ମନୋରଞ୍ଜନ

ଏବେ ଆକ୍ସନ ଫିଲ୍ମ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦ୍‌ଶାହା ଶାହାରୁଖ ଖାଁ କିଛି ଦିନ ହେବ ତାଙ୍କ ପ୍ରଶଂସକଙ୍କଠାରୁ ଦୂରେଇ ରହିଥିଲେ। ଏହାର କାରଣ ବି ଥିଲା। କାରଣ ହେଉଛି ତାଙ୍କ ଅଭିନୀତ ଫିଲ୍ମ ‘ଜିରୋ’ ବଲିଉଡ୍‌ରେ ଭଲ ପ୍ରଦର୍ଶନ କରି ନ ଥିଲା। ଏହାପରେ...

ଘର କିଣିବା ସହ ମା’ ହେବାକୁ ଚାହୁଁଛନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ସ୍ବାମୀ ନିକ୍‌ ଜୋନସଙ୍କ ସହ ମିଶି ବିଦେଶରେ ରହୁଛନ୍ତି। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ଏହି ନାୟିକା ଏବେ ଲସ୍‌ ଆଞ୍ଜେଲସ୍‌ରେ ଘର କିଣିବାକୁ ଚାହୁଁଛନ୍ତି। ଯଦିଓ...

‘ଡଟର ଅଫ ଦ ନେଶନ’ ସମ୍ମାନରେ ସମ୍ମାନିତ ହେବେ ସୁର ସାମ୍ରାଜ୍ଞୀ

ନୂଆଦିଲ୍ଲୀ,୬।୯ : ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥାଏ। ତାଙ୍କ ସଙ୍ଗୀତର ଚର୍ଚ୍ଚା ସାରା ବିଶ୍ୱରେ ରହିଛି। ଲତାଙ୍କ ସଙ୍ଗୀତରେ ଦେଶକୁ ଗର୍ବ ଅନୁଭବ ହୋଇଥାଏ। ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଭାରତ ସରକାର...

ପରଦାରେ ‘ଛିଛୋରେ’: ପସନ୍ଦ ଆସୁଛି ସୁଶାନ୍ତ-ଶ୍ରଦ୍ଧାଙ୍କ କଲେଜ ଦିନର କାହାଣୀ

ମୁମ୍ବାଇ: ପରଦାରେ ସୁଶାନ୍ତ ସିଂ ରାଜପୁତ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଛିଛୋରେ’। ଆମିର ଖାନ୍‌ଙ୍କ ‘ଥ୍ରି ଇଡିଅଟ୍‌ସ’ ଭଳି ଏଥିରେ ରହିଛି କଲେଜ ଦିନର ଛାପ। ନୀତେଶ ତିଓ୍ବାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବେଶ...

‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’: କରନ୍‌ଙ୍କ ପ୍ରଶଂସାରେ ଶତମୁଖ ବଲିଉଡ କଳାକାର

ମୁମ୍ବାଇ: ‘ପଲ ପଲ୍‌ ଦିଲ୍‌ କେ ପାସ’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସନି ଦେଓଲଙ୍କ ପୁଅ କରନ୍‌। ଏଥିରେ ତାଙ୍କ ବିପକ୍ଷରେ ରହିଛନ୍ତି ସହର ବାମ୍ବା। ଗୁରୁବାର ଏହାର ଟ୍ରେଲର ରିଲିଜ ହୋଇଛି। ବିଶେଷକରି ହିମାଚଳ...

ଫ୍ରେଞ୍ଚ କଟ୍‌ ଦାଢ଼ି ପାଇଁ ଟ୍ରୋଲ ହେଲେ ଅର୍ଜୁନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅର୍ଜୁନ କପୁର। ତେବେ ଅନେକେ ତାଙ୍କ ଯୋଡ଼ିକୁ ପସନ୍ଦ କରୁଥିବା ବେଳେ କେହି କେହି ତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି। ଏସବୁରେ ଶୁକ୍ରବାର ନିଜ ଇନ୍‌ଷ୍ଟା ଆକାଉଣ୍ଟରେ...

ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ସପ୍ତାହକରେ ‘ସାହୋ’ କରିଛି ୧୧୫ କୋଟି ବ୍ୟବସାୟ

ନିର୍ଦ୍ଦେଶକ ସୁଜିତ୍‌ ରେଡ୍ଡୀଙ୍କ ଫିଲ୍ମ ‘ସାହୋ’ ରିଲିଜ୍‌ ହେବାର ଗୋଟିଏ ସପ୍ତାହ ପୂରିଛି। ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ଛୁଇଁ ନ ଥିବା ସତ୍ତ୍ୱେ ବେଶ୍‌ ଭଲ ବ୍ୟବସାୟ କରିଛି। ସପ୍ତାହକ ମଧ୍ୟରେ କେବଳ ହିନ୍ଦୀ ଭାଷାରେ ୧୧୫.୭୮ କୋଟି ବ୍ୟବସାୟ...

କେନିଆରେ ଛୁଟି ମନାଉଛନ୍ତି ଆଲିଆ-ରଣବୀର

ଆଲିଆ ଭଟ୍ଟ- ରଣବୀର କପୁରଙ୍କ ରିଲେସନ୍‌ଶିପ୍‌କୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଏବେ ଏହି ଦୁଇଜଣ କେନିଆରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁଇଜଣ ଏକ ସଫାରୀ...

ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ ହେବେ ବୋମନ ଇରାନୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ବୋମନ ଇରାନୀଙ୍କୁ ଭାରତୀୟ ଫିଲ୍ମରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁ ନରଓ୍ବେରେ ଆୟୋଜିତ ହେଉଥିବା ୧୭ତମ ବଲିଉଡ୍‌ ଫେଷ୍ଟିଭାଲରେ ସମ୍ମାନିତ କରାଯିବ। ଏହି ସମାରୋହ ସେପ୍ଟେମ୍ବର ୬ରେ ଅସ୍‌ଲୋରେ ଆୟୋଜିତ ହେବ। ଏଥିରେ ବୋମନ ୧ହଜାରକୁ...

ରାନୁଙ୍କୁ ସହିପାରୁନାହାନ୍ତି ଲତା ମଙ୍ଗେସକର: ସୋସିଆଲ୍‌ ମିଡିଆରେ ଚର୍ଚ୍ଚା

ଦିଲ୍ଲୀରୁ ପଲ୍ଲୀ। ସବୁଠି ଏବେ ରାନୁ ମଣ୍ଡଳଙ୍କ ସୁମଧୁର କଣ୍ଠସ୍ବରର ଚର୍ଚ୍ଚା। ଭାଗ୍ୟ କିଭଳି ମଣିଷକୁ ରାସ୍ତାରୁ ନେଇ ସିଂହାସନରେ ବସାଇଦିଏ ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ। ଦିନେ ପେଟ ପୋଷିବାପାଇଁ ରେଳ ଷ୍ଟେଶନରେ ବସି...

‘ଗୋଲମାଲ’ ଭଳି ଫିଲ୍ମ ପସନ୍ଦ କରନ୍ତି ୟାମି

ମୁମ୍ବାଇ: ବଲିଉଡ୍‌ ନାୟିକା ୟାମି ଗୌତମ ଖୁବ୍‌ଶୀଘ୍ର ବଡ ପରଦାରେ ନଜର ଆସିବେ। ଅପ୍‌କମିଙ୍ଗ ଫିଲ୍ମ ‘ବାଲା’କୁ ନେଇ ସେ ଖୁବ୍‌ ଉତ୍ସାହିତ ଅଛନ୍ତି। ହେଲେ ନିକଟରେ ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ତାଙ୍କୁ ‘ଗୋଲମାଲ’ ଭଳି ଫିଲ୍ମ ବହୁତ...

ରିଲିଜ୍‌ ହେଲା ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଡେବ୍ୟୁ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର ଦେଖିବାକୁ ମିଳିଛି ଭରପୁର ପ୍ୟାର, ମୋହବତ, ରୋମାନ୍ସ ଓ ଆଡଭେଞ୍ଚର। ଏହା ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri