ମନୋରଞ୍ଜନ

କ୍ୟାନସ୍‌ର ଫ୍ରି ହେବା ପରେ ନୂଆ ଥେରାପିର ଏକ ଭିଡିଓ ଶେୟାର କଲେ ସୋନାଲି

ମୁମ୍ବାଇ,୧୧।୬: ୨୦୧୮ରେ ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସ୍‌ର ରୋଗରେ ପୀଡ଼ିତ ହେବା ପରେ ଚିକିତ୍ସା ପାଇଁ ଆମେରିକାକୁ ଚାଲିଯାଇଥିଲେ। ସେଠାରେ ରହି ତାଙ୍କର ପୁରା ଚିକିତ୍ସା କରାଇଥିଲେ। ଏହାରି ଭିତରେ ସେ ଜୀବନର ବହୁ ସଂଘର୍ଷ ଭିତରେ ଗତି କରିଛନ୍ତି।…

ଅଧିକ ପ୍ରଶ୍ନ କରିବାରୁ ଫିଲ୍ମରୁ ବିଦା ହେଲେ ବିଦ୍ୟା

ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଚରିତ୍ରକୁ ସର୍ବଦା ଜୀବନ୍ତ କରି ପରଦା ଉପରେ ଉପସ୍ଥାପନା କରିଥାନ୍ତି। ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରିଥାନ୍ତି। ହେଲେ ଏଥର ଏକ ଛୋଟିଆ ଭୁଲ ପାଇଁ ତାଙ୍କୁ ଫିଲ୍ମରୁ ବିଦା ହେବାକୁ ପଡ଼ିଛି। ପ୍ରକୃତ…

କଳାକାରଙ୍କ ଭାଗ୍ୟ ବଦଳାଏ ଫିଲ୍ମ ଫ୍ରାଇଡେ

ମୁମ୍ବାଇ: କଳାକାରଙ୍କ ଭାଗ୍ୟ ଶୁକ୍ରବାର ବଦଳିଯାଏ ବୋଲି ଅଭିନେତ୍ରୀ ତମନ୍ନା ଭାଟିଆ ପ୍ରକାଶ କରିଛନ୍ତି। ପ୍ରତି ସପ୍ତାହର ଶୁକ୍ରବାର ନୂଆ ଫିଲ୍ମ ରିଲିଜ ହେଉଥିବାରୁ କଳାକାରମାନେ ସେଇ ଆଙ୍‌କାକ୍ଷିତ ଦିବସକୁ ଚାହିଁ ରହିଥାଆନ୍ତି। ଫିଲ୍ମ ରିଲିଜ ହେଲେ ଅଭିନେତା ଅଭିନେତ୍ରୀଙ୍କର ଖୁସି…

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରିସାରିଛନ୍ତି ଯୁବରାଜ

କର୍କଟକୁ ଜିତି ପୁଣି କ୍ରିକେଟ ପଡ଼ିଆକୁ ଜବରଦସ୍ତ ଏଣ୍ଟ୍ରି ମାରିଥିବା ଯୁବରାଜ ସିଂହ ସୋମବାର କ୍ରିକେଟକୁ ଅଲବିଦା କହିଛନ୍ତି। କ୍ରିକେଟ ଜଗତର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ କ୍ରିକେଟରେ ଯେତିକି ଲୋକପ୍ରିୟ, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚିତ। ଖାସ୍‌ ଭାବେ…

ପ୍ରିୟଙ୍କା ଶେୟାର କଲେ ନିଜ ଛୋଟବେଳର ଫଟୋ: ବାପାଙ୍କୁ ମନେପକାଇ ହେଲେ ଭାବବିହ୍ବଳ

ମୁମ୍ବାଇ,୧୦।୬: ବଲିଉଡ୍‌ର ଦେଶୀ ଗାର୍ଲ ଚଳିତ ଦିନରେ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। କାନ୍‌ସ ଫିଲ୍ମ ଫେଷ୍ଟିଭାଲରେ ନିଜର ଲୁକ୍‌ରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ପ୍ରିୟଙ୍କା ସବୁବେଳେ ନିଜର ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ନିକଟରେ…

ଦବଙ୍ଗ-୩ରେ ସଲମାନଙ୍କ ବାପା ଚରିତ୍ରରେ ନଜର ଆସିବେ ଧର୍ମେନ୍ଦ୍ର

ମୁମ୍ବାଇ,୧୦।୬: ସଲମାନ ଖାଁ ନିଜର ଅପ୍‌ କମିଂ ଫିଲ୍ମ ଦବଙ୍ଗ-୩ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ପୁଣି ଥରେ ସଲ୍ଲୁମିଅଁ।ଙ୍କ ସହ ନଜର ଆସିବେ ସୋନାକ୍ଷୀ ସିହ୍ନା। ଚଳିତ ଥର ଦବଙ୍ଗ-୩ରେ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ଏଣ୍ଟ୍ରି ହେବାକୁ ଯାଉଛି।…

୧୫୦ କୋଟି କ୍ଲବରେ ‘ଭାରତ’

ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଦେଢଶହ କୋଟି କ୍ଲବରେ ସାମିଲ ହୋଇଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ ରିମେକ ‘ଭାରତ’ ଦେଶର ୪୦୦୦ ସିନେମା ଘରେ ପ୍ରଦର୍ଶିତ ହୋଇଥିବାବେଳେ ପ୍ରଥମ ସପ୍ତାହରେ ୧୫୦…

ହେଜେଲ୍‌ଙ୍କ ପୁର୍ବରୁ ୬ଜଣ ନାୟିକାଙ୍କୁ ଡେଟ୍‌ କରିଥିଲେ ଯୁବରାଜ

ମୁମ୍ବାଇ: ଭାରତୀୟ କ୍ରିକେଟର ଯୁବରାଜ ସିଂ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ହେଲେ ଏହି ଖେଳାଳିଙ୍କ ଲଭ୍‌ ଲାଇଫ୍‌ ଉପରେ ଯଦି ନଜର ପକାଇବା ତେବେ ବଲିଉଡ୍‌ ସହ ତାଙ୍କର ଖୁବ୍‌ ଭଲ ସମ୍ପର୍କ ଥିବା ଦେଖିବାକୁ ମିଳିବ। ୩…

ରାତାରାତି ହିଟ୍‌ ହୋଇଥିବା ନାୟିକାଙ୍କର ଏବେ ବଳଦି ଯାଇଛି ଠିକଣା

ମୁମ୍ବାଇ: ରାତାରାତି ବଲିଉଡ୍‌ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବଲିଉଡ୍‌ ନାୟିକା ଅନୁ ଅଗ୍ରଓ୍ବାଲ କିନ୍ତୁ ଏବେ ଲାଇମ୍‌ ଲାଇଟ୍‌ରୁ ବହୁ ଦୂରରେ। ପ୍ରଥମେ ମହେଶ ଭଟ୍ଟଙ୍କ ଫିଲ୍ମ ‘ଆଶିକ’ରେ ଅଭିନୟ କରିଥିବା ଅନୁ ରାତାରାତି ପାଲଟି…

ଷ୍ଟାଇଲ୍‌ ଷ୍ଟେଟମେଣ୍ଟରେ ସବୁଠାରୁ ଆଗରେ ଦୀପିକା-ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଓ ତାଙ୍କ ପତି ରଣବୀର କପୁର ବିବାହ ପରଠାରୁ ସବୁବେଳେ ଆସୁଛନ୍ତି ଚର୍ଚ୍ଚାକୁ। ଅଭିନୟ ପାଇଁ କୁହନ୍ତୁ ଅବା ଷ୍ଟାଇଲ୍‌ ଷ୍ଟେଟମେଣ୍ଟ ଏମାନେ ଅଧିକାଂଶ ସମୟରେ ଥାଆନ୍ତି ଚର୍ଚ୍ଚାରେ। ଅନେକ ଥର ଉଭୟଙ୍କୁ ସମାନ…

ଟ୍ରୋଲ ହେଲେ ରଣବୀର

ରଣବୀର କପୁର ସୋସିଆଲ ମିଡିଆରେ ଏବେ ଟ୍ରୋଲ ହୋଇଛନ୍ତି। କାରଣ ବାରଣସୀରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଶୁଟିଂ ସମୟରେ ଜଣେ ଫ୍ୟାନ୍‌ ତାଙ୍କୁ ଦେଖା କରିବାକୁ ଯାଇଥିଲେ। ସେଠାରେ ରଣବୀର ଫ୍ୟାନ୍‌ଙ୍କୁ ଏମିତି ବ୍ୟବହାର ଦେଖାଇଛନ୍ତି ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ…

ଫ୍ୟାନଙ୍କୁ ଖୁସି ଖବର ଦେବେ କମେଡି କିଙ୍ଗ୍‌ କପିଲ୍‌

କମେଡି କିଙ୍ଗ୍‌ କପିଲ ଶର୍ମା ଫ୍ୟାନମାନଙ୍କୁ ଖୁବ୍‌ଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି। ଚଳିତବର୍ଷ ଶେଷଆଡ଼କୁ କପିଲଙ୍କ ଘରକୁ ନୂଆ ଅତିଥି ଆସିବେ ବୋଲି ଚର୍ଚ୍ଚା ହେଉଛି। ଏଥିପାଇଁ କପିଲ ସବୁ କାମ ପଛରେ ପକାଇ ସ୍ତ୍ରୀ ଗିନି ଚତ୍‌ରଥଙ୍କ କେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri