ମନୋରଞ୍ଜନ

ଚୁଜି ହେଲେଣି ଅନନ୍ୟା

ନବାଗତା ଅନନ୍ୟା ଏବେ ଚୁଜି ହେଲେଣି। ଭୂମିକା ହେଉ କି କାହାଣୀ ଯଦି ପସନ୍ଦ ନ ହେଲା ତେବେ ସିଧା ସିଧା ମନା କରିଦେଉଛନ୍ତି। ନିକଟରେ ଏପରି ୩-୪ଟି ଅଫର ହାତଛଡ଼ା କରିଛନ୍ତି ଚଙ୍କି ପାଣ୍ଡେଙ୍କ ଏହି କନ୍ୟା। ‘ପ୍ରଥମେ କାହାଣୀ…

୨୫ବର୍ଷ ପରେ…

ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ରିଷି କପୁର। ଯୁବାବସ୍ଥାରେ ସେ ନିଜକୁ ଜଣେ ରୋମାଣ୍ଟିକ ନାୟକ ଭାବରେ ପରିଚୟ ସୃଷ୍ଟି କରିଥିଲେ। ‘ବବି, ପ୍ରେମ ରୋଗ, ସରଗମ୍‌, କର୍ଜ, ନସିବ ଅପନା ଅପନା, ଦୋସ୍ତି ଦୁସ୍‌ମନୀ, ନାଗିନା, ଚାନ୍ଦିନୀ, ହେନା, ବୋଲ୍‌…

ବିବାହ କଥା ଲୁଚାଇଥିଲେ ଏହିସବୁ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀମାନେ ଲାଇମ୍‌ ଲାଇଟ୍‌ ପରେ ବି କିଛି କଥାକୁ ସିିକ୍ରେଟ୍‌ ରଖିଥାନ୍ତି। ଏପରିକି ଫ୍ୟାନ୍‌ମାନଙ୍କୁ ବର୍ଷବର୍ଷ ଧରି ଏସବୁ କଥା ଜଣାପଡ଼ି ନ ଥାଏ। ଆଉ ଯେତେବେଳେ ଜଣାପଡ଼େ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥା’ନ୍ତି। ଆଜି ଏମିତି କିଛି ଅଭିନେତ୍ରୀଙ୍କ ସମ୍ପର୍କରେ…

ଅଡୁଆ କଲା କିସ୍‌

ଆଲିୟା କେତେ ଆଶା ବାନ୍ଧି ବସିଥିଲେ। ବଲିଉଡ୍‌ର ଆଗଧାଡ଼ିର ଅଭିନେତା ସଲମାନ ଖାନ୍‌ଙ୍କ ସହ ଅଭିନୟ କରିବେ। ହେଲେ ସବୁ ଆଶା ପାଣି ଫୋଟକା ପରି ମିଳାଇ ଗଲା। ମାତ୍ର ଗୋଟିଏ ସିନ୍‌ ପାଇଁ ସେ ଏଥିରେ ଅଭିନୟ କରିବେ ନାହିଁ…

ଧୋନୀଙ୍କ ଠାରୁ ଅନେକ କିଛି ଶିଖିବାର ଅଛି

ଦୀର୍ଘବର୍ଷ ଧରି ଓଡ଼ିଶା କ୍ରିକେଟ ଦଳର ଫିଜିଓ ଦାୟିତ୍ୱରେ ଅଛନ୍ତି ଶୁଭକାନ୍ତ ସାହୁ। ଏପରିକି ପ୍ରଥମ ଓଡ଼ିଆ ଭାବେ ବିସିସିଆଇର ଲେଭଲ-୧ ଫିଜିଓ କୋର୍ସରେ ସେ ଉନ୍ନୀତ ହୋଇଥିଲେ। ପିତା ନବକିଶୋର ସାହୁ ଓ ମା’ ଶାନ୍ତିଲତା ସାହୁଙ୍କ ପୁଅ ଶୁଭକାନ୍ତଙ୍କ…

ବାଜି ମାରିଲା ‘ରାଜି’

ମୁମ୍ବାଇ,୧୯।୯: ବଲିଉଡ୍‌ର ସବୁଠାରୁ ବଡ ଆଓ୍ବାର୍ଡ ମଧ୍ୟରେ ଗଣା ଯାଉଥିବା ଏକ ଆଓ୍ବାର୍ଡ ହେଉଛି ଇଣ୍ଟରନ୍ୟାଶନାଲ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ ଆଓ୍ବାର୍ଡ ବା (ଆଇଆଇଏଫ୍‌ଏ) ଆଇଫା। ୨୦୧୯ ଆଇଫା ଆଓ୍ବାର୍ଡରେ ଏଥର ବାଜି ମାରିଛି ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରାଜି’।…

ପରଲୋକରେ ହରର ଫିଲ୍ମ ନିର୍ଦ୍ଦେଶକ

ମୁମ୍ବାଇ,୧୮।୯: ବଲିଉଡ୍‌ରେ ୭୦ ଓ ୮୦ ଦଶକରେ ଆସିଥିବା ହରର ଫିଲ୍ମର ନିର୍ଦ୍ଦେଶକ ଶ୍ୟାମ ରାମସେଙ୍କ ବୁଧବାର ପରଲୋକ ହୋଇଛି। ୬୭ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ନିଧନ ହୋଇଛି। ନିର୍ଦ୍ଦେଶକ ଶ୍ୟାମ କିଛି ଦିନରୁ ନିମୋନିଆରେ ପୀଡ଼ିତ ଥିବା ବେଳେ…

ଆଈ ହେଲେ ରବିନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ ଆଈ ହୋଇଛନ୍ତି। ତାଙ୍କ ପାଳିତ କନ୍ୟା ଛାୟା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଏନେଇ ରବିନା ଖୁସି ହେବା ସହ ବହୁ ଉତ୍ସାହିତ ମଧ୍ୟ ଅଛନ୍ତି। ନାତି ଘରକୁ ଆସିବା ପରେ ରବିନା…

ଖୋଲାଖୋଲି ପ୍ରେମ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ ଏବେ ସବୁଠି ଚାଲିଛି ଚର୍ଚ୍ଚା। ବିବାହ ଉତ୍ସବ ହେଉ କି ଜନ୍ମଦିନ ସବୁଠି ଏହି ଯୋଡିଙ୍କୁ ଦେଖିବାକୁ ମିଳୁଛି। ଏମିତିକି ରରବୀରଙ୍କ ପିତା ରିଷି କପୁର…

ଫେରୁଛନ୍ତି ସଲମାନଙ୍କ ‘ମାୟା’

ମୁମ୍ବାଇ: ସୁପରଷ୍ଟାର ଆମିର ଖାଁଙ୍କ ଝିଅ ଇରା ଖାଁ ଏବେ ଏବେ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏକ ନାଟକର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି ଏହି ଷ୍ଟାର କିଡ୍‌। ଏହା ଏକ ଇଂରାଜୀ ନାଟକ ହୋଇଥିବା ବେଳେ ଏଥିରେ ସଲମାନଙ୍କ ସହ…

ଚର୍ଚ୍ଚାରେ ଅଲିନା: ଦିଶୁଛନ୍ତି କଟ୍ରିନାଙ୍କ ନକଲ

ମୁମ୍ବାଇ: ଚର୍ଚ୍ଚାରେ ଟିକ୍‌ ଟକ୍‌ ସେନ୍‌ସେଶନ୍‌ ତଥା ଫ୍ୟାଶନ୍‌ ବ୍ଲଗର ଅଲିନା ରାୟ। ସେ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କ ଅବିକଳ ନକଲ ଦିଶୁଥିବା କୁହାଯାଉଛି। କହିବା ଅନେକାଂଶରେ ଠିକ୍‌ ମଧ୍ୟ। କାରଣ ଅଲିନାଙ୍କୁ ଯେ କେହି ହଠାତ୍‌ ଦେଖିଲେ କଟ୍ରିନା…

ଫିଲ୍ମରୁ ଦୂରେଇ ବି କପୁର ପରିବାରର ଏହି ଝିଅ ଆଜି କୋଟିପତି

କପୁର ପରିବାରର ଝିଅ ଅଭିନୟ କ୍ଷେତ୍ରରେ ବଲିଉଡ୍‌ରେ ବେଶ୍‌ ନାଁ କରିଥିବା ସମସ୍ତଙ୍କୁ ଋଣା ଅଧିକ ଜଣା। କରିସ୍ମା ହୁଅନ୍ତୁ କି କରୀନା। ଏହି ଦୁଇଜଣ ଇଣ୍ଡଷ୍ଟ୍ରିର ଟପ୍‌ ହିରୋଇନ୍‌ଙ୍କ ଲିଷ୍ଟରେ ରହିଛନ୍ତି। ଋଷି କପୁର ଏବଂ ନୀତୁ କପୁରଙ୍କ ଝିଅ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri