ଜୟଲଲିଥାଙ୍କ ୭୨ତମ ଜନ୍ମଦିନ ଅବସରରେ ଥାଲାଇବିର ନୂଆ ଲୁକ୍ ଶେୟାର କଲେ କଙ୍ଗନା
ମୁମ୍ବାଇ: ତାମିଲନାଡୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟଲଲିଥାଙ୍କ ସୋମବାର ୭୨ତମ ଜନ୍ମଦିନ। ଏହି ଅବସରରେ ବଲିଉଡ୍ କୁଇନ କଙ୍ଗନା ରଣାଓ୍ବତ ତାଙ୍କର ଅପ୍ କମିଂ ଫିଲ୍ମ ‘ଥାଲାଇବି’ରେ ଥିବା ତାଙ୍କ ଆଉ ଏକ ଲୁକ୍କୁ ଶେୟାର କରିଛନ୍ତି। ଏନେଇ ଇନ୍ଷ୍ଟାଗ୍ରାମ୍ରେ ସେ…
ସାତ ବର୍ଷ ପରେ ଏକାଠି ନଜର ଆସିବେ ଏକତା-ଅକ୍ଷୟ
ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ଏବେ ଦର୍ଶକଙ୍କର ବେଶ୍ ପସନ୍ଦ ଆସୁଛି। ଚଳିତ ବର୍ଷ ଓ ଆସନ୍ତା ବର୍ଷ ତାଙ୍କ ହାତରେ ସବୁଠାରୁ ଅଧିକ ଅଫର ରହିଛି ବୋଲି ଜଣାପଡିଛି। ଏବେ ଏହାସହ ଆଉ ଏକ ପ୍ରୋଜେକ୍ଟ…
ଟ୍ରମ୍ପଙ୍କ ଭାଷଣରେ ବଲିଉଡ୍: ମନେ ପକାଇଲେ ସୋଲେ, ଡିଡିଏଲ୍ଜେ
ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ସୋମବାର ଗୁଜରାଟର ଅହମଦାବାଦରେ ପହଞ୍ଚିଛନ୍ତି। ସେଠାରେ ଥିବା ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’କାର୍ଯ୍ୟକ୍ରମରେ ସେ ଯୋଗଦେଇଛନ୍ତି। ଏହି ସମୟରେ ସେ ସାଧାରଣ ଜନତାଙ୍କୁ ଉଦ୍ବୋଧନ ଦେବା ବେଳେ…
ମା’ ତୁମେ ବହୁତ ମନେ ପଡୁଛ…
ମୁମ୍ବାଇ: ବଲିଉଡ୍ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ୨୪ ଫେବୃୟାରୀ ଅର୍ଥାତ୍ ସୋମବାର ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ। ଆଜିର ଦିନରେ ଶ୍ରୀଦେବୀଙ୍କ ଅଚାନକ ମୃତ୍ୟୁ ସିନେପ୍ରେମୀଙ୍କୁ ହତବାକ କରିଦେଇଥିଲା। ୨୦୧୮ ଫେବୃୟାରୀ ୨୪ରେ ଦୁବାଇରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ସ୍ବାମୀ ବୋନିକ କପୁର,…
ଦର୍ଶକଙ୍କୁ ଡରାଇ ପାରିଲାନି ‘ଭୂତ’: ୩ ଦିନରେ ୧୬.୩୬ କୋଟି ବ୍ୟବସାୟ
ମୁମ୍ବାଇ: ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଭୂତ’ ରିଲିଜ ହୋଇସାରିଛି। ଟ୍ରେଲର ରିଲିଜ ପରେ ଦର୍ଶକେ ଯାହା ଆଶା କରୁଥିଲେ କିନ୍ତୁ ସେମିତି କିଛି କମାଲ କରିପାରିଲାନି ଏହି ଫିଲ୍ମ। ଲଗାତର ୩ ଦିନ ଫିଲ୍ମର କଲେକ୍ସନ ପ୍ରାୟ ସମାନ ରହିଲା।…
ରାସ୍ତାରେ ଜୋତା ପଲିଶ୍ କରୁଥିବା ସନି ଏବେ ଇଣ୍ଡିଆନ ଆଇଡଲ୍-୧୧ର ବିଜେତା
ମୁମ୍ବାଇ: ଦିନ ଥିଲା ରାସ୍ତାକଡ଼ରେ ବସି ଏହି ଯୁବକ ଜୋତା ପଲିଶ୍ କରୁଥିଲେ। ହେଲେ ଆଜି ସେ ଇଣ୍ଡିଆନ ଆଇଡଲ ସିଜିନ-୧୧ର ବିଜେତା। ସେ ଆଉ କିଏ ନୁହଁନ୍ତି ପଞ୍ଜାବ ଭଟିଣ୍ଡାର ସନି ହିନ୍ଦୁସ୍ତାନୀ। ଗତକାଲି ପପୁଲାର ରିୟଲଟି ଶୋ’ ଇଣ୍ଡିଆନ…
ସଫଳତା ପୂର୍ବରୁ ଟ୍ରେନ୍ରେ ଗୀତ ଗାଉଥିଲେ ଆୟୁଷ୍ମାନ୍
ମୁମ୍ବାଇ: ବି-ଟାଉନର ସବୁଠାରୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଆୟୁଷ୍ମାନ୍ ଖୁରାନା ଅନ୍ୟତମ। ସେ ଯେଉଁ ଗୀତ ଗାଆନ୍ତି ଏବଂ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ସବୁ ହିଟ୍ ହୋଇଯାଏ। ଆୟୁଷ୍ମାନ୍ଙ୍କ ଅଭିନୀତ ଫିଲ୍ମ ‘ଅନ୍ଧାଧୂନ୍’ ଏବଂ ‘ବଧାଇ ହୋ’କୁ ଅନେକ ନ୍ୟାଶନାଲ୍…
ଜୋତାର ନିଆରା ମ୍ୟୁଜିୟମ୍
କାନାଡାର ଟରଣ୍ଟୋ ସ୍ଥିତ ବ୍ଲୋର୍ ଷ୍ଟ୍ରିଟ୍ଠାରେ ଥିବା ବାଟା ସୁ ମ୍ୟୁଜିୟମ ପୃଥିବୀର ଏକ ବିଖ୍ୟାତ ଜୋତା ମ୍ୟୁଜିୟମ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ସଂଗୃହୀତ ହୋଇରହିଥିବା ସମସ୍ତ ଜୋତା ଏକ ଭିନ୍ନ କାହାଣୀ ବର୍ଣ୍ଣନା କରିଥାଏ। ଏହି ମ୍ୟୁଜିୟମ୍ରେ…
ଯାତ୍ରା ପାଇଁ ସମର୍ପିତ ରତି-ମିଟୁନା
କୁହାଯାଏ ଯୋଡ଼ି ସ୍ବର୍ଗରେ ତିଆରି ହୁଏ। ଆଉ ଉପରବାଲା ହିଁ ଜୀବନସାଥୀ ବାଛିଦିଏ। ଯିଏ ଯେଉଁଠି ଜନ୍ମ ହୋଇଥାଉ, ଯିଏ ଯେଉଁଠି ଯେଉଁ କାମ କରୁଥାଉ ନା କାହିଁକି ଯିଏ ଯାହାର ସିଏ ତାହାର। ଓଡ଼ିଆ ଯାତ୍ରା ଜଗତର ଦୁଇ ପ୍ରସିଦ୍ଧ…
ସତର ବର୍ଷରୁ ଯାତ୍ରା
ପୂରା ନାମ ମୃତ୍ୟୁଞ୍ଜୟ ବାରିକ। ହେଲେ ସମସ୍ତେ ତାଙ୍କୁ ଜୟନ୍ତ ନାମରେ ହିଁ ଜାଣନ୍ତି। ଓଡ଼ିଆ ଯାତ୍ରାଜଗତର ଏକ ଅତି ପରିଚିତ ନାମ ହେଉଛନ୍ତି ମୃତ୍ୟୁଞ୍ଜୟ ବାରିକ ଓରଫ୍ ଜୟନ୍ତ ବାରିକ। ଉଭୟ ନେଗେଟିଭ୍ ଏବଂ ପଜିଟିଭ୍ ଭୂମିକା ତୁଲାଇବାରେ ସେ…
ସିଦ୍ଧାର୍ଥଙ୍କ ଉପରେ ରାଗିଗଲେ ହିମାଂଶି: କହିଲେ ‘ମହିଳାଙ୍କ ସହ କିଭଳି କଥା ହେବେ ଶିଖନ୍ତୁ’
ବମ୍ବେ: ବିଗ୍ବସ୍ ସରିବା ପରେ ମଧ୍ୟ ପ୍ରତିଯୋଗୀମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଥମୁନାହିଁ। ଏପରିକି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଜଣେ ଅନ୍ୟଜଣଙ୍କୁ କଡ଼ା ମନ୍ତବ୍ୟ ଦେଉଛନ୍ତି। ସେଭଳି କିଛି ଘଟଣାକ୍ରମରେ ଶୋ’ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଉପରେ ହିମାଂଶି ଖୁରାନ୍ନା…
‘ହାଥୀ ମେରେ ସାଥୀ’ରେ ନଜରକୁ ଆସିବେ ରାଣା ଦଗ୍ଗୁବତୀ, ଶେୟାର କଲେ ନୂଆ ପୋଷ୍ଟର
ବମ୍ବେ: ବ୍ଲକବଷ୍ଟର ଚଳଚ୍ଚିତ୍ର ‘ବାହୁବଲୀ’ରେ ଭଲ୍ଲାଲଦେବ ଚରିତ୍ରରେ ନଜରକୁ ଆସି ବାହାବାଃ ସାଉଁଟିଥିଲେ ଅଭିନେତା ରାଣା ଦଗ୍ଗୁବତୀ। ଫିଲ୍ମରେ ତାଙ୍କ ଚରିତ୍ରଠାରୁ ଆରମ୍ଭ କରି ଟ୍ରାନ୍ସଫର୍ମେଶନ ଚର୍ଚ୍ଚାରେ ରହିଥିଲା। ଏବେ ସେମିତି କିଛି ହୋଇଛି। ଆଗାମୀ ଫିଲ୍ମ ‘ହାଥୀ ମେରେ ସାଥୀ’ରେ…
Archives


