ମନୋରଞ୍ଜନ

ରଣବୀରଙ୍କ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ର ସିମ୍ବା ଷ୍ଟାର ଶନିବାର ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ର ଦିବସରେ ରଣବୀର ସିଂହ ତାଙ୍କର ଅପ୍‌କମିଂ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍‌ ଶେୟାର କରିଛନ୍ତି। ଏହି ଫିଲ୍ମରେ ଭାରତୀୟ କ୍ରିକେଟର ତଥା ହରିୟାଣାର ହରିକେନ…

କାହା ପ୍ରେମରେ ପଡିଛନ୍ତି ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଜବରିୟା ଯୋଡି’ର ଟ୍ରେଲର ନିକଟରେ ରିଲିଜ୍‌ ହୋଇଛି। ଦର୍ଶକଙ୍କ ତରଫରୁ ଏହି ଟ୍ରେଲରକୁ ଭଲ ରେସ୍‌ପନ୍ସ ମଧ୍ୟ ମିଳୁଛି। ତେବେ ସିଦ୍ଧାର୍ଥ ନିଜ ଆଫେୟାର୍ସକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ…

ରିଷି କପୁରଙ୍କୁ ଭେଟିଲେ ଅର୍ଜୁନ-ମଲାଇକା

ମୁମ୍ବାଇ: ବି ଟାଉନର ଚର୍ଚ୍ଚିତ ଯୋଡି ତଥା ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଓ ଆଇଟମ୍‌ ଗର୍ଲ ମଲାଇକା ଆରୋରା ଏବେ ନ୍ୟୁୟର୍କରେ ଛୁଟି କଟାଉଛନ୍ତି। ଦୁଇ ଜଣ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ବେଳେ ଉଭୟଙ୍କର ଏକାସାଙ୍ଗରେ ବିତାଇଥିବା କିଛି…

ନୁସ୍‌ରତ ଇନ୍‌ଷ୍ଟାଗ୍ରାମରେ ଶେୟାର କଲେ ରୋମାଣ୍ଟିକ୍‌ ଫଟୋ

ଅଭିନେତ୍ରୀ ତଥା ଟିଏମ୍‌ସି ଏମ୍‌ପି ନୁସରତ ଜହାଁଙ୍କ ରିସେପ୍‌ଶନ ୪ ଜୁଲାଇରେ କଲିକତାର ଆଇଟିସି ରୟାଲ ହୋଟେଲରେ ସମ୍ପନ୍ନ ହୋଇଛି। ପାର୍ଟିର ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଗୁଡ଼ିକ ମଧ୍ୟରୁ ଏକ ନୂଆ ଫଟୋ ଦର୍ଶକଙ୍କ ସାମ୍ନାକୁ ଆସିଛି।…

‘ମିଶନ୍‌ ମଙ୍ଗଲ୍‌’ର ବୈଜ୍ଞାନିକ ଭୂମିକାରେ ଅକ୍ଷୟ

ମୁମ୍ବାଇ: ସ୍ପେସ୍‌ ଡ୍ରାମା ‘ମିସନ୍‌ ମଙ୍ଗଲ୍‌’ରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଜଣେ ବୈଜ୍ଞାନିକ ଭୂମିକା ନେଇଥିବା ବେଳେ ଏହା ତାଙ୍କ ଝିଅ ବୟସର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି। ଏହି ଫିଲ୍ମ ଦର୍ଶକଙ୍କୁ ବିଜ୍ଞାନ ପ୍ରତି ଯେତିକି ଅନୁପ୍ରେରିତ…

ମୁଁ ଜନ୍ମରୁ ମୁସଲମାନ, ଆଗକୁ ବି ରହିବି: ନୁଶରତ୍‌ ଜହାଁ

କୋଲକତା, ୪।୭: ପଶ୍ଚିମବଙ୍ଗର ବସିରହାଟରୁ ନବନିର୍ବାଚିତ ତୃଣମୂଳ ସାଂସଦ ନୁଶରତ୍‌ ଜହାଁ ନିକଟରେ କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ବିହାହ ପରେ ମଥାରେ ସିନ୍ଦୁର ଏବଂ ଗଳାରେ ମଙ୍ଗଳ ସୁତ୍ର ପିନ୍ଧି ସେ ସଂସଦକୁ ଶପଥ ନେବାକୁ…

ତିଆରି ହେବ ମହିଳା କ୍ରିକେଟର ମିତାଲି ରାଜ୍‌ଙ୍କ ବାୟୋପିକ୍‌

ମୁମ୍ବାଇ: ବାୟୋପିକ୍‌ ଟ୍ରେଣ୍ଡରେ ଏଥର ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛି ଭାରତୀୟ ଦଳର ମହିଳା କ୍ରିକେଟର ମିତାଲି ରାଜଙ୍କ ବାୟୋପିକ୍‌। ଏଥିରେ ଲିଡ୍‌ ରୋଲରେ ଆସିପାରନ୍ତି ତାପସି ପନ୍ନୁ। ଏକ ଦିବସୀୟ ମହିଳା କ୍ରିକେଟ ଦଳର ଏହି କ୍ୟାପଟେନଙ୍କୁ ନେଇ ତିଆରି…

କଡ଼ା ସୁରକ୍ଷାବଳୟରେ ସଲ୍‌ମାନ-ଆଲିଆଙ୍କ ଇଂଶାଅଲ୍ଲାହର ହେବ ଶୁଟିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲ୍‌ମାନ ଖାଁ ଓ ଆଲିଆ ଭଟ୍ଟଙ୍କ ଅପ୍‌ କମିଂ ଫିଲ୍ମ ଇଂଶାଅଲ୍ଲାହର ଖୁବ୍‌ଶୀଘ୍ର ଶୁଟିଂ ଆରମ୍ଭ ହେବାକୁ ଯାଉଛି। ଏହାର ଶୁଟିଂ ପାଇଁ ୩ଟି ସ୍ଥାନ ନିର୍ଦ୍ଦିଷ୍ଟ କରାଯାଇଥିବା ବେଳେ ଶୁଟିଂ ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…

ପ୍ରେମିକ ଆଉ ସ୍ବାମୀ ଭିତରେ ବହୁତ ଫରକ କହିଲେ ପ୍ରିୟଙ୍କା

ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ଭିନ୍ନଭିନ୍ନ ପରିଚୟ ସୃଷ୍ଟି କରିଚାଲିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା – ନିକ୍‌ ଜୋନାସ ୨୦୧୮ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରଠାରୁ ଦୁହେଁ ବହୁ ଖୁସିରେ ଥିବା ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା…

ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଲେ ଏହି ଅଭିନେତାଙ୍କ ଝିଅ

ଇଟାଲିୟନ୍‌ ବୟଫ୍ରେଣ୍ଡ୍‌ଙ୍କ ଅଚାନକ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା। ଇନଷ୍ଟାଗ୍ରାମରେ ନିଜ ବୟଫ୍ରେଣ୍ଡ୍‌ଙ୍କ ଫଟୋ ପୋଷ୍ଟ କରି ତାଙ୍କୁ ଏକ ଭାବବିହ୍ବଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସେ । ଜୀବନରେ ମୋତେ ବହୁତ ଭଲ ପାଇବା ଦେଇଛ ଯାହାକୁ…

କୋର୍ଟରେ ହାଜର ନ ହେଲେ ଖାରଜ ହେବ ସଲମାନଙ୍କ ଜାମିନ

ଯୋଧପୁର,୪।୭: କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ଅଭିନେତା ସଲମାନ ଖାଁ ଯଦି ପରବର୍ତ୍ତି ଶୁଣାଣିରେ କୋର୍ଟରେ ହାଜର ନ ହୁଅନ୍ତି ତେବେ ତାଙ୍କ ଜାମିନ ଖାରଜ କରାଯିବ। ଗୁରୁବାର ଯୋଧପୁର କୋର୍ଟ ଏହା କହିଛନ୍ତି। ସୂଚନାଯୋଗ୍ୟ, ‘ହମ୍‌ ସାଥ୍‌ ସାଥ୍‌…

ପାଣି କେମିତି କରିବେ ସଞ୍ଚୟ: ଟିପ୍ସ ଦେଲେ ଅମିର

ମୁମ୍ବାଇ, ୪।୭: ଆଜିକାଲି ଦେଶର ବିଭିନ୍ନ ସ୍ଥାନରେ ଜଳ ସଙ୍କଟ ଦେଖାଯାଇଛି। ମୁନ୍ଦେ ପାଣି ପାଇଁ ଲୋକଙ୍କୁ ଲମ୍ବା ଲାଇନ୍‌ରେ ଛିଡା ହେବାକୁ ପଡୁଛି। ଏଭଳି ସଙ୍କଟରୁ ତ୍ରାହି ପାଇବା ପାଇଁ ଲୋକଙ୍କୁ କିଛି ଟିପ୍ସ ଦେଇଛନ୍ତି ବଲିଉଡ ଅଭିନେତା ଅମିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri