ମନୋରଞ୍ଜନ

ପରଦାରେ ‘ଦ ସ୍କାଏ ଇଜ୍‌ ପିଙ୍କ’: କନ୍ଦାଉଛି ପ୍ରିୟଙ୍କା-ଫରହାନଙ୍କ କାହାଣୀ

ମୁମ୍ବାଇ: ପରଦାରେ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ୍‌ ଅଖତର ଅଭିନୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’। ଫିଲ୍ମ ଜରିଆରେ ପିସି ଅନେକ ଦିନ ପରେ ବଲିଉଡ୍‌କୁ ଫେରୁଛନ୍ତି। ଏହାକୁ ନେଇ ସେ ବେଶ ଉତ୍ସାହିତ ଥିଲେ। ରିଲିଜ ପରେ ଫିଲ୍ମଟି…

ସବୁ ଧର୍ମକୁ ସମ୍ମାନ କରେ: ନୁସରତ

କୋଲକାତା,୧୧।୧୦: ତ୍ରୁଣମୂଳ କଂଗ୍ରେସର ଲ-ମେକର ତଥା ଅଭିନେତ୍ରୀ ନୁସରତ ଜାହାନ ଏବେ ପ୍ରାୟ ଅଧିକାଂଶ ସମୟରେ ରହୁଛନ୍ତି ଚର୍ଚ୍ଚାରେ। ଦୁର୍ଗାପୂଜା ଅବସରରେ ସେ ଏକ ପେଣ୍ଡାଲରେ ସିନ୍ଦୁର ଖେଳିବା ବେଳେ କହିଛନ୍ତି ସେ ସବୁ ଧର୍ମକୁ ସମ୍ମାନ କରନ୍ତି। ଦୁର୍ଗାପୂଜାରେ ବିଶେଷ…

ଆଉ ଏକାଠି ଫଟୋ ଉଠାଇବେନି ସାରା-କାର୍ତ୍ତିକ

ଆଜିକାଲି ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କୁ ବିଭିନ୍ନ ସ୍ଥାନରେ ସାଙ୍ଗ ହୋଇ ବୁଲିବା ଦେଖିବାକୁ ମିଳୁଛି। ଦୁଇଜଣ ଫିଲ୍ମ ‘ଲଭ୍‌ ଆଜ୍‌ କଲ -୨’ର ଶୁଟିଂ ମଧ୍ୟ ନିକଟରେ ସାରିଛନ୍ତି। ଶୁଟିଂ ସମୟରେ ଶୁଣିବାକୁ ମିଳିଥିଲା ଦୁହେଁ ଦୁହିଁଙ୍କୁ…

ବାପାଙ୍କ ସର୍ତ୍ତରେ ପ୍ରେମିକା ଜୟାଙ୍କୁ ହଠାତ୍‌ ବିବାହ କରିଥିଲେ ବିଗ୍‌ ବି

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଅଭିନୟ ସାଙ୍ଗକୁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଶିରୋନାମା ପାଲଟିଥାନ୍ତି। ଏବେ ବି ରେଖାଙ୍କ ସହ ତାଙ୍କ ସମ୍ପର୍କ ଏବଂ ପରେ ଜୟାଙ୍କୁ ବିବାହ କରିବାର ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରେ। ଅମିତାଭ ଜୟାଙ୍କ…

କଙ୍ଗନାଙ୍କ ସିକ୍ରେଟ୍‌ ଖୋଲିଲେ ତାଙ୍କ ଭଉଣୀ

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ବେଳେବେଳେ ଟୁଇଟ୍‌ କରି ନିଜ ପରିବାର ବିଷୟରେ କିଛି କହିଥାନ୍ତି। ଏଥର ଭଉଣୀ କଙ୍ଗନାଙ୍କ ବିଷୟରେ ଏକ ସିକ୍ରେଟ୍‌ ପ୍ରକାଶ କରିଦେଇଛନ୍ତି। ରେଖାଙ୍କ ଜନ୍ମଦିନରେ…

ଏକଦା ଦରମା ଥିଲା ପାଞ୍ଚ ଶହ ଟଙ୍କା, ଏବେ ଏକ ହଜାର କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ ବିଗ୍‌ ବି

ମୁମ୍ବାଇ: ଶୁକ୍ରବାର ମହାନାୟକ ତଥା ବିଗ୍‌ ବି ଅମିତାଭଙ୍କ ୭୭ତମ ଜନ୍ମଦିନ ପାଳୁଛି ସାରା ଦେଶ। କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକମାନେ ଏହି ଦିନକୁ ସ୍ମରଣୀୟ କରିବା ଲାଗି ଉତ୍ସାହିତ ଅଛନ୍ତି। ତେବେ ଏବେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିଗ୍‌…

ପରଲୋକରେ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ କାଦ୍ରୀ ଗୋପାଳନାଥ

ମାଙ୍ଗାଲୁର,୧୧।୧୦: ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦ୍ରୀ ଗୋପାଳନାଥଙ୍କ ଶୁକ୍ରବାର ସକାଳେ କର୍ନାଟକ ମାଙ୍ଗାଲୁରରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ବେଳେ ୬୯ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ଭଲ ଚରିତ୍ର ଆଶାରେ ଅଭିନୟଠାରୁ ଦୂରେଇ ଯାଇଥିଲେ ଏହି ଅଭିନେତା

ବଲିଉଡ୍‌ର ଚକୋଲେଟ ହିରୋ ଭାବେ ପରିଚିତ ଚନ୍ଦ୍ରଚୁଡ଼ ସିଂହ ୧୯୯୬ରେ ଫିଲ୍ମ ‘ତେରେ ମେରେ ସପ୍‌ନେ’ ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ହେଲେ ତାଙ୍କୁ ପ୍ରକୃତ ସଫଳତା ମିଳିଥିଲା ‘ମାଚିସ’ରେ। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନବାଗତ…

ଏହି ଅଭିନେତ୍ରୀଙ୍କ ଜୋତା ଉଠାଇଥିଲେ ଅମିତାଭ ବଚ୍ଚନ

ଆଜି ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ୭୭ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୪୨ ମସିହା, ଅକ୍ଟୋବର ୧୧ରେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଜନ୍ମଗ୍ରହଣ କରିଥିଲେ ସେ। ୨ ଦଶନ୍ଦି ଧରି ମନୋରଞ୍ଜନର ଖୋରାକ ଯୋଗାଇଥିବା ବଲିଉଡର ଏହି ମହାନାୟକ ୧୯୬୯ରେ ‘ସାତ୍‌…

ସଫଳତା ସାଉଁଟୁଛି ‘ଜୋକର’

ମୁମ୍ବାଇ: ଗାନ୍ଧୀ ଜୟନ୍ତୀ ଅବସରରେ ସିନେମା ଘରେ ମୁକ୍ତିଲାଭ କରିଥିବା ହଲିଉଡ୍‌ ଫିଲ୍ମ ‘ଜୋକର’ ମଧ୍ୟ ବକ୍ସ ଅଫିସ୍‌ରେ ଜବରଦସ୍ତ କଲେକ୍ସନ କରିଛି। ତୋଡ୍‌ ଫିଲିପ୍ସ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଜୋକର’ରେ ଜୋକ୍ୱିନ୍‌ ଫୋଏନିକ୍ସ ମାନସିକ ରୋଗରେ ପୀଡ଼ିତ ଅସଫଳ ଷ୍ଟାଣ୍ଡଅପ୍‌…

‘ସୂର୍ଯ୍ୟବଂଶୀ’ ଅବତାରରେ ନଜର ଆସିଲେ ଅକ୍ଷୟ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ ପ୍ରଥମ ଲୁକ୍‌ ରିଲିଜ୍‌ ହୋଇଛି। ଅକ୍ଷୟଙ୍କ ସହ ଅଭିନେତା ଅଜୟ ଦେବଗନ୍‌ ଏବଂ ରଣବୀର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଫିଲ୍ମରେ ଅକ୍ଷୟଙ୍କ ଏହି ଲୁକ୍‌କୁ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ ନିଜ…

ଅମିତାଭ ନୁହନ୍ତି, ଏହି ସହକଳାକାରଙ୍କୁ ପସନ୍ଦ କରୁଥିଲେ ରେଖା

ଅକ୍ଟୋବର ୧୦ ଅର୍ଥାତ୍‌ ଆଜି ରେଖାଙ୍କ ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ କିଛି କଥା ହୁଏତ ପ୍ରଶଂସକମାନେ ଜାଣି ନ ଥିବେ। ତେବେ ଆସନ୍ତୁ ଜାଣିବା ରେଖାଙ୍କ ସମ୍ପର୍କରେ… ରେଖା ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ସଚେତନ। ମିଡିଆ ସାମ୍ନାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri