ସମ୍ପାଦକୀୟ

ମୋଦି-୨ ସରକାର

ଆକାର ପଟେଲ ନରେନ୍ଦ୍ର ମୋଦିଙ୍କ ଭବ୍ୟ ଶପଥଗ୍ରହଣ ଉତ୍ସବର ଖବର ସହ ଗଣମାଧ୍ୟମରେ ଅର୍ଥନୀତି ସମ୍ପର୍କିତ ଦୁଇଟି ଖବର ପ୍ରକାଶ ପାଇଛି। ପ୍ରଥମଟି ହେଉଛି ଭାରତର ଅର୍ଥନୈତିକ ଅଭିବୃଦ୍ଧି ୬ ପ୍ରତିଶତ ତଳକୁ ଖସିଯାଇଛି ଯାହା ଗତ ପାଞ୍ଚବର୍ଷ ଭିତରେ ସର୍ବନିମ୍ନ…

ସଦିଚ୍ଛାର ସୌଦାଗର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ପ୍ରାୟ କୋଡିଏ ବର୍ଷରୁ ଊର୍ଦ୍ଧ୍ୱ କାଳ ବିତିଗଲାଣି ତାଙ୍କର ଏ ସଂସାର ଛାଡିବାର। ସେ ସମୟରେ ବା ତା’ ପୂର୍ବରୁ ଓଡ଼ିଶାର ଏମିତି କେହି ଲେଖକ ନ ଥିବେ, ଯିଏ ତାଙ୍କ ହାତଲେଖା ଚିଠି ଖଣ୍ଡିଏ…

ଶିକ୍ଷାର କର୍ଣ୍ଣଧାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ବିପୁଳ ଭୋଟ ପାଇ ସାଧାରଣ ନିର୍ବାଚନ ଜିତିବା ପରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଅଭିଜ୍ଞ ବ୍ୟକ୍ତିଙ୍କୁ…

ଏଇ ଭାରତରେ

ଜେଲରେ ରହନ୍ତି ଜଣେ ମାତ୍ର କଏଦୀ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୁଜରାଟ ନିକଟବର୍ତ୍ତୀ ଆରବ ସାଗରର ଡିଉ ଆଇଲାଣ୍ଡରେ ଥିବା ଡିଉ ଫୋର୍ଟରେ ରହିଛି ଏହି ଜେଲ୍‌। ଏଥିରେ ଦୀପକ କାଞ୍ଜି(୩୦) ନାମକ ଜଣେ କଏଦୀ ରହୁଛନ୍ତି। ଡିଉ…

ଚୁପ୍‌ ରହିବାର ଆଦେଶ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଲୋକେ କହନ୍ତି ଯେ ଦେଶର ଜାହାଜ ହେଉଛି ଏକମାତ୍ର ଜାହାଜ ଯାହା ସବା ଉପରୁ ଲିକ୍‌ କରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଏପରି ଲିକ୍‌ ହେଉଥିବା ବା ଏହାର ବରିଷ୍ଠ ବାବୁମାନେ ଚାଲୁ ରହିଥିବା ତଦନ୍ତ…

ପୁଣି ବିବାଦ ଘେରରେ ଇଭିଏମ୍‌

ଅରୁଣ କୁମାର ପଣ୍ଡା ଏବେ ପୁଣି ଇଭିଏମ୍‌ (ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ) ବିବାଦ ଘେରକୁ ଆସିଛି। ଭୋଟରଙ୍କ ମତଦାନ ପରେ ଇଭିଏମ୍‌ଗୁଡ଼ିକୁ ସ୍ଥାନାନ୍ତର ସମୟରେ ସେଥିରେ ଟାମ୍ପରିଂ (ହେରଫେର) କରାଯାଇଛି ବୋଲି ପ୍ରାୟ ସମସ୍ତ ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଲୋକ…

କାଳବୈଶାଖୀ ଓ ବଜ୍ରପାତ

ମୋହନ କୁମାର ଭଟ୍ଟ ପ୍ରଚଣ୍ଡ ତାତିରେ ସିଝୁଥିବା ରାଜ୍ୟବାସୀଙ୍କୁ ସାମୟିକ ଆଶ୍ୱସ୍ତି ଆଣିଦେଉଛି କାଳବୈଶାଖୀ। ହେଲେ ଏହା ଧ୍ୱଂସଲୀଳା ବି ସୃଷ୍ଟି କରୁଛି। କେବଳ ଘୂର୍ଣ୍ଣିଝଡ଼ କି ବର୍ଷାପବନ ନୁହେଁ, କାଳବୈଶାଖୀ ସମୟରେ ହେଉଥିବା ବଜ୍ରପାତ ଯୋଗୁ ଅକାଳରେ ଝରିପଡ଼ୁଛି ଅନେକ…

ଏଇ ଭାରତରେ

ହାଇଦ୍ରାବାଦ୍‌ର ଜଣେ ଯୁବକ ଗୋଟିଏ ଦିନରେ ହଜାରେ ଲୋକଙ୍କୁ ଖାଦ୍ୟ ଖୁଆଇ ରେକର୍ଡ ସୃଷ୍ଟି କରିଛନ୍ତି। ‘ସର୍ଭ୍‌ ନିଡି’ ନାମକ ଏନ୍‌ଜିଓର ପ୍ରତିଷ୍ଠାତା ଗୌତମ କୁମାର ଗୋଟିଏ ଦିନରେ ପ୍ରାୟ ହଜାରେ ଗରିବ ଲୋକଙ୍କୁ ଖାଇବାକୁ ଦେଇ ‘ୟୁନିଭର୍ସାଲ ବୁକ୍‌ ଅଫ୍‌…

ଆଜିର ଅର୍ଥନୀତି/ ବର୍ତ୍ତମାନର ଆବଶ୍ୟକତା

ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀଭାବେ ତାଙ୍କର ପଞ୍ଚମ ପାଳି ଆରମ୍ଭ କରିବାକୁ ଯାଉଥିବା ବେଳେ ସରକାର ଏବେ ସାମନା କରୁଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାର ସମୟ ଆସିଛି। ଏହି ମାସ ଆରମ୍ଭରେ ପର୍ଯ୍ୟଟନ ସହର ପୁରୀ ଓ…

ଓଡ଼ିଶା ରାଜନୀତିରେ ନାରୀଶକ୍ତି

ଶରତଚନ୍ଦ୍ର ମିଶ୍ର ଏଥର ନିର୍ବାଚନ(୨୦୧୯)ରେ ବିଜେଡି ଓଡ଼ିଶାର ସମୁଦାୟ ଲୋକ ସଭା ସିଟ୍‌ର ତିନିଭାଗରୁ ଏକଭାଗ ମହିଳାଙ୍କୁ ପ୍ରଦାନ କରି ଏକ ସକାରାତ୍ମକ ଉଦାହରଣ ସୃଷ୍ଟି କରିଛି। ମହିଳାମାନଙ୍କ ନିମନ୍ତେ ପୌରସଭା ଓ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକରେ ୫୦ଭାଗ ଆସନ ସଂରକ୍ଷିତ ଅଛି।…

ବିଦାୟ ପାହାଡ଼ରାଣୀ

ଡ. ଆଲୋକ ରଞ୍ଜନ ମିଶ୍ର ଇତିହାସ ରଚିବାକୁ ଯାଇ ନିଜେ ଇତିହାସ ପାଲଟିଗଲ। ଭାରତୀୟ ସଂସ୍କୃତିର ପ୍ରତୀକ ଶାଢ଼ି ପରିଧାନ କରି ତୁମେ ଅଷ୍ଟ୍ରେଲିଆର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ କୋସିଓଯୋକ (ଯାହାର ଉଚ୍ଚତା ୨,୨୨୮ ମିଟର)କୁ ସଫଳତାର ସହ ଆରୋହଣ କରି…

ଏଇ ଭାରତରେ

ଚୋରି କରିବା ଏକ ନିନ୍ଦନୀୟ କାର୍ଯ୍ୟ। ଚୋରି କରୁଥିବା ପୁରୁଷକୁ ବିବାହ ପାଇଁ କେହି ଝିଅ ଦେବାକୁ ରାଜି ହୁଅନ୍ତି ନାହିଁ। କିନ୍ତୁ ଛତିଶଗଡ଼ର କେତେକ ଜିଲାରେ ନଟ ସମ୍ପ୍ରଦାୟର ଯୁବକ ବାହାହେବା ପାଇଁ ଚୋରି କରିବାକୁ ବାଧ୍ୟ ହେଉଛନ୍ତି। ଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri