ମନୋରଞ୍ଜନ

ବଲିଉଡ୍‌ ଛାଡି ପାରନ୍ତି ଦଙ୍ଗଲ ଗର୍ଲ

ମୁମ୍ବାଇ: ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ପାରଦର୍ଶିତା ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦଙ୍ଗଲ ଗର୍ଲ ଜାଇରା ଓ୍ବାସିମ ବୋଧହୁଏ ବଲିଉଡ୍‌ ଛାଡିବାକୁ ସ୍ଥିର କରିଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ କରିଛନ୍ତି…

ବିଦେଶରେ ଥାଇ ସଂସ୍କାର ଭୁଲିନାହାନ୍ତି ପ୍ରିୟଙ୍କା, ଦେଢ଼ଶୁରଙ୍କ ବିବାହ ଉତ୍ସବରେ ପିନ୍ଧିଲେ ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବିଦେଶରେ ଥାଇ ମଧ୍ୟ ସଂସ୍କାର ଭୁଲି ନାହାନ୍ତି। ଏହି ଦେଖୁନାହାନ୍ତି ଦେଢ଼ଶୁର ଅର୍ଥାତ ନିକ୍‌ଙ୍କ ବଡ଼ଭାଇ ଜୋ ଜୋନ୍‌ସ ଏବଂ ସଫି ଟର୍ନରଙ୍କ ଦ୍ୱିତୀୟ ବିବାହ ଉତ୍ସବରେ ସେ ଶାଢ଼ି ପିନ୍ଧିବାକୁ ଜମା ବି ଭୁଲି…

‘ମୋ ପେଁକାଳି ବଜେଇଦେ’ ନାଟକର ମିତା ଚରିତ୍ରରୁ ମୁକୁଳି ପାରିନି: ସୁକାନ୍ତି ପାଢ଼ୀ

ସୁକାନ୍ତି ପାଢ଼ୀ ନିଜ ନାମରେ ଯେତିକି ପରିଚିତ ନୁହନ୍ତି; ‘ମୋ ପେଁକାଳି ବଜେଇଦେ’ ନାଟକର ଭଉଣୀ ଚରିତ୍ର ସସ୍ମିତା ଜଗଦେବ ଭାବରେ ତା’ଠୁ ବେଶି ପରିଚିତ। ଗୋଟେ ଦିନ ଥିଲା ଭାଇଭଉଣୀର କଥା ଉଠିଲେ ପେଁକାଳି ନାଟକର ଭାଇ ଭଉଣୀ ଚିନ୍ମୟ…

ଆଙ୍କର-ଆକ୍ଟର ସୁବାସ

ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଟିଏ ପ୍ରଥମେ ଯାହାର କଣ୍ଠସ୍ବର ଶୁଣେ ଆଉ ଯାହାକୁ ସର୍ବପ୍ରଥମେ ମଞ୍ଚରେ ଭେଟେ ସେ ହେଉଛି ଆଙ୍କର ବା ଘୋଷକ। ଓଡ଼ିଆ ଯାତ୍ରା ଜଗତର ସେହିଭଳି ଜଣେ ଆଗଧାଡ଼ିର ଆଙ୍କର ହେଉଛନ୍ତି ସୁବାସ ଚନ୍ଦ୍ର ଜେନା ଓରଫ୍‌…

ନୂଆ ଓଡ଼ିଆ ସିନେମା ‘ଅଭିମାନ’ରେ ସବ୍ୟସାଚୀଙ୍କୁ ମିଳିଛି ମନଲାଖି ଭୂମିକା: ସ୍କ୍ରିନ୍‌ ଶେୟାର କରିବେ ଅର୍ଚ୍ଚିତା

ବେଳେବେଳେ ଆଶା କରୁଥିବା ଜିନିଷ ହାତ ପାଆନ୍ତାରେ ମିଳିଯାଏ। ଦେଖୁନାହାନ୍ତି ମନପସନ୍ଦର ଭୂମିକାଟିଏ ପାଇବା ପରେ ଓଲିଉଡ୍‌ର ପାଗଳପ୍ରେମୀ ସବ୍ୟସାଚୀ କେମିତି ଖୁସିରେ ଉଛୁଳୁଛନ୍ତି। ଓଡ଼ିଆ-ଛତିଶଗଡି ଫିଲ୍ମ ‘ମାଲ ମହୁ ଜୀବନ ମାଟି : ଭାଗ୍ୟର ନୋ ଗ୍ୟାରେଣ୍ଟି’ରେ ତାଙ୍କୁ ଏକ…

ବିବାହର ୧୪ ମାସ ପରେ ପ୍ରେମକାହାଣୀ କହିଲେ ସୋନମ କପୁର

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ବିବାହର ୧୪ ମାସ ପରେ ନିଜ ପ୍ରେମକାହାଣୀ ଫ୍ୟାନମାନଙ୍କୁ ଜଣାଇଛନ୍ତି। ୮ ମେ ୨୦୧୮ରେ ସୋନମ ଆନନ୍ଦ ଆହୁଜାଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ଦୀର୍ଘଦିନ ପରେ କେମିତି ଆନନ୍ଦଙ୍କ ସହ ପ୍ରେମ ହେଲା ସେ…

ପ୍ରେମିକ ରୋହମନଙ୍କ ସହ ସୁଷ୍ମିତାଙ୍କ ବ୍ରେକ୍‌ଅପ୍‌ ଖବର ମିଥ୍ୟା

ମୁମ୍ବାଇ: ଅଭିନେତ୍ରୀ ତଥା ବ୍ରହ୍ମାଣ୍ଡ ସୁନ୍ଦରୀ ସୁଷ୍ମିତା ସେନ୍‌ ମଡେଲ ରୋହମନ ଶୋଲ୍‌ଙ୍କ ପ୍ରେମରେ। ହେଲେ କିଛିଦିନ ତଳେ ଉଭୟଙ୍କ ବ୍ରେକ୍‌ଅପ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଥିଲା। ଏସବୁକୁ ମିଥ୍ୟା ବୋଲି କହିଛନ୍ତି ରୋହମନ। ସେ ନିଜ ଇନ୍‌ଷ୍ଟା ପୃଷ୍ଠାରେ ସୁଷ୍ମିତାଙ୍କ…

ଭାରତ ୨୦୧୯ ବିଶ୍ୱକପ୍‌ ଜିତିଲେ ନିର୍ମାଣ ହେବ ‘୮୩’ ପରି ଆଉ ଏକ ଫିଲ୍ମ

ବର୍ତ୍ତମାନ ୨୦୧୯ କ୍ରିକେଟ ବିଶ୍ୱକପ୍‌ ଚାଲିଛି। ଇତି ମଧ୍ୟରେ ଭାରତୀୟ ଦଳର ପ୍ରଦର୍ଶନ ଭଲ ରହିଛି। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ସମେତ ସାରା ଭାରତ ଉତ୍ସାହିତ ଅଛି। ୧୯୮୩ରେ ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ଏହା ଉପରେ କବୀର ଖାନ୍‌ଙ୍କ…

‘ଦିଲ୍‌ବର ଦିଲବର’ ଗୀତରେ ଡ୍ୟାନ୍ସ କରି ଦର୍ଶକଙ୍କ ମନ ମୋହିନେଲେ ନେହା କକ୍କର

ନେହା କକ୍କର ବଲିଉଡ୍‌ର ଲୋକପ୍ରିୟ ତଥା ଜଣାଶୁଣା ଗାୟିକା। ଫ୍ୟାନ୍‌ଙ୍କ ସହିତ ଯୋଡ଼ି ହୋଇ ରହିବା ପାଇଁ ନେହା ସୋସିିଆଲ ମିଡିଆରେ ସବୁବେଳେ କିଛି ନା କିଛି ଶେୟାର କରିଥାନ୍ତି। ଏବେ ନେହାଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯାହା…

କ୍ୟାଟରୀନାଙ୍କୁ ନୁହେଁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ଉରି ଷ୍ଟାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ବିକି କୌଶଳ ନିଜ ପର୍ସନାଲ ଲାଇଫ୍‌କୁ ନେଇ ବିଟାଉନରେ ବେଶ୍‌ ଚର୍ଚ୍ଚାରେ ରହୁଛନ୍ତି। ହରଲୀନ ସେଟ୍ଟୀଙ୍କ ସହ ବ୍ରେକ୍‌ ଅପ୍‌ ପରେ କ୍ୟାଟରୀନା ଓ ଭୂମି ପେଦେନକରଙ୍କ ସହ ବିକିଙ୍କ ନଁା ଯୋଡା ହୋଇସାରିଛି। ହେଲେ ଏବେ…

ଜଙ୍କ୍‌ଫୁଡ୍‌ରେ ସୋନମ୍‌ଙ୍କ ପ୍ରିୟ ଗୁପ୍‌ଚୁପ୍‌

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ଫିଟ୍‌ ରହିବାକୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ବିଶେଷକରି ଜଙ୍କ୍‌ଫୁଡ୍‌ଠାରୁ ଦୂରେଇ ରୁହନ୍ତି ଅଭିନେତ୍ରୀମାନେ। ମାତ୍ର ଏବେ ବଲିଉଡ୍‌ ଫ୍ୟାଶନ୍‌ ଡିଭା ତଥା ସୁପରଫିଟ୍‌ ସୋନମ୍‌ କପୁର ଭାରତରେ ମିଳୁଥିବା ଜଙ୍କ୍‌ଫୁଡ୍‌ ସବୁଠାରୁ ଭଲ ବୋଲି…

ସୁହାନାଙ୍କ ଗ୍ରାଜୁଏଶନ ସେରିମନିର ଫଟୋ ଶେୟାର କଲେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ ଓ ଗୌରି ଖାଁଙ୍କ ଏକମାତ୍ର ଝିଅ ସୁହାନା ଏବେ ଗ୍ରାଜୁଏଟ ହୋଇଯାଇଛନ୍ତି। ଏହି ଖୁସିରେ କିଙ୍ଗ ଖାନ୍‌ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଶୁକ୍ରବାର ସୁହାନାଙ୍କ ଗ୍ରାଜୁଏଶନ ସେରିମନିରେ ଯୋଗ ଦେଇଥିବା ଗୌରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?