ବିକ୍ନୀ ପିନ୍ଧି ଇନ୍ଷ୍ଟାଗ୍ରାମରେ ଫଟୋ ଶେୟାରକଲେ ମଲାଇକା, ଡିଜାଇନର କହିଲେ…
ମୁମ୍ବାଇ: ନିଜର ଡ୍ୟାନ୍ସ ଏବଂ ଷ୍ଟାଇଲ୍କୁ ନେଇ ମଲାଇକା ଆରୋରା ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ହାତରେ ବର୍ତ୍ତମାନ ଯଦିଓ କିଛି ଫିଲ୍ମ ନାହିଁ, ତେବେ ସେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଛନ୍ତି। ଏହି ଜରିଆରେ ସେ ପ୍ରଶଂସକଙ୍କ ନିକଟତର…
ବଲିଉଡ୍ ଫିଲ୍ମରେ ହୋଲିର ଝଲକ୍
ମୁମ୍ବାଇ: ବିଗତ ଦିନରେ ବଲିଉଡର କିଛି ଫିଲ୍ମରେ ହୋଲିର ଝଲକ ଦେଖିବାକୁ ମିଳିଥିଲା। ହୋଲି ଗୀତ ସହିତ ଅଭିନେତ୍ରୀ, ଅଭିନେତାଙ୍କ ଡ୍ୟାନ୍ସ ଦର୍ଶକଙ୍କ ଦୃଶ୍ୟପଟରେ ଆଜି ବି ଅଭୁଲା। ସିଲ୍ସିଲା: ଏହି ଫିଲ୍ମର ହୋଲି ଗୀତରେ ଅମିତାଭ, ଜୟା ବଚ୍ଚନ ଏବଂ…
କେଶ କାଟିବାରୁ ଅଭିନେତାଙ୍କୁ ଦେବାକୁ ପଡ଼ିଲା ୩୨ ଲକ୍ଷ
ମାଲାୟାଲମ୍ ଫିଲ୍ମ ନିର୍ମାତା ସଚିତ୍ ନିଗମଙ୍କୁ ନିଜ କେଶ କାଟିବାରୁ ୩୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଛି। ନିଜ କଥା ରଖି ନ ପାରିବାରୁ ତାଙ୍କୁ ଏହି କ୍ଷତି ପୂରଣ ଦେବାକୁ ପଡ଼ିଛି। ପ୍ରକୃତ କଥାଟା ହେଲା, କେରଳ ଫିଲ୍ମ ପ୍ରଡ୍ୟୁସରର୍ସ…
କରୀନାଙ୍କ ଇନ୍ଷ୍ଟାଗ୍ରାମ୍ରେ ଡେବ୍ୟୁ କଲେ ପୁଅ ତୈମୁର
ଏମିତି କୌଣସି ଦିନ ନାହିଁ, ଯେଉଁଦିନ ଅଭିନେତ୍ରୀ କରୀନା କପୁର ଚର୍ଚ୍ଚାରେ ରହିନାହାନ୍ତି। ଗୋଟିଏ ଦିନ ପୂର୍ବରୁ ସେ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଡେବ୍ୟୁ କରିଥିଲେ। ଏବେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୁଅ ତୈମୁର ଅଲ୍ଲୀ ଖାନ୍ ଡେବ୍ୟୁ କରିଛନ୍ତି। କରୀନା ଇନ୍ଷ୍ଟାରେ…
କରୋନା ସଂକ୍ରମଣ ଶେଷ ହେବା ପରେ ହାତ ମିଳାଅ, ଆଲିଙ୍ଗନ କର: ସଲ୍ମାନ
ବମ୍ବେ: ବିଶ୍ୱରେ ଏବେ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ରୋଗ କବଳକୁ ଅଶୀରୁ ଅଧିକ ଦେଶ ଆସି ସାରିଲେଣି। ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ଲକ୍ଷେ ଟପିଛି। ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୩୧ ଟପିଛି। ଏହା ଜଣାପଡ଼ିବା ପରେ…
ହଲିଉଡ୍ କଳାକାରଙ୍କ ସହ ଜନ୍ମଦିନ ପାଳିଲେ ଅନୁପମ
ନ୍ୟୁୟର୍କ: ବଲିଉଡ୍ର ବରିଷ୍ଠ କଳାକାର ଅନୁପମ ଖେର ଶନିବାର ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସେ ନ୍ୟୁୟର୍କରେ ହଲିଉଡ୍ର ଭେଟେରାନ ଆକ୍ଟର ରୋବର୍ଟ ଡି ନିରୋଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି। ଏହି ଦୁଇ କଳାକାର ୨୦୧୨ରେ ‘ସିଲଭର…
ଫିଟ୍ନେସ୍ ପାଇଁ ଏବେ ପୋଲ୍ ଡ୍ୟାନ୍ସ ଶିଖୁଛନ୍ତି ଅକ୍ଷୟ
ଖୀଲାଡି କିଙ୍ଗ୍ ଅକ୍ଷୟ କୁମାର ନିଜ ଫିଟ୍ନେସ୍କୁ ନେଇ ସବୁବେଳେ ସଚେତନ। ସୁସ୍ଥ ରହିବା ପାଇଁ ସର୍ବଦା ସେ ନୂଆ ନୂଆ ଶୈଳୀ ଆପଣାଇ ଥାନ୍ତି। କେତେବେଳେ କିକ୍, ବକ୍ସିଂ, ମାର୍ସଲ ଆର୍ଟସ୍ ଶିଖନ୍ତି ତ ଆଉ କେତେବେଳେ ସେ ଭଲିବଲ୍,…
୧୨ ବର୍ଷ ତଳେ ଗୋଟିଏ ରୁମ୍ ଥିବା ଘରେ ବାସ କରୁଥିଲେ ନେହା କକ୍କର: ଫଟୋ ଶେୟାର କରି ହେଲେ ଭାବୁକ
ମୁମ୍ବାଇ: ବଲିଉଡ୍ର ଗାୟିକା ନେହା କକ୍କର ୧୨ ବର୍ଷ ତଳେ ଥିବା ତାଙ୍କ ଅବସ୍ଥାର ଏକ ଫଟୋ ଇନଷ୍ଟାଗ୍ରାମ୍ରେ ଶେୟାର କରିଛନ୍ତି। ସେତେବେଳେ ସେ ଋଷିକେଶରେ ଗୋଟିଏ ରୁମ୍ ଥିବା ଘରେ ବାସ କରୁଥିଲେ। ଏଠାରେ ତାଙ୍କର ଜନ୍ମ ହୋଇଥିଲା। ଏହିଘରେ…
ଲେଡି ଲଭ୍ଙ୍କ ସହ ପ୍ରଥମଥର ହୋଲି ଖେଳିଲେ ନିକ୍
ମୁମ୍ବାଇ: ଆମେରିକାନ ସିଙ୍ଗର ନିକ୍ ଜୋନସ୍ ଶୁକ୍ରବାର ପତ୍ନୀ ପ୍ରିୟଙ୍କା ଚୋପ୍ରା ଜୋନସଙ୍କ ସହ ମୁମ୍ବାଇରେ ପ୍ରଥମ ଥର ଲାଗି ହୋଲି ଖେଳିଛନ୍ତି। ଇଶା ଅମ୍ବାନିଙ୍କ ଦ୍ୱାରା ଆୟୋଜିତ ଏହି ହୋଲି କାର୍ଯ୍ୟକ୍ରମରେ ଆହୁରି ମଧ୍ୟ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କୁ ଦେଖିବାକୁ…
‘ବାଗି ୩’ ରିଲିଜ୍ ହେବା ପରେ ବୋହୂ ବେଶରେ ନଜର ଆସିଲେ ଅଙ୍କିତା
ମୁମ୍ବାଇ: ଟେଲିଭିଜନ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଙ୍କିତା ଲୋଖଣ୍ଡେ ଏବେ ବଲିଉଡ୍ ଦୁନିଆରେ ଦର୍ଶକଙ୍କ ଦୃଷ୍ଟ ଆକର୍ଷଣ କରିଛନ୍ତି। ‘ମଣିକର୍ନିକା’ରେ ଡେବ୍ୟୁ କରିଥିବା ଅଙ୍କିତାଙ୍କର ଦ୍ୱିତୀୟ ଫିଲ୍ମ ‘ବାଗି ୩’ ଏବେ ରିଲିଜ୍ ହୋଇଛି। ଏଥିରେ…
ସଂଘର୍ଷର ଦିନକୁ ମନେ ପକାଇଲେ ଜ୍ୟାକ୍ଲିନ୍: ଡେବ୍ୟୁ ପୂର୍ବରୁ ନାଁ ବଦଳାଇ ମୁସ୍କାନ’ରଖିବାକୁ କୁହାଯାଇଥିଲା
ବମ୍ବେ: ଅଭିନେତ୍ରୀ ଜ୍ୟାକ୍ଲିନ୍ ଫର୍ଣ୍ଣାଡିସ୍ ଏବେ ବଲିଉଡ୍ର ଜଣେ ଆଗଧାଡ଼ିର ନାୟିକା। ଅନେକ ଉତ୍ଥାନ ପତନ ପରେ ହିନ୍ଦି ସିନେମା ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସେ। ହେଲେ ପ୍ରଥମେ ଏହା ଏତେ ସହଜ ନ ଥିଲା। ବଲିଉଡ୍ରେ ଡେବ୍ୟୁ କରିବା ପୂର୍ବରୁ…
୭୬ ବର୍ଷରେ ବି ଝିଅମାନଙ୍କୁ ଟକ୍କର ଦେଉଛନ୍ତି ତନୁଜା
ବଲିଉଡ୍ର ୭୬ ବର୍ଷିୟା ଭେଟେରାନ ଅଭିନେତ୍ରୀ ତନୁଜାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନୀଳ ରଙ୍ଗର ଏକ ସୁଇମିଙ୍ଗ୍ ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋ ଝିଅ ତନୀଷାଙ୍କ ଜନ୍ମଦିନ ଅବସରରେ…
Archives


