ଶିକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି: ଏଣିକି ୨୨ଟି ଭାରତୀୟ ଭାଷାରେ ପଢିବେ ସିବିଏସ୍ଇ ଛାତ୍ରୀଛାତ୍ର, ଏହି ଦିନଠୁ ହେବ ଲାଗୁ
ନୂଆଦିଲ୍ଲୀ,୨୨।୨: ଶିକ୍ଷା ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛି। ସିବିଏସ୍ଇରେ ବର୍ତ୍ତମାନ ପର୍ଯ୍ୟନ୍ତ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଅଧ୍ୟୟନ କେବଳ କରାଯାଉଥିଲା। କିନ୍ତୁ ବର୍ତ୍ତମାନ ୨୨ ଟି ଭାରତୀୟ ଭାଷାରେ ଅଧ୍ୟୟନ କରାଯାଇପାରେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ…
ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ଓପନ ବୁକ୍ ପରୀକ୍ଷା କରିବାକୁ ଯୋଜନା କରୁଛି ସିବିଏସଇ
ନୂଆଦିଲ୍ଲୀ,୨୧।୨: ଗତ ବର୍ଷ ପ୍ରକାଶିତ ନୂତନ ଜାତୀୟ ପାଠ୍ୟକ୍ରମ ଫ୍ରେମୱାର୍କର ସୁପାରିଶ ଅନୁଯାୟୀ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ନବମରୁ ଦ୍ୱାଦଶ ଶ୍ରେଣୀର ବିଦ୍ୟାର୍ଥିମାନଙ୍କ ପାଇଁ ଓପନ୍ ବୁକ୍ ପରୀକ୍ଷା ଉପରେ ବିଚାର କରୁଛି। ସୂଚନାନୁସାରେ, ବୋର୍ଡ ଚଳିତ…
କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘୋଷଣା: ବର୍ଷକୁ ୨ ଥର ହେବ ବୋର୍ଡ ପରୀକ୍ଷା, ଜାଣନ୍ତୁ କେବେଠୁ ଲାଗୁ ହେବ ଏହି ନିୟମ
ନୂଆଦିଲ୍ଲୀ,୨୧।୨: ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ସିବିଏସଇ ବୋର୍ଡ, ବିହାର ବୋର୍ଡ, ଏମ୍ପି ବୋର୍ଡ, ଓଡ଼ିଶା ବୋର୍ଡ, ବେଙ୍ଗଲ ବୋର୍ଡ ସମେତ ଅନେକ ରାଜ୍ୟ ବୋର୍ଡର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଚାଲିଛି। ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ…
୯,୦୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କଲା ରେଲଓ୍ବ: ଏହି ତାରିଖରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ,୧୭।୨: ଭାରତୀୟ ରେଳବାଇରେ ଚାକିରି ପାଇଁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ସ୍ଥାନରେ ୯,୦୦୦ ପଦବୀ ନିଯୁକ୍ତି ପାଇଁ ରେଳବାଇ ବିଜ୍ଞପ୍ତି ଜାରି କରିଛି । ଖୁବ୍ଶୀଘ୍ର ଏହି ସବୁ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।…
CBSE Board ପରୀକ୍ଷା ସ୍ଥଗିତ! ନୋଟିସ ଜାରି କରି ଜାଣନ୍ତୁ କ’ଣ କହିଲା ବୋର୍ଡ
ନୂଆଦିଲ୍ଲୀ,୧୭।୨: କୃଷକ ଆନ୍ଦୋଳନ ପୁଣି ଥରେ ଆରମ୍ଭ ହୋଇଛି। ଯେଉଁଥିପାଇଁ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ପୋଲିସ କଡାକଡି କରିଛି। କୃଷକମାନଙ୍କର ଦିଲ୍ଲୀ ଅଭିମୁଖେ ଯାତ୍ରାକୁ ଦୃଷ୍ଟିରେ ରଖି ପୋଲିସ ରାଜଧାନୀ ଦିଲ୍ଲୀ ସହିତ ସୀମାକୁ ସିଲ କରିଛି। କିନ୍ତୁ ସେପଟେ,…
ଠିକ୍ରେ ଚାଲୁନି OSSSC ୱେବ୍ସାଇଟ୍: ପୁଣି ବଢିଲା ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର,୧୭।୨(ଅସମାପିକା ସାହୁ): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍ଏସ୍ଏସ୍ସି)ର ୱେବ୍ସାଇଟ୍ ଠିକ ଭାବେ କାର୍ଯ୍ୟ କରୁ ନ ଥିବାରୁ କମ୍ବାଇନ୍ଡ ରିକ୍ରୁଟ୍ମେଣ୍ଟ ଏକ୍ଜାମ୍ର ଆବେଦନ ଅବଧି ବାରମ୍ବାର ବୃଦ୍ଧି କରାଯାଉଛି। ଦୁଇ ମାସ ହେଲାଣି ଆବେଦନ ପ୍ରକ୍ରିୟା ଜାରି ରହିଥିଲେ ମଧ୍ୟ…
ଆଜିଠୁ ଯୁକ୍ତ୨ ପରୀକ୍ଷା: ପ୍ରଶ୍ନ ପତ୍ରରେ ଦାଗ ଲାଗିଲେ ଏମ୍ପି
ଭୁବନେଶ୍ୱର, ୧୬ା୨(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହେବ। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ପରିଷଦ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଛି। ଛାତ୍ରୀଛାତ୍ର ପରୀକ୍ଷା…
ସିଭିଲ ସର୍ଭିସ ପରୀକ୍ଷା ୨୦୨୪ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆବେଦନ ଆରମ୍ଭ
ନୂଆଦିଲ୍ଲୀ,୧୪।୨: ସିଭିଲ ସର୍ଭିସ ପରୀକ୍ଷା ୨୦୨୪ ପାଇଁ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ମଙ୍ଗଳବାର ବିଜ୍ଞପ୍ତି ଜାରି କରି ଆବେଦନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯୋଗ୍ୟ ଆଶାୟୀମାନେ ୟୁପିଏସସି ଅଫିସିଆଲ୍ ୱେବସାଇଟ୍ https://upsc.gov.in/ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଆବେଦନପତ୍ର ଦାଖଲ…
ଅଗ୍ନିପଥ ଯୋଜନା, ନିୟମିତ କ୍ୟାଡର ନିଯୁକ୍ତି ରାଲି ସାଧାରଣ ପ୍ରବେଶିକା ପରୀକ୍ଷା ପାଇଁ ଆରମ୍ଭ ହେଲା ଅନ୍ଲାଇନ୍ ରେଜିଷ୍ଟ୍ରେଶନ, ଏପ୍ରିଲ ୨୨ରେ ପରୀକ୍ଷା
କଟକ,୧୩ା୨ (କାର୍ତ୍ତିକ ସାହୁ): ଭାରତୀୟ ଅଗ୍ନିପଥ ଯୋଜନା ଓ ନିୟମିତ କ୍ୟାଡର ନିଯୁକ୍ତି ରାଲି ନିମନ୍ତେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା-୨୦୨୪ ଆସନ୍ତା ଏପ୍ରିଲ ୨୨ରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଅନ୍ଲାଇନ୍ ପଞ୍ଜିକରଣ ଫେବୃଆରୀ ୧୩ରୁ ଆରମ୍ଭ ହୋଇଛି। ଏହି…
SSC JE Notification 2024: ଏହି ଦିନ ପ୍ରକାଶ ପାଇବ ବିଜ୍ଞପ୍ତି…
ନୂଆଦିଲ୍ଲୀ,୧୨।୨ : ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ପ୍ରାର୍ଥୀମାନେ ଉତ୍ସାହର ସହିତ SSC JE ନିଯୁକ୍ତି ପରୀକ୍ଷାର ବିଜ୍ଞପ୍ତିକୁ ଅପେକ୍ଷା କରିଛନ୍ତି। ଏହି ନିଯୁକ୍ତି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି କରାଯାଇଥାଏ। ଏହି ଦିନ…
Indian Coast Guard Navik Bharti: ଇଣ୍ଡିଆନ କୋଷ୍ଟଗାର୍ଡରେ ୨୬୦ ପଦବୀ ପାଇଁ ନିଯୁକ୍ତି, ଯୋଗ୍ୟତା ଦ୍ୱାଦଶ ପାଶ…
ନୂଆଦିଲ୍ଲୀ,୧୨।୨ : ଇଣ୍ଡିଆନ କୋଷ୍ଟଗାର୍ଡରେ ନାବିକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବୃଆରୀ ୧୩ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପଞ୍ଜୀକରଣ ୱିଣ୍ଡୋ ଖୋଲିବା ପରେ, ଆଗ୍ରହୀ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଅନଲାଇନରେ ଆବେଦନ କରିପାରିବେ,…
ଓଡ଼ିଆ ଭାଷାରେ ହେବ ସିଏପିଏଫ ପରୀକ୍ଷା, ପ୍ରକାଶ ପାଇଲା ବିଜ୍ଞପ୍ତି
ନୂଆଦିଲ୍ଲୀ,୧୧।୨: ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (ସିଏପିଏଫ) ରେ କନଷ୍ଟେବଳ ନିଯୁକ୍ତି ପାଇଁ କନଷ୍ଟେବଲ୍, ଜେନେରାଲ୍ ଡ୍ୟୁଟି (ଜିଡି) ପରୀକ୍ଷା ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଓଡିଆ ଏବଂ ଅନ୍ୟ ୧୨ ଟି ଆଞ୍ଚଳିକ ଭାଷାରେ ଅନୁଷ୍ଠିତ…
Archives


