ବିଶ୍ୱକପ୍ରେ ଭାରତ ହାରିବାକୁ ନେଇ ଟୁଇଟ୍ କରି ଟ୍ରୋଲ ହେଲେ ବିବେକ
ମୁମ୍ବାଇ: ଅଭିନେତା ବିବେକ ଓବରୟଙ୍କୁ ଟ୍ରୋଲ କରିଛନ୍ତି ପ୍ରଶଂସକ। ପୂର୍ବରୁ ଐଶ୍ୱର୍ଯ୍ୟା ରୟ ବଚ୍ଚନଙ୍କୁ ନେଇ ଏକ ମେମେ ଶେୟାର କରିବା ପରେ ତାଙ୍କୁ ଟ୍ରୋଲ କରାଯାଇଥିବା ବେଳେ ସେ ଏହାକୁ ଟୁଇଟରରୁ କାଟିବା ସହ କ୍ଷମାପ୍ରାର୍ଥନା କରିଥିଲେ। ଏବେ ବିଶ୍ୱକପ୍…
‘ସୁପର-୩୦’ର ବମ୍ପର ଓପନିଂ, ପ୍ରଥମ ଦିନରେ ରୋଜଗାର ୧୨ କୋଟି
ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିଛି ସୁପରଷ୍ଟାର ହ୍ରିତିକ୍ ରୋଶନଙ୍କ ଫିଲ୍ମ ‘ସୁପର-୩୦’। ବିହାରର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବ୍ୟକ୍ତିଗତ ଜୀବନ ଉପରେ ପର୍ଯ୍ୟବସିତ ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ଏହା ରିଲିଜର ପ୍ରଥମ ଦିନରେ ୧୨ କୋଟି ରୋଜଗାର…
ବିବାହ ପରେ ନଓ୍ବାବଙ୍କ ଭାଗ୍ୟ ବଦଳିଲା: ରଜନୀକାନ୍ତଙ୍କ ଫିଲ୍ମରେ ମିଳିଲା ଅଫର
ବଲିଉଡ୍ରେ କେତେବେଳେ କ’ଣ ଘଟିଥାଏ ତାହା ପୂର୍ବରୁ କହିବା କଷ୍ଟକର। ଏମିତି କିଛି ଘଟିଛି ଅଭିନେତା ନଓ୍ବାବ ଶାହଙ୍କ ସହ। ନିକଟରେ ସେ ଅଭିନେତ୍ରୀ ପୂଜା ବାତ୍ରାଙ୍କ ସହ ଲୁଚିଛପି ବିବାହ କରିଛନ୍ତି। ବର୍ତ୍ତମାନ ସେମାନଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ…
ଶ୍ରୀଦେବୀଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା: କେରଳ ଡିଜିପି ଦେଲେ ଚାଞ୍ଚଲ୍ୟକର ବୟାନ
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ବର୍ଷେ ପୂରିଗଲାଣି। ୨୪ ଫେବୃଆରୀ,୨୦୧୮ରେ ବାଥ୍ଟବ୍ରେ ବୁଡ଼ି ଶ୍ରୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରଲୋକରେ ପୂରା ବଲିଉଡ୍ ଜଗତରେ ଶୋକର ଛାୟା ଖେଳି ଯାଇଥିଲା। କିନ୍ତୁ ତାଙ୍କ ମୃତ୍ୟୁର ବର୍ଷକ ପରେ ଆଇପିଏସ୍ ଅଧିକାରୀ…
ବାପାଙ୍କ ଫିଲ୍ମରେ ଗୀତ ଗାଇଲେ ଆଲିଆ
ମୁମ୍ବାଇ: ‘ହାଇଓ୍ବେ’, ‘ବଦ୍ରିନାଥ କି ଦୁଲ୍ହନିଆ’, ‘ଉଡ୍ତା ପଞ୍ଜାବ’ ଭଳି ଫିଲ୍ମରେ ନିଜର ବଳିଷ୍ଠ ଅଭିନୟର ନିଦର୍ଶନ ଦେଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ଏବେ ସେ ‘ସଡ଼କ-୨’ର ଶୁଟିଂରେ ବ୍ୟସ୍ତ। ନିର୍ଦ୍ଦେଶକ ତଥା ବାପା ମହେଶ ଭଟ୍ଟଙ୍କ ସହ ଆଲିଆଙ୍କ ଏହା…
ହଓ୍ବା ହଓ୍ବାଇ ଗର୍ଲଙ୍କ ବିଷୟରେ କିଛି ଅଜଣା କଥା
ବଲିଉଡ୍ର ହଓ୍ବା ହଓ୍ବାଇ ଗର୍ଲ ଶ୍ରୀଦେବୀ। ଅନେକ ସଫଳ ଚରିତ୍ର ତଥା ସୁପରହିଟ୍ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କ ଜୀବନ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ୍ ନୁହେଁ। ଆଜକୁ ପ୍ରାୟ ଦେଢ଼ ବର୍ଷ ପୂର୍ବେ ଅର୍ଥାତ୍ ୨୪ ଫେବୃଆରୀ ୨୦୧୮ରେ…
ଜର୍ଜିଆରେ ‘କାର୍ଗିଲ ଗର୍ଲ’ ଶୁଟିଂ
ମୁମ୍ବାଇ: ଜର୍ଜିଆରେ ‘କାର୍ଗିଲ ଗର୍ଲ’ର ଶୁଟିଂ ହେବ। ଏଥିପାଇଁ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଅଙ୍ଗଦ ବେଦୀ ପୂରା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବାୟୁସେନା ବିମାନ ଚାଳକ ଗୁଞ୍ଜନ ସାକ୍ସେନାଙ୍କ ଜୀବନ କାହାଣୀକୁ ନେଇ ‘କାରଗିଲ ଗର୍ଲ’ ଗଢ଼ିଉଠିଛି,…
ବିବାହ ବିଚ୍ଛେଦର ୧୨ ବର୍ଷ ପରେ ଅଭିନେତ୍ରୀ କଲେ ଦ୍ୱିତୀୟ ବିବାହ
‘କ୍ୟୁଁ କି ଶାଶ୍ କଭି ବୋହୂ ଥୀ’ ସିରିୟଲକୁ ୧୯ ବର୍ଷ ପୂରିଛି। ପୂରା ଟିମ୍ ଖୁବ୍ ମଜା କରିଥିବା ଫଟୋ ଏବେ ଭାଇରାଲ ହୋଇଛି। ଏହି ସିରିୟଲରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀ ଦୀର୍ଘଦିନର ସମ୍ପର୍କ ଥିବା ବୟଫ୍ରେଣ୍ଡଙ୍କୁ ଦ୍ୱିତୀୟ…
ସଲମାନଙ୍କ ସହ ଥିବା ଏହି ଯୁବକ ଜଣଙ୍କ ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ
ବଲିଉଡ୍ ଭାଇଜାନ ସଲମାନ ଖାନ୍ ଆଜିକାଲି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଛନ୍ତି। ପ୍ରତିଦିନ କିଛି ନା କିଛି ଫଟୋ କିମ୍ବା ଭିଡିଓ ସେ ପୋଷ୍ଟ କରୁଥିବାର ନଜିର ରହିଛି। ନିକଟରେ ସେ ଏକ ଭିଡିଓ ପୋଷ୍ଟ କରି ବେଶ୍ ଚର୍ଚ୍ଚାରେ…
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନନ୍ୟାଙ୍କ ଫଟୋ
ମୁମ୍ବାଇ: ବଲିଉଡ୍ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨’ରୁ କ୍ୟାରିୟର ଆରମ୍ଭ କରିଥିବା ଅନନ୍ୟା ପାଣ୍ଡେ ଏବେ ଖୁବ୍ ଚର୍ଚ୍ଚାରେ। ବଲିଉଡ୍ ଅଭିନେତା ଚଙ୍କି ପାଣ୍ଡେଙ୍କ ଏହି ଲାଡ୍ଲି ଏବେ ଆଉ ଏକ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ରେ…
ଇମୋଶନାଲ ହେଲେ ଧର୍ମେନ୍ଦ୍ର
ମୁମ୍ବାଇ: ବେଶ୍ କିଛି ଦିନ ଆକ୍ସନ୍ ହିରୋ ଭାବେ ବଲିଉଡ୍ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଧର୍ମେନ୍ଦ୍ର ଅସଲ ଜୀବନରେ ଖୁବ୍ ଇମୋଶନାଲ ବୋଲି ହୁଏତ କମ୍ ଲୋକେ ଜାଣିଥିବେ। ନିକଟରେ ତାଙ୍କର ଏକ ଟୁଇଟ୍ ପୁଣି ଥରେ ତାଙ୍କୁ ଇମୋଶନାଲ କରି…
‘କବିର ସିଂହ’ର ‘ଶିବା’ ଚରିତ୍ର ଆଣିଦେଇଛି ସଫଳତା, ଚର୍ଚ୍ଚାରେ ସୋହମ୍
ମୁମ୍ବାଇ: ଚଳଚ୍ଚିତ୍ରର କାହାଣୀ ସାଙ୍ଗକୁ ନାୟିକା-ନାୟକଙ୍କ ଅଭିନୟ ଦର୍ଶକଙ୍କ ମନରେ ଗଭୀର ଛାପ ଛାଡ଼ିଥାଏ। ଏଥିରୁ ଫିଲ୍ମଟି କେତେ ସଫଳ ତାହା ବାରି ହୋଇପଡେ। ଏମାନଙ୍କୁ ଛାଡ଼ି ଦେଲେ ଚଳଚ୍ଚିତ୍ରରେ ଏଭଳି କିଛି ଚରିତ୍ର ଥାଏ ତାହା ସବୁଦିନ ପାଇଁ ମନେ…
Archives


