ନିର୍ବାଚନ

ବରଗଡ଼ରେ ଭୋଟ୍‌ ଗଣତି ଆରମ୍ଭ: ଏତିକି ରାଉଣ୍ଡରେ ସରିବ ଗଣତି

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ୍‌ ଆରମ୍ଭ ହୋଇଛି। ଏହି କ୍ରମରେ ବରଗଡ଼ ଜିଲାରେ ସଂସଦୀୟ କ୍ଷେତ୍ର ଅଧୀନ ୫ ନିର୍ବାଚନ ମଣ୍ଡଳୀର ଭୋଟ୍‌ ଗଣତି କଡ଼ା ସୁରକ୍ଷା ବ୍ୟବସ୍ଥାରେ ଆରମ୍ଭ ହୋଇଛି। ବରଗଡ଼ ପଞ୍ଚାୟତ କଲେଜ ପରିସରରେ…

ଫଳାଫଳ ପୂର୍ବରୁ ଶଙ୍ଖ ଭବନରେ ପୂଜାର୍ଚ୍ଚନା

ଭୁବନେଶ୍ୱର,୪।୬:ଇଭିଏମରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଖୋଲିବ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ତାକୁ ନେଇ ପ୍ରାର୍ଥୀଙ୍କର ହାର୍ଟବିଟ୍‌ ବଢ଼ି ଯାଇଛି। ବିଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନ ଅଧିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିବାରୁ ରାଜ୍ୟ ଶାସନ…

ଆଜି ଫିଟିବ ଭାଗ୍ୟ ପେଡ଼ି

ଭୁବନେଶ୍ୱର,୪ା୬(ଅନିଲ ଦାସ):ନିର୍ବାଚନ ସରିଛି। ନେତାଠୁ ଜନତା ସଭିଏଁ ଚାହିଁ ରହିଛନ୍ତି ଫଳାଫଳକୁ। ମଙ୍ଗଳବାର ପ୍ରତୀକ୍ଷାର ଅନ୍ତ ଘଟିବ। ଇଭିଏମରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ତାକୁ ନେଇ ପ୍ରାର୍ଥୀଙ୍କର ହାର୍ଟବିଟ୍‌ ବଢ଼ି…

Election Results Live | ନିର୍ବାଚନ ଫଳାଫଳ ୨୦୨୪

08: 52PM: ପଦ୍ମପୁରରେ ଜିତିଲେ ବିଜେଡିର ବର୍ଷା ସିଂ ବରିହା 08: 52PM: ସମ୍ବଲପୁର ବିଧାନସଭାରେ ବିଜେପି ବିଜୟୀ, ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ 08: 15 PM: ଜଗନ୍ନାଥଙ୍କ ଭୂମିର ସେବା ପାଇଁ ବିଜେପିକୁ ସୁଯୋଗ ମିଳିଛି: ଅମିତ…

ଓଡ଼ିଶାରେ ସକାଳ ୮ଟାରୁ ହେବ ମତଗଣନା, ଇସିଆଇ ଦେଲେ ସୂଚନା

ଭୁବନେଶ୍ୱର/ନୂଆଦିଲ୍ଲୀ,୩।୬: ଦେଶରେ ଶନିବାର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ତେବେ ଏହି ୭ଟି ପର୍ଯ୍ୟାୟରେ ହୋଇଥିବା ଭୋଟିଂର କାଉଣ୍ଟିଂ ମଙ୍ଗଳବାର ସକାଳ ୮ଟାରେ ଆରମ୍ଭ ହେବାକୁ ଯାଉଛି। ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶାରେ ବିଧାନସଭା ନିର୍ବାଚନ ଓ ନିର୍ବାଚନମଣ୍ଡଳୀଗୁଡିକର ଉପ-ନିର୍ବାଚନ…

ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ:ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଗତ ମେ ମାସ ୨୫ରେ ଶାନ୍ତିପୂର୍ଣ ଭାବେ ମତଦାନ ହେବା ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ…

ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ୱର,୩।୬: ବିଧାନ ସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଙ୍ଗ ନେଇ ଆଜି ରାଜ୍ୟ କ୍ୟାବିନେଟ୍‌…

ଆମେଠିରେ ଏପରି ହେବ ଭୋଟ୍‌ ଗଣତି, ଜାଣନ୍ତୁ ପୂରା ବିବରଣୀ…

ଲକ୍ଷ୍ନୌ,୩ା୬: ଆମେଠି ଲୋକ ସଭା ଆସନରୁ କଂଗ୍ରେସରୁ କିଶୋରୀ ଲାଲ ଶର୍ମା ନିର୍ବାଚନ ଲଢିଥିବା ବେଳେ ଭାଜପାର ସ୍ମୃତି ଇରାନୀ ତାଙ୍କ ବିପକ୍ଷରେ ରହିଥିଲେ। ତେବେ ନିର୍ବାଚନ ସରିବା ପରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏଥିରେ ଏନ୍‌ଡିଏକୁ…

ଶତକ ପାର କରିବେ ନବୀନ, ଇଟିଜି ଓ ଟାଇମ୍ସ ନାଓର ଏକଜିଟ ପୋଲ କଲା ବଡ଼ ଆକଳନ

ନୂଆଦିଲ୍ଲୀ,୩।୬: ଓଡ଼ିଶାରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଶନିବାର ଏକଜିଟ ପୋଲ ବା ବୁଥ ବାହୁଡା ମତ ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଶାକୁ ନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଜୁନ ୧ରେ ଲୋକ…

ବସିବ ପଞ୍ଚମ ପାଳିର ଶେଷ ବୈଠକ, ମନ୍ତ୍ରୀମଣ୍ଡଳ ଭଙ୍ଗ ନେଇ ହୋଇପାରେ ଆଲୋଚନା

ଭୁବନେଶ୍ୱର,୩।୬: ଓଡ଼ିଶାରେ ଜୁନ ୧ରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର ୨ଦିନ ପରେ ଅର୍ଥାତ୍‌ ସୋମବାର BJD ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ ବସିବାକୁ ଯାଉଛି। ଆଉ କିଛି ସମୟ ପରେ ଏହି ବୈଠକ ବସିବାକୁ ଯାଉଛି।…

ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସୋନିଆ, କହିଲେ…

ନୂଆଦିଲ୍ଲୀ,୩ା୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକ ସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ସୋନିଆ କହିଛନ୍ତି, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ, ଫଳାଫଳ…

ଏକ୍‌ଜିଟ ପୋଲ୍‌ ରିପୋର୍ଟ ନେଇ ବିଜେଡି-ଭାଜପା ଯୁକ୍ତି

ଭୁବନେଶ୍ୱର,୩।୬(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ଲାଗି ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହୋଇଥିବା ଭୋଟ ଗ୍ରହଣ ଗତ ୧ ତାରିଖ ସୁଦ୍ଧା ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ। ହେଲେ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri