ମନୋରଞ୍ଜନ

ବନ୍ଦ ହେବ ଫିଲ୍ମ ଶୁଟିଂ

ମୁମ୍ବାଇ,୧୫।୩: କରୋନା ଭାଇରସର ପ୍ରଭାବକୁ ଦେଖି ଏବେ ବିଭିନ୍ନ ରାଜ୍ୟର ସିନେମା ହଲ ବନ୍ଦ କରି ଦିଆଯାଇଛି। କରୋନାଠାରୁ ଦୂରେଇ ରହିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଅନ୍ୟପଟେ କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଯାଇ ମାର୍ଚ୍ଚ ୧୯ରୁ ୩୧ ତାରିଖ…

ପୁଣିଥରେ ରିଲିଜ୍‌ ହେବ ‘ଅଂଗ୍ରେଜି ମିଡିୟମ’

ମୁମ୍ବାଇ: କରୋନା ଭାଇରସର ପ୍ରଭାବ ଏବେ ପ୍ରାୟ ସବୁ କ୍ଷେତ୍ରରେ ଦେଖିବାକୁ ମଳିଲାଣି। ଏହି ମାରାତ୍ମକ ଭୂତାଣୁଠାରୁ ଦୂରେଇ ରହିବାକୁ ଏବେ ଜରୁରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ଦ୍ରୁତ ଗତିରେ କାୟା ବିସ୍ତାର କରୁଥିବାରୁ ଏହାକୁ ରୋକିବାକୁ ଯାଇ ଦିଲ୍ଲୀ,…

୩୭ ବର୍ଷର ପରମ୍ପରା ଭାଙ୍ଗିଲେ ବିଗ୍‌ ବି: ରବିବାର ସନ୍ଧ୍ୟାରେ ଜଲ୍‌ସାରେ ଭେଟିବେନି ଲୋକଙ୍କୁ

ମୁମ୍ବାଇ: ବିଗ୍‌ ବି ପ୍ରତି ରବିବାର ଘର ବାହାରେ ସନ୍ଧ୍ୟାରେ ଲୋକଙ୍କୁ ଭେଟିଥାନ୍ତି। ଏହି ପରମ୍ପରା ୩୭ ବର୍ଷ ଧରି ୧୯୮୨ଠାରୁ ଜାରି ରହିଥିଲା। ତେବେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ବିଗ୍‌ ବି ଚଳିତ ରବିବାର ଦିନ ଏଭଳି…

ନିଜକୁ ଘରେ ବନ୍ଦକରି ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ କରୋନା ଭାଇରସକୁ ନେଇ ବେଶ୍‌ ସଚେତନ ଥିବା ଦେଖାଯାଇଛି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି। ଉକ୍ତ ଫଟୋରେ…

ହିରୋରୁ ବାପା ଭୂମିକା ଯାଏ

ଦୁର୍ଗା ଭୂୟାଁ! ଓଡ଼ିଆ ଯାତ୍ରା ଜଗତର ଜଣେ ବର୍ଷୀୟାନ୍‌ କଳାକାର। ଯାତ୍ରାର ଅନେକ ପରିବର୍ତ୍ତନ ସେ ଦେଖିଛନ୍ତି। ପୁଣି ଅନେକ କଥା ସେ ଅଙ୍ଗେ ନିଭେଇଛନ୍ତି। ଘର ବାଲେଶ୍ୱର ଜିଲାର ଜଳେଶ୍ୱର ଅନ୍ତର୍ଗତ ଶିଖରପୁର ଗାଁ। ତାଙ୍କୁ ଯେତେବେଳେ ୧୨ବର୍ଷ ବୟସ…

ଆଙ୍କର ଆକ୍‌ଟ୍ରେସ୍‌ କ୍ରିଷ୍ଣା

କୃଷ୍ଣପ୍ରିୟା ନାଏକ ଓରଫ୍‌ କ୍ରିଷ୍ଣାଙ୍କର ଯାତ୍ରା ଜୀବନ ଆରମ୍ଭ ହୋଇଥିଲା ବେଶ୍‌ ଆକସ୍ମିକ ଭାବରେ। ତାଙ୍କର ଜନ୍ମ ଜଗତ୍‌ସିଂହପୁର ଜିଲାର ତାରପୁର ଠାରେ। ତାରପୁର ହେଉଛି ଏକ କଳାର ଅଞ୍ଚଳ। ତେଣୁ କୃଷ୍ଣପ୍ରିୟାଙ୍କ ଭିତରେ ଜନ୍ମରୁ କଳା ରହିଥିଲା। ସେ ସ୍କୁଲ୍‌…

ଆଲିଆଙ୍କୁ ପୂରିଲା ୨୭: ଗତବର୍ଷ ରୋଜଗାର କରିଛନ୍ତି ୫୯.୨୧ କୋଟି

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଚୁଲ୍‌ବୁଲୀ ଅନିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ରେ ଫିଲ୍ମ ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟରରେ ସେ ବଲଉଡ୍‌ରେ ଡେବ୍ୟୁ କରିଥିଲେ। ପୂର୍ବରୁ…

ଓ୍ବେବ୍‌ ସିରିଜ୍‌ ‘ଇଭିଲ ଆଇ’ରେ ଏକାଠି ନଜର ଆସିବେ ପ୍ରିୟଙ୍କା-ନିକ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ ଗାୟକ ତଥା ଅଭିନେତା ସ୍ବାମୀ ନିକ୍‌ ଜୋନାସଙ୍କ ଯୋଡ଼ି ବିଶ୍ୱର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ। ଏହି ଯୋଡ଼ି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ ଓ୍ବେବ୍‌ ସିରିଜ୍‌କୁ ନେଇ ଏହି ଯୋଡ଼ି…

ଶାହାରୁଖ୍‌ଙ୍କୁ ସାନିଟାଇଜର ଦେଇ କରୋନା ସଚେତନତା ବାର୍ତ୍ତା ଦେଲେ କାଜଲ

କରୋନା ଭାଇରସ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷିତ କରାଯାଇଛି। ଏହାକୁ ନେଇ ଭାରତରେ ମଧ୍ୟ ଆତଙ୍କ ଖେଳିଯାଇଛି। ଏ ନେଇ ସରକାର ଲୋକଙ୍କୁ ସଚେତନ କରୁଥିବାବେଳେ ବଲିଉଡ୍‌ କଳାକାର ମଧ୍ୟ ନିଜ ପ୍ରଶଂସକଙ୍କୁ ନିରାପଦରେ ରହିବାକୁ ଅନୁରୋଧ କରୁଛନ୍ତି।…

ଡିନର୍‌ ଲାଗି ଏକାଠି ପହଞ୍ଚିଲେ ବିକ୍କି-କଟ୍ରିନା

ବମ୍ବେ: ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି। ଏପରି କିଛି ଲୋକକଥା ବଲିଉଡ୍‌ ଅଭିନେତା ବିକ୍କି କୌଶଲ- ଅଭିନେତ୍ରୀ କଟ୍ରିନା କୈଫଙ୍କ ସମ୍ପର୍କ ପାଇଁ ପ୍ରଯୁଜ୍ୟ ବୋଲି କୁହାଯାଉଛି। ଏହା ପଛରେ କାରଣ ବି ରହିଛି। ସେଇଟି ହେଲା ଉଭୟଙ୍କ ଡେଟିଂର…

ଦୁଇ ଚଳଚ୍ଚିତ୍ର ପାଇଁ ବିଜୟଙ୍କ ପାରିଶ୍ରମିକ ୧୩୦ କୋଟି

ବମ୍ବେ: ଦୁଇଟି ଫିଲ୍ମ ପାଇଁ ଅଭିନେତାଙ୍କ ପାରିଶ୍ରମିକ ୧୩୦ କୋଟି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ। ଦକ୍ଷିଣ ଭାରତୀୟ ଅଭିନେତା ଥାଲାପତି ବିଜୟଙ୍କୁ ଫିଲ୍ମ ‘ବିଗିଲ୍‌’ ଏବଂ ‘ମାଷ୍ଟର୍‌’ ପାଇଁ ଏତିକି ପାରିଶ୍ରମିକ ମିଳିଛି। ବିଜୟଙ୍କ ଘରେ ଆଇଟି ରେଡ୍‌…

ଆମିରଙ୍କ ପାଇଁ କାନ୍ଦିବାକୁ ପଡ଼ିଥିଲା ଦିବ୍ୟାଙ୍କୁ

ବଲିଉଡ୍‌ରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଆମିର ଖାଁ ସୁନ୍ଦର ଅଭିନୟ ଏବଂ ଫିଲ୍ମ ଚୟନ କ୍ଷମତା ପାଇଁ ଅନ୍ୟ କଳାକାରଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ବହୁତ ପ୍ରାକ୍ଟିକାଲ। ତେବେ ଏହି ମିଷ୍ଟର ପରଫେକ୍ଟଙ୍କ ପାଇଁ ଦିବଙ୍ଗତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri