ଅମିରଙ୍କୁ ଫିଲ୍ମରୁ ରିଜେକ୍ଟ କଲେ ପୂର୍ବତନ ସ୍ତ୍ରୀ
କିରଣ ରାଓଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲାପତା ଲେଡିଜ’କୁ ଦର୍ଶକମାନେ ଦୀର୍ଘ ଦିନ ହେବ ଅପେକ୍ଷା କରିଛନ୍ତି। ମାର୍ଚ୍ଚ ୧ରେ ଫିଲ୍ମଟି ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଛି। ଟ୍ରେଲର ଦର୍ଶକଙ୍କ ଉତ୍ସାହକୁ ଆହୁରି ବଢାଇ ଦେଇଛି। ଏହି…
ପୁନମ ପାଣ୍ଡେଙ୍କ ‘ଫେକ୍ ଡେଥ୍ ପବ୍ଲିସିଟି ଷ୍ଟଣ୍ଟ’ ପରେ ମୁହଁ ଖୋଲିଲେ ସ୍ବାମୀ
ମୁମ୍ବାଇ,୪ା୨: କଣ୍ଟ୍ରୋଭର୍ସି କୁଇନ୍ ନାମରେ ପରିଚିତ ୩୨ ବର୍ଷୀୟା ପୁନମ୍ ପାଣ୍ଡେଙ୍କ ‘ଫେକ୍ ଡେଥ୍ ପବ୍ଲିସିଟି ଷ୍ଟଣ୍ଟ’ ପରେ ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଭିନେତ୍ରୀଙ୍କୁ ଟାର୍ଗେଟ୍ କରୁଥିବାର ନଜର ଆସିଛନ୍ତି। ସର୍ଭିକାଲ କ୍ୟାନ୍ସର…
Grammy Awards ୨୦୨୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୋଇଛନ୍ତି ନୋମିନେଟେଡ୍, ଜାଣନ୍ତୁ କେବେ, କେଉଁଠି ଦେଖିବେ…
ବମ୍ବେ: ଆଜି ଅନୁଷ୍ଠିତ ହେବାକୁ ଯାଉଛି ଗ୍ରାମି ଆଓ୍ବାର୍ଡସ୍ ୨୦୨୪। ଯେଉଁଭଳି ଅଭିନୟ ଏବଂ ଫିଲ୍ମଜଗତ ଲାଗି ଓସ୍କାରକୁ ସବୁଠୁ ବଡ଼ ପୁରସ୍କାର, ସେହିଭଳି ଗ୍ରାମିକୁ ସଙ୍ଗୀତଜଗତର ସବୁଠାରୁ ବଡ଼ ପୁରସ୍କାର ବୋଲି କୁହାଯାଏ। ଚଳିତ ବର୍ଷ ଏହାର ଆୟୋଜନ ଲସ୍…
ପୁଅ ପାଇଁ ମୁଁ ଗର୍ବିତ: ଅମିତାଭ
ସୋସିଆଲ ମିଡିଆରେ ଅମିତାଭ ବଚ୍ଚନ ତାଙ୍କ ପୁଅ ଅଭିନେତା ଅଭିଷେକ ବଚ୍ଚନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ପୁଅ ପାଇଁ ଇନ୍ଷ୍ଟାଗ୍ରାମରେ ଏକ ଖୁସିର ନୋଟ ଶେୟାର କରିଛନ୍ତି। ବିଗ ବି’ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅଭିଷେକଙ୍କ ପାଇଁ ଏକ ଭାବପ୍ରବଣ ନୋଟ…
ପୁନମ ପାଣ୍ଡେଙ୍କ ଟ୍ରେଣ୍ଡ ମଧ୍ୟରେ ଦିଲ୍ଲୀ ପୋଲିସର ପୋଷ୍ଟ ଭାଇରାଲ
ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କୁ ଅନେକ ସମାଲୋଚନା କରାଯାଉଛି। କିଛି ଲୋକ ପୁନମଙ୍କ ଉପରେ ନିଜର ରାଗ ବି ଶୁଝାଉଛନ୍ତି। ସମସ୍ତେ ଜାଣନ୍ତି ଗତ ଶୁକ୍ରବାର…
ମୋତେ ଏଲିଅନ ପରି ବ୍ୟବହାର କରାଯାଏ: ପୁନମ
ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ଶୁକ୍ରବାର ଦେହାନ୍ତ ପୁଣି ଆଜି ଜୀବିତ ଥିବା ଖବର ବେଶ୍ ଚର୍ଚ୍ଚା ହେଉଛି। ଶୁକ୍ରବାର ଅଭିନେତ୍ରୀଙ୍କ ମ୍ୟାନେଜର କହିଥିଲେ, ପୁନମ ସବୁଦିନ ପାଇଁ ଏ ଦୁନଆରୁ ବିଦାୟ ନେଇଛନ୍ତି। ତାଙ୍କର ସର୍ଭାଇକାଲ କ୍ୟାନସରରେ…
ରାଜନୀତିର ଚାଣକ୍ୟ ଆଡଭାନୀଙ୍କ ରହିଛି ହିନ୍ଦୀ ଫିଲ୍ମରେ ସଉକ, କରନ୍ତି ଫିଲ୍ମ ରିଭ୍ୟୁ
ନୂଆଦିଲ୍ଲୀ,୩।୨: ବରିଷ୍ଠ ଭାଜପା ନେତା ଲାଲ କୃଷ୍ଣ ଆଡଭାନୀ ଏପରି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ବିଷୟରେ କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଖୁବ୍ ଚର୍ଚ୍ଚା ହୁଏ। ସେ ଜଣେ ଦକ୍ଷ ରାଜନେତା ସହ ରାଜନୀତିରେ ଚାଣକ୍ୟ କହିଲେ ଅତ୍ୟୁକ୍ତି…
ଜୀବିତ ଅଛନ୍ତି ପୁନମ ପାଣ୍ଡେ, ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ନିଜେ ଦେଲେ ସୂଚନା
ମୁମ୍ବାଇ,୩।୨: ଅଭିନେତ୍ରୀ ପନମ ପାଣ୍ଡେଙ୍କର ଦେହାନ୍ତ ହୋଇନାହିଁ। ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ସେ ଜୀବିତ ଥିବା ବିଷୟରେ ସୂଚନା ଦେଇଛନ୍ତି। ଶୁକ୍ରବାର ପୁନମ ପାଣ୍ଡେଙ୍କ ଆକସ୍ମିକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରି ଦେଇଥିଲା। ତାଙ୍କର ସର୍ଭାଇକାଲ…
ଅକ୍ଷୟ କୁମାରଙ୍କ ଡିପ୍ଫେକ୍ ଭିଡିଓ ଭାଇରାଲ, ଦେଖନ୍ତୁ…
ବମ୍ବେ: ଡିପ୍ଫେକ୍ ଜାଲରେ ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଏବେ ଅଭିନେତାଙ୍କର ଏକ ଭିଡିଓକୁ ଅନଲାଇନ୍ ଗେମ୍ରେ ପ୍ରମୋଶନ କରାଯାଇଛି। ଏନେଇ ଜଣାପଡ଼ିବା ପରେ ଅକ୍ଷୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି। ଗତବର୍ଷ ଅଭିନେତ୍ରୀ…
ଗୀତ ଗାଇଲେ ଅକ୍ଷୟ
ମୁମ୍ବାଇ: ଫିଲ୍ମ ବ୍ୟତୀତ ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ମ୍ୟୁଜିକ ଭିଡିଓ ପାଇଁ ପ୍ରଶଂସା ମଧ୍ୟ ପାଇଛନ୍ତି। ବର୍ତ୍ତମାନ ସେ ୨ ଏବଂ କାୟା ଲୋଗେ ତୁମ ପରେ ପୁଣି ଥରେ ଅକ୍ଷୟ କୁମାର ଏକ ମ୍ୟୁଜିକ ଭିଡିଓ ସହିତ…
ପୁନମଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ, ପରିବାର ନିଖୋଜ
ନୂଆଦିଲ୍ଲୀ,୩।୨: ରହସ୍ୟ ଘେରରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର। ତାଙ୍କର ମୃତ୍ୟୁ ଗର୍ଭାଶୟ କ୍ୟାନସରରେ ହୋଇଛି କି ନାହିଁ ତାହା ବି ଏବେ ସନ୍ଦେ ଘେରରେ। ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି। କାହିଁକି…
ଚମକିଲା ଭାଗ୍ୟ
ମୁମ୍ବାଇ: ରାତାରାତି ଚମକିଲା ଭାଗ୍ୟ। ରିଆଲିଟି ଶୋ’ ବିଗ୍ବସ୍ରେ ଲୋକପ୍ରିୟତା ହାସଲ ପରେ ମିଳିଛି ବଡ଼ ବ୍ରେକ୍। ଆମେ କହୁଛୁ ଚୁଲବୁଲି ଆୟେଶା ଖାନ୍ଙ୍କ କଥା। ଅପକମିଂ ସାଉଥ୍ ଫିଲ୍ମ ‘ଗ୍ୟାଙ୍ଗ୍ସ ଅଫ୍ ଗୋଦାବରୀ’ରେ ନଜର ଆସିବେ ସେ। ଫିଲ୍ମରେ ଅଭିନେତା…
Archives


