ଏଥର ‘ବିଗ୍ ବସ୍-୧୩’ ଦେଖି ଡରିବେ ଦର୍ଶକ!
ସଲମାନ୍ ଖାନ୍ଙ୍କ ଟିଭି ଶୋ’ ‘ବିଗ୍ ବସ୍’ ଏହାର ଥିମ୍ ଏବଂ ପ୍ରତିଯୋଗୀଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ। ଶୋ’ ମେକର୍ସ ପ୍ରତିଥର ଦର୍ଶକଙ୍କୁ ପସନ୍ଦ ଆସିବା ଭଳି କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାନ୍ତି। ବିଗ୍ ବସ୍-୧୩…
ମୋଦିଙ୍କୁ ଅନୁରୋଧ କଲେ ଋଷି କପୁର କହିଲେ ଏହି କଥା…
ବଲିଉଡର ବରିଷ୍ଠ ଅଭିନେତା ଋଷି କପୁର କର୍କଟ ରୋଗରେ ପୀଡିତ ହୋଇ ଆମେରିକାରେ ଚିକିତ୍ସିତ ହେଉଛନ୍ତି। ନିଜ ଫ୍ୟାନ୍ ମାନଙ୍କ ସହ ଯୋଡି ରହିବା ପାଇଁ ସେ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ…
ଗ୍ଲାମରସ ଲୁକ୍ରେ ଦୀପିକା
ମୁମ୍ବାଇ,୨୭।୫: ଅଭିନେତ୍ରୀ ଦୀପିକା ପାଦୁକୋନ ବଲିଉଡ୍ର ଷ୍ଟାଇଲିସ୍ ଆଇକୋନ ଭାବେ ବେଶ୍ ଜଣାଶୁଣା। କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଜଲଓ୍ବା ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ନିକଟରେ ସେ ନିଜର ସୋସିଆଲ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି।…
ଗଙ୍ଗା କୂଳରେ ହେଲା ‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ର ସ୍ପେଶାଲ ସ୍କ୍ରିନିଂ
ରିଷିକେଶ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନି ଉପରେ ଆଧାରିତ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ବାୟୋପିକ୍ର ସ୍ପେଶାଲ ସ୍କ୍ରିନିଂ ରିଷିକେଶର ପରମାର୍ଥ ନିକେତନ ଆଶ୍ରମ ନିକଟ ଗଙ୍ଗାକୂଳରେ କରାଯାଇଛି। ଏଥିରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ବହୁ ଲୋକ ବାୟୋପିକ୍ର ମଜା ଉଠାଇଛନ୍ତି।…
୩ ଖାନ୍ଙ୍କ ଫିଲ୍ମରେ କାମ କରିବାକୁ ମନା କରିଥିଲେ ଏହିସବୁ ଅଭିନେତ୍ରୀ
ବଲିଉଡ୍ରେ ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ୩ ଖାନ୍ ଅର୍ଥାତ ଶାହାରୁଖ, ଅମୀର ଏବଂ ସଲମାନଙ୍କ ବିଗ୍ ବଜେଟ୍ ଫିଲ୍ମରେ କାମ କରିବାକୁ ମନା କରି ଦେଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନେ କିଏ? ଐଶ୍ୱର୍ଯ୍ୟା ରାୟ : ଐଶ୍ୱର୍ଯ୍ୟା ଅମୀରଙ୍କ…
ପରପାରିରେ ଭେଟେରାନ୍ କୋରିଓଗ୍ରାଫର ଭିରୁ ଦେବଗନ
ମୁମ୍ବାଇ,୨୭।୫: ବଲିଉଡ୍ ଦୁନିଆର ଭେଟେରାନ୍ ଆକ୍ସନ୍ କୋରିଓଗ୍ରାଫର ଭିରୁ ଦେବଗନଙ୍କ ସୋମବାର ପରଲୋକ ହୋଇଛି। ସୋମବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇ ଶାନ୍ତାକ୍ରୁଜର ସୂର୍ଯ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇଥିବା…
ଏହି ଷ୍ଟାର କିଡ୍ସ ଦେଖିବାକୁ ଅବିକଳ ମାତାପିତାଙ୍କ ପରି
ବଲିଉଡ୍ର କିଛି ଅଭିନେତ୍ରୀ – ଅଭିନେତା ୯୦ ଦଶକରେ ବିବାହ କରି ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ମେ ୨୭ ଅର୍ଥାତ ଆଜି ଶାହାରୁଖଙ୍କ ପୁଅ ଅବରାମଙ୍କ ଜନ୍ମଦିନ। ଏହି ଷ୍ଟାର କିଡ୍ସ ପିତା ଶାହାରୁଖଙ୍କ ଅବିକଳ ନକଲ। ସେହିପରି…
ପ୍ରଥମ ଜନ୍ମଦିନରେ କେମିତି ଦେଖାଯାଉଥିଲେ ବଲିଉଡ୍ର ଏହି ଅଭିନେତ୍ରୀ
ମୁମ୍ବାଇ: ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ବଲିଉଡ୍ ଆକ୍ଟ୍ରେସ୍ ୟାମି ଗୌତମଙ୍କର ଏକ ଫଟୋ ଏବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭାଇରାଲ ହେବାରେ ଲାଗିଛି। ୩୦ ବର୍ଷୀୟା ଏହି ନାୟିକାଙ୍କର ଉକ୍ତ ଫଟୋଟି ହେଉଛି ପ୍ରଥମ ଜନ୍ମ ଦିନର। ଅର୍ଥାତ୍…
ମମତା-ରାହୁଲଙ୍କ ମଜା ଉଡ଼ାଇଲେ ଅନୁରାଗ
ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଫିଲ୍ମ ବ୍ୟତୀତ ନିଜର ବୁଦ୍ଧି ବିବେକ ଖଟାଇବା ଦିଗରେ ବଲିଉଡ୍ରେ ବେଶ୍ ଜଣାଶୁଣା। ଏବେ ତାଙ୍କ ଟାର୍ଗେଟରେ ରାଜନେତାମାନେ ରହିଛନ୍ତି। ସଦ୍ୟ ସମାପ୍ତ ଲୋକ ସଭା ନିର୍ବାଚନରେ ଭାଜପାକୁ ବହୁମତ ମିଳିଥିବାରୁ ସେ ମୋଦିଙ୍କୁ ଶୁଭେଚ୍ଛା…
ଯାତ୍ରା ଇଣ୍ଡଷ୍ଟ୍ରିର ସଫଳ ଯୋଡ଼ି ସୁବାସ-ମାମା
ଯାତ୍ରା ଇଣ୍ଡଷ୍ଟ୍ରିରେ ଯେଉଁ କେତେଜଣ ନାୟକ-ନାୟିକା ଯୋଡ଼ିଙ୍କୁ ଲୋକପ୍ରିୟ ତଥା ସଫଳ ଯୋଡ଼ି ବୋଲି କୁହାଯାଏ ସେମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ହେଉଛନ୍ତି ‘ସୁବାସ-ମାମା’। ଏଠାରେ ଯେଉଁ ସୁବାସଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଟ୍ରାଜେଡି କିଙ୍ଗ୍ ବା କିଙ୍ଗ୍ଷ୍ଟାର ସୁବାସ…
ସ୍ବାଭିମାନୀ ନାଟ୍ୟକାର ବନମାଳୀ ତରାଇ: ପ୍ରଥମ ନାଟକ ଥିଲା ‘ହାଟ ମଝିରେ ବ୍ରହ୍ମଜ୍ଞାନ’
ବନମାଳୀ ତରାଇ! ଏଇ ନାମଟି ସହିତ ଯାତ୍ରାପ୍ରେମୀ ଖୁବ୍ ଭଲ ଭାବରେ ପରିଚିତ। ସଂସ୍କାର ମୂଳକ, ବାର୍ତ୍ତାଧର୍ମୀ ତଥା ସାମାଜିକ ଶିକ୍ଷା ସମ୍ବଳିତ ନାଟକ ରଚନା କରି ତରାଇ ନିଜ ପାଇଁ ଯାତ୍ରା ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି…
ବଲିଉଡ୍ର ଦାମୀ ଉପହାର
ଉପହାରଟିଏ ପାଇଲେ ସମସ୍ତେ ଖୁସି ହୁଅନ୍ତି। ତାହା ଛୋଟିଆ ହେଲେ ବି ମନରେ ଭରିଥାଏ ଅପାର ଆନନ୍ଦ। ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଏହାର ମାୟାରେ ପଡ଼ିଥାଆନ୍ତି। ଯଦିଓ ସେଲିବ୍ରିଟିଙ୍କ ଉପହାରର ମୂଲ୍ୟ ଶହେ କି ହଜାରରେ ସୀମିତ…
Archives


