ସମ୍ପାଦକୀୟ

ମାନହାନି

ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୨ରେ ଏକ ମାନହାନି ମାମଲାରେ ଅନ୍‌ଲାଇନ ନ୍ୟୁଜ୍‌ ପୋର୍ଟାଲ‘ ଦି ଓ୍ବାୟର’କୁ ଜାରି ଏକ ସମନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ଏହି ଖବର ପ୍ରସାରଣକାରୀ ଇଣ୍ଟରନେଟ୍‌ ପୋର୍ଟାଲ ଅଣଲାଭକାରୀ ସଙ୍ଗଠନ ‘ଫାଉଣ୍ଡେଶନ ଫର୍‌ ଇଣ୍ଡିପେଣ୍ଡେଣ୍ଟ ଜର୍ନାଲିଜମ୍‌’…

ସବୁଥାଇ ପଛୁଆ

ଆମ ରାଜ୍ୟରେ ଭିତ୍ତିଭୂମିର ଅଭାବ ରହିଛି କିମ୍ବା ପରିବେଶ ଓ ପରିସ୍ଥିତି ପ୍ରଭାବରେ ଉପତ୍ାଦନ କ୍ଷମତା ହ୍ରାସ ପାଉଛି, ସେସବୁର ନିଷ୍କର୍ଷ ବାହାର କରିବାକୁ ହେଲେ ଅନ୍ୟ ରାଜ୍ୟର ପାରିପାର୍ଶ୍ୱିକ ସ୍ଥିତି ସହିତ ଆମକୁ ତୁଳନାତ୍ମକ ବିଚାର କରିବାକୁ ପଡ଼ିବ। ଆମର…

ଏଇ ଭାରତରେ

ମାତ୍ର ୮୦ ବର୍ଗଫୁଟର ଘରେ ମାଇକ୍ରୋଗ୍ରୀନ ଚାଷ କରି ମାସକୁ ୫ ଲକ୍ଷ ଟଙ୍କାର ବ୍ୟବସାୟ କରୁଛନ୍ତି ପୂର୍ବତନ ବ୍ୟାଙ୍କ କର୍ମଚାରୀ ଅଜୟ ଗୋପୀନାଥ। ମାଇକ୍ରୋଗ୍ରୀନ୍‌ (ବିଭିନ୍ନ ଶସ୍ୟର ମଞ୍ଜିରୁ ଗଜା ହେବା ପରେ କଅଁଳ ଅବସ୍ଥାର ଛୋଟ ଗଛ)କୁ ବିଶେଷ…

ଦୁର୍ଜନକୁ ଦର୍ପଣ ଡର

ସାମାଜିକ କର୍ମୀ, ଓକିଲ ତଥା କନ୍ନଡ଼ ଲେଖିକା ବାନୁ ମୁସ୍ତାକ୍‌ଙ୍କ ‘ହାର୍ଟ ଲ୍ୟାମ୍ପ’ ମୁସ୍‌ଲିମ ଏବଂ ଦଳିତ ମହିଳାଙ୍କ ବାସ୍ତବିକ ଜୀବନକୁ ଆଲୋକପାତ କରୁଥିବା ଏକ ଆଇନା ବା ଦର୍ପଣ, ଯାହା ଧାର୍ମିକ ଅତ୍ୟାଚାର ଏବଂ ସାମାଜିକ ଅସମାନତା ଭଳି ବିଷୟବସ୍ତୁରେ…

ପାକିସ୍ତାନ ସହ ସାଉଦି ଆରବ

ହମାସକୁ ମୂଳପୋଛ କରିବା ଲକ୍ଷ୍ୟରେ ଦୀର୍ଘ ୨୩ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଗାଜା ଉପରେ ଇସ୍ରାଏଲ ସାମରିକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏପରିକି ଏହାର ନେତାମାନେ ଯେଉଁ ସବୁ ଦେଶରେ ରହୁଥିବା ଇସ୍ରାଏଲ ଖବର ପାଉଛି ସେହିସବୁ ରାଷ୍ଟ୍ର ଭିତରେ…

‘ତାଳି’ ବେଉସାର ମଣିଷ

ମାର୍‌ ତାଳି, ଉଠା ଥାଳି’ କାହା ପାଇଁ ଏକ ସମ୍ମାନଜନକ ବୃତ୍ତି। କାହାର ପୁଣ୍ୟ ଅର୍ଜନର ମାଧ୍ୟମ। ମାନସିକ ଶାନ୍ତିର ଏକ ମାଧ୍ୟମ ବି କୁହାଯାଇପାରେ। ତାଳି, କଳାକାର ପ୍ରତି ସମ୍ମାନ। ଦର୍ଶକର ‘ତାଳି’ କଳାକାରର ଭାତ ଥାଳି ମଧ୍ୟ। ଏ…

ମାତୃଭାଷାର ସୁରକ୍ଷା

ସ୍ବାଧୀନତାର ପରବର୍ତ୍ତୀ ସମୟରେ ଯେତେବେଳେ ଶିକ୍ଷାର ବ୍ୟାପକ ପ୍ରସାର ଘଟି ନ ଥିଲା ଓ ସମାଜରେ ଅଳ୍ପ କେତେଜଣ ପାଠୁଆ ଲୋକଙ୍କୁ ଛାଡ଼ିଦେଲେ ଜନସଂଖ୍ୟାର ଏକ ସିଂହଭାଗ ଅପାଠୁଆ ଥିଲେ ସେହି ସମୟରେ ସରକାରୀ ଦପ୍ତରରେ ଯେଉଁ ଚିଠିପତ୍ର ଲେଖାଯାଉଥିଲା ତାହା…

ଏଚ୍‌୧ବି ଭିଜା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଟାରିଫ୍‌ ବସାଇବା ପରେ ଏବେ ଏଚ୍‌୧ବି ଭିଜା ଦେୟ ଅସମ୍ଭବ ସ୍ତର ଯାଏ ବଢ଼ାଇ ବିଦେଶ ଯାଇ ଅର୍ଥ ଅର୍ଜନ କରିବାକୁ ଚାହୁଁଥିବା ଭାରତୀୟଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛନ୍ତି।…

ଜ୍ଞାନ ଓ ଆତ୍ମବିଜ୍ଞାନ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ଏହାର ଶତବାର୍ଷିକୀ ପାଳନ କରୁଛି। ସାଂସ୍କୃତିକ ବିଶେଷକରି ରାଜନୈତିକ କ୍ଷେତ୍ରରେ ଏହାର ଲମ୍ବା ସଫଳତାର ଇତିହାସ ବଖାଣୁଛି। ହିନ୍ଦୁତ୍ୱ ବିଚାରଧାରାର ସ୍ରୋତ ଭାବେ ଜଣାଶୁଣା ଏହି ସଂସ୍ଥା ବିଷୟରେ ଯେଉଁ ପାଠକେ ଜାଣନ୍ତି ସେମାନେ ଏହି ସ୍ତମ୍ଭରୁ…

ଆଜିର କାମ ଏବେ

ମହାଭାରତ ଯୁଦ୍ଧ ପୂର୍ବରୁ ବିଶ୍ୱାସ କରାଯାଉଥିଲା କୃଷ୍ଣ ଯେଉଁଠାରେ ଧର୍ମ ସେଠାରେ ରହିବ ଏବଂ ବିଜୟ ସୁନିଶ୍ଚିତ। ”ଯତୋ କୃଷ୍ଣ ସ୍ତତୋ ଧର୍ମଃ ଯତୋ ଧର୍ମଃ ସ୍ତତୋ ଜୟଃ।“ସେ ଉଭୟ ପକ୍ଷଙ୍କୁ ତାଙ୍କର ଚତୁର୍ଭୁଜ ସେନା କିମ୍ବା ତାଙ୍କୁ ବାଛିବା ବିକଳ୍ପ…

ଶିକ୍ଷକ ନିର୍ଯାତନା

ଛାତ୍ରୀ ନିର୍ଯାତନା ତଥା ଅନ୍ୟାନ୍ୟ କୋଳାହଳ ମଧ୍ୟରେ ଉଚ୍ଚଶିକ୍ଷାରେ ନିୟୋଜିତ ଶିକ୍ଷକମାନଙ୍କର ଉପତ୍ୀଡ଼ନର ସ୍ବର ସାଧାରଣତଃ ଶୁଣିବାକୁ ମିଳେ ନାହିଁ।ନିଜର ପୁଅଝିଅଙ୍କୁ ମଣିଷ କରିବାକୁ ଯାଇ  ମା’ ବାପା ଅବା ଅଭିଭାବକମାନଙ୍କର ଅପ୍ରାସଙ୍ଗିକ ଅଶ୍ରୁପାତ ସମ କଲେଜ ଶିକ୍ଷକମାନଙ୍କର ଦୁର୍ଦ୍ଦଶା।ଏବେ ଦେଖିବା…

ଖବରରେ ଖେଡ୍‌କର

ୟୁପିଏସ୍‌ସି ଠକେଇଠାରୁ ଆରମ୍ଭକରି ଅପହରଣ ଅଭିଯୋଗ ପର୍ଯ୍ୟନ୍ତ ପୂଜା ଖେଡ୍‌କରଙ୍କ କାହାଣୀ ଏକ ଦୁଃଖସୁଖପୂର୍ଣ୍ଣ ନାଟକ ହୋଇଯାଇଛି। ଠକେଇ କଥା ଜନମାନସରୁ ଅପସରି ଯାଉଥିବାବେଳେ ପୁନର୍ବାର ଏକ ନୂଆ ଘଟଣା ଖବରର ଶିରୋନାମା ହୋଇଛି। ନିକଟରେ ନଭି ମୁମ୍ବାଇର ଏକ ରାସ୍ତାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri