ରୁହି-ୟଶଙ୍କ ବିନା ଆମେରିକାରେ ଜନ୍ମଦିନ ପାଳିବେ କରନ୍
ମୁମ୍ବାଇ: ବଲିଉଡ୍ର ନାମୀ ନିର୍ଦ୍ଦେଶକ କରନ ଜୋହର ଏଥର ତାଙ୍କ ୪୭ ତମ ଜନ୍ମଦିନ ଆମେରିକାରେ ପାଳନ କରିବେ ବୋଲି ଶୁଣିବାକୁ ମିଳିଛି। ଅବଶ୍ୟ ଏଥିରେ ସେ ଏକା ନୁହେଁ କେତେଜଣ ବଳିଉଡ୍ ସେଲିବ୍ରିଟି ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।…
ବିବାଦୀୟ ଟୁଇଟ୍ ଡିଲିଟ୍ କଲେ ବିବେକ
ମୁମ୍ବାଇ,୨୧।୫: ବିଲିଉଡ୍ ଅଭିନେତା ବିବେକ ଓବରଏ ଟୁଇଟର୍ରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଏକ ବିବାଦୀୟ ଫଟୋ ପୋଷ୍ଟ କରି ଆସିଥିଲେ ବିବାଦକୁ। ହେଲେ ମଙ୍ଗଳବାର ସେ ଏହି ଟୁଇଟ୍କୁ ଡିଲିଟ୍ କରିବା ସହ କ୍ଷମା ମାଗିଛନ୍ତି। ସୂଚନାଯୋଗ୍ୟ, ସେମାବାର ବିବେକ…
ମିଥୁନ ଦା’ଙ୍କ କଥା ଶୁଣି କାନ୍ଦିଲେ ଜଜ୍
ଛୋଟ ପରଦାର ଡ୍ୟାନ୍ସ ଶୋ’ରେ ସୁପର୍ ଗେଷ୍ଟ ଦାୟିତ୍ୱ ନିଭାଉଛନ୍ତି ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଏହି ଶୋ’ କୁନି କୁନି ପିଲାମାନେ ନିଜ ଡ୍ୟାନ୍ସ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ରବିବାର ମିଥୁନ ଦା’ଙ୍କ ନାଁରେ ଏକ ସ୍ବତନ୍ତ୍ର ଉପସ୍ଥାପନା କରାଯାଇଥିଲା।…
‘ସଡ଼କ-୨’ର ସୁଟିଂକୁ ନେଇ ଭାବୁକ ହେଲେ ଆଲିଆ
ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଆଗାମୀ ସିନେମା ‘ସଡ଼କ-୨’ର ସୁଟିଂ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଆଲିଆଙ୍କ ବାପା ମହେଶ ଭଟ୍ଟ। ଫିଲ୍ମ ସୁଟିଂର ପୂର୍ବ ଦିନ ଆଲିଆ ନିଜ ଇଷ୍ଟାଗ୍ରାମ୍ ସାଇଟ୍ରେ କ୍ଲାପ୍ ବୋର୍ଡ ସହ ଏକ…
ସିଲେକ୍ଟିଭ୍ ତବୁ, ୨୦ ଫିଲ୍ମ ରିଜେକ୍ଟ କରିବା ପରେ ରିଲିଜ୍ ହୋଇଥିଲା ୮ଟି ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ
ବଲିଉଡ୍ ଅଭିନେତ୍ରୀ ତବୁଙ୍କ ଅଭିନୀତ ଫିଲ୍ମ ‘ ଦେ ଦେ ପ୍ୟାର୍ ଦେ’ ଏହି ନିକଟରେ ମୁକ୍ତିଲାଭ କରିଛି। ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକଙ୍କଠାରୁ ଆରମ୍ଭ କରି ଫିଲ୍ମ ସମୀକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରିଛନ୍ତି। ତବୁ କ୍ୟାରିୟର ଆରମ୍ଭରୁ ଫିଲ୍ମକୁ…
ଲଞ୍ଚ ହେଲା ପିଏମ୍ଙ୍କ ବାୟୋପିକ୍ର ପୋଷ୍ଟର: ଲେଖାଅଛି ‘ପୁଣିଥରେ ମୋଦି ଏବେ କେହି ଅଟକାଇ ପାରିବେ ନାହିଁ’
ମୁମ୍ବାଇ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ର ପୋଷ୍ଟର ସୋମବାର ଲଞ୍ଚ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଅଭିନେତା ବିବେକ ଓବରଏ ମହାରାଷ୍ଟ୍ରର ନାଗପୁରରେ ଏହି ପୋଷ୍ଟର ଲଞ୍ଚ କରିଛନ୍ତି। ଏହି ପୋଷ୍ଟରରେ ଲେଖାଅଛି, ‘ପୁଣିଥରେ ଆସୁଛନ୍ତି ପିଏମ୍ ନରେନ୍ଦ୍ର ମୋଦି,…
ବାପା ହେବାକୁ ଯାଉଛନ୍ତି କପିଲ
ମୁମ୍ବାଇ: ଟେଲିଭିଜନ ଜଗତର ହାସ୍ୟ ଅଭିନେତା ଭାବେ ବେଶ୍ ପରିଚିତ କପିଲ ଶର୍ମା। କିଛିଦିନ ତଳେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣିଥରେ ପର୍ସନାଲ ଲାଇଫ୍କୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। ଶୁଣିବାକୁ ମିଳିଛି କି କପିଲ…
କାନ୍ସରେ ଚମକିଲେ ନୀଳନୟନା
ଫ୍ରାନ୍ସରେ ଚାଲିଥିବା କାନ୍ସ ଫେଷ୍ଟିଭାଲ୍ରେ ବଲିଉଡ୍ର ନାମୀଦାମୀ ଅଭିନେତ୍ରୀମାନେ ସେମାନଙ୍କର ଜଲ୍ଓ୍ବା ଦେଖାଇ ସାରିଛନ୍ତି। ଦୀପିକା ପାଦୁକୋନ୍, ପ୍ରିୟଙ୍କା ଚୋପ୍ରା, ହୀନା ଖାନ୍, ମଲ୍ଲିକା ଶ୍ୱେରାଓ୍ବତ୍, ଡାଏନା ପେଣ୍ଟି ପ୍ରମୁଖ କାନ୍ସରେ ଯୋଗ ଦେଇଥିଲେ ହେଁ ନୀଳନୟନା ଐଶ୍ୱର୍ଯ୍ୟାଙ୍କୁ ଅପେକ୍ଷା କରି…
ପିତାଙ୍କୁ ଅମିତାଭ ପିଟୁଥିବା ଦେଖି ଶୁଟିଂ ସେଟ୍ରେ କାନ୍ଦିଥିଲେ ଏହି କୁନି ଝିଅ, ଏବେ ଲୋକପ୍ରିୟ ଅଭିନେତ୍ରୀ
ବିଗ୍ ବି ଅମିତାଭ ସୋସିଆଲ ମିଡିଆରେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି କଳାଧଳା ଫଟୋରେ ତାଙ୍କ ସହିତ ଜଣେ ଛୋଟ ଝିଅ ଅଛନ୍ତି। ଫଟୋ ଶେୟାର କରି ଅମିତାଭ ଲେଖିଛନ୍ତି ‘ ଚିହ୍ନନ୍ତୁ କିଏ’। ଏହି ଫଟୋ ୧୯୮୩…
ଡେଟିଂ କରୁଛନ୍ତି ଜ୍ୟାକଲିନ୍ !
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କୁ ଡେଟ୍ କରିବାକୁ କେତେ ଯେ ଯୁବକ ଅପେକ୍ଷା ରଖିଛନ୍ତି କହିବା ମୁସ୍କିଲ। ହେଲେ ଏବେ କୁଆଡେ ଏହି ଅଭିନେତ୍ରୀ ଡେଟିଂ କରୁଛନ୍ତି ବୋଲି ଶୁଣିବାକୁ ମିଳିଛି। ନିକଟରେ ଏକ ସାକ୍ଷାତ୍କାରରେ ସେ ଏମିତି କିଛି…
ରିଷି କପୁରଙ୍କୁ ଭେଟିଲେ ନିତା-ମୁକେଶ
ମୁମ୍ବାଇ: ବଲିଉଡ୍ ଅଭିନେତା ରିଷି କପୁର ବେଶ୍ କିଛି ଦିନ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରି ବଲିଉଡ୍ର ବହୁ ଜଣାଶୁଣା ବ୍ୟକ୍ତି ତାଙ୍କୁ ଦେଖା କରିବାକୁ ନ୍ୟୁୟର୍କ ପହଞ୍ଚିବା ଖବର ଆସୁଛି। ନିକଟରେ ରିଲାଏନ୍ସ…
ଖଳନାୟକ ନୁହେଁ; ଆଣ୍ଟିହିରୋ ପୀୟୂଷ ତ୍ରିପାଠୀ
ଓଡ଼ିଶା ଯାତ୍ରା ଜଗତରେ ଏବେ ଯେଉଁ କେତେଜଣ ଯୁବପ୍ରତିଭା ନେଗେଟିଭ୍ ଭୂମିକାକୁ ଏକ ନୂଆଟ୍ରେଣ୍ଡ ଦେବା ଆରମ୍ଭ କରିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଯୁବ ଖଳନାୟକ ପୀୟୂଷ ତ୍ରିପାଠୀ। ପୀୟୂଷଙ୍କ ଅଭିନୀତ ‘ମୁଁ କେନ୍ଦ୍ରାପଡ଼ାର ବାବା’, ‘ରାଧା ପିନ୍ଧିଦେଲା ମୀରା…
Archives


