ବିନା ଗଡ଼ଫାଦରରେ ବଲିଉଡ୍ରେ ପରିଚିତି…
ମୁମ୍ବାଇ, ୨୪।୬: ବଲିଉଡ୍ରେ ବହୁ ଅଭିନେତା ବଂଶବାଦ ଦ୍ୱାରା ପରିଚିତି ହାସଲ କରିଥିବାବେଳେ ଏଭଳି କେତେକ ଷ୍ଟାର ଅଛନ୍ତି ଯେଉଁମାନେ କୌଣସି ଗଡ଼ଫାଦରଙ୍କ ସହାୟତା ବିନା ନିଜର ସ୍ବତନ୍ତ୍ର ଖ୍ୟାତି ସୃଷ୍ଟି କରିପାରିଛନ୍ତି। ସେସବୁ ଷ୍ଟାରଙ୍କ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ…
ମୃତ୍ୟୁକୁ ଭୟ କରୁଥିଲେ ସୁଶାନ୍ତ: ଶେଷରେ କଲେ ଆତ୍ମହତ୍ୟା
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁରଙ୍କ ଆତ୍ମହତ୍ୟାକୁ ତାଙ୍କ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରାଯାଉଛି। ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗୁଛି।…
ମାସ୍କକୁ ହିନ୍ଦିରେ କ’ଣ କୁହାଯାଏ ପ୍ରଶଂସକଙ୍କୁ ବୁଝାଇଲେ ଅମିତାଭ ବଚ୍ଚନ
ବାଗ୍ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ନିଜ ପ୍ରଶଂସକଙ୍କ ପାଇଁ ସେ ସବୁବେଳେ କିଛି ନା କିଛି ମଜିଳିଆ ପୋଷ୍ଟ ଶେୟାର କରିଥାନ୍ତି। ଏବେ ସେ ମାକ୍ସକୁ ହିନ୍ଦୀରେ କ’ଣ କୁହାଯାଏ ବୋଲି ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ…
ଭାଇରାଲ ହେଉଛି ବଲିଉଡ୍ ଅଭିନେତ୍ରୀଙ୍କ ପୁରୁଷ ରୂପ
ବମ୍ବେ: ଭାରତୀୟ କ୍ରିକେଟରଙ୍କ ‘ଫିମେଲ୍ ଭର୍ସନ’ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ବଲିଉଡ୍ ଅଭିନେତ୍ରୀଙ୍କ ପୁରୁଷ ରୂପ ଚର୍ଚ୍ଚାରେ। ଦୀପିକା ପାଦ୍ୟୁକୋନ୍ଠାରୁ ଆରମ୍ଭ କରି ସୋନମ କପୁର, କଙ୍ଗନା ରାଣାଓ୍ବତଙ୍କ ପୁରୁଷ ରୂପର ଫଟୋ ଏବେ ଭାଇରାଲ ହେବାରେ…
କରନ୍ଙ୍କ ଶୋ’ରେ କ୍ରିତି କହିଥିଲେ ‘ସୁଶାନ୍ତ ସବୁଠୁ ଦକ୍ଷ ଅଭିନେତା’
ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ଅପରପକ୍ଷେ ତାଙ୍କ ସହ କାମ କରିଥିବା ଅଭିନେତା/ଅଭିନେତ୍ରୀଙ୍କ ସମାନ ଅବସ୍ଥା। ସମସ୍ତେ ତାଙ୍କର ହସହସ ମୁହଁକୁ ମନେ ପକାଉଛନ୍ତି। ଏପରିକି ତାଙ୍କ ସହ ବିତାଇଥିବା ମୁହୂର୍ତ୍ତର…
ବଲିଉଡ୍ରେ ଝିଅକୁ ଲଞ୍ଚ କରିବାକୁ ଚାହୁଁ ନାହାନ୍ତି କାଜଲ-ଅଜୟ!
ମୁମ୍ବାଇ: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ପରେ ଏବେ ଏହି ମାୟା ନଗରୀରେ ନେପୋଟିଜିମ ବା ପ୍ରିୟାପ୍ରିତି ପୋଷଣକୁ ନେଇ ଖୁବ୍ ଆଲୋଚନା ହେଉଛି। ସୋସିଆଲ ମିଡିଆରେ ଷ୍ଟାର କିଡ୍ସ ଓ ତାଙ୍କୁ ଲଞ୍ଚ କରୁଥିବା ବ୍ୟକ୍ତିଙ୍କୁ ୟୁଜର୍ସ…
ହିନ୍ଦି ମୁଭି ‘ଦିଲ୍’କୁ ପୁରିଲା ୩୦ ବର୍ଷ ଫଟୋ ଶେୟାର କଲେ ଧକ୍ଧକ୍ ଗର୍ଲ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷିତଙ୍କର ରହିଛି ଏକ ଭିନ୍ନ ପରିଚୟ। ତାଙ୍କ ଅଭିନୟ, ନୃତ୍ୟ ସବୁକିଛି ଦର୍ଶକଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ। ବଡ ପରଦାରେ ବହୁ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିବା ମାଧୁରୀଙ୍କ ଆଉ ଏକ ଅଭିନୀତ…
କେବିସି ସିଜିନ୍ ୧୨: ପୁଣି ଆରମ୍ଭ ହେବ ରେଜିଷ୍ଟ୍ରେଶନ୍ ପ୍ରକ୍ରିୟା, ଭାଗ ନେବା ପାଇଁ ରହିଛି ସର୍ତ୍ତ
କୌନ୍ ବନେଗା କରୋଡ୍ପତି ସିଜିନ୍ ୧୨ ପାଇଁ ପୁଣି ରେଜିଷ୍ଟ୍ରେଶନ୍ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନୂଆ ସର୍ତ୍ତ ରଖାଯାଇଛି। କେବଳ ସୋନୀ ଲାଇଭ୍ ୟୁଜର୍ସ ହିଁ ଏହି ରେଜିଷ୍ଟ୍ରେସନ୍ରେ ସାମିଲ୍ ହୋଇପାରିବେ। ଜୁନ୍ ୨୫ରୁ ଜୁଲାଇ ୩ ପର୍ଯ୍ୟନ୍ତ…
ପରିଣତ ବୟସରେ ମା’ଙ୍କ ସହ ଝୁମିଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ୍ ଭର୍ସାଟାଇଲ୍ ଅଭିନେତା ଅନୁପମ ଖେର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି। ସେ ମା’ ଦୁଲାରୀଙ୍କ ଅତି ନିକଟତର ହୋଇଥିବା ବେଳେ ଅନୁପମ ତାଙ୍କ ସହ ସ୍ପେଶାଲ ବଣ୍ଡ ମଧ୍ୟ ଶେୟାର କରନ୍ତି। ପ୍ରାୟ ସମୟରେ ସେ ତାଙ୍କ…
ଏହି ଅଭିନେତ୍ରୀଙ୍କ ସ୍ବପ୍ନରେ ଆସିଲେ ସୁଶାନ୍ତ ସିଂ ରାଜପୁତ! କହିଲେ ତୁମ ପୁଅ ହୋଇ ଜନ୍ମ ନେବି
ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟାକୁ ତାଙ୍କ କୋ-ଷ୍ଟାରମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ମୃତ୍ୟୁର ସପ୍ତାହେ ପରେ ବି ତାଙ୍କ ସହ ଥିବା ପୁରୁଣା ସ୍ମୃତିକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ବଲିଉଡ୍ର ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ ସୁଶାନ୍ତଙ୍କୁ…
ସୁଶାନ୍ତ ସିଂ ଭାରତୀୟ ସେନା ଭଳି ଜୀବନ ବିତାଇବାକୁ କରୁଥିଲେ ପସନ୍ଦ
ମୁମ୍ବାଇ, ୨୩।୬: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ଜୀବନର ବହୁ ଅକୁଆ କଥା ଏବେ ସାମ୍ନାକୁ ଆସିବାରେ ଲାଗିଛି। ସେ ଭାରତୀୟ ସେନା ଭଳି ଜୀବନ ବିତାଇବାକୁ ପସନ୍ଦ କରୁଥିଲେ। ତେଣୁ ପ୍ରତି ୬ ମାସରେ…
୭୧ ବର୍ଷରେ ବି ଚମକୁଛନ୍ତି ହେମାମାଳିନୀ, ଜାଣନ୍ତୁ ସୌନ୍ଦର୍ଯ୍ୟର ରହସ୍ୟ
ବଲିଉଡ୍ ଡ୍ରିମ୍ଗର୍ଲ ହେମାମାଳିନୀଙ୍କ ସୌନ୍ଦର୍ଯ୍ୟର ଦିଓ୍ବାନା ଅନେକ ଅଛନ୍ତି। ୭୧ ବର୍ଷରେ ବି ତାଙ୍କ ସ୍କିନ୍ ଚକମୁଛି। ଏହା ଦେଖି ତାଙ୍କ ଫ୍ୟାନ୍ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ତେବେ ତାଙ୍କ ସୌନ୍ଦର୍ଯ୍ୟର ରାଜ୍ କ’ଣ ଜାଣିଛନ୍ତି କି। ହେମା ପ୍ରତିଦିନ ସକାଳୁ ୪୫…
Archives


