ବିବାହ କଥା ଚିନ୍ତା କରି ନ ଥିବାରୁ ସିଙ୍ଗଲ ମଦର ହେବାକୁ ପ୍ରସ୍ତୁତ ଥିଲେ ଏକତା!
ମୁମ୍ବାଇ: ଟେଲିଭିଜନ ଦୁନିଆର ଜଣାଶୁଣା ନାଁ ଏକତା କପୁର। ଏବେ ସେ ସିଙ୍ଗଲ ମଦର। କିନ୍ତୁ କ’ଣ ପାଇଁ ସେ ସିଙ୍ଗଲ ମଦର ହୋଇଛନ୍ତି ନିକଟରେ ଏକ ସାକ୍ଷାତ୍କାରରେ ସେ ଏହା ଖୋଲାଖୋଲି କଥା ହୋଇଛନ୍ତି। ଏକତା କହିଛନ୍ତି ବିବାହ ପାଇଁ…
ଭିଣ୍ଟେଜ କାର୍ ସହ ଫଟୋ ଶେୟାର କଲେ ଅମିତାଭ
ମୁମ୍ବାଇ: ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ବେଳେ ରବିବାର ବିଳମ୍ବିତ ରାତିରେ ସେ ଏକ ଫଟୋ ଶେୟାର କରିଛନ୍ତି। ଯାହା ସୋମବାର ସକାଳେ ଆସିଛି ଚର୍ଚ୍ଚାକୁ। ବିଗ୍ ବି ହଳଦିଆ ରଙ୍ଗର ଏକ ଭିଣ୍ଟେଜ କାର୍…
ଟାଇଗର ଶ୍ରଫ୍ଙ୍କ ନାମ କିପରି ଦିଆଗଲା କହିଲେ ଜ୍ୟାକି
ମୁମ୍ବାଇ: ବାଗି-୩ରେ ପିତା ଜ୍ୟାକି ଶ୍ରଫ୍ଙ୍କ ସହିତ ଟାଇଗର ଶ୍ରଫ୍ ଅଭିନୟ କରିଛନ୍ତି। ଏକ ସାକ୍ଷାତ୍କାରରେ ଟାଇଗରଙ୍କ ନାମ ଏଭଳି କିପରି ଦିଆଯାଇଥିଲା ସେ ନେଇ ଜ୍ୟାକି ପ୍ରକାଶ କରିଛନ୍ତି। ପିଲାଦିନେ ଟାଇଗର ଜ୍ୟାକିଙ୍କ ମୁହଁକୁ ନଖରେ ରାମ୍ପୁଡ଼ି ଦେଉଥିଲେ। ତେଣୁ…
ପେଁକାଳିର ଜେଜେ ବୈକୁଣ୍ଠ ବାରେକ୍
ଓଡ଼ିଆ ଯାତ୍ରା ଜଗତର ଏହା ହେଉଛି ଏକ ପ୍ରସିଦ୍ଧ ତଥା ଅତି ଲୋକପ୍ରିୟ ସଂଳାପ। ଏହା ହେଉଛି ଦିବଂଗତ ନାଟ୍ୟକାର ଅନନ୍ତ ଓଝାଙ୍କ ରଚିତ ‘ମୋ ପେଁକାଳି ବଜେଇଦେ’ ନାଟକର ସଂଳାପ। ନାତୁଣୀ ମିତାକୁ ନେଇ ତା’ ସ୍ବାମୀ ଶେଖର ଘର…
ବହୁମୁଖୀ ହାସ୍ୟାଭିନେତା ପ୍ରଭାକର
ପ୍ରଭାକର ସାହୁ। ଡାକନାମ ଚଗନ। ସେ ଯାତ୍ରା ଜଗତରେ ଏହି ନାମରେ ହିଁ ପରିଚିତ। ଚଗନ ଜଣେ ନିଆରା ମଣିଷ। ସମସ୍ତେ ତାଙ୍କୁ ମଞ୍ଚରେ ଦେଖନ୍ତି ଜଣେ ହାସ୍ୟ କଳାକାର ଭାବେ। ତେବେ କେବଳ ଜଣେ କଳାକାର ଭାବେ ତାଙ୍କ ପରିଚୟ…
ସିଲ୍ ହେଲା ଧର୍ମେନ୍ଦ୍ରଙ୍କ ‘ହି ମ୍ୟାନ’ ରେସ୍ତୋରାଁ
ହରିୟାଣା,୮।୩: ବଲିଉଡ୍ର ହି ମ୍ୟାନ ଭାବେ ପରିଚିତ ଭେଟେରାନ ଆକ୍ଟର ଧର୍ମେନ୍ଦ୍ର ଭାଲେଣ୍ଟାଇନ୍ସ ଡେ’ ଅବସରରେ ଏକ ରେସ୍ତୋରାଁ ଖୋଲିଥିଲେ। ଆଉ ଏହାର ନାଁ ରହିଥିଲେ ‘ହି ମ୍ୟାନ୍’। ଏବେ ଏହି ରେସ୍ତୋରାଁକୁ ସିଲ୍ କରି ଦିଆଯାଇଥିବା ଖବର ମିଳିଛି। ତେବେ…
ସଲ୍ମାନ ଭାଣିଜୀଙ୍କୁ କିସ୍ କରୁଥିବାର ଭିଡିଓ ଭାଇରାଲ
ମୁମ୍ବାଇ: ବଲିଉଡ୍ ଭାଇଜାନ୍ ସଲ୍ମାନ ଖାଁ ତାଙ୍କ ଭଉଣୀ ଅର୍ପିତାଙ୍କ ପିଲାମାନଙ୍କ ସହ ବେଶ୍ କୌତୁକିଆ ଢଙ୍ଗରେ ବେଳେବେଳେ ନଜରକୁ ଆସନ୍ତି। ଏଥର ତାଙ୍କ ଜନ୍ମଦିନ ଅବସରରେ ଅର୍ପିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ସେବେଠାରୁ ଭାଣିଜୀଙ୍କ ସହ…
ଦୁଇଥର ନିର୍ବନ୍ଧ ଭାଙ୍ଗିବା ପରେ ପୁଣି ପ୍ରେମରେ ପିସିଙ୍କ ଭାଇ ସିଦ୍ଧାର୍ଥ, ଇଶାଙ୍କ ହୋଲି ପାର୍ଟିରେ ପ୍ରେମିକାଙ୍କ ସହ ପହଞ୍ଚିଲେ
ବମ୍ବେ: ଅଭିନୟ ନ ହେଲେ ବି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ। ଦୁଇ ଦୁଇ ଥର ନିର୍ବନ୍ଧ ଭାଙ୍ଗିବା ପରେ ଏବେ ପୁଣି ସେ ପ୍ରେମରେ ପଡ଼ିଛନ୍ତି। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଲମ ଉପାଧ୍ୟାୟଙ୍କୁ…
ଚର୍ଚ୍ଚାରେ ଟିକ୍ଟକ୍ର କିଆରା
ବମ୍ବେ: ‘ଟିକ୍ଟକ୍’ ଆଜିକାଲିର ସବୁଠାରୁ ଅଧିକ ପସନ୍ଦଯୋଗ୍ୟ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏଥିରେ ଆକାଉଣ୍ଟ କରି ଭଳିକିଭଳି ଭିଡିଓ ପୋଷ୍ଟ କରିଥାଆନ୍ତି ବ୍ୟବହାରକାରୀ। ଗୀତ ହେଉ ଅଥବା ନୃତ୍ୟ/ଅଭିନୟ ଅନେକେ ଏଥିରୁ ଷ୍ଟାର ପାଲଟି ଯାଉଛନ୍ତି।…
ହୋଲି ପୂର୍ବରୁ ରଙ୍ଗ ଖେଳିଲେ ବଲିଉଡ୍ର ନୂଆ ଲଭ୍ବାର୍ଡ
ବମ୍ବେ: ବଲିଉଡ୍ର ଭାଇଜାନ୍ ସଲ୍ମାନଙ୍କ ଏକଦା ପ୍ରେମିକା ଥିବା କଟ୍ରିନା କୈଫ୍ ଏବେ ଆଉ ଜଣଙ୍କ ପ୍ରେମରେ। ସେ ଆଉ କେହି ନୁହନ୍ତି, ଅଭିନେତା ବିକ୍କି କୌଶଲ। ବିକ୍କି ଏକଦା ଏକ କାର୍ଯ୍ୟକ୍ରମରେ ସଲ୍ମାନଙ୍କ ସମ୍ମୁଖରେ କଟ୍ରିନାଙ୍କୁ ପସନ୍ଦ କରୁଥିବା କହିଥିଲେ।…
ଆଉ ୫ ବର୍ଷ ଆକ୍ସନ ଫିଲ୍ମ କରିବେ ଖୀଲାଡି ହିରୋ
ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ଇତିମଧ୍ୟରେ ରିଲିଜ୍ ହୋଇଯାଇଛି। ଏଥିରେ ଖୀଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କୁ ଆକ୍ସନ ଅବତାରରେ ଦେଖିବାକୁ ମିଳୁଛି। ଫିଲ୍ମରେ ବହୁତ କମ୍ ବିଏଫ୍ଏକ୍ସର ବ୍ୟବହାର ହୋଇଥିବା ବେଳେ ନିଜେ ଅକ୍ଷୟ ଅଧିକାଂଶ ଷ୍ଟଣ୍ଟ ଦୃଶ୍ୟ…
ନିଜକୁ ଭାଗ୍ୟଶାଳୀ କହିଲେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜକୁ ଭାଗ୍ୟଶାଳୀ କହିଛନ୍ତି। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। କାରଣଟି ହେଲା ସଲମାନ୍ ଖାଁ, ଅକ୍ଷୟ କୁମାର, ଶାହାରୁଖ୍ ଖାଁ, ହ୍ରିତିକ୍ ରୋଶନଙ୍କ ପରି ବଲିଉଡ୍ର ସୁପରଷ୍ଟାର ହେଉଛନ୍ତି ତାଙ୍କ ବନ୍ଧୁ।…
Archives


