ଅପେକ୍ଷା ତିନିବର୍ଷର
ୟା ଭିତରେ ତିନିବର୍ଷ ବିତିଗଲାଣି। ହେଲେ ଗୋଟିଏ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ମିଳି ନ ଥିଲା। କାରଣ କ’ଣ ? ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ‘ମୁଁ ସପନର ସୌଦାଗର’ରେ ଏହି ଯୋଡ଼ି ପ୍ରଥରଥର ପାଇଁ ସ୍କ୍ରିନ୍ ଶେୟାର କରିଥିଲେ।...
ପାରିଶ୍ରମିକ ପାଇଁ..
ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍ କରିବାକୁ ଚାହିଁଲେ। କଥାବାର୍ତ୍ତା ସମୟରେ ବେଶ୍ କୁଲ୍ ମାଇଣ୍ଡରେ କାହାଣୀ ଏବଂ ନିଜ...
ନିଆରା ଅନ୍ଦାଜରେ ଅର୍ଜୁନଙ୍କୁ ବାର୍ଥଡେ ଓ୍ବିଶ କଲେ କକା ଅନୀଲ
ମୁମ୍ବାଇ: ବଲିଉଡ୍ ଅଭିନେତା ଅର୍ଜୁନ କପୁର ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏନେଇ ତାଙ୍କ କକା ଅନୀଲ କପୁର ଏକ ନିଆରା ଅନ୍ଦାଜରେ ତାଙ୍କୁ ବାର୍ଥ ଡେ ଓ୍ବିଶ ଜଣାଇଛନ୍ତି। ଅର୍ଜୁନଙ୍କ ସହ ବିତାଇଥିବା କିଛି ମୂହୁର୍ତ୍ତକୁ ଅନୀଲ...
ଫଟୋ ଶେୟାର କରି ଚର୍ଚ୍ଚାରେ ବବି ଦେଓଲ
ବବି ଦେଓଲ ବର୍ତ୍ତମାନ ସମୟରେ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ରହୁନାହାନ୍ତି, ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ସେତିକି ଚର୍ଚ୍ଚାକୁ ଆସିଛନ୍ତି। ଏହି ଫଟୋକୁ ବବି ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହାକୁ ୫୦ ହଜାରରୁ ଊର୍ଦ୍ଧ୍ୱ...
ପୁଣି ଜମିବ ଯୋଡି: କପିଲଙ୍କ ଶୋ’କୁ ଫେରିବେ ସୁନୀଲ ଗ୍ରୋଭର
ଦୀର୍ଘ ଦିନର ଶତ୍ରୁତା ପରେ ଏବେ ପୁଣି ଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ସୁନୀଲ ଗ୍ରୋଭର। ଏହି ଦୁଇହିଁ ଏକାଠି କରିବାରେ ସଫଳ ହୋଇଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ଖୁବଶିଘ୍ର...
ପାଞ୍ଚ ଦିନରେ ଶହେ କୋଟି କ୍ଲବରେ ‘କବିର ସିଂ’, ପାଲଟିଲା ଶାହିଦଙ୍କ କ୍ୟାରିୟରର ସବୁଠୁ ବଡ଼ ଫିଲ୍ମ
ମୁମ୍ବାଇ: ରିଲିଜ୍ ପରଠାରୁ ବକ୍ସ ଅଫିସରେ ଭଲ ପ୍ରଦର୍ଶନକୁ ଜାରି ରଖିଛି ଅଭିନେତା ଶାହିଦ କପୁରଙ୍କ ଫିଲ୍ମ ‘କବିର ସିଂ’। ମାତ୍ର ପାଞ୍ଚ ଦିନରେ ଶହେ କୋଟି କ୍ଲବରେ ପହଞ୍ଚିବାରେ ସଫଳ ହୋଇଛି ଫିଲ୍ମଟି। ମଙ୍ଗଳବାର ୧୬.୫୩ କୋଟି ବ୍ୟବସାୟ...
ଇଣ୍ଡଷ୍ଟ୍ରିରେ ୨୭ ବର୍ଷ ପୂରଣ ପରେ ଶାହରୁଖ୍ କହିଲେ ଏମିତି କଥା
ଦୀର୍ଘ ୨୭ ବର୍ଷ ଧରି ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶାହରୁଖ ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ‘ଜିରୋ’ ଫ୍ଲପ ହେବା ପରେ ସେ ଆଉ କୌଣସି ଫିଲ୍ମରେ ସାଇନ୍ କରି ନ ଥିଲେ ମଧ୍ୟ ଦର୍ଶକଙ୍କ ଭଲପାଇବା ଏବଂ ଶୁଭେଚ୍ଛା ତାଙ୍କ...
ଫିଟ୍ନେସ ପାଇଁ ଶିଳ୍ପା ଖାଇଥାନ୍ତି ଏସବୁ ଖାଦ୍ୟ
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ନିଜର ଫିଟ୍ନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ସୌନ୍ଦର୍ଯ୍ୟତାକୁ ନେଇ ଫ୍ୟାନଙ୍କ ମନରେ ବି ବେଳେବେଳେ ପ୍ରଶ୍ନ ଉଠିଥାଏ। ଏତେ ସୁନ୍ଦର ଦେଖାଯିବାର ରାଜ୍ କ’ଣ। ତେବେ ଜାଣନ୍ତୁ ଶିଳ୍ପା କାହଁିକି ସୁନ୍ଦର...
‘ଦବଙ୍ଗ ୩’ରେ ନାହିଁ ତ୍ରିକୋଣୀୟ ପ୍ରେମ
ମୁମ୍ବାଇ: ‘ଦବଙ୍ଗ ୩’ରେ ତ୍ରିକୋଣୀୟ ପ୍ରେମ ନାହିଁ ବୋଲି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ପ୍ରକାଶ କରିଛନ୍ତି। ସେ ଏଥିରେ ରାଜୋ ଭୂମିକାରେ ପୁଣି ଆସୁଛନ୍ତି। ସୋମବାର ଏଠାରେ ସାଲୋନ୍ ବ୍ରାଣ୍ଡ୍ର ରେଟ୍ରୋ ରେମିକ୍ସ କଲେକ୍ସନ୍ ଲଞ୍ଚ୍ ଅବସରରେ ସୋନାକ୍ଷୀ ଏହା...
ଅସଲି ନାଁରେ ବଲିଉଡ୍ ଚରିତ୍ର
ମୁମ୍ବାଇ: ବଲିଉଡ୍ରେ ଏମିତି କେତେଜଣ କଳାକାର ଅଛନ୍ତି ଯେଉଁମାନେ ଅଭିନୟ ସମୟରେ ନିଜ ନାଁ ରଖିବାକୁ ପସନ୍ଦ କରି ନ ଥାଆନ୍ତି। ହେଲେ ଏଠି ଆଉ କେତେଜଣ ଅଭିନେତ୍ରୀ ଅଭିନେତା ରହିଛନ୍ତି ଯେଉଁମାନେ ନିଜ ନିଜ ଅସଲ ନାଁକୁ ପରଦାରେ...
ପୁଣି ଥରେ ବୋହୂ ସାଜିଲେ ହେମା: ଫଟୋ ହେଲା ଭାଇରାଲ
ମୁମ୍ବାଇ: ବଲିଉଡ୍ ଡ୍ରିମ୍ ଗର୍ଲଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଝିଅ ଇସା ଦେଓଲ ଏହି ଫଟୋଟି ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଏହା ଭାଇରାଲ ହୋଇଛି। କିଛିଦିନ ତଳେ ଦ୍ୱିତୀୟ ସନ୍ତାନର ଜନନୀ...
ନିଜ ଅଜାଙ୍କ ପୁରୁଣା ଫଟୋକୁ ଶେୟାର କଲେ ଅମିତାଭ
ମୁମ୍ବାଇ,୨୪।୬: ବଲିଉଡ୍ ଶେହେନ୍ସା ଅମିତାଭ ବଚ୍ଚନ ଏବେ ନିଜର ଅପ୍ କମିଂ ଫିଲ୍ମ ‘ଗୁଲାବୋ ସିତାବୋ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ ଫିଲ୍ମରେ ଅମିତାଭଙ୍କ ଚେହେରାର ଶୁଟିଂ ସମୟରେ ୧୪ ମିନିଟ୍ର ଲମ୍ବା ଡାଇଲଗ୍ ଚର୍ଚ୍ଚାକୁ ଆସିଥିଲା।...
Archives


