ସମ୍ପାଦକୀୟ

ତର୍ଜମା ଆଣେ ବିଚାର ନିଷ୍କର୍ଷ

ଅପରାଧ, ଅପରାଧୀ ଓ ଅଭିଯୋଗକାରୀଙ୍କ ଭିଆଣ। ବିଚାର ଚାଲେ, ବିଚାରାଳୟ, ନ୍ୟାୟାଳୟରେ। ହାଜିର ହୁଅନ୍ତି ଉଭୟ। ବିଚାର ବଢ଼େ। ଅଭିଯୋଗକାରୀ ଅଭିଯୋଗ ବଖାଣେ। ଅଭିଯୁକ୍ତକୁ ଅପରାଧୀ ବୋଲି ସାବ୍ୟସ୍ତ କରିବାକୁ ଯୁକ୍ତିସଙ୍ଗତ ନ୍ୟାୟ ବାଢ଼ନ୍ତି ଅଭିଯୋଗକାରୀ। ଅଭିଯୁକ୍ତଙ୍କ ପକ୍ଷ ମଧ୍ୟ ନିଜକୁ…

ପେନ୍‌ସନର ଟେନ୍‌ସନ

ଭାରତ ଭଳି ବିକାଶୋନ୍ମୁଖୀ ଦେଶରେ ଯେଉଁଠି ଯୋଜନା ବାବଦ ଖର୍ଚ୍ଚ ଅଧିକ ହେବା ଆବଶ୍ୟକ ସେଠାରେ ଦରମା, ପେନ୍‌ସନ, ସୁଧ, ସବ୍‌ସିଡି, ପ୍ରତିରକ୍ଷା ଇତ୍ୟାଦିରେ ବଜେଟର ୭୧.୬୬ ପ୍ରତିଶତ (୨୦୨୫-୨୬) ରାଶି ବ୍ୟୟବରାଦ ହୋଇଯାଏ। ତେଣୁ ବିକାଶ ପାଇଁ ଯେତିକି ପୁଞ୍ଜି…

ନୂଆ ଭାରତର ସ୍ଥିତି

‘ଈଶ୍ୱର ତାଙ୍କ ଚମତ୍କାରିତା ପ୍ରଦର୍ଶନ କରିବା ପାଇଁ ରହସ୍ୟମୟ ତରିକାରେ ଆଗକୁ ବଢ଼ନ୍ତି’ (ଗଡ୍‌ ମୁଭସ୍‌ ଇନ୍‌ ମିଷ୍ଟେରିୟସ ଓ୍ବେଜ୍‌ ହିଜ୍‌ ଓ୍ବଣ୍ଡର୍ସ ଟୁ ପର୍‌ଫର୍ମ)- ଏହି ଐଶ୍ୱରୀୟ ସ୍ତୁତିିକୁ ମୁଁ ସ୍କୁଲରେ ପଢ଼ିଥିଲି। ପ୍ରକୃତ କଥା ହେଉଛି ମନୁଷ୍ୟର ଜ୍ଞାନ…

ମୁକ୍ତିସଂଗ୍ରାମର ଦସ୍ତାବିଜ

ପ୍ରସିଦ୍ଧ ହିନ୍ଦୀ ଔପନ୍ୟାସିକ ପ୍ରେମ ଚାନ୍ଦ ଥିଲେ ଜଣେ ପ୍ରତିଭାବାନ୍‌ ବ୍ୟକ୍ତିତ୍ୱ। କିନ୍ତୁ ଗୋଟିଏ ବ୍ୟତିକ୍ରମ ଦେଖାଯାଏ ଯେ ବୟସ ବଢ଼ିବା ସତ୍ତ୍ୱେ ସେ କିନ୍ତୁ ଲେଖାପଢ଼ାରୁ ବିଚ୍ୟୁତ ରହୁ ନ ଥିଲେ। ଦିନେ ତାଙ୍କର ଅସୁସ୍ଥତା ଦେଖି ତାଙ୍କର ଧର୍ମପତ୍ନୀ…

ମୋଦୀ ମନ୍ତ୍ର: ଜନସେବା

ସେବାପକ୍ଷ’ର ଗୌରବମୟ ସମୟରେ ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ପୁଣି ଓଡ଼ିଶା ଆଗମନ ଆମ ୪.୫କୋଟି ଓଡ଼ିଆଙ୍କ ପାଇଁ ସମ୍ମାନ ଓ ସ୍ବୀକୃତିର ଦିନ। ସାଢ଼େ ଚାରି କୋଟି ଓଡ଼ିଆଙ୍କ ତରଫରୁ ମୁଁ ଏହି ମହାନ୍‌ ବିଭୂତିଙ୍କର ଜନ୍ମଦିନ ଅବସରରେ…

ନେତୃତ୍ୱ ଅପେକ୍ଷାରେ

ଆମେରିକା ସହ ଆରମ୍ଭ ହୋଇଥିବା ଭାରତର ବାଣିଜି୍ୟକ ଆଲୋଚନାର ଦାୟିତ୍ୱରେ ଥିବା ରାଜେଶ ଅଗ୍ରଓ୍ବାଲ ଖୁବ୍‌ ଶୀଘ୍ର ବାଣିଜ୍ୟ ସଚିବ ହେବେ। ୧୯୯୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅନେକ ଜଟିଳ ବୁଝାମଣା ସହ ଓତପ୍ରୋତ ଭାବେ ଜଡ଼ିତ। ବାଣିଜି୍ୟକ ବିକାଶଠାରୁ ଆରମ୍ଭକରି…

ଶିଶୁଙ୍କ ସ୍ବଭାବ ଶିଶୁ ସାହିତ୍ୟର ସ୍ବରୂପ

ଶିଶୁ ଦେବଶିଶୁ। ସରଳ, ନିରୀହ ଓ ନିଷ୍ପାପ। ନିର୍ବୋଧ ନୁହେଁ। ବଡ଼ ମଣିଷଙ୍କ ପରି ସବୁ ଭାବ ଅନୁଭବ କରନ୍ତି। ପ୍ରକାଶ କରିପାରନ୍ତି ନାହିଁ। ବଡ଼ ମଣିଷର ସେ ଛୋଟ ରୂପ। ଶିଶୁ କହିଲେ ଜନ୍ମରୁ ଅଠର ବର୍ଷ ବୟସ ପର୍ଯ୍ୟନ୍ତ…

ଦୂରେଇବା ପ୍ଲାଷ୍ଟିକ ଓ ମୂର୍ତ୍ତି ରଙ୍ଗ

ସମ୍ପ୍ରତି ମୂର୍ତ୍ତି କାରିଗରିରେ କେବଳ ବିଷାକ୍ତ ରଙ୍ଗ ନୁହେଁ ମୂର୍ତ୍ତି ତିଆରି ପ୍ରସ୍ତୁତିରେ ବ୍ୟାପକ ପ୍ଲାଷ୍ଟିକ ଓ ପଲିଥିନ୍‌ ବ୍ୟବହାର ହେଉଛି। ଏହା ସମସ୍ତଙ୍କ ପାଇଁ ଘାତକ। ଖୁଦୁରୁକୁଣୀ, ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ସରସ୍ବତୀ ପୂଜା, ଦଶହରା, ଦୀପାବଳି ପଛକୁ…

ସ୍ବାସ୍ଥ୍ୟ ଟିକସର ଲାଭ

ସାରା ବିଶ୍ୱରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ପାଣ୍ଠିର ଅଭାବ ରହିଛି। ଆବଶ୍ୟକ ଅନୁଯାୟୀ ସମ୍ବଳ ନ ଥିବାରୁ ଏହା ଭାରାକ୍ରାନ୍ତ ହୋଇପଡ଼ିଛି। ୨୦୨୩ରେ ନିମ୍ନ ଅୟ ବର୍ଗର ଦେଶଗୁଡ଼ିକ ସ୍ବାସ୍ଥ୍ୟ କ୍ଷେତ୍ରରେ ଜଣେ ଲୋକ ପିଛା ମାତ୍ର ୧୦ ଆମେରିକୀୟ ଡଲାର ଖର୍ଚ୍ଚ…

ଭାବନାର ବାସ୍ତବତା

ନାରଦ କହିଲେ, ଯିଏ ପୃଥିବୀ ଚାରିପାଖରେ ବୁଲି ଆସିବ ତା’ପାଇଁ ମୁଁ ଗୋଟିଏ ଆମ୍ବ ରଖିଛି। କାର୍ତ୍ତିକେୟ ତତ୍‌କ୍ଷଣାତ ଡେଇଁପଡ଼ି ମୟୂର ଉପରେ ବସିପଡ଼ିଲେ ଏବଂ ପୃଥିବୀ ଚାରିପାଖରେ ଉଡ଼ିବୁଲିଲେ। ଗଣେଶ ତାଙ୍କ ମାତାପିତାଙ୍କ ଚାରିପାଖରେ ଚାଲିକରି ବୁଲି ଆସି ନିଜକୁ…

କିଛି କହିବା ଉଚିତ

କୌଣସି ଘଟଣା ବା ପ୍ରସଙ୍ଗ ଉପରେ କିଛି କହିବା ବା କିଛି ନ କହି ଚୁପ୍‌ ରହିବା, ଏ ଯୋଡିଏ ବିକଳ୍ପରୁ ଆମକୁ ଗୋଟିଏ ବିକଳ୍ପକୁ ଧରିବାକୁ ହେବ! ତେବେ ଆମେ ଦୈନନ୍ଦିନ ଜୀବନରେ ପ୍ରାୟ ଗୋଟିଏ ପ୍ରକାରର ସମସ୍ୟାକୁ ସାମ୍ନା…

ମାକ୍ସ ମୁଲାର: ବିଚାରର ଦୁଇଦିଗ

ଛାୟାକାନ୍ତ ଷଡ଼ଙ୍ଗୀ ଯେଉଁ କେତେଜଣ ଇଂରେଜ ଭାରତ ପାଇଁ କିଛି ଚିନ୍ତା କରୁଥିଲେ, ସେମାନଙ୍କ ମଧ୍ୟରେ ଥମାସ୍‌ ବେବିଙ୍ଗଟନ୍‌ ମାକ୍‌ଲେ ଅନ୍ୟତମ। ସେ ଜଣେ ଆଇନ ପରାମର୍ଶଦାତା ଭାବରେ ୧୮୩୪ ମସିହାରେ ଭାରତ ଆସିଲେ ଓ ଭାରତରେ ଇଂଲିଶ ଶିକ୍ଷା ପ୍ରବର୍ତ୍ତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri