ମନୋରଞ୍ଜନ

ସାୟାନୀଙ୍କ ଭିନ୍ନ ଅବତାର

ମୁମ୍ବାଇ: ଅଭିନେତ୍ରୀ ସାୟାନୀ ଗୁପ୍ତା ଅନୁଭବ ସିହ୍ନାଙ୍କ ‘ଆର୍ଟିକିଲ୍‌ ୧୫’ରେ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବେ। ଏହି ଭୂମିକା ତାଙ୍କ ପାଇଁ ନୂଆ ହୋଇଥିଲେ ହେଁ ଏହାକୁ ଚ୍ୟାଲେଞ୍ଜ୍‌ ରୂପେ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ସାଧାରଣ ସାଲଓ୍ବାର-ସୁଟ୍‌…

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ କାହିଁକି ଯୋଗଦେଲେନି ଅକ୍ଷୟ

ମୁମ୍ବାଇ: ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ଦେଶ ବିଦେଶର ବହୁ ନାମୀଦାମୀ ବ୍ୟକ୍ତିତ୍ୱ ପହଞ୍ଚିଥିବା ବେଳେ ବଲିଉଡ୍‌ ଦୁନିଆର କେତେଜଣ ବଛାବଛା କଳାକାର ମଧ୍ୟ ପହଞ୍ଚିଥିଲେ। ହେଲେ ଅତିଥି…

ଭାଇରାଲ ହେଲା ତୈମୁରଙ୍କ ଆଉ ଏକ ଫଟୋ

ମୁମ୍ବାଇ,୩୧।୫: ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲ୍ଲୀ ଖାଁ, କରୀନା କପୁର ଖାଁ ଓ ତୈମୁରଙ୍କୁ ଗୁରୁବାର ରାତିରେ ମୁମ୍ବାଇ ଏୟାରପୋର୍ଟରେ ସ୍ପଟ କରାଯାଇଛି। ସେମାନେ ଲଣ୍ଡନ ପାଇଁ ଯାଉଥିବା ବେଳେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ତୈମୁର। ଏୟାରପୋର୍ଟରେ…

ବିଗ୍‌ବସ ୧୩ରେ ସଲମାନଙ୍କ ସହ ହୋଷ୍ଟ କରିବେ ଏହି ଦୁଇ ଅଭିନେତ୍ରୀ

କ୍ୟାଟ୍ରିନା ଏବଂ ସଲମାନଙ୍କ ଯୋଡ଼ିକୁ ଦର୍ଶକ ବହୁ ପସନ୍ଦ କରିଥାନ୍ତି। ସେ ବଡ଼ପରଦା ହେଉ କି ଛୋଟପରଦା। ଏହି ଯୋଡ଼ି ଯେତେବେଳେ ପରଦା ଉପରକୁ ଆସିଥାନ୍ତି ଚର୍ଚ୍ଚା ଜୋର ଧରିଥାଏ। ବିଗ୍‌ବସ ୧୩ରେ ସଲମାନଙ୍କ ସହ କ୍ୟାଟ୍ରିନା ଏବଂ ଆଲିଆ ଭଟ୍ଟ…

ଟେଲି ପରଦାରେ ବେବୋଙ୍କ ଡେବ୍ୟୁ: ‘ଡିଆଇଡି-୭’ରେ ଆସିବେ ନଜର

ମୁମ୍ବାଇ: ବଡ଼ ପରଦାର କଳାକାରମାନେ ଏବେ ଟେଲି ପରଦା ପ୍ରେମରେ। ଧାରାବାହିକ, ଓ୍ବେବ୍‌ସିରିଜ୍‌ ପରେ ବିଭିନ୍ନ ରିଆଲିଟି ଶୋ’ମାନଙ୍କରେ ବଡ଼ ବଡ଼ ଅଭିନେତା ତଥା ଅଭିନେତ୍ରୀମାନଙ୍କୁ ଦେଖିବାକୁ ମିଳୁଛି। ଏହି କ୍ରମରେ ବଲିଉଡ୍‌ ଡିଭା କରିନା କପୁର ଖାନ୍‌ ଟେଲି ପରଦାରେ…

ଶପଥଗ୍ରହଣ ସମାରୋହ ପରେ ଭିଡ଼ରେ ଫସିଥିଲେ ଆଶା ଭୋସଲେ, ସାହାଯ୍ୟ କରିଥିବାରୁ ସ୍ମୃତିଙ୍କୁ ଦେଲେ ଧନ୍ୟବାଦ

ମୁମ୍ବାଇ: କେନ୍ଦ୍ର କ୍ୟାବିନେଟ୍‌ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉଦାର ସ୍ବଭାବକୁ ନେଇ ଚର୍ଚ୍ଚା। ସେ ବି ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ଟୁଇଟ୍‌ ପରେ। ଗୁରୁବାର ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳ ଶପଥଗ୍ରହଣ ଉତ୍ସବ ରାଷ୍ଟ୍ରପତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ…

କପିଲ ଶର୍ମାଙ୍କ ଶୋ’ରେ ଦୌଡ଼ରାଣୀ ଦୂତୀ

ନିକଟ ଅତୀତରେ ସମଲିଙ୍ଗୀ ସମ୍ପର୍କକୁ ସ୍ବୀକାର କରିଥିବା ଓଡ଼ିଆ ଝିଅ ତଥା ଦୌଡ଼ରାଣୀ ଦୂତୀ ଚାନ୍ଦ ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କମେଡ଼ି ଧାରାବାହିକ ‘ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇଛନ୍ତି। ଦୂତୀ ଏହି ଶୋ’ରେ କାହିଁକି ଯୋଗ ଦେଇଛନ୍ତି…

ରେଡ୍‌ କଷ୍ଟ୍ୟୁମରେ ମନ କିଣିଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ୟାଟ୍ରିନା କେଫ୍‌ ଏବେ ଖୁବ୍‌ ଚର୍ଚ୍ଚାରେ କାହିଁକି ନାଁ ସେ ଏବେ ବେଶ୍‌ ବ୍ୟସ୍ତ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ଭାରତ’କୁ ନେଇ। ନିକଟରେ ସେ ମୁମ୍ବାଇରେ ଏକ ପ୍ରମୋଶନ ଇଭେଣ୍ଟରେ ଯୋଗ ଦେଇଥିବା ସମୟର ଫଟୋ…

ସୁସ୍ଥ ଅଛନ୍ତି ତନୁଜା

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଆକ୍ଟ୍ରେସ୍‌ ତନୁଜା(୭୫) ଏବେ ସୁସ୍ଥ ଥିବା ଜଣାପଡିଛି। ଗୋଟିଏ ଦିନ ପୂର୍ବରୁ ପେଟରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ମୁମ୍ବାଇ ସ୍ଥିତ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଏକ ସର୍ଜରୀ ପରେ ସେ ଏବେ…

ସେଟ୍‌ରେ କାନ୍ଦିଲେ ଦୀପିକା ମଝିରେ ବନ୍ଦ କରିବାକୁ ପଡ଼ିଲା ଶୁଟିଂ

ମୁମ୍ବାଇ,୩୦।୫: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜର ଅପ୍‌ କମିଂ ଫିଲ୍ମ ଛପାକରେ ବ୍ୟସ୍ତ ଅଛନ୍ତି। ସିମ୍ବା ଷ୍ଟାର ରଣବୀର ସିଂହଙ୍କ ସହ ବିବାହ ପରେ ଦୀପିକାଙ୍କ ଏହା ପ୍ରଥମ ଫିଲ୍ମ। ଦୀପିକା ଏହି ଫିଲ୍ମରେ ଜଣେ ଏସିଡ୍‌ ପୀଡ଼ିତା…

ବିଗ୍‌ ବସ୍‌-୧୩ରେ ନଜର ଆସିବେ ଇନ୍ସପେକ୍ଟର ଦୟା

ମୁମ୍ବାଇ,୩୦।୫: ବିଗ୍‌ ବସ୍‌ ସିଜିନ୍‌ ୧୩ ପାଇଁ କଣ୍ଟେଷ୍ଟେଣ୍ଟଙ୍କ ତାଲିକା ଧିରେ ଧିରେ ସାମ୍‌ନାକୁ ଆସିଛି। ଏହି ତାଲିକାରେ ଦେବଲିନା ଭଟାଚାର୍ଯ୍ୟ, ଅଙ୍କିତା ଲୋଖାଣ୍ଡେ, କରନ ପଟେଲ, ବିବେକ ଦହିଆଙ୍କ ସମେତ ବଲିଉଡ୍‌ର ଅଭିନେତ୍ରୀ ଜରିନ ଖାନ ମଧ୍ୟ ଏହି ଶୋ’ରେ…

୧୨ ବର୍ଷ ପରେ ଏକାଠି ହେବେ ବଣ୍ଟି-ବବ୍‌ଲୀ

ମୁମ୍ବାଇ: ଦୀର୍ଘ ୧୨ ବର୍ଷ ପରେ ପୁଣି ଏକାଠି ହେବେ ବଣ୍ଟି ଏବଂ ବବଲି। ଅଭିଷେକ ବଚ୍ଚନ ଓ ରାଣୀ ମୁଖାର୍ଜୀ ସ୍କ୍ରିନ୍‌ ଶେୟାର କରିବେ। ‘ବଣ୍ଟି ଔର ବବଲି ଅଗେନ୍‌’ରେ ଉଭୟ କାମ କରିବେ। ୨୦୦୫ରେ ଏହାର ପ୍ରଥମ ଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri