ବାପା ମହେଶ ଭଟ୍ଟଙ୍କ ଜନ୍ମଦିନରେ ଆଲିଆ କହିଲେ ଏମିତି କିଛି କଥା
ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଆଜି ଅର୍ଥାତ ଶୁକ୍ରବାର ୭୧ ବର୍ଷରେ ପଦାର୍ପଣ କରିଛନ୍ତି। ୨୦ ସେପ୍ଟେମ୍ବର ୧୯୪୮ ମସିହାରେ ଜନ୍ମିତ ମହେଶ ଭଟ୍ଟଙ୍କ ଜନ୍ମଦିନ ଅବସରରେ ସାନ ଝିଅ ଆଲିଆ କହିଛନ୍ତି , ବାପାଙ୍କ ସହିତ ବହୁତ କମ୍…
ବିବାଦରେ ଅମିତାଭ ବଚ୍ଚନ:ଘର ଆଗରେ ବିରୋଧ ପ୍ରଦର୍ଶନ ଜାରି
ବିଦାଦ ଘେରକୁ ଆସିଛନ୍ତି ବଲିଉଡ୍ ସୁପରଷ୍ଟାର୍ ଅମିତାଭ ବଚ୍ଚନ। ମେଟ୍ରୋ କାର୍ ଶେଡ ପାଇଁ ମୁମ୍ବାଇର ଆରେ ଜଙ୍ଗଲର ୨୭୦୦ ଗଛ କଟାଯିବା ନିଷ୍ପତ୍ତିକୁ ବଲିଉଡ୍ ବହୁ ସେଲେବ୍ରିଟି ବିରୋଧ କରିଥିବାବେଳେ ମେଗାଷ୍ଟାର୍ ଅମିତାଭ ବଚ୍ଚନ ଏହା ସପକ୍ଷରେ ଯୁକ୍ତି ବାଢି…
ମେଟ୍ରୋରେ ଯାତ୍ରା କଲେ ଅକ୍ଷୟ: ଚିହ୍ନି ପାରିଲେନି ଯାତ୍ରୀ
ମୁମ୍ବାଇ: ବଲିଉଡ୍ ନାୟକ ଅକ୍ଷୟ କୁମାର ଗୋଟିଏ ଦିନ ପୂର୍ବରୁ ମେଟ୍ରୋ ଟ୍ରେନରେ ଯାତ୍ରା କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏଥିରେ ଅକ୍ଷୟ ମେଟ୍ରୋ ଯାତ୍ରା ସମ୍ପର୍କରେ କହିବା ସହ ଯାତ୍ରୀଙ୍କ ଭିଡକୁ ମଧ୍ୟ ଦେଖାଇଛନ୍ତି। ଆହୁରି…
ସ୍ବରାଙ୍କୁ ଅଡ଼ୁଆରେ ପକାଇଲା ହାଇ ହିଲ୍
ମୁମ୍ବାଇ: ଅଭିନେତ୍ରୀଙ୍କ ପାଇଁ ହାଇହିଲ୍ ପିନ୍ଧି ଚାଲିବା ବଡ଼ କଥା ନୁହେଁ। ହେଲେ ଏହି ହାଇହିଲ୍ ଯୋଗୁ ଅଡ଼ୁଆରେ ପଡ଼ିଛନ୍ତି ସ୍ବରା ଭାସ୍କର। ବୁଧବାର ଆଇଫା-୨୦୧୯ ଉତ୍ସବରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା। ସ୍ବରା ଧଳା ରଙ୍ଗର ଗାଉନ୍ ସହ…
ଆମୀର କରିବେ ନୂଆ ରେକର୍ଡ: ଆଗାମୀ ଫିଲ୍ମ ପାଇଁ ଭାରତର ୧୦୦ ସ୍ଥାନରେ କରିବେ ଶୁଟିଂ
ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ଼ ମାର୍କେଟିଂ ଗୁରୁ କୁହାଯାଉଥିବା ଆମୀର ଖାନ୍ ତାଙ୍କର ଆଗାମୀ ଫିଲ୍ମ ‘ଲାଲ ସିଂହ ଚଡ୍ଢ଼ା’ ର ପ୍ରଚାର ପାଇଁ ସମଗ୍ର ଭାରତର ଚକ୍କର କାଟିବେ। ଆଜ୍ଞା ହଁ, ନିକଟରେ ପଞ୍ଜାବରେ ଶୁଟିଂ ଶେଷ କରିଥିବା…
‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପୋଷ୍ଟର ରିଲିଜ: ଗେ’ ଭୂମିକାରେ ଆୟୁଷ୍ମାନ
ମୁମ୍ବାଇ: ବଲିଉଡ୍ର ଜଣେ ଭର୍ସାଟାଇଲ ଅଭିନେତା ହେଲେ ଆୟୁଷ୍ମାନ ଖୁରାନ୍ନା। ଯେକୌଣସି ଚରିତ୍ରରେ ସେ ଖୁବ୍ ସହଜରେ ଢଳି ଯାଇଥାନ୍ତି। ଏପରିକି ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ କମ୍ ବଜେଟ୍ରେ ମଧ୍ୟ ଭଲ ବ୍ୟବସାୟ କରିଥାଏ। କହିବାକୁ ଗଲେ ହିଟ୍ ମଧ୍ୟ ହୋଇଥାଏ।…
ପୁଣି ମାମୁ ହେବାକୁ ଯାଉଛନ୍ତି ସଲମାନ ଖାନ୍
ବଲିଉଡ୍ର ଭାଇଜାନ ସଲମାନ ଖାନ୍ଙ୍କ ଘରକୁ ପୁଣି ଜଣେ କୁନି ଅତିଥି ଆସିବାକୁ ଯାଉଛନ୍ତି। ତାଙ୍କ ଭଉଣୀ ଅର୍ପିତା ଦ୍ୱିତୀୟଥର ପାଇଁ ମା’ ହେବାକୁ ଯାଉଛନ୍ତି। ଆଇଫା ଆଓ୍ବାର୍ଡ ସମାରୋହରେ ଯୋଗଦେବା ଅବସରରେ ଅର୍ପିତା ଏବଂ ଆୟୁଷ୍ ନିଜେ ଏକଥା ଖୁଲାସା…
ଖୁବ୍ଶୀଘ୍ର ରିଲିଜ୍ ହେବ ହାଉସ୍ ଫୁଲ୍-୪ର ଟ୍ରେଲର୍
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ହାଉସ୍ ଫୁଲ-୪’କୁ ତାଙ୍କର ଫ୍ୟାନମାନେ ଅପେକ୍ଷା ରଖିଛନ୍ତି। ତେବେ ଖୁବ୍ଶୀଘ୍ର ଏହାର ଟ୍ରେଲର୍ ରିଲିଜ୍ ହେବ ବୋଲି ଘୋଷଣା କରିଛନ୍ତି ଫିଲ୍ମର ନିର୍ମାତା। ସୂଚନା ଅନୁଯାୟୀ ଏହାର ଟ୍ରେଲର ଆସନ୍ତା…
ଆଇଫା ଆଓ୍ବାର୍ଡରେ ଘଟିଲା ଏମିତି, ନ ହସି ରହି ପାରିଲେନି ଦୀପିକା
ବହୁ ପ୍ରତୀକ୍ଷିତ ଆଇଫା ଆଓ୍ବାର୍ଡ ୨୦୧୯ ବୁଧବାର ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ବଲିଉଡ୍ ଅଭିନେତ୍ରୀ, ଅଭିନେତାଙ୍କ ଜଲ୍ଓ୍ବା ଦେଖିବାକୁ ମିଳିଥିଲା। ଗ୍ରୀନ୍ କାର୍ପେଟ୍ ଉପରେ ଷ୍ଟାରମାନେ ଭିନ୍ନ ଭିନ୍ ଷ୍ଟାଇଲ୍ ଆଉ ଲୁକ୍ରେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ। ଆଓ୍ବାର୍ଡ ଶୋ’ରେ…
ଜୋର୍ କା ଝଟ୍କା
ଚଳିତ ମାସ ୨୦ରେ ରିଲିଜ୍ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଜୋର୍ କା ଝଟ୍କା’। କମେଡିଭିତ୍ତିକ ଏହି ଫିଲ୍ମଟିର କାହାଣୀରେ ଏଭଳି ମସଲା ରହିଛି, ଯାହା ଯୁବପିଢ଼ିଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ଆଶା ରଖିଛନ୍ତି ନବାଗତ ପ୍ରଯୋଜକ ଅଶୋକ ବେହେରା…
ଟୁ-ଇନ୍-ଓ୍ବାନ୍ ଅଭି
ଥରେ ଅପେରା ସିଜନ ଅଧାରେ ଏକ ପାର୍ଟିର ଆଙ୍କର କୌଣସି କାରଣବଶତଃ ପାର୍ଟି ଛାଡ଼ି ଚାଲିଗଲେ। ଠିକ୍ ସେତିକିବେଳେ ଜଲିଉଡ୍ର ବର୍ଷୀୟାନ ଅଭିନେତା କୈଳାସ ବେହେରା ଜଣେ ଅଭିନେତାଙ୍କୁ ଏହି ଦାୟିତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଆଉ ସେହି ସୁଯୋଗ ପାଇବା…
ପ୍ରେମ ଅନ୍ତରାଳେ
ସୋନି ବସ୍ତିରେ ରହେ। ବଡ଼ ଭଉଣୀର ସେହି ବସ୍ତିରେ ଗୋଟିଏ ଢାବା ରହିଛି। ପ୍ରାୟ ଅନେକ ସମୟରେ ଜଣେ ଯୁବକ ସେହି ଢାବାକୁ ଖାଇବାକୁ ଆସେ। ଏମିତି କେତେଥର ଦେଖାହେବା ପରେ ସୋନି ପ୍ରେମରେ ପଡ଼ିଯାଇଛି ସେହି ଯୁବକ। ଆଉ ତା’ପରେ…
Archives


