ଅମିତାଭ ନୁହନ୍ତି, ଏହି ସହକଳାକାରଙ୍କୁ ପସନ୍ଦ କରୁଥିଲେ ରେଖା
ଅକ୍ଟୋବର ୧୦ ଅର୍ଥାତ୍ ଆଜି ରେଖାଙ୍କ ଜନ୍ମଦିନ। ଆଜିର ଏହି ଖାସ୍ ଦିନରେ କିଛି କଥା ହୁଏତ ପ୍ରଶଂସକମାନେ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ରେଖାଙ୍କ ସମ୍ପର୍କରେ… ରେଖା ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍ ସଚେତନ। ମିଡିଆ ସାମ୍ନାରେ…
ବଦଳିଲେ କୋମଲିକା: ଭାଇରାଲ ହେଉଛି ଆମନାଙ୍କ ଲୁକ୍
ମୁମ୍ବାଇ: ଟେଲିିଭିଜନ ଜଗତର ଲୋକପ୍ରିୟ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ ରେ କୋମଲିକା ଚରିତ୍ରରେ ପରିବର୍ତ୍ତନ କରାଯାଇଛି। ହିନା ଖାନ୍ ଶୋ’ ଛାଡ଼ିବା ପରେ ଏବେ ଆମନା ଶରିଫ ଏହି ଭୂମିକାରେ ନଜର ଆସିବେ। ଏବେ ଏହାର ପ୍ରଥମ ଲୁକ୍ ସାମ୍ନାକୁ…
କେବିସି ମଞ୍ଚରେ ଭାବୁକ ହେଲେ ଅମିତାଭ, ଆଖି ହେଲା ଓଦା
ମୁମ୍ବାଇ: ଶୁକ୍ରବାର ଅର୍ଥାତ ଅକ୍ଟୋବର ୧୧ ହେଉଛି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିବସ। ୭୭ ବର୍ଷରେ ପାଦ ଦେବେ ବିଗ୍ ବି। ଏହି ଦିନଟକୁ ଆହୁରୀ ସ୍ବତନ୍ତ୍ର କରିବା ଲାଗି ପ୍ରଶଂସକ ତଥା ତାଙ୍କ ସହ ବ୍ୟକ୍ତିଗତ ଭାବେ ଜଡିତ ଲୋକମାନେ…
ରିଲିଜ୍ ହେଲା ଫିଲ୍ମ ‘ଡ୍ରାଇଭ୍’ର ଗୀତ
ମୁମ୍ବାଇ: ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ଓ ଶୁଶାନ୍ତ ସିଂ ରଜପୁତଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଡ୍ରାଇଭ୍’ର ଦ୍ୱିତୀୟ ଗୀତ ରିଲିଜ୍ ହୋଇଛି। ଅବଶ୍ୟ ଗୀତଟି ବେଶି ଫୋକସ୍ କରିଛି ନାୟିକା ଜ୍ୟାକଲିନଙ୍କ ଆଡକୁ। ତେଣୁ ଏଥିରେ ଜ୍ୟାକଲିନଙ୍କୁ ଖୁବ୍ ବୋଲ୍ଡ ଓ ସେକ୍ସି…
ସରିଲା ‘ଶକୁନ୍ତଳା ଦେବୀ’ ପ୍ରଥମ ସିଡ୍ୟୁଲର ଶୁଟିଂ
ମୁମ୍ବାଇ: ବଲିଉଡ୍ ମୁଭି ‘ଶକୁନ୍ତଳା ଦେବୀ’ର ପ୍ରଥମ ସିଡ୍ୟୁଲର ଶୁଟିଂ ଶେଷ ହୋଇଛି। ଏହାପରେ ଏଥିରେ ଅଭିନୟ କରୁଥିବା କଳାକାରମାନେ ପାର୍ଟି କରୁଥିବା ନଜର ଆସିଛି। ୟୁକେରେ ଏହାର ପ୍ରଥମ ଶୁଟିଂ ସରିଥିବା ବେଳେ ସମସ୍ତ ସଦସ୍ୟ ଏବେ ଭାରତ ଫେରି…
ବେଲପାହାଡ଼ ଲଢ଼େଇ : ବିନୋଦ ବନାମ ସତ୍ୟ
ଚଳିତ ଅପେରା ସିଜନରେ ନିଜ ନିଜ ନାଟକକୁ ଶତ ପ୍ରତିଶତ ଜଷ୍ଟିସ ଦେବାକୁ କେବଳ ପାର୍ଟିରେ ପ୍ରୋପ୍ରାଇଟର ନୁହନ୍ତି, କଳାକାରମାନେ ଅଣ୍ଟା ଭିଡ଼ିଛନ୍ତି। ନିକଟରେ ଶେଷ ହୋଇଛି ବେଲପାହାଡ଼ ଦଶହରା ମହୋତ୍ସବ। ଏହି ଅପେରା ଲଢ଼େଇରେ ଦୁଇଟି ପାର୍ଟି-ନବଗଠିତ ତଥା ବଙ୍କିମ…
ଅପେକ୍ଷାରେ ଆଲିୟା
ଆଲିୟାଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ଏବେ ରିଲିଜ ଅପେକ୍ଷାରେ ରହିଛି। ଏହି ଖୁସିରେ ସେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ତାଙ୍କର କେତେ ଜଣ ଅନ୍ତରଙ୍ଗ ସାଙ୍ଗଙ୍କ ବ୍ୟତୀତ ଏହି ଫିଲ୍ମର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ହେଲେ ପାର୍ଟି…
ଡରୁଛନ୍ତି ଦୀପିକା
ଦୀପିକାଙ୍କ ମନରେ ଏବେ ଭୟ ଘାରିଛି। ଗୋଟିଏ କଥା ପ୍ରକାଶ କରିବାକୁ ସେ ଡରୁଛନ୍ତି। କଥା କ’ଣ କି ନିକଟରେ ସେ ଏକ ନୂଆ ସିନେମାରେ ସାଇନ୍ କରିଛନ୍ତି। ଏଥିରେ ତାଙ୍କ ବ୍ୟତୀତ ଅଜୟ ଦେବଗନ ଏବଂ ରଣବୀର କପୁର ମଧ୍ୟ…
ଘର ଖର୍ଚ୍ଚ ପାଇଁ ଗହଣା ବିକିଲେ ଅଭିନେତ୍ରୀ
ନୂଆଦିଲ୍ଲୀ: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ୍ (ପିଏମ୍ସି)ବ୍ୟାଙ୍କର ମାନ୍ଦାବସ୍ଥା ଏହାର ଗ୍ରାହକଙ୍କ ଜୀବନଶୈଳୀକୁ ପ୍ରଭାବିତ କରିଛି। ପରିସ୍ଥିତି ଏପରି ହୋଇଛି ଯେ, କେବଳ ସାଧାରଣ ଗ୍ରାହକ ନୁହେଁ, ଟିଭି ଅଭିନେତ୍ରୀ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ‘ଅଗ୍ଲେ ଜନମ୍ ମୋହେ ବିଟିୟା…
କ୍ରିତିଙ୍କ ନିଶ
ମୁମ୍ବାଇ: ବଲିଉଡ୍ କମେଡି ସିକ୍ୱେଲ୍ ‘ହାଉସ୍ଫୁଲ-୪’ରିଲିଜ୍ ସମୟ ପାଖେଇ ଆସିଲାଣି। ଏଥିପାଇଁ ଫିଲ୍ମର ସମସ୍ତ ଷ୍ଟାର୍କାଷ୍ଟ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହାସହ ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପ୍ରକାର ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି, ଯାହା ଫିଲ୍ମ ପ୍ରତି ଥିବା…
ରାନୀଙ୍କ ନୂଆ ଯୋଜନା
ରାନୀ ପ୍ରିୟଦର୍ଶିନୀ। ନିଜ ରିଲ୍ ଲାଇଫକୁ ନେଇ ସେ ବେଶ୍ ସଚେତନ। ‘କଟି ପତଙ୍ଗ’ରେ ଅଭିନୟ କରିବା ପରେ ଏଣିକି ଦେଖିଚାହିଁ ପାଦ ପକାଇବେ ବୋଲି କହନ୍ତି ଏହି ଅଭିନେତ୍ରୀ। ଏ ସମ୍ପର୍କରେ ସେ କହନ୍ତି, ‘ଏହି ଫିଲ୍ମରେ ମୋତେ ଯେଉଁ…
ନିକ୍ଙ୍କ ବଲିଉଡ୍ ପ୍ରେମ
ଷ୍ଟାର୍ ଯିଏ ବଲିଉଡ୍ ଫିଲ୍ମ, ଗୀତ ଆଉ ଆକ୍ଟ୍ରେସଙ୍କ ପ୍ରେମରେ ପଡ଼ିଛନ୍ତି ଆଉ ବିବାହ ମଧ୍ୟ କରିଛନ୍ତି। ଆମେ କହୁଛୁ ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନସ୍ଙ୍କ କଥା। ବଲିଉଡ୍ ଗୀତର ଜଣେ ବଡ଼ ଫ୍ୟାନ୍ ହେଉଛନ୍ତି…
Archives


