ଗୋଟିଏ ଫ୍ରେମରେ ପଟୌଦି ଖାନଦାନ
ମୁମ୍ବାଇ,୨୯।୫: ସୋହା ଅଲ୍ଲୀ ଖାଁ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ଶର୍ମିଲା ଟେଗୋର, ସୈଫ ଅଲ୍ଲୀ ଖାଁ, କରୀନା, ତୈମୁର, ସାରା ଓ ଇବ୍ରାହିମ ନଜର ଆସିଛନ୍ତି। ସୋହା ଫଟୋ ଶେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି,…
ଶ୍ୱଶୁରଙ୍କ ମୃତ୍ୟୁ ପରେ କାଜଲଙ୍କ ମାଆ ହସ୍ପିଟାଲରେ ଭର୍ତ୍ତି
ଅଜୟ ଦେବଗନ ଏବଂ କାଜଲଙ୍କ ପରିବାରରେ ଖରାପ ସମୟ ପଡ଼ିଛି। ଶ୍ୱଶୁର ବୀରୁ ଦେବଗନଙ୍କ ମୃତ୍ୟୁକୁ ୩ ଦିନ ନ ପୂରୁଣୁ କାଜଲଙ୍କ ମାଆ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କାଜଲଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲ ବାହାରେ ସ୍ପଟ୍ କରାଯାଇଥିଲା। କାଜଲ…
ସଲମାନଙ୍କୁ ପ୍ରଶ୍ନ କଲେ କ୍ୟାଟ୍ରିନା ‘ମୋତେ କେବେ ବିବାହ କରିବ’
ଦବଙ୍ଗ ଖାନ୍ ସଲମାନ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି ତା’ଠୁ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବିବାହକୁ ନେଇ। ସମସ୍ତେ ଚାହିଁ ରହିଛନ୍ତି ଭାଇଜାନ୍ କେବେ ବିବାହ ବନ୍ଧନରେ ବାନ୍ଧି ହେବେ। ଏମିତିରେ ବି ବୟସ ୫୦ ଟପି ସାରିଲାଣି। ଏବେ…
ପୁଣି ଚର୍ଚ୍ଚାରେ ସୋନା ମହାପାତ୍ର: ସଲ୍ମାନ ‘ବିଷାକ୍ତ ପୌରୁଷତ୍ୱର ପୋଷ୍ଟର ଚାଇଲ୍ଡ’
ଭୁବନେଶ୍ୱର,୨୯ା୫(ବ୍ୟୁରୋ): କିଛିଦିନର ବ୍ୟବଧାନ ପରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଶା ଜନ୍ମିତ କଣ୍ଠଶିଳ୍ପୀ ସୋନା ମହାପାତ୍ର। ସବୁବେଳେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଆସିଥିବା ଏହି ବୋଲ୍ଡ ବଲିଉଡ୍ ପ୍ଲେବ୍ୟାକ୍ ସିଙ୍ଗର୍ ଏଥର ଟାର୍ଗେଟ କରିଛନ୍ତି ଭାଇଜାନ୍ ସଲମାନ୍ ଖାନ୍ଙ୍କୁ। ଗୋଟିଏ…
ଚଳଚ୍ଚିତ୍ର ‘୮୩’ର ଶୁଟିଂ ପାଇଁ ଲଣ୍ଡନରେ ରଣବୀର: ଶେୟାର କଲେ କ୍ରିକେଟ ଦଳର ଫଟୋ
ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବ ଅଧିନାୟକ ତଥା ୧୯୮୩ ମସିହା ବିଶ୍ୱକପ୍ ବିଜେତା କପିଲ ଦେବଙ୍କ ଉପରେ ନିର୍ମାଣ ହେଉଛି ଚଳଚ୍ଚିତ୍ର। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ରଣବୀର ସିଂହ। ତେବେ ଭାରତୀୟ ଦଳର ପ୍ରଥମ ବିଶ୍ୱକପ୍ ବିଜୟ…
କ୍ୟାନ୍ସର ସହ ଲଢ଼ି ଜିତିବା ପରେ ମ୍ୟୁଜିକାଲ ଭିଡିଓର ନିର୍ଦ୍ଦେଶନା ଦେଲେ ତାହିରା
ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କର ଆଗାମୀ ସିନେମାକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ସ୍ତ୍ରୀ ତାହିରା ଅନେକ ଦିନ ହେବ କ୍ୟାନ୍ସର ପରି ଭୟଙ୍କର ରୋଗରେ ପୀଡିତ ଥିବା ବେଳେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହେବା ପରେ…
ଐଶ୍ଚର୍ଯ୍ୟାଙ୍କୁ ଧରି କାନ୍ଦିଲେ କାଜୋଲ
ଅଭିନେତା ଅଜୟ ଦେବଗନଙ୍କ ପିତା ବୀରୁ ଦେବଗନଙ୍କ ଦେହାନ୍ତରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସୋମବାର ବୀରୁଙ୍କ ଶେଷଦର୍ଶନ ପାଇଁ ବଲିଉଡ ଷ୍ଟାର୍ସମାନେ ଅଜୟଙ୍କ ମୁମ୍ବାଇସ୍ଥିତ ବାସଭବନରେ ଭିଡ ଜମାଇଥିଲେ। ମହାନାୟକ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ, ସଲମାନ…
ତିଆରି ହେବ ଏମ୍ ଏସ୍ ବିଟ୍ଟାଙ୍କ ବାୟୋପିକ୍
ମୁମ୍ବାଇ: ଏବେ ବଲିଉଡ୍ରେ ବାୟୋପିକ୍ ଟ୍ରେଣ୍ଡ ଚାଲିଥିବା ବେଳେ ନିକଟରେ ରିଲିଜ୍ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍। ଏବେ ଏହି ଦୌଡ଼ରେ ସାମିଲ ହେବାକୁ ଯାଉଛି ମନିନ୍ଦରଜିତ୍ ସିଂ ବିଟ୍ଟାଙ୍କ ବାୟୋପିକ୍। ଆତଙ୍କବାଦ ବିରୋଧରେ ସ୍ବର ଉତ୍ତୋଳନ କରି ସବୁବେଳେ…
ଉର୍ମିଳାଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଅଡ଼ୁଆରେ ୫୭ ବର୍ଷୀୟ ବୃଦ୍ଧ
ମୁମ୍ବାଇ,୨୮।୫: ମହଙ୍ଗା ପଡ଼ିଲା ବଲିଉଡ୍ ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କୁ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା। ବୃଦ୍ଧ ଜଣଙ୍କ ଉର୍ମିଳାଙ୍କ ସୋସିଆଲ ଆକାଉଣ୍ଟରେ ଅଶ୍ଳୀଳ ପୋଷ୍ଟ ଓ କମେଣ୍ଟ କରୁଥିବା ଜଣାପଡ଼ିଛି। ଏନେଇ ପୁଣେର ବିଶ୍ରାମ ବାଗ…
ବକ୍ସ ଅଫିସରେ ଧମାଲ କରୁଛି ‘ପିଏମ୍ ନରେନ୍ଦ୍ର ମୋଦି’
ମୁମ୍ବାଇ,୨୮।୫: ଦେଶ ହେଉ ବା ସିନେ ଜଗତ ସବୁଠାରେ ଏବେ ମୋଦିଙ୍କ ଲହର ଚାଲିଛି। ମୋଦିଙ୍କ ବାୟୋପିକ ‘ପିଏମ୍ ନରେନ୍ଦ୍ର ମୋଦି’ ଏବେ ବକ୍ସ ଅଫିସରେ ଧମାଲ୍ କରିଥିବା ଜଣାପଡ଼ିଛି। ଏହି ପିଲ୍ମ ରିଲିଜ ହେବା ଦିନରୁ ବକ୍ସ ଅଫିସରେ ଭଲ…
ପରଦାରେ ଇନ୍ଦିରା ଗାନ୍ଧୀ ହେବେ ଏହି ଅଭିନେତ୍ରୀ
ଆକ୍ସନ ପିରିୟଡ ଡ୍ରାମା ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୧’ ସୁପରହିଟ ହେବା ପରେ ଏବେ ଏହାର ସିକ୍ୱେଲ ନିର୍ମାଣ ଚାଲିଛି। ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ସୁପର୍ହିଟ୍ ଫିଲ୍ମ ‘କେଜିଏଫ୍’ର ସିକ୍ୱେଲରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ…
ସଲମାନ ସାର୍ଙ୍କ ସହ କାମ କରିବେନି ଦିଶା!
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲମାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଏବେ ସବୁଠି ଲାଗିଛି ଚର୍ଚ୍ଚା। ଏଥିରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର ଆସିବେ। ହେଲେ ବଲିଉଡ୍ ନାୟିକା ତବୁ ଓ ଦିଶା ପାଟନୀଙ୍କୁ ମଧ୍ୟ ଏହି ଫିଲ୍ମରେ…
Archives


