ଅଭିନେତ୍ରୀ ଲିପିକାଙ୍କ ସିକ୍ରେଟ୍, ଖଳନାୟିକା ଚରିତ୍ରକୁ ନେଇ ପରିଚିତ ହେଲେ ହେଁ ଭୁତକୁ ପ୍ରବଳ ଭୟ
ଖୁବ୍ କମ୍ ବୟସରେ ସେ ଆସିଥିଲେ ଅଭିନୟ ଜଗତକୁ । ଇଚ୍ଛା ଥିଲା ନାୟିକା ଦୌଡ଼ରେ ସାମିଲ ହେବାର। ହେଲେ ସାଜିଗଲେ ଖଳନାୟିକା । ଲୋକଙ୍କ ଗାଳିକୁ ସେ ନିଜ ଅଭିନୟ ଜୀବନର ସାର୍ଥକତା ମଣିଲେ । ସେ ହେଲେ ଅଭିନେତ୍ରୀ…
ରାମୋଜି ରାଓଙ୍କ ପରଲୋକ
ହାଇଦ୍ରାବାଦ,୮।୬: ମିଡିଆ ଇଣ୍ଡଷ୍ଟ୍ରିର ଖୁବ୍ ଜଣାଶୁଣା ଇନାଡୁ ଏବଂ ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଶନିବାର ସକାଳେ ତେଲଙ୍ଗାନାର ହାଇଦ୍ରାବାଦରେ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଚିକିତ୍ସା ସମୟରେ ଖ୍ୟାତିସମ୍ପନ୍ନ ମିଡିଆ ଆଇକନ ଏବଂ ଫିଲ୍ମ ସମ୍ରାଟ…
୯ରେ କଙ୍ଗନାଙ୍କ ବିରୋଧରେ କୃଷକ ଆନ୍ଦୋଳନ
ନୂଆଦିଲ୍ଲୀ,୮ା୬: ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ଭାଜପା ଏମ୍ପି କଙ୍ଗନା ରାଣାଓ୍ବତ୍ଙ୍କ ବିରୋଧରେ କୃଷକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। କଙ୍ଗନାଙ୍କୁ ଗୁରୁବାର ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରିଥିବା ସିଆଇଏସ୍ଏଫ୍ର ମହିଳା କନ୍ଷ୍ଟେବଲଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।…
ଚର୍ଚ୍ଚିତ ‘ବଦୋ ବଦି’ ଗୀତକୁ ଡିଲିଟ୍ କରିଦେଲା ୟୁଟ୍ୟୁବ୍
ବମ୍ବେ: ଗତ ମାସରେ ସୋସିଆଲ ମିଡିଆରେ ଏକ ଗୀତ ବେଶ ଭାଇରାଲ ହୋଇଥିଲା। ଏବେ ତାକୁ ଡିଲିଟ୍ କରିଦିଆଯାଇଛି। ପାକିସ୍ତାନର ସୋସିଆଲ ମିଡିଆ ସେନ୍ସେଶନ ଚାହତ ଫତେ ଅଲି ଖାନ୍ ନିଜ ଗୀତ ‘ବଦୋ ବଦି’କୁ ନେଇ ବେଶ ଚର୍ଚ୍ଚାରେ ଥିଲେ।…
ଛାଡପତ୍ର ଚର୍ଚ୍ଚା ଭିତରେ ଏମିତି ଫଟୋ ଶେୟାର କଲେ ନତାଶା: ଲୋକେ କହିଲେ, ସବୁକିଛି ଠିକ୍ ଅଛି
ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଚର୍ଚ୍ଚାରେ ଥିଲେ। ନିକଟରେ ସେମାନଙ୍କ ଛାଡପତ୍ର ବିଷୟରେ ଗୁଜବ ପ୍ରଚାରିତ ହୋଇଥିଲା। ତେବେ ଏହି ଗୁଜବ ଉପରେ ଉଭୟ ନୀରବତା ବଜାୟ ରଖିଥିଲେ। ଏସବୁ ମଧ୍ୟରେ, ନିକଟରେ ନତାଶା…
ହାରିଗଲେ ଅରିନ୍ଦମ: ସାଲେପୁରରେ ପ୍ରଶାନ୍ତ ବିଜୟୀ
କଟକ,୪।୬: ସାଲେପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ତଥା ଓଲିଉଡ୍ ଅଭିନେତା ଅରିନ୍ଦମ ରାୟଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏଠାରେ ବିଜେଡିର ପ୍ରଶାନ୍ତ ବେହେରା ବିଜୟୀ ହୋଇଛନ୍ତି। ଆରମ୍ଭରୁ ପ୍ରଶାନ୍ତ ଆଗୁଆ ରହିଥିଲେ ହେଁ ମଝିରେ କିଛି ରାଉଣ୍ଡରେ ଅରିନ୍ଦମ…
ବାପା ହେଲେ ବରୁଣ ଧାୱନ
ବଲିଉଡ ଅଭିନେତା ବରୁଣ ଧାୱନ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ନତାଶା ଦଲାଲ ୩ ଜୁନରେ ଏକ ଝିଅ ଜନ୍ମ ଦେଇଥିଲେ। ବରୁଣ ଧାୱନଙ୍କ ପିତା ଡେଭିଡ ଧାୱନ ଏହା ନିଶ୍ଚିତ କରିଛନ୍ତି। ଜେଜେବାପା ହୋଇଥିବା ଡେଭିଡ ଧାୱନ ନାତୁଣୀ ଏବଂ…
ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ର ହେଲେ ମିଷ୍ଟର୍ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ
ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍ସ୍କ୍ରାଇବର ଥିବା ୟୁଟ୍ୟୁବ୍…
ଲୋକଙ୍କୁ ଧକ୍କା, ମୁଥ ମାରିଲେ ରବୀନା, ଭାଇରାଲ ହେଉଛି ଭିଡିଓ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ରବୀନା ଠେଲାପେଲା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଘଟିଛି। ଭିଡିଓରେ ଦେଖିବାକୁ ମିଳିଛି, କିଛି ଲୋକଙ୍କ ସହ ରବୀନାଙ୍କର…
ଶୁବମନ ଗିଲ୍ଙ୍କୁ ବିବାହ କରିବେ ରିଦ୍ଧିମା, ମୁହଁ ଖୋଲିଲେ ଅଭିନେତ୍ରୀ…
ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍ଙ୍କ ନା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବଂ ସୈଫ୍ ଅଲ୍ଲୀଙ୍କ ଝିଅ ସାରା ଅଲି ଖାନ୍ଙ୍କ ସହ ଜଡ଼ିତ ହେବା ଏବେ ଟେଲି ଅଭିନେତ୍ରୀ ରିଦ୍ଧିମା ପଣ୍ଡିତଙ୍କୁ ନେଇ ଚର୍ଚ୍ଚା ହେଉଛି। ଶୁବମନଙ୍କଠାରୁ ରିଦ୍ଧିମା…
ଅଭିନେତ୍ରୀ ହେଲେ ମଲାଲା!
ମୁମ୍ବାଇ,୧।୬: ‘ନୋବେଲ ଶାନ୍ତି ପୁରସ୍କାର’ ଜିତିଥିବା ମଲାଲା ୟୁସୁଫଜାଇ ଅଭିନୟରେ ଡେବ୍ୟୁ କରିଛନ୍ତି। ସେ ବ୍ରିଟିଶ ସିଟକମ ‘ଓ୍ବି ଆର ଲେଡି ପାର୍ଟସ’ର ଦ୍ୱିତୀୟ ସିଜନରେ ଅଭିନୟ କରୁଛନ୍ତି । ସେ ଏଥିରେ ଏକ କ୍ୟାମୋ କରିଛନ୍ତି, ଟିଭି ଶୋ’ରୁ ତାଙ୍କର…
ସଲମାନଙ୍କ ଉପରେ ଆକ୍ରମଣ କରିବାର ଥିଲା ଯୋଜନା, ପାକିସ୍ତାନରୁ ମଗାଯାଇଥିଲା ଅସ୍ତ୍ରଶସ୍ତ୍ର
ମୁମ୍ବାଇ,୧।୬: ବଲିଉଡ ଅଭିନେତା ସଲମାନ ଖାଁ ଲଗାତାର ବିପଦରେ ଅଛନ୍ତି। ତାଙ୍କୁ ପୁଣି ଥରେ ଆକ୍ରମଣ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଇଥିଲା। ତେବେ ମୁମ୍ବାଇ ପୋଲିସ ଏହି ଉଦ୍ୟମକୁ ପଣ୍ଡ କରିଛି। ଏହି ଘଟଣାରେ ନାଭି ମୁମ୍ବାଇ ପୋଲିସ ଚାରି…
Archives


