ମନୋରଞ୍ଜନ

ବଲିଉଡ୍‌ରେ ୯ ବର୍ଷ ପୂରଣ କଲେ ରଣବୀର୍‌

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ବଲିଉଡ୍‌ରେ ମଙ୍ଗଳବାର ୯ ବର୍ଷ ପୂରଣ କରିଛନ୍ତି। ଏହାକୁ ନେଇ ସେ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏଥିରେ ସେ ତାଙ୍କ ବ୍ଲକବୁଷ୍ଟର ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ର ଏକ ଫଟୋସହ କ୍ୟାପଶନ ଲେଖିଛନ୍ତି,…

ଅଭିନେତା-ପେଣ୍ଟର ଅଶୋକ କୁମାର: ସ୍ତ୍ରୀଙ୍କର ଏଭଳି ଚିତ୍ର କରିଥିଲେ ପେଣ୍ଟିିଂ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଶୋକ କୁମାରଙ୍କର ପୁଣ୍ୟତିଥି ମଙ୍ଗଳବାର ପାଳିତ ହେଉଛି। ୨୦୦୧ ଡିସେମ୍ବର ୧୦ ତାରିଖରେ ସେ ଦେହତ୍ୟାଗ କରିଥିଲେ। ୧୯୧୧ ଅକ୍ଟୋବର ୧୩ରେ ତାଙ୍କର ଜନ୍ମ ହୋଇଥିଲା। ଅଶୋକ କୁମାର ଜଣେ ଆଗଧାଡ଼ିର ଅଭିନେତା ସହିତ ଭଲ ପେଣ୍ଟର…

୫୯ ବର୍ଷରେ ପଦାର୍ପଣ କଲେ ରତି ଅଗ୍ନିହୋତ୍ରୀ: ଫିଲ୍ମରେ ଅଭିନୟ ପାଇଁ ସହିଥିଲେ ବହୁ ଅତ୍ୟାଚାର

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ରତି ଅଗ୍ନିହୋତ୍ରୀ ମଙ୍ଗଳବାର ୫୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୦ ଡିସେମ୍ବର ୧୦ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ହିନ୍ଦୀ, ତେଲୁଗୁ, କନ୍ନଡ଼ ଆଦି ଭାଷାର ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ରତି ଫିଲ୍ମରେ ଅଭିନୟ…

ବିବାହ ବାର୍ଷିକୀ ପୂର୍ବରୁ ପିତା ହେଲେ କପିଲ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ଏବେ ପିତା ହୋଇଯାଇଛନ୍ତି। ତାଙ୍କ ସ୍ତ୍ରୀ ଗିନି ଛତରାଥ ମଙ୍ଗଳବାର ଏକ କନ୍ୟା ସନ୍ତାକୁ ଜନ୍ମ ଦେଇଥିବା ନିଜେ କପିଲ ଟୁଇଟ୍‌ କରି ଜଣାଇଛନ୍ତି। ଏହି ଖବର ଜାଣିବା ପରେ କପିଲଙ୍କ ନିକଟକୁ ଶୁଭେଚ୍ଛାର…

ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ପ୍ରଖ୍ୟାତ ମଡେଲ ତଥା ବଲିଉଡ ଅଭିନେତ୍ରୀ ଲିଜା ହେଡେନ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମ ଜରିଆରେ ନିଜେ ଏହାର ଖୁଲାସା କରିଛନ୍ତି ଲିଜା। ଗର୍ଭବତୀ ଥିବା ଫଟୋ ମଧ୍ୟ ସେ ନିଜ ଫ୍ୟାନଙ୍କ ସହ ଶେୟାର କରିଛନ୍ତି। ଏକ ସୁସ୍ଥ…

୧୦ ବର୍ଷ ପରେ ପରଦାକୁ ଫେରିବେ ସୁସ୍ମିତା

ବଲିଉଡର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ ଦେଉଛନ୍ତି। ଏବେ ଦୀର୍ଘ ୧୦ ବର୍ଷ ପରେ ସେ ବଲିଉଡକୁ ଫେରିବାକୁ ଯାଉଛନ୍ତି। ଏକଥା…

ନିର୍ଦ୍ଦେଶକ ହେବାକୁ ଡରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶହାରୁଖ ଖାଁ ଏବେ ଆମେରିକାରେ ନିଜ ପରିବାର ସହ ଛୁଟି କଟାଉଛନ୍ତି। ଏତିକିବେଳେ ସେ ଟକିଙ୍ଗ ମୁଭିଜ୍‌ ନାମକ ଏକ ଶୋ’ରେ ସାକ୍ଷାତ୍‌କାର ଦେଇଥିବା ବେଳେ ତାଙ୍କର କିଛି କଥା ଚର୍ଚ୍ଚାକୁ ଆସିଛି। ଶାହାରୁଖ ଉକ୍ତ ଶୋ’ରେ…

ପୁଣି ଅନନ୍ୟାଙ୍କୁ ମିଳିଲା କରନଙ୍କ ଅଫର୍‌

ମୁମ୍ବାଇ: ବଲିଲଡ୍‌ ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେଙ୍କ ହାତରେ ଏବେ ଅଫର୍‌ ଉପରେ ଅଫର୍‌। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ହିଟ୍‌ ହେବା ପରେ ପୁଣିଥରେ ଧର୍ମା ପ୍ରଡକସନରୁ ତାଙ୍କୁ ନେକ୍ସ ଫିଲ୍ମ ପାଇଁ ଅଫର୍‌…

ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡରେ ଚମକିଲେ ବଲିଉଡ୍‌ କଳାକାର

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ସ୍ଥିତ ଫିଲ୍ମ ସିଟିରେ ରବିବାର ଷ୍ଟାର ସ୍କ୍ରିନ୍‌ ଆଓ୍ବାର୍ଡସ୍‌ ଶୋ’ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ରୁ ଆରମ୍ଭ କରି ଟେଲିଜଗତର ବହୁ ନାମୀଦାମି ବ୍ୟକ୍ତିବିଶେଷ ଯୋଗଦେଇଥିଲେ। ଏଥିରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ, ଅଭିନେତା ରଣବୀର…

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ ପୁଣିଥରେ ସେ ଏମିତି ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ…

ଛୋଟ ପିଲା ଭାବି ଇଣ୍ଡଷ୍ଟ୍ରିରେ ମୋତେ ଗୁରୁତ୍ୱ ଦେଉ ନ ଥିଲେ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ମାପିଚୁପି କଥା କହୁ ନ ଥିବା କଳାକାରଙ୍କ ମଧ୍ୟରୁ ବଲିଉଡ୍‌ ଅଭିନେତା ରିଷି କପୁର ଅନ୍ୟତମ। ବଲିଉଡ୍‌ ହେଉ କି ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ସେ ସ୍ପଷ୍ଟବାଦୀ କଥା କହିବାରେ ବିଶ୍ୱାସ ରଖନ୍ତି। ପୂର୍ବରୁ କେବଳ…

ଆଲିଆଙ୍କୁ ସହି ପାରୁନାହାନ୍ତି କଙ୍ଗନାଙ୍କ ଭଉଣୀ

ଅଭିନେତ୍ରୀ କଙ୍ଗନା ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲ ଆଲିଆଙ୍କୁ ଜମା ସହିପାରୁନାହାନ୍ତି। କିଛିଦିନ ହେବ ପ୍ରତ୍ୟେକ କଥାରେ ଆଲିଆଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ରଙ୍ଗୋଲୀ ଏକ ଟୁଇଟ୍‌ କରି ଆଲିଆଙ୍କ ପ୍ରତି ସିଧା ଆରୋପ ଲଗାଇଛନ୍ତି। ଅସଲ କାରଣ ହେଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri