ମନୋରଞ୍ଜନ

‘ଦବଙ୍ଗ-୩’ରେ ଖଳନାୟକ ଭୂମିକାରେ ନଜର ଆସିବେ କିଚ୍ଚା ସୁଦୀପ

ବମ୍ବେ: ସୁପରଷ୍ଟାର ସଲମାନ ଖାନ୍‌ ଅଭିନିତ ଫିଲ୍ମ ‘ଦବଙ୍ଗ’ର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ‘ଦବଙ୍ଗ-୨’ ପରଦାକୁ ଆସିଥିଲା। ଏହା ମଧ୍ୟ ବକ୍ସ ଅଫିସରରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏବେ ଏହାର ତୃତୀୟ ସଂସ୍କରଣ ‘ଦବଙ୍ଗ-୩’ ର ଶୁଟିଂ ଚାଲୁ…

ନିଜ ବିବାହକୁ ନେଇ ରାଜ୍‌ ଖୋଲିଲେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ଗତ ବର୍ଷ ଡିସେମ୍ବରରେ ପ୍ରେମିକା ଗିନ୍ନୀ ଚତରଥଙ୍କୁ ବିବାହ କରିଥିଲେ। ଏହି ବିବାହକୁ ନେଇ ସେହି ସମୟରେ ଖୁବ୍‌ ଧମାଲ ହୋଇଥିଲା। ଛୋଟ ପରଦାର ବହୁ କଳାକାର କପିଲଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ। ମାତ୍ର…

ଧକ୍‌ ଧକ୍‌ ଗର୍ଲ ୫୨ ବର୍ଷରେ କଲେ ପଦାର୍ପଣ

ମୁମ୍ବାଇ, ୧୫।୫: ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷୀତ୍‌ ବୁଧବାର ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମେ ୧୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୮୪ରେ ଫିଲ୍ମ ଅବୋଧରେ ଅଭିନୟ କରି ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ନିଜ ଡ୍ର଼୍ୟାନ୍ସ ପାଇଁ ବେଶ୍‌…

ହାସ୍ୟ ଅଭିନୟ କରିବାକୁ ଆଗ୍ରହୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା ହାସ୍ୟ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେ ୧୯୮୫ରେ ପ୍ରଥମକରି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ। ତାହା ପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଅଭିନୟ ପାଇଁ ଅଫର ତାଙ୍କ ପିଛା…

୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଆୟୋଜିତ

ମୁମ୍ବାଇ,୧୪।୫: ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି। ୭୨ତମ ଆର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ ମେ ୧୪ରୁ ଆରମ୍ଭ ହୋଇଛି। ଏହା ଦିର୍ଘ ୧୧ଦିନ ଧରି ଚାଲିବ। ଚଳିତ ଥର ଭାରତ ପାଇଁ ଏହି ଫେଷ୍ଟିଭାଲ ବେଶ୍‌…

ଫ୍ୟାନଙ୍କଠାରୁ ବିବାହ ପ୍ରସ୍ତାବ ପାଇ ଏମିତି କହିଲେ କ୍ୟାଟ୍ରିନା

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଅପ୍‌କମିଂ ଫିଲ୍ମ ‘ଭାରତ’କୁ ନେଇ ବହୁତ ଖୁସି। ଫିଲ୍ମଟି ଆସନ୍ତା ଜୁନ୍‌ ୫ରେ ରିଲିଜ ହେବ। ଫିଲ୍ମର ପ୍ରମୋଶନକୁ ନେଇ କ୍ୟାଟି୍ରିନା ମିଡିଆ ଜରିଆରେ ଫ୍ୟାନମାନଙ୍କ ସହ ସିଧା କଥାବାର୍ତ୍ତା ଚାଲିଛି। ଏହି ସୁଯୋଗରେ କ୍ୟାଟ୍ରିନାଙ୍କୁ ଫିଲ୍ମ…

ସଡ଼କ ଦୁର୍ଘଟଣାରେ ହାସ୍ୟ ଅଭିନେତା ସଲୀଲ ମିତ୍ର ଗୁରୁତର

ଭୁବନେଶ୍ୱର,୧୨।୫(ବ୍ୟୁରୋ): ହାସ୍ୟ ଅଭିନେତା ସଲୀଲ ମିତ୍ର ରବିବାର ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ସଲୀଲଙ୍କ ଗୋଡ ଭାଙ୍ଗି ଯାଇଥିବା ସୂଚନା ମିଳିଛି। କେନ୍ଦୁଝର ଜିିଲା ଘଟଗାଁ କଲେଜ ଛକ ନିକଟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଜଣାପଡିଛି। ତାଙ୍କୁ…

ଶାହାରୁଖ କି ଅମୀର ନୁହନ୍ତି, ଏହି ଖାନ୍‌ଙ୍କୁ ଅଧିକ ପସନ୍ଦ କରନ୍ତି କରୀନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ପ୍ରାୟ ସମସ୍ତ ବଡ଼ ଆକ୍ଟରଙ୍କ ସହିତ କାମ କରିଛନ୍ତି। କିନ୍ତୁ ଜଣେ ଖାନ୍‌ଙ୍କୁ ସେ ବହୁତ ପସନ୍ଦ କରନ୍ତି। ଏକଥା ଖୋଦ୍‌ କରୀନା କହିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଇରଫାନ୍‌ ଖାନ୍‌ଙ୍କ ଅପକମିଙ୍ଗ ଫିଲ୍ମ…

ମାଆ ହେବାକୁ ଚାହାନ୍ତିନି ଏହି ଅଭିନେତ୍ରୀ

ଛୋଟପରଦାରେ ‘ଚନ୍ଦ୍ରମୁଖୀ ଚୌଟାଲା’ ନାମରେ ପରିଚିତ ଅଭିନେତ୍ରୀ କବିତା କୌଶିକ୍‌ ବିବାହ କରିଥିଲେ ମଧ୍ୟ କେବେ ମାଆ ହେବାକୁ ଚାହାନ୍ତିନି। ୨୦୧୭ରେ ରୋନିତ୍‌ ବିଶ୍ୱାସଙ୍କୁ ବିବାହ କରିଥିବା ୩୮ ବର୍ଷୀୟା କବିତା ବିବାହର ୨ ବର୍ଷ ପରେ ମଧ୍ୟ ମାଆ ହେବାକୁ…

ଆଇପିଏଲ ଫାଇନାଲରେ ହୋଷ୍ଟ କରିବେ ସଲମାନ ଏବଂ କ୍ୟାଟ୍ରିନା

ସଲମାନ ଏବଂ କ୍ୟାଟ୍ରିନା ଆଇପିଏଲ୍‌ ଫାଇନାଲରେ ମ୍ୟାଚକୁ ହୋଷ୍ଟି କରିବା ପାଇଁ ଆସିବେ। ଏହା ସହିତ ନିଜର ଅପକମିଙ୍ଗ୍‌ ଫିଲ୍ମ ‘ଭାରତ’ର ପ୍ରମୋଶନ ମଧ୍ୟ କରିବେ। ରବିବାର ଆଇପିଏଲ୍‌ ୨୦୧୯ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ସୁରକ୍ଷା ଦୃଷ୍ଟିରୁ ଦୁଇଜଣ ଫିଲ୍ଡକୁ…

ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ,୨।୫: ବଲିଉଡ୍‌ରେ ଏବେ ଦେଶଭକ୍ତି ଫିଲ୍ମର ଟ୍ରେଣ୍ଡ ଚାଲିଛି। ଏହି ପରିପ୍ରେକ୍ଷୀରେ ଅର୍ଜୁନ କପୁରଙ୍କ ଅପ୍‌ କମିଂ ଫିଲ୍ମ ଇଣ୍ଡିଆଜ୍‌ ମୋଷ୍ଟ ଓ୍ବାଣ୍ଟେଡ୍‌ର ଟ୍ରେଲର ରିଲିଜ ହୋଇଛି। ଏହି ଟ୍ରେଲରଟି ୨ମିନିଟ୍‌ ୩୦ ସେକେଣ୍ଡର ହୋଇଥିବା ବେଳେ ଲକ୍ଷାଧିକ ୟୁଜର୍ସ ଏହାକୁ…

ଶିଳ୍ପା-ଅକ୍ଷୟଙ୍କ ଗୀତ ବିନା ଶୋଉ ନ ଥିଲେ ଟାଇଗର

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଟାଇଗର ଶ୍ରଫଙ୍କ ଆଗାମୀ ଫିଲ୍ମ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨ ଆସନ୍ତା ୧୦ ତାରିଖରେ ରିଲିଜ୍‌ ହେବାର ଯୋଜନା ରହିଛି। ହେଲେ ତା’ ପୂର୍ବରୁ ଫିଲ୍ମର ଯୋରଦାର ପ୍ରମୋଶନ ଚାଲିଛି। ନିକଟରେ ଟାଇଗରଙ୍କ ପିତା ଜ୍ୟାକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?