ ହାଇକୋର୍ଟ, ରାୟ ଦେବେ ଜଜ
ମୁମ୍ବାଇ,୨୧।୮: ବମ୍ବେ ହାଇକୋର୍ଟ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଅଜୟ: ଦି ଅନଟୋଲ୍ଡ ଷ୍ଟୋରି’ ଦେଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ଏହି ସପ୍ତାହନ୍ତରେ ଫିଲ୍ମଟି ଦେଖିବେ ଏବଂ ସୋମବାର ତାଙ୍କର ନିର୍ଦ୍ଦେଶ...
ସ୍ୱରା ବଡ଼ ଭାସ୍କରଙ୍କ ବୟାନ: ସମସ୍ତେ ଉଭୟଲିଙ୍ଗୀ, ଡିମ୍ପଲ ଯାଦବଙ୍କୁ କରୁଛନ୍ତି ପସନ୍ଦ
ନୂଆଦିଲ୍ଲୀ,୨୦ା୮: ଅଭିନେତ୍ରୀ ସ୍ୱରା ଭାସ୍କର ପୁନର୍ବାର ନିଜ ମତ ପାଇଁ ଚର୍ଚ୍ଚାରେ। ‘ରାଞ୍ଝଣା’ ତାରକା ସ୍ୱରା, ଯିଏ ପ୍ରାୟ ସମସ୍ତ ବିଷୟରେ ମତ ରଖନ୍ତି, ଏକ ସାମ୍ପ୍ରତିକ ସାକ୍ଷାତକାରରେ କହିଛନ୍ତି ଯେ ମଣିଷ ମୂଳତଃ ଉଭୟଲିଙ୍ଗୀ (ବାଇସେକ୍ସୁଆଲ)। ସ୍ୱରା ବର୍ତ୍ତମାନ...
ଛାଡ଼ପତ୍ର ପରେ ପ୍ରଥମଥର ମୁହଁ ଖୋଲିଲେ ଧନଶ୍ରୀ: ଚହଲଙ୍କୁ ନେଇ କଲେ ବଡ଼ ଖୁଲାସା
ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା କିଛି ମାସ ପୂର୍ବରୁ ଛାଡପତ୍ର ନେଇଥିଲେ। କିନ୍ତୁ ଉଭୟ ପ୍ରାୟତଃ ଖବରରେ ଅଛନ୍ତି। କିଛି ଦିନ ପୂର୍ବରୁ ଚହଲ ପ୍ରଥମ ଥର ପାଇଁ ଛାଡପତ୍ର ବିଷୟରେ କହିଥିଲେ। କୋରିଓଗ୍ରାଫର ଏବଂ...
3 Idiots ପ୍ରଫେସରଙ୍କ ପରଲୋକ, ଶୋକରେ ବଲିଉଡ
ମୁମ୍ବାଇ,୧୯।୮: ଆମିର ଖାନଙ୍କ ‘3 Idiots’ରେ ପ୍ରଫେସର ଭୂମିକାରେ ଅଭିନୟ କରିଥିବା ପ୍ରସିଦ୍ଧ ଅଭିନେତା ଅଚ୍ୟୁତ ପୋତଦାରଙ୍କ ପରଲୋକ ହୋଇଛି। ସେ ୯୧ ବର୍ଷ ବୟସରେ ମୁମ୍ବାଇ ନିକଟସ୍ଥ ଥାନେର ଜୁପିଟର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ...
Archives


