କିଛି ନୂଆ କରି ଦେଖାଇବାକୁ ଚାହୁଁଛନ୍ତି ଉର୍ବଶୀ
ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବ ବିଶ୍ୱସୁନ୍ଦରୀ ଉର୍ବଶୀ ରୌତେଲା ସବୁବେଳେ କିଛି ନୂଆ ଶିଖିବାକୁ ଏବଂ ତାହାକୁ ପରଦା ଉପରେ ଉପସ୍ଥାପିତ କରିବାକୁ ଚାହିଁଥାନ୍ତି। ଜଣେ କଳାକାର ହୋଇଥିବାରୁ ଅଭିନୟରେ ନୂଆ ନୂଆ ଶୈଳୀ ଶିଖିବା କତାଙ୍କର ପ୍ରଥମ ପସନ୍ଦ। ଏବେ…
ବଲିଉଡ୍ରୁ ଦୂରେଇ ଯିବାର କାରଣ କହିଲେ ‘ବାହୁବଳୀ’ ଫେମ୍ ରାମ୍ୟା
ସୁପରହିଟ୍ ଫିଲ୍ମ ‘ବାହୁବଳୀ’ରେ ଶିବଗାମୀ ଦେବୀ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା କଳାକାର ରାମ୍ୟା କ୍ରିଷ୍ନନ। ନବେ ଦଶକରେ ସେ ବଲିଉଡ୍ର ଅନେକ ସେନେମାରେ ଅଭିନୟ କରିଥିଳେ। ମାତ୍ର ପରେ ତାଙ୍କୁ ଆଉ ବଲିଉଡ୍ରେ ଦେଖିବାକୁ ମିଳିଲା ନାହିଁ। ରାମ୍ୟା…
ଜୟାଙ୍କ ହୃଦୟ ଜିତିଥିଲା ଐଶ୍ୱର୍ଯ୍ୟାଙ୍କ ଏହି କଥା
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡିକୁ ବଲିଉଡ୍ର ଆଦର୍ଶ ଯୋଡି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଐଶ୍ ଶାଶୁ ଜୟା ବଚ୍ଚନଙ୍କର ଖୁବ୍ ନିକଟତର। ଏବେ ଜୟାଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ଫ୍ୟାନ୍ଙ୍କୁ ସରପ୍ରାଇଜ୍ ଦେବେ ଶକ୍ତିମାନ
ଦେଶର ପ୍ରଥମ ଧାରାବାହିକ ସୁପରହିରୋ ‘ଶକ୍ତିମାନ’ ୯୦ ଦଶନ୍ଧିରେ ସବୁଠୁ ଚର୍ଚ୍ଚିତ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏ ଥିଲା। ଏମିତି ଏକ ସୁପରହିରୋ ଯାହାକୁ ଦେଖିବା ପାଇଁ ଦେଶର ପ୍ରତ୍ୟେକ ପିଲା ଚାତକ ପରି ଚାହିଁ ରହୁଥିଲେ। ସେ ହେଉଛି ଶକ୍ତିମାନ। ଯିଏ…
କୁକୁର ଆଖିରେ ବି ଲୁହ, ସୁଶାନ୍ତଙ୍କୁ ଖୋଜୁଛି ଫଜ୍
ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ ବୟସରେ ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର କାରଣ ଏଯାଏ ଜଣାପଡିନାହିଁ। କିନ୍ତୁ ତାଙ୍କ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚା ଥମୁନି।…
ଗଙ୍ଗାରେ ହେଲା ସୁଶାନ୍ତଙ୍କ ଅସ୍ଥି ବିସର୍ଜନ
ପାଟନା, ୧୮।୬: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ଗୁରୁବାର ଗଙ୍ଗାରେ ବିସର୍ଜନ କରାଯାଇଛି। ତାଙ୍କ ପିତା ଓ ପରିବାର ସଦସ୍ୟ ମିଶି ଗଙ୍ଗାରେ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ସୂଚନାଯୋଗ୍ୟ, ଜୁନ ୧୪ରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରେ…
ନୀରବତା ବି କହି ଦେଇଥାଏ ବହୁ କଥା: ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଭାବୁକ ହେଲେ ବିଦ୍ୟୁତ୍ ଜାମଓ୍ବାଲ
ମୁମ୍ବାଇ, ୧୮।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି। ସୋସିଆଲ୍ ମିଡ଼ିଆରେ ବହୁ ୟୁଜର ନାନା ମନ୍ତବ୍ୟ ଦେଉଛନ୍ତି। ତେବେ ଦୁଇ ଦିନ ଧରି ଅଭିନେତା ବିଦ୍ୟୁତ୍ ଜାମଓ୍ବାଲ…
ପୋଲିସ ଷ୍ଟେଶନରେ ବଲିଉଡ୍ ଅଭିନେତା ସୁଶାନ୍ତଙ୍କ ବାନ୍ଧବୀ ରିଆ
ମୁମ୍ବାଇ,୧୮।୬: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ଏବେବି ଯେମିତି ଅସମାହିତ ପ୍ରଶ୍ନ ହୋଇରହିଛି। ଡିପ୍ରେଶନ ଯୋଗୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି କୁହାଯାଉଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ଏବେବି ଅନେକଙ୍କ ମନରେ…
ସୁଶାନ୍ତଙ୍କ ସମ୍ମାନରେ ୩୪୦୦ ପରିବାରଙ୍କୁ ଭୋଜନ ଦେବେ ପ୍ରଗ୍ୟା
ମୁମ୍ବାଇ, ୧୮।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସୁଶାନ୍ତଙ୍କ ସହିତ ଅଭିଷେକଙ୍କ ପରିବାରର ଭଲ ସମ୍ପର୍କ ଥିଲା। ତେଣୁ ଅଭିଷେକଙ୍କ ସ୍ତ୍ରୀ ପ୍ରଗ୍ୟା କପୁର ସୁଶାନ୍ତଙ୍କ ସମ୍ମାନରେ…
ଟେନସନ୍ ଅନ୍ତରାଳେ..
ପ୍ରେମରେ ପଡିବା ପୁଣି ସେଥିରେ ସଫଳ ହେବା-ଏହି ଦୁଇଟି ଭିନ୍ନ ବିଷୟ। ତେବେ ପ୍ରେମର ମଧୁରେଣ ସମାପୟେତ ପାଇଁ ହୃଦୟଟି ସେମିତି ସଚ୍ଚା ହେବା ଦରକାର। ହେଲେ ପ୍ରେମରେ ପଡିବା ପରେ ଯେ ଏପରି ପରିସ୍ଥିତିର ସାମନା କରିବାକୁ ପଡିବ ତାହା…
ବଲିଉଡରୁ ବଂଶବାଦ ନ ହଟିଲେ ସୁଶାନ୍ତଙ୍କ ଭଳି ଘଟୁଥିବ ଆତ୍ମହତ୍ୟା ଘଟଣା: ଅଭିଯୋଗ ଆଣିଲେ ଜିହା ଖାଁଙ୍କ ମା’
ମୁମ୍ବାଇ, ୧୮।୬: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ଚାଲିଥିବା ବଂଶବାଦ ବିରୋଧରେ ସ୍ବର ଉଠିବାରେ ଲାଗିଛି। ସୁଶାନ୍ତଙ୍କ ଭଳି ଆତ୍ମହତ୍ୟା କରିଥିବା ଜିହା ଖାଁଙ୍କ ମା’ ରାବିୟା ଅମିନ୍ ଏବେ ମୁହଁ ଖୋଲିଛନ୍ତି। ବଲିଉଡ୍ରୁ ବଂଶବାଦ ନ…
ଆଉ ଜଣେ ପରଦେଶୀ ନାୟିକା
ରୁଷୀୟ ଲଳନା ଆଲେକ୍ଜାଣ୍ଡ୍ରା ସ୍କେଲସୁନୋଭା ଓରଫ ସାସା। ମଡେଲିଂ ସହ ଜଡ଼ିତ ଏହି ନବାଗତା ପ୍ରଥମ ଥର ପାଇଁ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ନୂଆ ଓଡ଼ିଆ ସିନେମା ‘ବାୟ ବାୟ ଦିଲ୍’ର ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସେ ।…
Archives


