ପାକିସ୍ତାନରେ ଶୋ’ କରି ଅଡୁଆରେ ମିକା ସିଂ
ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂ ପାକିସ୍ତାନରେ ଏକ ସଙ୍ଗୀତ ଶୋ’ କରି ଅଡୁଆରେ ପଡିଯାଇଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ ମିଡିଆରେ ଗାଳି ଦେଇଛନ୍ତି। ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ଉଭୟ ଦେଶ ସମ୍ପର୍କ ତିକ୍ତତା…
ଫଟୋ ଶେୟାର କଲେ ଅନନ୍ୟା: ଦର୍ଶକେ କହିଲେ ବେଟର୍ ନୁହେଁ ହଟର୍
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଅନନ୍ୟା ପାଣ୍ଡେ ଗୋଟିଏ ଫିଲ୍ମରେ କାମ କରିଥିବା ବେଳେ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା କିନ୍ତୁ ବହୁତ ଅଧିକ। ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ଏହି ନାୟିକା ଅନେକ ସମୟରେ ନିଜର ଫଟୋ ଶେୟାର କରିଥାଆନ୍ତି। ହେଲେ…
ନିଜ ଟୁଇଟର ଆକାଉଣ୍ଟ ଡିଲିଟ୍ କଲେ ଅନୁରାଗ
ମୁମ୍ବାଇ: ବଲିଉଡ୍ର ନାମୀ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବେ ତାଙ୍କ ଟୁଇଟର ଆକାଉଣ୍ଟ ଡିଲିଟ କରିଥିବା କହିଛନ୍ତି। ଗ୍ୟାଙ୍ଗସ୍ ଅଫ୍ ଓ୍ବାସିପୁର, ବ୍ଲାକ ଫ୍ରାଇଡେ ଭଳି ହିଟ୍ ଫିଲ୍ମ ଭେଟି ଦେଇଥିବା ଏହି ନିର୍ଦ୍ଦେଶକ ଏବେ ରାଗରେ ସୋସିଆଲ ମିଡିଆଠାରୁ ଦୂରେଇ…
ଜୟ ହିନ୍ଦ୍ ଲେଖି ପାକିସ୍ତାନୀ ମହିଳାଙ୍କ ରୋଷର ଶିକାର ହେଲେ ପ୍ରିୟଙ୍କା
ବ୍ୟକ୍ତିଗତ ହେଉ କି ପ୍ରଫେଶନାଲ ଜୀବନ ହେଉ ଦୁଇଟାଯାକରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୂରା ସନ୍ତୁଳନ ରକ୍ଷା କରିଥାନ୍ତି। ଏମିତିରେ ବି ତାଙ୍କୁ ବହୁବାର ଟ୍ରୋଲ କରିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ସେ ଏହାର କଡ଼ା ଜବାବ ରଖି ସମାଧାନ କରିଦିଅନ୍ତି।…
ହ୍ୟାଟ୍ରିକ୍ ଅପେକ୍ଷାରେ ଦେବରାଜ
ନବାଗତ ନାୟକ ଦେବରାଜ। ଗତବର୍ଷ ତାଙ୍କର ଡେବ୍ୟୁ ଫିଲ୍ମ ‘ତୋ ପ୍ରେମରେ ପଡ଼ିଲା ପରେ’ ରିଲିଜ୍ ହୋଇଥିଲା। ଆରମ୍ଭରୁ ହିଁ ସେ ନିଜର ଆକ୍ଟିଂ ଦକ୍ଷତା ଦେଖାଇ ସାଉଁଟିଥିଲେ ସଫଳତା। ଆଉ ଏବେ ବ୍ୟାକ୍-ଟୁ-ବ୍ୟାକ୍ ତିନୋଟି ଫିଲ୍ମ ରିଲିଜ୍ ଅପେକ୍ଷାରେ ରହିଛି।…
ସବୁଠି ନିଗମଙ୍କ ଗୀତର ମହକ
ଯାତ୍ରା ନାଟକରେ ଗୀତ ଲେଖିବା କଥା ଉଠିଲେ ପ୍ରଥମେ ଯାହାଙ୍କୁ ଖୋଜାପଡ଼େ ସେ ହେଉଛନ୍ତି ନିଗମ ମିଶ୍ର। ପ୍ରତ୍ୟେକ ନାଟ୍ୟକାର ଚାହାନ୍ତି ତାଙ୍କ ନାଟକରେ ନିଗମ ମିଶ୍ର ଗୀତ ଲେଖନ୍ତୁ। ପ୍ରତ୍ୟେକ ସଙ୍ଗୀତ ନିର୍ଦ୍ଦେଶକ ଚାହାନ୍ତି ତାଙ୍କୁ ନିଗମ ମିଶ୍ରଙ୍କର ଲାଇନ୍ଟିଏ…
ରଞ୍ଜନଙ୍କ ୨୦୧୯-୨୦ ଯାତ୍ରା
୨୦୧୯-୨୦ ଯାତ୍ରା ସିଜନ୍ ପାଇଁ ଯାତ୍ରାନୁଷ୍ଠାନଗୁଡ଼ିକର ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି। ଆଉ ଯାହା ହେବ ଫିଲ୍ଡରେ (ଯାତ୍ରା ହେଉଥିବା ସ୍ଥାନରେ) ହେବ। ୨୦୧୯-୨୦ ଯାତ୍ରାବର୍ଷ ପାଇଁ ଯୁବ ନିର୍ଦ୍ଦେଶକ ରଞ୍ଜନ ବିଶ୍ୱାଳ ଦୁଇଗୋଟି ନାଟକ ପ୍ରସ୍ତୁତ କରିଛନ୍ତି। ଦୁଇଟି ଯାକ…
‘ମର୍ଦ୍ଦାନି ୨’ ରିଲିଜ ଡିସେମ୍ବର ୧୩
ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ଅଭିନୀତ ‘ମର୍ଦ୍ଦାନି ୨’ ଡିସେମ୍ବର ୧୩ରେ ରିଲିଜ ହେବାକୁ ଯାଉଛି। ଏଥିରେ ଜଣେ ପୋଲିସ ଅଫିସର ଭାବେ ଶିବାନୀ ରଏ ଭୂମିକାରେ ଅଭିନୟ କରିଛନ୍ତି ରାଣୀ। ଉକ୍ତ ଫିଲ୍ମ ୨୦୧୪ରେ ରିଲିଜ ହୋଇଥିବା ‘ମର୍ଦ୍ଦାନି’ର ଦ୍ୱିତୀୟ ସଂସ୍କରଣ।…
ସ୍ପଷ୍ଟ କଲେ ରାଜୀବ- ଚାରୁ, ସମ୍ପର୍କରେ ଆସିନି ତିକ୍ତତା
ମୁମ୍ବାଇ: ବିବାହର ଏକ ମାସ ପରେ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ଏବଂ ସ୍ତ୍ରୀ ଚାରୁ ଅସୋପାଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ ଚର୍ଚ୍ଚା ହେଉଥିଲା। ଉଭୟ ଉଭୟଙ୍କୁ ଅନ୍ଫଲୋ କରିବା ଚାରୁଙ୍କ କିଛି ସୋସିଆଲ ମିଡିଆ ପୋଷ୍ଟରୁ…
ଚର୍ଚ୍ଚାରେ ମଲାଇକାଙ୍କ ଫଟୋ ଶୁଟ୍
ମୁମ୍ବାଇ: ବଲିଉଡ୍ ସେକ୍ସି କୁଇନ୍ ମଲାଇକା ଆରୋରା ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ବଲିଉଡ୍ର ଏହି ଫିଟ୍ ନାୟିକା ଏଥର ତାଙ୍କ ଫଟୋଶୁଟ୍କୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ମେଲବୋର୍ନରେ ଆୟୋଜିତ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା…
ସୋସିଆଲ ମିଡିଆ ଛାଡିବେ ଜନ୍
ମୁମ୍ବାଇ: ଏବେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବାବେଳେ ଅଭିନେତା ଜନ୍ ଆବ୍ରାହମ୍ କୁଆଡେ ସୋସିଆଲ ମିଡିଆ ଛାଡିଦେବେ ବୋଲି କହିଛନ୍ତି। କାରଣ ସୋସିଆଲ ମିଡିଆ ତାଙ୍କୁ ରୋଗିଣା କରି ଦେଇଛି ବୋଲି ସେ କହିଛନ୍ତି। କାରଣ ପ୍ରତିଦିନ ସୋସିଆଲ…
ଚର୍ଚ୍ଚାରେ କିଆରାଙ୍କ ପର୍ସ: ଦାମ୍ ଜାଣିଲେ ଉଡ଼ିଯିବ ହୋସ୍
ମୁମ୍ବାଇ:ଚଳିତ ବର୍ଷ ଫିଲ୍ମ କବିର ସିଂହରୁ ରାତାରାତି ନିଜର ପରିଚୟ ତିଆରି କରିଥିବା କିଆରା ଆଡଭାନୀ ଏବେ ବି-ଟାଉନର ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ନିକଟରେ କିୟାରା ନିଜର ୨୭ତମ ଜନ୍ମଦିନ ପାଳିଥିଲେ। ଏହି ଅବସରରେ କିଆରା ପର୍ଲର ଆଉଟଫିଟ୍ରେ ନଜର ଆସିଥିଲେ।…
Archives


