ଫନୀ ଫେରାଇଛି ପୁରୁଣା ଦିନ
ପ୍ରକାଶ ତ୍ରିପାଠୀ ଗତ ମେ ୩ତାରିଖରେ ଓଡ଼ିଶା ଉପକୂଳ ଜିଲାଗୁଡ଼ିକରେ ମହାପ୍ରଳୟ ଘଟାଇ ୧୯୯୯ ମହାବାତ୍ୟାର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି ସାମୁଦ୍ରିକ ଝଡ଼ ଫନୀ। ପୁରୀଠାରେ ସ୍ଥଳଭାଗକୁ ଛୁଇଁବା ପରେ ବାତ୍ୟାକୁ ନେଇ ସମସ୍ତ ଆଶଙ୍କା ଓ ଆକଳନକୁ ସତ୍ୟ ପ୍ରମାଣିତ…
ଆଇଏନ୍ସିବି ସଦସ୍ୟା
ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଅନ୍ତର୍ଜାତୀୟ ନିଶା ଔଷଧ ନିୟନ୍ତ୍ରଣ ବୋର୍ଡ (ଇଣ୍ଟରନ୍ୟାଶନାଲ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ ବା ଆଇଏନ୍ସିବି) ଜାତିସଂଘର ଏକ ସ୍ବାଧୀନ ତଥା ଅର୍ଦ୍ଧନ୍ୟାୟ ତଦାରଖକାରୀ ସଂସ୍ଥା ଭାବେ ପରିଚିତ। ୧୯୬୮ରେ ଏହା ସ୍ଥାପନ କରାଯାଇଥିଲା। ଇକୋନମିକ୍ ଆଣ୍ଡ୍…
ଏଇ ଭାରତରେ
ନିରବଚ୍ଛିନ୍ନ ସାଧନା ଓ ଗଭୀର ଅଧ୍ୟବସାୟ ବଳରେ ଅସାଧ୍ୟ ସାଧନ କରିହୁଏ। ଏହାଦ୍ୱାରା ନୂତନ ସୃଷ୍ଟି ସମ୍ଭବ ହୋଇପାରେ। ଗଭୀର ଆତ୍ମବିଶ୍ୱାସ ଏବଂ ଅବିରତ ସାଧନା ଦ୍ୱାରା ଜଣେ ଭାରତୀୟ ଇଞ୍ଜିନିୟର ତିଆରି କରିଛନ୍ତି ଏକ ଇଞ୍ଜିନ୍। ଏଥିରେ ପାଣିକୁ ଇନ୍ଧନ…
ଭାରତ ଓ ଆଣବିକ ଶକ୍ତି
ଇଂ. ମାୟାଧର ସ୍ବାଇଁ ଭାରତ ୧୯୯୮ ମସିହା ମେ ୧୧ ତାରିଖରେ ତିନୋଟି ଓ ୧୩ ତାରିଖରେ ଦୁଇଟି ଆଣବିକ ପରୀକ୍ଷା କରି ନିଜକୁ ଆଣବିକ ରାଷ୍ଟ୍ର ଭାବେ ଘୋଷଣା କରି ଇତିହାସ ସୃଷ୍ଟି କରିଥିଲା। ଏହି କୃତିତ୍ୱ ପରେ ପ୍ରତିବର୍ଷ…
ଶବ୍ଦ ନୁହେଁ ମନ୍ତ୍ରଟିଏ
ସଂଗ୍ରାମ କେଶରୀ ପୃଷ୍ଟି ଦଶମାସ ଦଶଦିନ ମିଠା ଯନ୍ତ୍ରଣାକୁ ଆଲିଙ୍ଗନ କରି ସୁରକ୍ଷିତ ଗର୍ଭକୁ ବୋହି ଶେଷରେ ଏ ସୁନ୍ଦର ସୃଷ୍ଟିକୁ ଯିଏ ଆଣିଥାଏ, ସେ ହେଉଛି ମମତାମୟୀ ମା’। ସୁତରାଂ ପ୍ରତ୍ୟେକଟି ସନ୍ତାନ ପାଇଁ ପ୍ରଥମ ଅମୃତବୋଳା ଏ ଶବ୍ଦ…
ଏଇ ଭାରତରେ
ସ୍କୁଲ ଯିବାକୁ କେତେକ ପିଲା ଅମଙ୍ଗ ହୋଇଥାନ୍ତି। ତେବେ ମଧ୍ୟପ୍ରଦେଶ ଭୋପାଳର ଜଣେ ଛାତ୍ରୀ ୧୨ ବର୍ଷ ମଧ୍ୟରେ କୌଣସି ଗୋଟିଏ ବି ଦିନ ସ୍କୁଲ ବନ୍ଦ କରିି ନାହାନ୍ତି। ସବୁଦିନ ସ୍କୁଲ ଯାଇ ସେ ଏକ ନିଆରା ରେକର୍ଡ ସୃଷ୍ଟି…
ଆଜିର ଅର୍ଥନୀତି/ଏସ୍ବିଆଇକୁ ଅନୁସରଣ କର
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ହେଉଛି ଭାରତର ବୃହତ୍ତମ ବାଣିଜି୍ୟକ ବ୍ୟାଙ୍କ, ଯାହାର ଜମାରାଶି ସମଗ୍ର ଭାରତର ମୋଟ ସଞ୍ଚୟ ବ୍ୟାଙ୍କ ଜମାରାଶିର ପ୍ରାୟ ତିନିଚତୁର୍ଥାଂଶ। ଏହି ବ୍ୟାଙ୍କ ଏକ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସଞ୍ଚୟ ଜମା ଉପରୁ ସୁଧହାର ହ୍ରାସ…
ଦେଶର ଆର୍ଥିକ ସ୍ଥିତି ଭଲ ନାହିଁ
ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ଏକ ଜାତୀୟ ଇଂଲିଶ ଖବରକାଗଜକୁ ସାକ୍ଷାତ୍କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ୨୦୧୪ ନିର୍ବାଚନ ଏକ ପରିବର୍ତ୍ତନର ଆଶା ବହନ କଲାବେଳେ ୨୦୧୯ ନିର୍ବାଚନ ହେଉଛି ଆତ୍ମବିଶ୍ୱାସର ପ୍ରତିଫଳନ ଏବଂ ଆଗାମୀ…
ହସ ଓ କାନ୍ଦ
ଅଭିମନ୍ୟୁ ଧଳ ହସକାନ୍ଦ ଭରା ଦୁନିଆ। ହସିବା ଓ କାନ୍ଦିବା ପରସ୍ପର ପରିପୂରକ। ହସିବା ଯେପରି ଦେହ ପାଇଁ ଉପକାରୀ, କାନ୍ଦିବା ମଧ୍ୟ ସେହିପରି ଉପକାରୀ। ମଣିଷ ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହେଲେ ଆଖିରେ ଲୁହ ଆସିଯାଇଥାଏ। ଏହା ବ୍ୟତୀତ ନିକଟ…
ଏଇ ଭାରତରେ
କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ୍ ଅନୁଯାୟୀ ରାସ୍ତାଘାଟ ତଥା ପରିବେଶକୁ ପରିଷ୍କାର ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି। ଗୁଜରାଟର ଅହମଦାବାଦରେ ରାସ୍ତାରେ ଛେପ ପକାଇଲେ ଶହେଟଙ୍କା ଜରିମାନା। ଏ କଥା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ…
ସମ୍ପାଦକୀୟ/ ମଦ ପିଇ ମରିବା
ଚଳିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଓଡ଼ିଶାରେ ୨୯ ଏପ୍ରିଲରେ ଶେଷ ହୋଇଛି। ଏହି ଚୂଡ଼ାନ୍ତ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଦେଇଥିଲା। ଇଭିଏମ୍ ଭଙ୍ଗାରୁଜା ଓ ହତ୍ୟାକାଣ୍ଡ ଭିତରେ ଏହା ସୀମିତ ନ ରହି ବିଷାକ୍ତ ମଦ…
ଶ୍ରମିକଙ୍କ ଅଧିକାର ପାଇଁ ଲଢ଼େଇ
ଭାଲଚନ୍ଦ୍ର ଷଡ଼ଙ୍ଗୀ ‘ଆଠ ଘଣ୍ଟା କାମ, ଆଠ ଘଣ୍ଟା ବିଶ୍ରାମ ଓ ଆଠ ଘଣ୍ଟା ମନୋରଞ୍ଜନ’ ଦାବିରେ ଆଜିକୁ ୧୩୩ ବର୍ଷ ତଳେ ଆମେରିକାର ଶିକାଗୋ ସହରର ‘ହେ ମାର୍କେଟ’ ଛକରେ ହୋଇଥିବା ଆନ୍ଦୋଳନ ବିଶ୍ୱର ଶ୍ରମିକ ଶ୍ରେଣୀ ଇତିହାସରେ ଏକ…
Archives


