କାର୍ତ୍ତିକ-କିଆରାଙ୍କ ଅଭିନୀତ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନ ଏବଂ ଅଭିନେତ୍ରୀ କିଆରା ଆଡଓ୍ବାନୀଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲୈୟା-୨’ର ସୁଟିଂ ଆରମ୍ଭ ହୋଇଛି। କାର୍ତ୍ତିକ ନିଜେ ଇଷ୍ଟାଗ୍ରାମ୍ରେ ଏକ ଫଟୋ ଶେୟାରକରି ପ୍ରଶଂସକଙ୍କୁ ଏହା ଜଣାଇଛନ୍ତି। ଫଟୋରେ ଅର୍ଜୁନଙ୍କ ସହ କିଆରାଙ୍କୁ ମଧ୍ୟ ଦେଖିବାକୁ…
ମା’ ହେବାକୁ ଚାହିଁ ବସିଛନ୍ତି ପ୍ରିୟଙ୍କା
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ମା’ ହେବାକୁ ଉତ୍ସୁକତାର ସହିତ ଚାହିଁ ବସିଛନ୍ତି। ଏ କଥା ଆମେ ନୁହେଁ ବରଂ ନିଜେ ପ୍ରିୟଙ୍କା କହିଛନ୍ତି। ପ୍ରକୃତ କଥାଟା ହେଲା, ଲମ୍ବା ବ୍ୟବଧାନ ପରେ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’…
ପ୍ରଶଂସକଙ୍କ ତୂଳିରେ ମା’ବାପାଙ୍କ ଫଟୋ ଦେଖି ଭାବବିହ୍ବଳ ହେଲେ ଶାହରୁଖ
ମୁମ୍ବାଇ: ବଲିଉଡ୍ ବାଦ୍ଶାହ ଶାହରୁଖ ଖାନ୍ଙ୍କୁ ଦଶହରା ଉପଲକ୍ଷେ ତାଙ୍କର ଜଣେ ପ୍ରଶଂସକ ଏପରି ଏକ ଉପହାର ଦେଇଛନ୍ତି, ଯାହା ତାଙ୍କୁ ଭାବବିହ୍ବଳ କରିପକାଇଛି। ଉପହାରଟି ହେଉଛି ଶାହରୁଖଙ୍କ ମା’ବାପାଙ୍କ ଫଟୋ। ଏହାକୁ ପ୍ରଶଂସକଜଣଙ୍କ ନିଜ ତୂଳିରେ ତିଆରି କରିଛନ୍ତି। ମଙ୍ଗଳବାର…
ପିତାଙ୍କ ଫିଲ୍ମରେ କାମ କରିବେ ଜାହ୍ନବି
ମୁମ୍ବାଇ: ବଲିଉଡ୍ ଷ୍ଟାର କିଡ୍ ଭାବେ ପ୍ରଥମେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀଦେବୀଙ୍କ ଲଳନା ଜାହ୍ନବି କପୁର। ଏବେ ସେ ତାଙ୍କ ପିତା ବୋନି କପୁରଙ୍କ ପ୍ରଯୋଜିତ ଫିଲ୍ମ ‘ବମ୍ବେ ଗର୍ଲ’ରେ କାମ କରିବେ ବୋଲି ଶୁଣିବାକୁ ମିଳିଛି। ଏହାର…
ବଞ୍ଚିଥିବା ଯାଏ କରିବେ ଅଭିନୟ
ମୁମ୍ବାଇ: ବଲିଉଡ୍ ନାୟିକା କରିନା କପୁର ଖାଁ ବେବୋ ନାଁରେ ବେଶ୍ ପରିଚିତ। ତାଙ୍କ ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସେ ସେତିକି ଚର୍ଚ୍ଚିତ। ନିକଟରେ ଏକ ସାକ୍ଷାତ୍କାରରେ କରିନା କହିଛନ୍ତି, ଅଭିନୟ…
ବଲିଉଡ୍ର ନିଆରା ପ୍ରେମକାହାଣୀ: ଘାତ ପ୍ରତିଘାତ ପରେ ଗୌରୀ ଧରିଥିଲେ ଶାହରୁଖଙ୍କ ହାତ
ମୁମ୍ବାଇ,୮।୧୦: କିଙ୍ଗ୍ ଖାଁ ଶାହରୁଖ୍ଙ୍କ ସ୍ତ୍ରୀ ଗୌରୀ ଖାଁ ମଙ୍ଗଳବାର ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୦ ଅକ୍ଟୋବର ୮ରେ ସେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୌରୀ ଚିବର ଥିଲା। ତାଙ୍କ…
ଖୁବ୍ଶୀଘ୍ର ବିବାହ କରିବେ ମଲାଇକା-ଅର୍ଜୁନ
ବେଶ୍ କିଛିଦିନ ହେବ ମଲାଇକା ଅରୋଡ଼ା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। କିନ୍ତୁ ଉଭୟ ଏହା ଉପରେ କୌଣସି ସ୍ପଷ୍ଟ ଟିପ୍ପଣୀ ଦେଇନାହାନ୍ତି। ହେଲେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଥିବା ଜଣାପଡ଼ିଛି।…
ଦୁର୍ଗାଷ୍ଟମୀରେ ଶିଶୁ କନ୍ୟାଙ୍କୁ ହାଲଓ୍ବା, ପୁରୀ ଖୁଆଇଲେ ଶିଳ୍ପା
ମୁମ୍ବାଇ: ବଲିଉଡ୍ର ଫିଟ୍ନେସ୍ କୁଇନ୍ ଶିଳ୍ପା ସେଟ୍ଟି ଦୁର୍ଗାଷ୍ଟମୀ ଅବସରରେ ଛୋଟ ଛୋଟ ଝିଅମାନଙ୍କୁ ହାଲଓ୍ବା ଓ ପୁରୀ ଖୁଆଇଥିବାର ଫଟୋ ଶେୟାର କରିଛନ୍ତି। ନିଜ ହାତରେ ସେ ପିଲାମାନଙ୍କୁ ଭୋଜନ ପରସୁଥିବାର ଫଟୋ ଦେଖିବାକୁ ମିଳିଛି। ତାଙ୍କ ସହ ଭଉଣୀ…
ସମସ୍ତଙ୍କ ସାମ୍ନାରେ ରଣବୀରଙ୍କୁ ଗାଳି କଲେ ଅନୁଷ୍କା
ମୁମ୍ବାଇ: ବଲିଉଡ୍ କୁଇନ୍ ଅନୁଷ୍କା ଶର୍ମା ସମସ୍ତଙ୍କ ସାମ୍ନାରେ ଦୀପିକା ପାଦୁକୋନଙ୍କ ସ୍ବାମୀ ରଣବୀର ସିଂଙ୍କୁ ଗାଳି କରିଛନ୍ତି। ଆଉ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଉଭୟ ଅନୁଷ୍କା ଓ ରଣବୀର ଏପର୍ଯ୍ୟନ୍ତ ୩ଟି ଫିଲ୍ମରେ ଏକାଠି…
ଦୁର୍ଗା ମଣ୍ଡପରେ ଭଉଣୀଙ୍କ ମିଳନ
ମୁମ୍ବାଇ: ସମଗ୍ର ଦେଶରେ ଏବେ ପୂଜାର ମାହୋଲ। ମା’ଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକରେ ଲୋକଙ୍କ ଭିଡ ଜମୁଥିବା ବେଳେ ସେଲିବ୍ରିଟିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ୨୦୦୧ରେ କରଣ ଜୋହରଙ୍କ ଫିଲ୍ମ କଭି ଖୁସି କଭି ଗମ୍ର ଷ୍ଟାରକାଷ୍ଟ ୧୨ ବର୍ଷ ପରେ…
ନିଜ ବିବାହକୁ ନେଇ ଫିଲ୍ମ ନିର୍ମାଣ କରିବେ ପ୍ରିୟଙ୍କା
ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଆସିଛନ୍ତି। ବିବାହ ପରେ ପ୍ରାୟତଃ ସ୍ବାମୀ ନିକ୍ ଜୋନାସ୍ଙ୍କ ସହ ଆମେରିକାରେ ରହୁଥିବା ପ୍ରିୟଙ୍କା ନିଜ ଆଗାମୀ ଫିଲ୍ମ ‘ଦ ସ୍କାଇ ଇଜ୍ ପିଙ୍କ୍’ର ପ୍ରମୋଶନ ପାଇଁ ଭାରତରେ ଅଛନ୍ତି। ସେ ଆଗାମୀ…
‘ଲାଲ କପ୍ତାନ’ର ପୋଷ୍ଟର ରିଲିଜ୍: ଦଶାନନ ଅବତାରରେ ସୈଫ୍
ସୈଫ୍ ଅଲ୍ଲୀ ଖାନ୍ଙ୍କ ଅଭିନୀତ ଫିଲ୍ମ ‘ଲାଲ କପ୍ତାନ’ର ଏକ ନୂଆ ପୋଷ୍ଟର ରିଲିଜ୍ ହୋଇଯାଇଛି। ଦଶହରାର ଗୋଟିଏ ଦିନ ପୂର୍ବରୁ ରିଲିଜ୍ ହୋଇଥିବା ଏହି ପୋଷ୍ଟରରେ ସୈଫ୍ଙ୍କୁ ଦଶାନନ ଅବତାର ଅର୍ଥାତ୍ ୧୦ଟି ମୁଣ୍ଡ ଥିବା ଲୁକ୍ରେ ଦେଖିବାକୁ ମିଳୁଛି।…
Archives


